ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

ଉଚ୍ଚ କୋଲେଷ୍ଟେରୋଲ୍ ଶରୀରର ଖୁବ୍ କ୍ଷତି କରିଥାଏ। ଯାହା ଉଚ୍ଚ ରକ୍ତଚାପ, ହୃଦଘାତ, ଷ୍ଟ୍ରୋକ୍ ଭଳି ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହି କାରଣରୁ ଡାକ୍ତର ସର୍ବଦା କୋଲେଷ୍ଟେରୋଲ୍ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ତେବେ ଶରୀରର କେତେକ ଅଂଶରୁ ଶରୀରରେ କୋଲେଷ୍ଟେରୋଲ୍ ବୃଦ୍ଧି ହୋଇଥିବାର ସଙ୍କେତ ଦେଇଥାଏ। ନଖରେ ଆସୁଥିବା ଅନେକ ପରିବର୍ତ୍ତନ କୋଲେଷ୍ଟେରୋଲ୍ ବୃଦ୍ଧି ହେବାର ସଙ୍କେତ ଦେଇଥାଏ। ନଖ ହଳଦିଆ ପଡିବା ଲକ୍ଷଣ ଉଚ୍ଚ କୋଲେଷ୍ଟେରୋଲ୍ ସହ ଜଡିତ। କୋଲେଷ୍ଟେରୋଲ୍ ଜମାଟ୍ … Continue reading ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..