ଏହି ଦିଗକୁ ମୁଣ୍ଡ କରି ଶୋଇଲେ କମିଥାଏ ଆୟୁ..

ଦୁନିଆର ସବୁଠାରୁ ପୁରୁଣା ଧର୍ମ ମଧ୍ୟରେ ସନାତନ ଧର୍ମ ଗୋଟିଏ। ହିନ୍ଦୁ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଆୟୁ ହ୍ରାସ ହୋଇଥାଏ। କେବଳ ଧାର୍ମିକ କାରଣ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଉତ୍ତର ଦିଗରେ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି। ପୁରାଣ ଅନୁଯାୟୀ, ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍ … Continue reading ଏହି ଦିଗକୁ ମୁଣ୍ଡ କରି ଶୋଇଲେ କମିଥାଏ ଆୟୁ..