ଏଣିକି ତାଳ ଗଛ କାଟିବା ପାଇଁ ନେବାକୁ ପଡିବ ଅନୁମତି
ଭୁବନେଶ୍ୱର : ଆଉ ମନଇଚ୍ଛା କାଟି ପାରିବେନି ତାଳଗଛ। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପକ୍ଷରୁ ସୋମବାର ସୂଚନା ମିଳିଛି। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ। ଜାଣନ୍ତୁ ରାତିରେ ଭାତ … Continue reading ଏଣିକି ତାଳ ଗଛ କାଟିବା ପାଇଁ ନେବାକୁ ପଡିବ ଅନୁମତି
Copy and paste this URL into your WordPress site to embed
Copy and paste this code into your site to embed