www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଢେଙ୍କାନାଳ ସପ୍ତଶଯ୍ୟା ପାହାଡକୁ ବୁଲିବାକୁ ଯାଇ ନିଖୋଜ ହୋଇଥିବା ୫ ନିଖୋଜ ଛାତ୍ର ଉଦ୍ଧାର..

ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୁଲିସ୍ ..

- Advertisement -

ସପ୍ତଶଯ୍ୟା ବୁଲିବାକୁ ଯାଇ ଅନ୍ଧାରରେ ଫସି ଯାଇଥିଲେ..

ରାୟଗଡା ଅମ୍ବାଦଳା ଥାନା ବନ୍ଧଗୁଡା ଗାଁ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ: ଦୁଇ ମୃତ, ୩ ଗୁରୁତର..

ମାସ ବଦଳିବା ସହ ଇତିହାସ ପାଲଟିଲା ବ୍ରିଟିଶ ଆଇନ’ ; ଦେଶରେ ଆଜିଠୁ ଲାଗୁ ହେଲା ନୂଆ ଆପରାଧିକ ଆଇନ..

ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ..

ବାର୍ବାଡୋସରେ ଘୂର୍ଣ୍ଣିଝଡ ‘ବେରିଲ’ରେ ଫସିରହିଛନ୍ତି ଭାରତୀୟ ଖେଳାଳି…

ବାସ୍ ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ, ଧନକୁ କରେ ଆକର୍ଷିତ, ରୁହେନି ଅଭାବ..

ଟିମ୍‍ ଇଣ୍ଡିଆକୁ ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ..

ଦେଶରେ ନୂଆ ଆଇନ ଲାଗୁ ହେବା ପରେ ରୁଜୁ ହେଲା ପ୍ରଥମ ଏଫଆଇଆର..

ଦିଲ୍ଲୀରେ ଫୁଟ ଓଭରବ୍ରିଜ ଅବରୋଧ ଅଭିଯୋଗରେ ଉଠା ଦୋକାନୀଙ୍କ ବିରୋଧରେ ମାମଲା..

ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ..

ଦେଖନ୍ତୁ ଛାତି ଥରା ଭିଡିଓ ; ଝରଣାର ପ୍ରଖର ଜଳ ସ୍ରୋତରେ ଭାସିଗଲେ ପୁରା ପରିବାର..

ଅଭିଯୋଗ ଶୁଣାଣି ପୂର୍ବରୁ ପଞ୍ଜୀକରଣ ପାଇଁ ପ୍ରବଳ ଲୋକଙ୍କ ଭିଡ..

ଗୁହାରି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛନ୍ତି ଶତାଧିକ ଲୋକ..

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ଧାରିବରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ବାପା-ପୁଅଙ୍କ ଜୀବନ, ଝିଅ ଗୁରୁ୍ତର..

୩୦ଟଙ୍କା କମିଲା କମର୍ସିଆଲ ଗ୍ୟାସ ସିିଲିଣ୍ଡର ଦର..

୧୯କେ.ଜି ଗ୍ୟାସ ସିଲିଣ୍ଡର ଦର ୩୦ଟଙ୍କା କମିଛି..

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ୍ ୟୁଜି ପୁନଃ ପରୀକ୍ଷା ଫଳ..

୮୧୩ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ କଲା ଏନଟିଏ..

ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଗତ ଜୁନ ୨୩ରେ ହୋଇଥିଲା ପରୀକ୍ଷା..

ଛତିଶଗଡ ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ମାଓ ବର୍ବରତା..

ମାଲକାନଗିରିରେ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରିବା ସହ ପୋଷ୍ଟର ଜାରି କଲେ ମାଓବାଦୀ..

ନିର୍ବାଚନ ଆଚରଣ ବିଧି ହଟିବା ପରେ ବିଏମସି ଓ ବିଡିଏ ପକ୍ଷରୁ ଆଜିଠାରୁ ପୁଣି ଅଭିଯୋଗର ଶୁଣାଣି ଆରମ୍ଭ..

ପ୍ରତି ସୋମବାର ଦିନ ୧୧ଟାରୁ ୧ଟା ୩୦ ମଧ୍ୟରେ ଶୁଣାଣି ନିଷ୍ପତ୍ତି..

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା..

ବ୍ଲାଷ୍ଟ ଫର୍ଣ୍ଣେସ ୫ରେ ଗ୍ୟାସ୍‍ ଲିକ୍‍ ହୋଇ ୯ଜଣ ଆହତ..

ଇସ୍ପାତ ଜେନେରାଲ ହସ୍ପିଟାଲରେ ୮ଜଣ ଭର୍ତ୍ତି..

ଗ୍ୟାସ ଲିକରୁ ଦୁର୍ଘଟଣା ଘଟିଥିବା ସନ୍ଦେହ..

ବୌଦ୍ଧ ମହାନଦୀରେ ଧୀବରଙ୍କ ଜାଲରେ ପଡିଲା ୪୦ କେଜିର ବିରଳ ବୁଦ ମାଛ, ମାଛ ଦେଖିବାକୁ ଲୋକଙ୍କ ଭିଡ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories