ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ରାହୁ ଓ ନ୍ୟାୟର ଦେବତା ଶନି ଗ୍ରହଙ୍କ ଖୁବ୍ ମହତ୍ତ୍ୱ ରହିଛି। ଶନି ଓ ରାହୁଙ୍କର ଖୁବ୍ ଶୀଘ୍ର ଏକ ରୋଚକ ସ୍ଥିତି ତିଆରି ହେବାକୁ ଯାଉଛି। ଜୁଲାଇ ୮ରେ ରାହୁ ନକ୍ଷତ୍ର ପରିବର୍ତ୍ତନ କରି ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଉତ୍ତରା ଭାଦ୍ରପଦ ନକ୍ଷତ୍ରର ସ୍ୱାମୀ ଶନି ଦେବତା। ରାହୁ ଶନିଙ୍କ ନକ୍ଷତ୍ରରେ ଆସିବାକୁ ଶୁଭ ଯୋଗ ସୃଷ୍ଟି ହେଉଛି। ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ୫ ରାଶି ବ୍ୟକ୍ତି ବିଶେଷଙ୍କ … Continue reading ଜୁଲାଇ ୮ ; ଶନି,ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ ହିଁ ଧନ, ସଫଳତା..