www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ରାତିରେ ଭାତ ଖାଇଲେ ହୋଇପାରେ ମାରାତ୍ମକ ରୋଗ..

ଅନେକ ଲୋକଙ୍କୁ ଭାତ ଖାଇବା ଖୁବ୍ ପସନ୍ଦ ଓ ଅଭ୍ୟାସ ମଧ୍ୟ। ମାତ୍ର ଏହି ଅଭ୍ୟାସ ପାଇଁ କିଛି ଲୋକେ ରାତିରେ ମଧ୍ୟ ଭାତ ଖାଇ ଥାଆନ୍ତି। ମାତ୍ର କିଛି ସ୍ୱତନ୍ତ୍ର କାରଣରୁ ରାତିରେ ଭାତ ଖାଇବା କେଉଁ ମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତାହା ଜାଣିବା ନିତାନ୍ତ ଆବଶ୍ୟକ।

ରାତିରେ ଭାତ ଖାଇବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷ କରି ଆଜମା ରୋଗୀଙ୍କୁ ରାତିରେ ଭାତ ଖାଇବାକୁ ବାରଣ କରାଯାଇଛି।

- Advertisement -

ଭାତରେ କାର୍ବୋହାଇଡ୍ରେଟ ଅଧିକ ଥାଏ। ଯାହା ଦ୍ୱାରା ଶରୀରରେ ଫ୍ୟାଟ୍ ଜମା ହୋଇଥାଏ। ଫଳରେ ମୋଟାପଣ ବୃଦ୍ଧି ହୋଇଥାଏ। ରାତିରେ ଭାତ ଖାଇବା ଉଚିତ୍ ନୁହେଁ।

ବାସ୍ ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ, ଧନକୁ କରେ ଆକର୍ଷିତ, ରୁହେନି ଅଭାବ..

ରାତିରେ ଭାତ ଖାଇବା ଦ୍ୱାରା ମଧୁମେହ ସମସ୍ୟା ହୋଇଥାଏ। ରାତିରେ ଭାତ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ତେଣୁ ମଧୁମେହ ରୋଗୀ ରାତିରେ ଆଦୌ ଭାତ ଖାଇବା ଉଚିତ୍ ନୁହେଁ।

ରାତିରେ ଭାତ ଖାଇବାକୁ ସ୍ୱାଦିଷ୍ଟ ଲାଗୁ ଥିବାରୁ ଅନେକ ଭାତ ଖାଇ ଥାଆନ୍ତି। ମାତ୍ର ଏହା ସହଜରେ ହଜମ ହୋଇନଥାଏ। ଭାତ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ରାତିରେ ଭାତ ଖାଇବା ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସହ କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ଆଦି ହୋଇପାରେ।

ଯେଉଁମାନଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି, ସେମାନେ ରାତିରେ ଭାତ ଖାଇବା ଉଚିତ୍ ନୁହେଁ। ନଚେତ୍ ଯନ୍ତ୍ରଣା ଅଧିକ ହୋଇଥାଏ।

ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories