କୋଇଡା : ସୁନ୍ଦରଗଡରୁ ଏକ ଚାଞ୍ଚଲ୍ୟକର ଘଟଣା ସୋମବାର ସାମ୍ନାକୁ ଆସିଛି। ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି। ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ବେଳେ ଗ୍ରାମବାସୀ ନାତିକୁ ଧରିଛନ୍ତି। କେ.ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣି ଗାରେଡି ସନ୍ଦେହରୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ ନାତିକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।
Popular Categories



