www.samajalive.in
Saturday, December 6, 2025
14.1 C
Bhubaneswar

ଅତ୍ୟଧିକ ଝାଳ ବୋହିବା ଦେଇଥାଏ ଏହି ମାରାତ୍ମକ ରୋଗର ହେବାର ସଙ୍କେତ..

ଶରୀରରୁ ଝାଳ ବୋହିବା ସାଧାରଣ କଥା। ମାତ୍ର ଆବଶ୍ୟକତା ଠାରୁ ନିୟମିତ ଅଧିକ ଝାଳ ବୋହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ହାଇପରହିଡ୍ରୋସିସ୍ (Hyperhidrosis)ର ସଙ୍କେତ ହୋଇପାରେ। ଯାହା ଦ୍ୱାରା ହୃଦଘାତର ହେବାର ମଧ୍ୟ ଆଶଙ୍କା ଥାଏ।
ଯଦି ଆପଣଙ୍କର ଆବଶ୍ୟକତା ଠାରୁ ଅଧିକ ଝାଳ ନିର୍ଗତ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅତ୍ୟଧିକ ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ।

ଏହାସହ ବ୍ରେନ୍ ଷ୍ଟ୍ରୋକ୍ ର ହେବାର ମଧ୍ୟ ସମ୍ଭାବନା ଥାଏ।
ଶରୀରରୁ ଅଧିକ ଝାଳ ବୋହିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କାରଣରେ ଶରୀରରୁ ସୋଡିୟମର ମାତ୍ରା ହ୍ରାସ ପାଇଥାଏ।

ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..

- Advertisement -

ଏହାର ସିଧାସଳଖ ପ୍ରଭାବ କିଡନୀ ଉପରେ ପଡିଥାଏ।

ଅତ୍ୟଧିକ ଝାଳ ବୋହିବା କେତେକ ମାରାତ୍ମକ ରୋଗର ସଙ୍କେତ ହୋଇପାରେ। ଏହାଦ୍ୱାରା ବାନ୍ତି ମଧ୍ୟ ହୋଇପାରେ। କାରଣ ଶରୀରରେ ଜଳ ସହ ସୋଡିୟମର ମାତ୍ରା ମଧ୍ୟ ହ୍ରାସ ପାଇଥାଏ।

ଦେଖନ୍ତୁ ଭିଡିଓ ; ବର୍ଷାରେ ନାଚୁଥିଲେ ଯୁବତୀ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..

ଅତ୍ୟଧିକ ଝାଳ ବୋହିବାର କାରଣ ମୋଟାପଣ, ସଂକ୍ରମଣ ଜନିତ ରୋଗ, ମଧୁମେହ ଭଳି ରୋଗ ମଧ୍ୟ ହୋଇପାରେ।

ବର୍ଷା ଦିନେ ଖରାପ ହୋଇପାରେ ଏସି ; କରନ୍ତୁ ନାହିଁ ଏହି ଭୁଲ୍..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories