ହିନ୍ଦୁ ମୌଳବାଦୀଙ୍କ ବିରୋଧରେ ଅନ୍ୟ ୬ଟି ଆତଙ୍କବାଦ ମାମଲା

ହାଇଦ୍ରାବାଦ୍‌ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲା ପୁନଃ ହିନ୍ଦୁ ମୌଳବାଦୀଙ୍କ ବିରୋଧରେ ଥିବା ଆତଙ୍କବାଦ ମାମଲାର ସ୍ମୃତିକୁ ଉଜ୍ଜୀବିତ କରିଛି। ଏହି ମାମଲା ସମେତ ଅନ୍ୟ ୬ଟି ଆତଙ୍କବାଦ ମାମଲାର ତଦନ୍ତ ଦାୟିତ୍ୱ ମଧ୍ୟ…
Read More...

କର୍ଣ୍ଣାଟକ ନିର୍ବାଚନ : ବିଜେପିର ୮୨ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ଏହି ପ୍ରାର୍ଥୀ ତାଲିକାରେ ୮୨ଜଣଙ୍କ ନାମ ରହିଛି। ଏହା ପୂର୍ବରୁ ଗତ ସପ୍ତାହରେ ବିଜେପି ପ୍ରଥମ…
Read More...

୩ ଜିଲା ପାଇଁ କାଳବୈଶାଖୀ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ୩ଟି ଜିଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ବିଶେଷ କରି…
Read More...

ଖୋଲିଲା ଶ୍ରୀମନ୍ଦିର ଜଗମୋହନ

କଟକ/ପୁରୀ : ହାଇକୋଟଙ୍କ ନିର୍ଦେଶ କ୍ରମେ ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀମନ୍ଦିର ଜଗମୋହନ ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି । ଏବେ ଭିତର କାଠରୁ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ହାଇକୋର୍ଟଙ୍କ ୩ ଜଣିଆ ଦଳ…
Read More...

ଏଥର ଆଗୁଆ ମୌସୁମୀ, ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ପ୍ରାୟ ସପ୍ତାହେ ଆଗରୁ ପହଞ୍ଚିବ ଓ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପ୍ରତି ବର୍ଷ ମଇ…
Read More...

ଓଡିଶାରେ ଏବେ ଅଣ୍ଡା ଉପରେ ରହିବ ଏକ୍ସପାରୀ ତାରିଖ

ଭୁବନେଶ୍ୱର:  ଏବେ ଅଣ୍ଡା ଉପରେ ଏକ୍ସପାରୀ ଚାରିଖ ରହିବ ।  ଦୁଗ୍ଧ ପ୍ୟାକେଟ ଉପରେ ଯେପରି ଏକ୍ସପାରୀ ତାରିଖ ରହୁଛି ଅଣ୍ଡା ଉପରେ ସେହିପରି ଏକ୍ସପାରୀ ତାରିଖ ରହିବ । ଅତି ଉନ୍ନତ ମାନର ବୈଷୟିକ ଜ୍ଞାନରେ ଅଣ୍ଡା ଖୋଳ…
Read More...

ତାଲା ଭାଙ୍ଗି ଘରୁ ଲୁଟିନେଲେ ଦୁର୍ବୃତ୍ତ

ଖନ୍ତାପଡା: ବାଲେଶ୍ବର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ବିଜେପୁରରେ ଘରୁ ତାଲା ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗାଁର ଜୟନ୍ତ ବେହେରାଙ୍କ ଘର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷପତ୍ର ଲୁଟି…
Read More...

ପଣସ କଟଲେଟ୍

ଆବଶ୍ୟକୀୟ ସାମଗ୍ରୀ: ପଣସ କଠା, ଆଳୁ, କଟା ପିଆଜ, କର୍ଣ୍ଣଫ୍ଲୋର, ହଳଦୀ, ଲଙ୍କାଗୁଣ୍ଡ, ଲୁଣ, ଗରମ ମସଲା, ଦହି, ତେଲ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପଣସ କଠାର ଚୋପା ଛଡାଇ ଧୋଇ ରଖନ୍ତୁ । ପ୍ରେସରରେ ପଣସ କଠା ଓ…
Read More...

