www.samajalive.in
Saturday, December 6, 2025
26.1 C
Bhubaneswar

ଜୁଲାଇ ମାସରେ ଏହି ରାଶିଙ୍କ ଆଉ ରହିବନି ଚିନ୍ତା ; ଖାଲି ମିଳିବ ଧନ, ଚମକିବ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୪ର ଜୁଲାଇ ମାସରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଜୁଲାଇ ମାସ ଆରମ୍ଭ ହେବା ପୂର୍ବରୁ ବୁଧ ଓ ଶୁକ୍ର ଉଦୟ ହୋଇଛନ୍ତି। ସେହିପରି ଜୁଲାଇ ମାସରେ ଶୁକ୍ର ରାଶି ପରିବର୍ତ୍ତନ କରି ଚନ୍ଦ୍ରମାଙ୍କ ରାଶି କର୍କଟରେ ପ୍ରବେଶ କରିବେ। ଏହାସହ ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା କର୍କଟ ରାଶିରେ ପ୍ରବେଶ କରିବେ। ଜାଣନ୍ତୁ ଜୁଲାଇ ମାସରେ କେଉଁ ୫ ରାଶିଙ୍କ ଭାଗ୍ୟ ବଦଳିବ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ଟଙ୍କା ପଇସା ମିଳିବାର ନୂତନ ସ୍ରୋତ ମିଳିବ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ।

ଶୋଇବା ପୂର୍ବରୁ ଏହି ୫ଟି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ..

- Advertisement -

କର୍କଟ – ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ। ଉଚ୍ଚ ଚିନ୍ତାଧାରା ଯୋଗୁଁ ସ୍ୱପ୍ନ ପୂରଣ କରିବେ। ଉନ୍ନତି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂତନ ଚାକିରି ପ୍ରସ୍ତାବ ମିଳିବ। ଆୟରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ଜୀବନରେ ଥିବା ସମସ୍ୟା ଦୂର ହେବ। ସଞ୍ଚୟ କରିବେ। ନିବେଶ ପାଇଁ ଉତ୍ତମ ସମୟ।

ତୁଳା – କର୍ମକ୍ଷେତ୍ର ପାଇଁ ଏହି ସମୟ ବରଦାନ ଭଳି। ଦୀର୍ଘ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ମିଳିବ। ଟଙ୍କା ପଇସା ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପଦନ୍ନୋତି ହେବ।

ମକର – ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଆରାମ ସହ କାମ ମଧ୍ୟ କରିବେ। ଉନ୍ନତି ହେବା ସହ ନୂତନ ସୁଯୋଗ ମିଳିବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ଆୟରେ ନୂତନ ସ୍ରୋତ ମିଳିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories