ବାସ୍ ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ, ଧନକୁ କରେ ଆକର୍ଷିତ, ରୁହେନି ଅଭାବ..

ଅନେକ ଲୋକେ ଘରେ ଓ ବଗିଚାରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହାଦ୍ୱାରା ବାତାବରଣ ମଧ୍ୟ ଶୁଦ୍ଧ ରହିଥାଏ। ସତେଜ ଅନୁଭବ ହୋଇଥାଏ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଗଛଲତା ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। କାରଣ ଅନେକ ଗଛ ଲତାର ସମ୍ବନ୍ଧ ଦେବାଦେବୀ ଓ ଗ୍ରହଙ୍କ ସହ ଜଡିତ। ତେଣୁ ଜାତକରେ ଗ୍ରହଙ୍କ ଦୋଷ ଦୂର ପାଇଁ ଓ ମଜଭୁତ … Continue reading ବାସ୍ ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ, ଧନକୁ କରେ ଆକର୍ଷିତ, ରୁହେନି ଅଭାବ..