ଦେଖନ୍ତୁ ଭିଡିଓ ; ବର୍ଷାରେ ନାଚୁଥିଲେ ଯୁବତୀ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..

ନୂଆଦିଲ୍ଲୀ : ଯୁବପିଢି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ରିଲ୍ସ ଓ ଭିଡିଓ କରିବାର ନିଶା ଲଗାତର ବୃଦ୍ଧି ପାଉଥିବା ଦେଖାଯାଉଛି। ପରସ୍ପରକୁ ଦେଖି ଲୋକେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଲୋକପ୍ରିୟତା ହାସଲ ପାଇଁ ଏହା ସହଜ ଉପାୟ ଭାବି ଭିଡିଓ କରୁଛନ୍ତି। ମାତ୍ର ରିଲ୍ସ କରିବା ସମୟରେ ଅଧିକାଂଶ ସାବଧାନ ନହୋଇ ନିଜ ଜୀବନକୁ ବିପଦରେ ପକାଉଥିବା ଦେଖାଯାଉଛି। ଏଥିପାଇଁ ଅନେକ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ନିକଟରେ … Continue reading ଦେଖନ୍ତୁ ଭିଡିଓ ; ବର୍ଷାରେ ନାଚୁଥିଲେ ଯୁବତୀ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..