ହାତୀକୁ ଇଚ୍ଛାମୃତ୍ୟୁ ଅନୁମତି 

ଚେନ୍ନାଇ: ବଞ୍ଚିବାର ଆଶା ନ ଥିବା ଏବଂ କୃତ୍ରିମ ଚିକିତ୍ସା ପଦ୍ଧତିରେ ଦୀର୍ଘ ଦିନ ଧରି ବଞ୍ଚି ରହିଥିବା ମଣିଷକୁ ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ମାତ୍ର ହାତୀକୁ ଇଚ୍ଛାମୃତ୍ୟୁ ଅନୁମତି ଦେବା…
Read More...

୯୦୦ବର୍ଷର ମରୁଡ଼ି ଯୋଗୁଁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ଖଡ଼ଗପୁର: ପ୍ରାୟ ୯୦୦ ବର୍ଷର ଲଗାତାର ମରୁଡ଼ି ଯୋଗୁଁ ସିନ୍ଧୁ ସଭ୍ୟତା ଧ୍ୱଂସ ପାଇଥିଲା। ଆଇଆଇଟି ଖଡ଼ଗପୁରର ଏକ ଗବେଷକ ଦଳ ଏହି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି। ପୂର୍ବରୁ ଏକ ଧାରଣା ରହି ଆସିଥିଲା ଯେ ସିନ୍ଧୁ ସଭ୍ୟତାରେ…
Read More...

ସୁରତ ବଳାତ୍କାର ନାବାଳିକା ଓଡିଶାର !

କଟକ: ସୁରତରେ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ଉକ୍ତ ନାବାଳିକାଙ୍କ ପରିବାର ବିଷୟରେ କୌଣସି ସୂଚନା ମିଳି ନଥିଲେ ମଧ୍ୟ…
Read More...

କାଠୁଆ ଗଣବଳାତ୍କାର: ଜମ୍ମୁ ସରକାରଙ୍କୁ ସୁପ୍ରିମ କୋର୍ଟର ନିର୍ଦେଶ

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପିଡ଼ିତା ଓ ତାଙ୍କ ଓକିଲଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ସୁପ୍ରିମ କୋର୍ଟ ଜମ୍ମୁ-କାଶ୍ମୀର ସରକାରଙ୍କୁ ପତ୍ର ଲେଖିଛି। ସ୍ଥାନୀୟ…
Read More...

ଆଗକୁ ଜଳସଙ୍କଟ

ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ମଧ୍ୟରେ ଦେଶରେ ଜଳସଙ୍କଟ ସୃଷ୍ଟି ହେବ। ଓଡ଼ିଶା ମଧ୍ୟ ଏଥିରୁ ବର୍ତ୍ତିବ ନାହିଁ। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ହ୍ରାସ ପାଇବ। ଦେଶର ୪୦୪ଟି ଜିଲାରେ…
Read More...

ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇଟି ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ…
Read More...

ସିରିଆ ଅଭିମୁଖେ ଯୁଦ୍ଧ ଜାହାଜ ପ୍ରେରଣ କଲା ରୁଷ

ନୂଆଦିଲ୍ଲୀ: ସିରିଆକୁ ନେଇ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରୁଛି ସମଗ୍ର ବିଶ୍ୱ। ଗୋଟିଏ ପଟେ ସିରିଆ ଉପରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଆକାଶ ମାର୍ଗରୁ ବୋମା ନିକ୍ଷେପ କରୁଥିବାବେଳେ ରୁଷ ଏହାକୁ ବିରୋଧ…
Read More...

ଅକ୍ଷୟ ତୃତୀୟାରେ ଏହି ୫ଟି ରାଶି ହେବେ ଲାଭବାନ

ଆସନ୍ତା ବୁଧବାର ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଶାସ୍ତ୍ର ଅନୁଯାୟୀ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ଏହି ଦିନରେ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ କରିଥାଆନ୍ତି । ଜ୍ୟୋତିଷ ଅନୁସାରେ ଚଳିତ…
Read More...

