www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; କାହିଁକି ବିଜୁଳି ଖୁଣ୍ଟରେ ଏକାଠି ଚଢିଗଲେ ଅନେକ ଲୋକେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କେତେବେଳେ କେଉଁ ଭିଡିଓ ଦେଖିବାକୁ ମିଳିବ , ତାହା କଳ୍ପନା କରିହେବ ନାହିଁ। ଅନେକ ସମୟରେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ। ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଅନେକ ଲୋକେ ଏକାଠି ବିଜୁଳି ଟ୍ରାନ୍ସଫର୍ମର ଖୁଣ୍ଟି ରେ ଚଢୁଥିବା ଦେଖାଯାଇଛନ୍ତି। ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି।


ଭିଡିଓରେ ଦେଖିପାରିବେ ଜଣେ କି ଦୁଇ ଜଣ ନୁହେଁ ବରଂ ଅନେକ ଲୋକେ ବିଜୁଳି ଖୁଣ୍ଟରେ ଚଢିଥିବା ନଜର ଆସିଛନ୍ତି। ଭିଡିଓରେ ଦେଖାଯାଉଛି, ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଭଳି ବିଜୁଳି ଖୁଣ୍ଟରେ ଚଢିଛନ୍ତି। ଷଣ୍ଢ ସେମାନଙ୍କୁ ଗୋଡାଇବା ସହ ଆକ୍ରମଣ କରୁଛି। ଫଳରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବିଜୁଳି ଖୁଣ୍ଟରେ ଚଢି ଯାଇଥିଲେ। ମାତ୍ର ବିଜୁଳି ଆଘାତରେ ଲୋକଙ୍କ ଜୀବନ ମଧ୍ୟ ଯାଇପାରେ। ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ କହିଛନ୍ତି ଜୀବନ ବଞ୍ଚାଇବା ପାଇଁ ଜୀବନକୁ ବିପଦରେ ପକାଇଛନ୍ତି।

ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories