ଦେଖନ୍ତୁ ଛାତି ଥରା ଭିଡିଓ ; ଝରଣାର ପ୍ରଖର ଜଳ ସ୍ରୋତରେ ଭାସିଗଲେ ପୁରା ପରିବାର..

ମୁମ୍ବଇ : ଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଲୋନାବଲାରେ ପରିବାରର ୭ ସଦସ୍ୟ ମାନେ କିଛି ହସଖୁସି ସମୟ ଅତିବାହିତ କରିବା ପାଇଁ ଝରଣା ନିକଟକୁ ଯାଇ ଆଉ ଫେରିପାରିଲେ ନାହିଁ। ହଠାତ୍ ପ୍ରବଳ ସ୍ରୋତ ଆସି ଏଥିରେ ସାରା ପରିବାର ଭାସି ଯାଇଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ଦେଖି ଛାତି ଥରି ଉଠିବ। ଭିଡିଓରେ ଦେଖିପାରିବେ ଝରଣା ମଧ୍ୟରେ ପରସ୍ପରକୁ ଧରି ଜଣେ ବ୍ୟକ୍ତି, ମହିଳା ଓ ଛୁଆମାନେ … Continue reading ଦେଖନ୍ତୁ ଛାତି ଥରା ଭିଡିଓ ; ଝରଣାର ପ୍ରଖର ଜଳ ସ୍ରୋତରେ ଭାସିଗଲେ ପୁରା ପରିବାର..