ଦାରିଙ୍ଗିବାଡିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଦାରିଙ୍ଗିବାଡି: ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ଦାରିଙ୍ଗିବାଡି ବନ୍ଦ ଡାକରା ଦିଆଯାଇଛି । ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ପକ୍ଷରୁ ଏହି ବନ୍ଦ ପାଳନ ଆହ୍ବନ ଦିଆଯାଇଛି । ଦାରିଙ୍ଗିବାଡିଠାରେ ଥିବା ଦୁର୍ଗାମଣ୍ଡପ ନ…
Read More...

ଥାନା ସମ୍ମୁଖରୁ ଜବର ଦଖଲ ଉଚ୍ଛେଦ

କୁଜଙ୍ଗ: କୁଜଙ୍ଗ ଥାନା ସମ୍ମୁଖରେ ଥିବା ଜବର ଦଖଲକୁ ଉଚ୍ଛେଦ କରାଯାଉଛି । ଏହାକୁ ନେଇ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ହାଇକୋର୍ଟଙ୍କ ନିର୍ଦେଶରେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ପ୍ରାୟ…
Read More...

ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭରୁ କଂଗ୍ରେସ କର୍ମୀ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ନୀଳଗିରି ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉପରେ…
Read More...

ମେ’ ୧ ରୁ ରାଉରକେଲାକୁ ବିମାନ ସେବା

ରାଉରକେଲା: ଆସନ୍ତା ମେ’ ମାସରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହେବାର ଆଶା ରହିଛି। ଏଏଆଇ ଡିଜିଏମ୍‍ ରାଜିବ ହଣ୍ଡା ଗତ ୯ ତାରିଖରେ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟ ନିର୍ବାହୀ ସଂଘ ସଭାପତି ଓ ଏନ୍‍ଆଇଟି ପୂର୍ବତନ…
Read More...

ନର୍ସିଂହୋମ୍‌ରେ ରୋଗୀଙ୍କ ଆତ୍ମହତ୍ୟା

କଟକ: ବଜ୍ରକବାଟି ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରୁ ଜଣେ ରୋଗୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରପାଇ ପୁଲିସ ପହଞ୍ଚି ସେଠାରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି । ସେ ଆତ୍ମହତ୍ୟା କରିଛନ୍ତି…
Read More...

୨୮କୁ ଘୁଞ୍ଚିଲା କାଠୁଆ ଗଣବଳାତ୍କାର ମାମଲା

ନୂଆଦିଲ୍ଲୀ: ଜନୈକା ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣିକୁ ଆଜି ଜମ୍ମୁ କାଠୁଆ ସିଜେଏମ ଏପ୍ରିଲ ୨୮କୁ ଘୁଞ୍ଚାଇ ଦେଇଛନ୍ତି। ଆଜି ଶୁଣାଣି ପାଇଁ ମାମଲାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର…
Read More...

ଏମ୍ସରୁ ଧରାପଡ଼ିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ଏମ୍ସରୁ ପୁଣି ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି। ତାଙ୍କଠାରୁ ଜବତ ପରିଚୟ ପତ୍ରରୁ ସେ ବିହାରର ପୂର୍ବ ଚମ୍ପାରନ ଜିଲାର ମୂଳ ବାସିନ୍ଦା ଆଦ୍‍ନାନ୍‍ ଖୁରାମ୍‍ ବୋଲି ଜଣାପଡ଼ିଛି। ସେ ଏବେ ଦିଲ୍ଲୀ ଜାମିଆ ନଗରର…
Read More...

ଫାଣ୍ଡି ଘେରାଉ ସହ ବାଇକ ଜାଳିଲେ ଉତ୍ତ୍ୟକ୍ତଲୋକେ

ବାଲେଶ୍ବର: ରବିବାର ଭୋଗରାଇ ଗାଁ ମହାଦେବ ମନ୍ଦିରରେ ପାଟଯାତ୍ରା ଉପଲକ୍ଷେ ଶୋଭାଯାତ୍ରାରେ ଉପବିତଧାରୀମାନେ ଯାଉଥିବା ବେଳେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବିରୋଧକରି ମାଡ଼ଗୋଳ କରିଥିଲେ । ଏହି ଘଟଣାରେ ପୁଲିସ ୨…
Read More...

ମକ୍କା ମସଜିଦ୍‌ ବିସ୍ଫୋରଣର ମାମଲା: ସ୍ବାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ: ଏନଆଇଏର ସ୍ୱତନ୍ତ୍ର କୋର୍ଟ ୨୦୦୭ରେ ମକ୍କା ମସ୍‌ଜିଦ୍‌ରେ ଘଟିଥିବା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦଙ୍କୁ ହଇଦ୍ରାବାଦସ୍ଥିତ ନାମାପଲ୍ଲୀ…
Read More...

ଟ୍ରେନ୍ ଧକ୍କାରେ ୪ ହାତୀ ମୃତ

ଝାରସୁଗୁଡ଼ା: ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ୪ଟି ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା, ଦୁଇଟି ମାଈ ହାତୀ ଓ ଗୋଟିଏ ହାତୀ ଶାବକ ଥିଲେ। ଆଜି ଭୋରରେ ଘଟିଛି ଏହି…
Read More...

ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୋଳ: ୫୫ ନଂ ଜାତୀୟ ରାଜପଥ ଢେଙ୍କାନାଳ ମୋଟଙ୍ଗା ଥାନା ଅଧୀନ ଏକ ଘରୋଇ କମ୍ପାନୀ ନିକଟ ଛକରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋବିନ୍ଦ ତ୍ରିପାଠୀ, ମୋନାଲିସା ତ୍ରିପାଠୀ…
Read More...

୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ

ଗୋଲ୍‍ଡ କୋଷ୍ଟ  : ରବିବାର ଅଷ୍ଟ୍ରେଲିଆର ଏହି ସହରରେ ଉଦ୍‍ଯାପିତ ହୋଇଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଆଶା ଅନୁସାରେ ଆୟୋଜକ ଅଷ୍ଟ୍ରେଲିଆ ପଦକ ତାଲିକାର ଶୀର୍ଷରେ ରହିଛି। ତେବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି…
Read More...

ନିର୍ମାଣ ହେବ ଅତ୍ୟାଧୁନିକ ଇ-ରେକର୍ଡ ରୁମ୍‍

କଟକ : କଟକ ମହାନଗର ନିଗମରେ ସମସ୍ତ ନଥିପତ୍ରଗୁଡ଼ିକୁ ଡିଜିଟାଲାଇଜ୍‍ଡ କରାଯିବ। ଏଥିପାଇଁ ସିଏମ୍‍ସି ଆଧୁନିକ ଇ-ରେକର୍ଡ ରୁମ୍‍ ନିର୍ମାଣ କରିବ। ୫୦ ଲକ୍ଷ ଟଙ୍କା ବ୍ୟୟରେ ରେକର୍ଡ ରୁମ୍‍ ନିର୍ମାଣ କରାଯିବ ବୋଲି…
Read More...

କିଙ୍ଗ୍‍ସ ଏକାଦଶ ୪ ରନରେ ବିଜୟୀ

ଚଣ୍ଡିଗଡ଼  :ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତେ୍ୱ ଚେନ୍ନଇ ସୁପରକିଙ୍ଗସ ୪ରନ୍‍ରେ କିଙ୍ଗସ ଏକାଦଶଠାରୁ ପରାଜୟ ବରଣ କରିଛି। ୧୯୮ରନ୍‍ର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରି ଚେନ୍ନଇ ଦଳ ନିୟମିତ…
Read More...

ତେଜିବ ମହାନଦୀ ଲଢ଼େଇ

ଟ୍ରିବ୍ୟୁନାଲ୍‌ କାର୍ଯ୍ୟ ବିଳମ୍ବ ନେଇ କେନ୍ଦ୍ର ଉପରେ ଆରୋପ ଭୁବନେଶ୍ୱର : ମହାନଦୀ ଜଳ ବିବାଦ ନେଇ ଆଗକୁ ଲଢ଼େଇ ତୀବ୍ରତର ହେବାକୁ ଯାଉଛି। ଏ ପ୍ରସଙ୍ଗକୁ ନେଇ ଦୁଇ ଦିନ କାଳ ବିଧାନସଭା ହୁଲସ୍ତୁଲ ହେବା ପରେ ଶେଷରେ…
Read More...

ଆଜି ଖୋଲିବ ଜଗମୋହନ

ପୁରୀ : ଭକ୍ତଙ୍କ ପାଇଁ ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ଭିତରକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜଗମୋହନ ଦର୍ଶନ ବ୍ୟବସ୍ଥା ପୁନଃପ୍ରଚଳନ…
Read More...

ସୋମବାର ରାଶିଫଳ

ମେଷ: ଜଞ୍ଜାଳ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପାଇବେ।…
Read More...

କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସର ୨୧୮ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଥମ ପ୍ରାର୍ଥôତାଲିକା ପ୍ରକାଶ କରିଛି। ରବିବାର ପ୍ରକାଶିତ ପ୍ରାର୍ଥôତାଲିକାରେ ୨୧୮ଜଣଙ୍କ ନାମ ରହିଛି। ଘୋଷିତ ତାଲିକା ଅନୁଯାୟୀ ମୁଖ୍ୟମନ୍ତ୍ରୀ…
Read More...

କଲମ ଦେଖାଇ ବିମାନ ଅପହରଣ ଉଦ୍ୟମ

ବେଜିଂ : ଏୟାର ଚାଇନାର ଏକ ବିମାନକୁ ଅପହରଣ କରିବା ଉଦ୍ୟମ୍‌ ହୋଇଛି। ରବିବାର ଏୟାର ଚାଇନାର ବିମାନ ସିଏ ୧୩୫୦ ସ୍ଥାନୀୟ ସମୟ ସକାଳ ୮ଟା ୪୦ରେ ହୁନାନ ପ୍ରଦେଶର ଚାଙ୍ଗସା ବିମାନରୁ ବେଜିଂ ଅଭିମୁଖେ ଉଡାଣ ଆରମ୍ଭ…
Read More...

ବଳାତ୍କାରକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଶୋଭାଯାତ୍ରା

ନୂଆଦିଲ୍ଲୀ : କଠୁଆ ଏବଂ ଉନ୍ନାଓ ମାମଲାକୁ ନେଇ ଦେଶ ତମାମ ପ୍ରତିକ୍ରିୟା ଥମି ନାହିଁ। ରବିବାର ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ଲକ୍ଷ୍ନୌ, ଗୋଆ, ତିରୁବନ୍ତପୁରମ ଭଳି ଦେଶର ପ୍ରମୁଖ ମହାନଗରୀମାନକରେ ପ୍ରବଳ ବିକ୍ଷୋଭ…
Read More...

ପଞ୍ଚଦଶ ଅର୍ଥ କମିଶନରୁ ଓଡିଶାକୁ ଅର୍ଥ କମି ଯିବା ଆଶଙ୍କା ଭିତିହୀନ :ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସ ଯେଉଁ ରାଜ୍ୟମାନେ ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା ଥିବା ବେଳେ ଓଡିଶାର…
Read More...

ସୋମବାର ସେନା କମାଣ୍ଡରଙ୍କ ବୈଠକ

ନୂଆଦିଲ୍ଲୀ : ସୋମବାରଠାରୁ ସେନା କମାଣ୍ଡରଙ୍କ ୬ଦିନିଆ ବୈଠକ ଆରମ୍ଭ ହେବାକୁ ଯାଉଛି। ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଚୀନ ଓ ପାକିସ୍ତାନ ସୀମା ସୁରକ୍ଷା…
Read More...

