ବର୍ଷା ଦିନେ ଖରାପ ହୋଇପାରେ ଏସି ; କରନ୍ତୁ ନାହିଁ ଏହି ଭୁଲ୍..

ଦେଶର ଅନେକ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇ ସାରିଛି। ବର୍ଷା ହେବା ପରେ ତାପମାତ୍ରାରେ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି। ବର୍ଷା ସମୟରେ ଅଧିକାଂଶ ଲୋକେ ନିଜର ଏସିର ସଠିକ୍ ଭାବେ ଯତ୍ନ ନେଇ ନଥାଆନ୍ତି। ଏହାଦ୍ୱାରା ଏସି ଖରାପ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ। ମୌସୁମୀ ବର୍ଷା ସମୟରେ ଅନେକ ସ୍ଥାନରେ ଜୋରରେ ପବନ ହୋଇଥାଏ। ଏହି ସମୟରେ ଏସି କମ୍ପରେସର, ତାର ନିକଟରେ ଅଳିଆ ଆର୍ବଜନା ଏକାଠି ହୋଇଥାଏ। ତେଣୁ ପବନ … Continue reading ବର୍ଷା ଦିନେ ଖରାପ ହୋଇପାରେ ଏସି ; କରନ୍ତୁ ନାହିଁ ଏହି ଭୁଲ୍..