ଜୁଲାଇ ୫ରେ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବଦଳିବ ଭାଗ୍ୟ..

ଆଷାଢ ମାସ ଆରମ୍ଭ ହୋଇଛି। ଜୁଲାଇ ୫ରେ ଆଷାଢ ମାସର ଅମାବାସ୍ୟା। ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ଅନେକ ମହତ୍ତ୍ୱ ରହିଛି। ଏହି ଦିନ ପୂର୍ବ ପୁରୁଷଙ୍କୁ ତର୍ପଣ ଅର୍ପଣ କରାଯାଏ। ତାଙ୍କ ପାଇଁ ଦାନ ମଧ୍ୟ କରାଯାଏ। ଏହାଦ୍ୱାରା ପୂର୍ବ ପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଆଷାଢ ମାସର ଅମାବାସ୍ୟା ଦିନ ଭଗବାନ ଶିବ, ପ୍ରଭୁ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହାସହ ଶନିଙ୍କ ବକ୍ର ଚଳନ ମଧ୍ୟ ଆରମ୍ଭ ହୋଇ ସାରିଛି। ଶନିଙ୍କ କୃପା … Continue reading ଜୁଲାଇ ୫ରେ ଅଦ୍ଭୁତ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବଦଳିବ ଭାଗ୍ୟ..