ଆର୍‌ସିବିକୁ ହରାଇଲା ରାଜସ୍ଥାନ

ବାଙ୍ଗାଲୋର : ଆଇପିଏଲ୍‌-୧୧ରେ ୩ୟ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସବି)। ରବିବାର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ଙ୍କ ଅପରାଜିତ ୯୨ ରନ୍‌ ବଳରେ ଆର୍‌ସିବିକୁ ୧୯ ରନ୍‌ରେ…
Read More...

କଠୁଆ ଗଣବଳାତ୍କାର ମାମଲା : ୨ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ମେହବୁବା

ଶ୍ରୀନଗର : କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ସମର୍ଥନ ଦେଇଥିବା ଜାମ୍ମୁ-କାଶ୍ମୀର ରାଜ୍ୟ କ୍ୟାବିନେଟର ଦୁଇ ବିଜେପି ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ରବିବାର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗ୍ରହଣ…
Read More...

ସୁରତରେ ନାବାଳିକାକୁ ବଳାତ୍କାର ଓ ହତ୍ୟା

ସୁରତ : ଜାମ୍ମୁ-କାଶ୍ମୀରର କଠୁଆ ଓ ଉତ୍ତରପ୍ରଦେଶର ଉନ୍ନାଓରେ ହୋଇଥିବା ଗଣବଳାତ୍କାର ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନୁରୂପ ଏକ ଘଟଣା ଗୁଜରାଟର ସୁରତରେ ଘଟିଛି। ୧୧ବର୍ଷର ଜଣେ ନାବାଳିକାକୁ ବଳାତ୍କାର…
Read More...

ଦମ୍ପତ୍ତିଙ୍କ ଠାରୁ ନଗଦ ଟଙ୍କା, ସୁନା ଓ ମୋବାଇଲ ଲୁଟ

ସୁନ୍ଦରଗଡ଼/ଲେଫ୍ରିପଡ଼ା :ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଉଜ୍ୱଳପୁର ନିକଟସ୍ଥ ବଂଶୀବଟ ନିକଟରେ ସନ୍ଧ୍ୟା ୫:୩୦ ସମୟରେ ଟଙ୍କା, ସୁନା, ମୋବାଇଲ ଫୋନ ଓ ଏଟିଏମ କାର୍ଡ଼ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ବ୍ରାହ୍ମଣ…
Read More...

୨୩ରୁ ରାହୁଲଙ୍କ ‘ସମ୍ବିଧାନ ବଞ୍ଚାଅ’ ଅଭିଯାନ

ନୂଆଦିଲ୍ଲୀ : ଦଳିତଙ୍କୁ ନେଇ ଚାଲିଥିବା ରାଜନୀତିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚଳିତ ମାସ ୨୩ ତାରିଖରୁ ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ’ ଅଭିଯାନ ଆରମ୍ଭ କରିବେ। ଏହା ମାଧ୍ୟମରେ ସେ ଦଳିତଙ୍କ ଉପରେ ଆକ୍ରମଣ,…
Read More...

ତାଲିବାନ ଆକ୍ରମଣରେ ୧୧ ଆଫଗାନି ସୈନିକ ମୃତ

କାବୁଲ୍‌ : ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଆଫଗାନି ସୈନିକ ପ୍ରାଣ ହରାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ତାଲିବାନ ଆତଙ୍କବାଦୀମାନେ ଏକ ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ସୈନିକଙ୍କୁ ନିଶାଣ କରି ଆକ୍ରମଣ କରିଥିଲେ।…
Read More...

କଥାବାର୍ତ୍ତା ଦ୍ୱାରା ଶାନ୍ତି ସମ୍ଭବ; ପାକ୍‌ ସେନାମୁଖ୍ୟ

ଇସଲାମାବାଦ : ଦ୍ୱିପାକ୍ଷିକ କଥାବାର୍ତ୍ତା ଦ୍ୱାରା ଭାରତ-ପାକିସ୍ତାନ ସମ୍ପର୍କରେ ଶାନ୍ତି ଫେରିପାରିବ ବୋଲି ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବାଜୱା କହିଛନ୍ତି। କାଶ୍ମୀର ସମେତ ଅନ୍ୟାନ୍ୟ ବିବାଦ…
Read More...

