ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି.. ବିମାନବନ୍ଦର ଅଧିକାରୀ ଏମିତି କଲେ ଆତ୍ମହତ୍ୟା, କାରଣ ଖୋଜୁଛି ପୁଲିସ..

ନୂଆଦିଲ୍ଲୀ : ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି, ଶରୀରରେ ମହିଳାଙ୍କ ପୋଷାକ ପିନ୍ଧି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରାଖଣ୍ଡରେ ଘଟିଛି। ଉତ୍ତରାଖଣ୍ଡର ପନ୍ତନଗର ବିମାନବନ୍ଦର ବିମାନ ଟ୍ରାଫିକ୍ କଣ୍ଟ୍ରୋଲ ଟିମ୍ ରେ କାମ କରୁଥିବା ସହକାରୀ ମ୍ୟାନେଜର ଆଶିଷ ଚୌସଲ (୩୫)ମହିଳା ବେଶରେ ଆତ୍ମହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଛି।ଆଶିଷଙ୍କ ମୃତ୍ୟୁ ହତ୍ୟା କିମ୍ବା ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ … Continue reading ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି.. ବିମାନବନ୍ଦର ଅଧିକାରୀ ଏମିତି କଲେ ଆତ୍ମହତ୍ୟା, କାରଣ ଖୋଜୁଛି ପୁଲିସ..