ଏହି ରାଶି ମାନେ ଲୁହାର କଡା ପିନ୍ଧିଲେ ମିଳେ ଶନିଙ୍କ କୃପା, ଚମକିଥାଏ ଭାଗ୍ୟ..

ଅନେକ ଲୋକେ ଲୁହାର କଡା ପିନ୍ଧି ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁହାର ସମ୍ବନ୍ଧ ଶନି ଗ୍ରହଙ୍କ ସହ ରହିଛି। ତେଣୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲୁହାର କଡା ପିନ୍ଧିବା ଶୁଭଙ୍କର। କିଛି ଲୋକେ ହାତରେ ବିଭିନ୍ନ ଧାତୁର କଡା ପିନ୍ଧି ଥାଆନ୍ତି। ଲୋକେ ସୁନା, ରୁପା, ପିତ୍ତଳ, ଲୁହା ଧାତୁରେ ତିଆରି କଡା ପିନ୍ଧି ଥାଆନ୍ତି। ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଧାତୁର ସମ୍ବନ୍ଧ ବିଭିନ୍ନ ଗ୍ରହଙ୍କ ସହ ରହିଛି। ବୁଧଙ୍କ ରାଶି … Continue reading ଏହି ରାଶି ମାନେ ଲୁହାର କଡା ପିନ୍ଧିଲେ ମିଳେ ଶନିଙ୍କ କୃପା, ଚମକିଥାଏ ଭାଗ୍ୟ..