www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ..

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଉପସ୍ଥିତ..

- Advertisement -

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ..

ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଲିସର ଏନକାଉଣ୍ଟର..

ଜଣେ ନକ୍ସଲ ନିହତ, ଅନ୍ୟ ମାଓବାଦୀଙ୍କ ଛତ୍ରଭଙ୍ଗ, ଏସଏଲଆର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ..

ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

ଆଜି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଏନଡିଏ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ..

ସ୍ଵାଭାବିକ ହେଉଛି ବାଲେଶ୍ଵରର ସ୍ଥିତି..

ସହଦେବଖୁଣ୍ଟା ଅଞ୍ଚଳରେ ସକାଳ ୫ରୁ ରାତି ୯ ଏବଂ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟା ରୁ ସନ୍ଧ୍ୟା ୫ଟା ଯାଏଁ କୋହଳ କର୍ଫ୍ୟୁ..

ମୋବାଇଲ ଇଣ୍ଟରନେଟ୍ ସେବା ସ୍ଵାଭାବିକ..

ଆଜି କଳା ଦିବସ ପାଳିବ ବିଜେପି..

ଜିଲ୍ଲା ଓ ରାଜ୍ୟସ୍ତରରେ କଳା ଦିବସ ପାଳିବ ଦଳ ..

୧୯୭୫ ଜୁନ୍ ୨୫ ରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ..

ଜୁନ୍ ୨୫କୁ କଳା ଦିବସ ଭାବେ ପାଳୁଛି ବିଜେପି..

ଆସନ୍ତାକାଲି ବଙ୍ଗୋପସାଗରରେ ହୋଇପାରେ ଘୂର୍ଣ୍ଣିବଳୟ..

ପ୍ରଭାବରେ ସାରା ରାଜ୍ୟରେ ବଢିପାରେ ବର୍ଷା..

କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ..

୩ଦିନ ଧରି ଉପକୂଳ, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା..

ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତ: ୨୪ ରନ୍ ରେ ହାରିଲା କଙ୍ଗାରୁ ଦଳ ..

ଭାରତ ଦେଇଥିଲା ୨୦୬ ରନ୍ ର ବିଜୟ ଲକ୍ଷ୍ୟ, ୨୭ରେ ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ଟକ୍କର..

ଲୋକସଭାରେ ଆଜି ଶପଥ ନେବେ ୧୯ ଓଡ଼ିଆ ସାଂସଦ..

ଗତକାଲି ଶପଥ ଗ୍ରହଣ କରିଥିଲେ ଦୁଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ..

ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି.. ବିମାନବନ୍ଦର ଅଧିକାରୀ ଏମିତି କଲେ ଆତ୍ମହତ୍ୟା, କାରଣ ଖୋଜୁଛି ପୁଲିସ..

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories