ବିଳମ୍ବରେ ଜଳଖିଆ କଲେ ସାବଧାନ୍ ; ୯୦% ଲୋକ ଜାଣନ୍ତି ନାହିଁ ସଠିକ୍ ସମୟ..

ସକାଳର ଜଳଖିଆ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ମଧ୍ୟରୁ ଗୋଟିଏ। ଏହା ଦିନଯାକ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହାସହ ମସ୍ତିଷ୍କ ସଠିକ୍ ଭାବେ କାମ କରିଥାଏ। ଆପଣ ଜାଣନ୍ତି କି ୯୦ % ଲୋକେ ଭୁଲ୍ ସମୟରେ ଜଳଖିଆ କରି ଥାଆନ୍ତି? ଜାଣନ୍ତୁ.. ଅଧିକାଂଶ ଲୋକେ ଶୀଘ୍ର କାମକୁ ଯିବା କିମ୍ବା ପିଲାଙ୍କୁ ସ୍କୁଲ ନେବା କାମରେ ସଠିକ୍ ସମୟରେ ଜଳଖିଆ ଖାଇ ପାରି ନଥାଆନ୍ତି। ମାତ୍ର ବିଳମ୍ବରେ ଜଳଖିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। … Continue reading ବିଳମ୍ବରେ ଜଳଖିଆ କଲେ ସାବଧାନ୍ ; ୯୦% ଲୋକ ଜାଣନ୍ତି ନାହିଁ ସଠିକ୍ ସମୟ..