ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..

ମହୁକୁ ସ୍ୱାସ୍ଥ୍ୟ ପାଇଁ ବରଦାନ ବୋଲି କୁହାଯାଏ। ମାତ୍ର ସ୍ୱାସ୍ଥ୍ୟ ସହ ମହୁ ଭାଗ୍ୟକୁ ମଧ୍ୟ ଚମକାଇଥାଏ। ମହୁର କିଛି ସ୍ୱତନ୍ତ୍ର ଉପାୟ ଗ୍ରହ ଦୋଷ, ଚାକିରି-ଧନ ଆଦି ସମସ୍ୟାକୁ ଦୂର କରିଥାଏ। ମହୁର ବ୍ୟବହାର ଅଧିକାଂଶ ଲୋକେ କରି ଥାଆନ୍ତି। ପ୍ରାୟ ଅଧିକାଂଶଙ୍କ ଘରେ ଏହା ଉପଲବ୍ଧ। ଏହା ପ୍ରାକୃତିକ ଭାବେ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଔଷଧ ଭଳି କାମ କରିଥାଏ। ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଏ। ପଞ୍ଚାମୃତ ତିଆରି ଠାରୁ … Continue reading ବାସ୍ ମହୁର ଏହି ସରଳ ଉପାୟ ; ମାଲାମାଲ୍ କରିବା ସହ ଦୂର ହୁଏ ଗ୍ରହ ଦୋଷ..