www.samajalive.in
Monday, December 15, 2025
26.1 C
Bhubaneswar

ଜୁଲାଇରୁ ନଭେମ୍ବର ମା’ଲକ୍ଷ୍ମୀ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ : ମିଳିବ ଧନ ହିଁ ଧନ, ଚାକିରି, ରହିବନି ଚିନ୍ତା..

ଚର୍ତୁମାସର ୪ ମାସରେ ଭଗବାନ ଶ୍ରୀହରି ବିଷ୍ଣୁ ଯୋଗ ନିଦ୍ରାରେ ରହି ଥାଆନ୍ତି। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ସେହିପରି ଧାର୍ମିକ ଦୃଷ୍ଟି କୋଣରୁ ଚର୍ତୁମାସର ଖୁବ୍ ମହତ୍ତ୍ୱ ରହିଛି। ତେବେ ଆଗାମୀ ୪ ମାସରେ କିଛି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ।
ଚର୍ତୁମାସର ଆରମ୍ଭ ୧୭ ଜୁଲାଇ ଦେବଶୟନ ଏକାଦଶୀ ଦିନ ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଶୁଭ ଯୋଗ ଓ ଶୁକ୍ଳ ଯୋଗ ଭଳି ଅନେକ ଶୁଭ ଯୋଗ ସୃଷ୍ଟି ହେବ। ଜାଣନ୍ତୁ କେଉଁ ରାଶି ହେବେ ଲାଭବାନ୍..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ୪ ମାସ ଖୁବ୍ ଶୁଭଙ୍କର। କର୍ମକ୍ଷେତ୍ରରେ ଉନ୍ନତି କରିବାର ରାସ୍ତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନରେ ସକରାତ୍ମକ ଶକ୍ତି ଓ ସୁଖ ବୃଦ୍ଧି ହେବ। ବ୍ୟବସାୟୀ ଲାଭବାନ୍ ହେବେ।

- Advertisement -

ବୃଷ – ଆଗାମୀ ୪ ମାସ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ। ଜୀବନର ଥିବା ଅନେକ ସମସ୍ୟା ଦୂର ହେବ। ନୂତନ ଚାକିରି ମିଳିବ। ଆୟରେ ବୃଦ୍ଧି ହେବ। କର୍ମକ୍ଷେତ୍ର ପାଇଁ ଏହି ସମୟ ବେଶ ଶୁଭଙ୍କର।

ଜୁଲାଇ ୫ରେ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବଦଳିବ ଭାଗ୍ୟ..

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ୪ ମାସ ଶୁଭଫଳ ମିଳିବ। କୌଣସି ଏକ ବଡ କାମ ପୂରଣ ହେବ। ଧନ, ପଦ-ପ୍ରତିଷ୍ଠା ବୃଦ୍ଧି ହେବ। ଆୟରେ ବୃଦ୍ଧି ହେବ। ଆର୍ଥିକ ଦୃଷ୍ଟି କୋଣରୁ ସମୟ ବେଶ ଶୁଭଙ୍କର।

କନ୍ୟା – କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭଙ୍କର। ହଠାତ୍ ଧନ ପ୍ରାପ୍ତି ହେବ। ଉନ୍ନତିର ମାର୍ଗ ଖୋଲିବ। ନିବେଶ ପାଇଁ ଉତ୍ତମ ସମୟ ରହିଛି। ଚାକିରି-ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ।

ଏହି ଦିଗକୁ ମୁଣ୍ଡ କରି ଶୋଇଲେ କମିଥାଏ ଆୟୁ..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories