www.samajalive.in
Monday, December 15, 2025
24.1 C
Bhubaneswar

ଏହି ଦିଗକୁ ମୁଣ୍ଡ କରି ଶୋଇଲେ କମିଥାଏ ଆୟୁ..

ଦୁନିଆର ସବୁଠାରୁ ପୁରୁଣା ଧର୍ମ ମଧ୍ୟରେ ସନାତନ ଧର୍ମ ଗୋଟିଏ। ହିନ୍ଦୁ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଆୟୁ ହ୍ରାସ ହୋଇଥାଏ।

କେବଳ ଧାର୍ମିକ କାରଣ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଉତ୍ତର ଦିଗରେ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି।

- Advertisement -

ପୁରାଣ ଅନୁଯାୟୀ, ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍ ନୁହେଁ।

ଘରେ ଦରିଦ୍ରତା ରହିଥାଏ। ଅଭାବ ଲାଗି ରହେ।

ତେଣୁ ଶୋଇବା ସମୟରେ ଦିଗ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।

ବୈଜ୍ଞାନିକଙ୍କ ଦୃଷ୍ଟି କୋଣରୁ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ବିଭିନ୍ନ ରୋଗ ଉତ୍ପନ୍ନ ହେବା ସହ ଶରୀର ରୋଗଗ୍ରସ୍ତ ରହିଥାଏ।

ବିଳମ୍ବରେ ଜଳଖିଆ କଲେ ସାବଧାନ୍ ; ୯୦% ଲୋକ ଜାଣନ୍ତି ନାହିଁ ସଠିକ୍ ସମୟ..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories