www.samajalive.in
Saturday, December 6, 2025
14.1 C
Bhubaneswar

ମର୍ମନ୍ତୁଦ ; ୨ କାର୍ ମୁହାଁମୁହିଁ ଧକ୍କା, ୬ ମୃତ

ମୁମ୍ବଇ : ମୁମ୍ବଇ ନାଗପୁର ସମୃଦ୍ଧି ମହାମାର୍ଗରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତି ପ୍ରାୟ ୧୧ଟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ନାଗପୁରରୁ  ଡିଜେଲ ଭର୍ତ୍ତି କରି ମୁମ୍ବଇ ଆସୁଥିବା କାର୍ କୁ  ଭୁଲ୍ ଦିଗରେ ଆସୁଥିବା ଅନ୍ୟ ଏକ କାର୍  ଧକ୍କା ଦେଇଥିଲା। ଧକ୍କା ଖୁବ୍ ଜୋରରେ ହୋଇଥିବାରୁ କାରରେ ଥିବା ଯାତ୍ରୀମାନେ ବାହାରକୁ ଛିଟକି ପଡିଥିଲେ। ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ୨ଟି କାରକୁ ଜବତ କରି ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଘଟଣାର ତଦନ୍ତ ଜାରି ରଖିଛି।

ବଡ ଅଘଟଣ ; ଲଦାଖରେ ନଦୀରେ ଭାସି ଯାଇ ୫ ଯବାନ ଶହୀଦ୍

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories