ବାସୁଦେବପୁର : ବ୍ଲକରେ ଚାଲିଥିବା ମନମୁଖୀ କାର୍ଯ୍ୟ ଶୈଳୀକୁ ନେଇ କଂଗ୍ରେସ କର୍ମୀମାନେ ତାଲା ପକାଇବା ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ସଭାପତି ରମେଶଚନ୍ଦ୍ର ବଳଙ୍କ ନେତୄତ୍ବରେ ବ୍ଲକ ମହିଳା ସଭାପତି ମଞ୍ଜୁଲତା ପଣ୍ଡା, ସୁବାଷଚନ୍ଦ୍ର ସନ୍ଧି ବିଗ୍ରହ, ବିଷ୍ଣୁମୋହନ ସାହୁ, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ସୁବ୍ରତ ବେହୁରା, ଚଗୁଲୁ ଦିକ୍ଷିତ, ବ୍ଲକ ଯୁବ ସଭାପତି ସିଦ୍ଧାନ୍ତ କୁମାର ଦାସ, ରଶ୍ମି ରଞ୍ଜନ ମହାନ୍ତି, ବାଦଲ ନାୟକ, ଦୀପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



