ଅପରାହ୍ଣ ୪ଟା ମୁଖ୍ୟ ଖବର

ଲୋକସଭାରେ ଉଠିଲା ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ପ୍ରସଙ୍ଗ..

ସୋମବାର ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି..

ଆଇପିଏସ୍‍ ଆଶିଷ ସିଂହଙ୍କୁ ନେଇ ମୁହଁ ଖୋଲିଲେ ପୁଲିସ ଡିଜି..

ଜୁନ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଶିଷ ସିଂହ..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ,ରାଜ୍ୟରେ ୩ ଦିନ ଲାଗି ରହିବ ବର୍ଷା..

ବଦଳିପାରେ ମେକ୍‍ ଇନ୍‍ ଓଡ଼ିଶା ନାଁ..

ନୂଆ ନାମ ପାଇଁ ଶିଳ୍ପମନ୍ତ୍ରୀ କହିଛନ୍ତି..

ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..

ମେକ୍‍ ଇନ୍‍ ଓଡ଼ିଶା ନାଁ ବଦଳରେ ଉତ୍କଳ ଇନଭେଟ ସମ୍ମିଟ୍‍ ହୋଇପାରେ..

ଝାରସୁଗୁଡ଼ା: ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’..

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି..

କୋରାପୁଟ: କୋରାପୁଟ ଜିଲାର ପଢ଼େଇଗୁଡ଼ା ଗ୍ରାମରେ ୨ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ..

୬ ଜଣଙ୍କ ନମୁନାରୁ ୨ ଜଣଙ୍କଠାରେ ଆନ୍ଥ୍ରାକ୍ସ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା..

ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା..

ଦେଖନ୍ତୁ ଭିଡିଓ ; ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା

Comments are closed.