ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..

ବାସ୍ତୁ ଶାସ୍ତ୍ରରେ ଶୋଇବାର ଦିଗ ସହ କିଛି ଏଭଳି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ଧନସମ୍ପତ୍ତି, ସୁଖସମୃଦ୍ଧିକୁ ଆକର୍ଷିତ କରିଥାଏ। ଏଥିପାଇଁ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଏପରି କିଛି ଜିନିଷ ରଖି ପାରିବେ, ଯାହା ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିଥାଏ। ଧନ ଲାଭ ହୋଇଥାଏ। ଜାତକରେ ରାହୁ ଦୋଷ ଥିଲେ ତକିଆ ତଳେ କିଛି ପାନ ମଧୁରୀ ରଖି ଦିଅନ୍ତୁ। ଏହାଦ୍ୱାରା ଜାତକରୁ ରାହୁଙ୍କ କୁପ୍ରଭାବ ଦୂର ହୋଇଥାଏ। ସମସ୍ୟାରୁ ମୁକ୍ତି … Continue reading ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..