ଆଇଏଏସ୍‌ ଟପ୍ପରଙ୍କ ବିବାହ ଭୋଜିରେ ଭେଙ୍କେୟା ଓ ସୁମିତ୍ରା

ନୂଆଦିଲ୍ଲୀ : ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଡାବି ଓ ଆଥର ଅମିର ଖାଁଙ୍କ ବିବାହ ଭୋଜି ଶନିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତିି ସୁମିତ୍ରା…
Read More...

ସିରିଆ : ପ୍ରତିଆକ୍ରମଣ ପାଇଁ ରୁଷ୍‌ର ଧମକ

ମସ୍କୋ : ସିରିଆ ଉପରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡା ଜବାବ ଦେବାକୁ ରୁଷ୍‌ ଧମକ ଦେଇଛି। ରୁଷର ପ୍ରତିଆକ୍ରମଣ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ବାଟ କଢାଇବାର ଆଶଙ୍କା ରହିଛି। କାରଣ ଆମେରିକା ଉପରେ ପ୍ରତି ଆକ୍ରମଣ…
Read More...

ପୁଲିସ୍‌ ଦ୍ୱାରା ଜିଗ୍ନେଶ ମେଭାନି ଅଟକ

ଜୟପୁର : ରାଜସ୍ଥାନ ପୁଲିସ୍‌ ରବିବାର ଗୁଜରାଟର ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେଭାନିଙ୍କୁ ଜୟପୁର ବିମାନ ବନ୍ଦରରୁ ନିଜ ହେପାଜତକୁ ନେଇ ଦୀର୍ଘ ସମୟ ଅଟକ ରଖିଥିଲା ବୋଲି ଅଭିଯୋଗ ହୋଇଛି । ଜିଗ୍ନେଶ ନାଗୌରରେ ଏକ…
Read More...

ଧର୍ମ ଓ ଦେଶ ବଞ୍ଚାଅ ରାଲିରେ ଏକାଠି ହେଲେ ଲକ୍ଷାଧିକ ମୁସଲମାନ

ପାଟନା : ବିହାର ରାଜଧାନୀ ପାଟନାସ୍ଥିତ ଗାନ୍ଧି ପଡ଼ିଆରେ ଇମାରତ ଶରିୟା ଏବଂ ଅଖିଳ ଭରତୀୟ ମୁସଲମାନ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲବି) ପକ୍ଷରୁ ଆୟୋଜିତ ‘ଇସଲାମ ଓ ଦେଶ ବଞ୍ଚାଅ’ ରାଲିରେ ରବିବାର ଲକ୍ଷାଧିକ ମୁସଲମାନ…
Read More...

ଏସ୍‌ସିଏସ୍‌ଟି ଆଇନ : ଅଧ୍ୟାଦେଶ ଆଣିପାରେ କେନ୍ଦ୍ର

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟ ପ୍ରତ୍ୟାହାର ପାଇଁ ଅଧ୍ୟାଦେଶ ଜାରି କରିବାକୁ କେନ୍ଦ୍ର ବିଚାର କରୁଛି । ସୁପ୍ରିମକୋର୍ଟଙ୍କ ରାୟ ଉକ୍ତ ଆଇନର…
Read More...

୨ଦିନ ହେଲା ଅନ୍ଧାରରେ ରହିଛି ପ୍ରସିଦ୍ଧ ଆଖଣ୍ଡଳମଣି ଶୈବପୀଠ

ଆରଡି:ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଗତ ୩୬ବର୍ଷ ତଳେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳ ଭାବେ ମାନ୍ୟତା ପାଇଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠକୁ ଆଜି ପର୍ଯ୍ୟନ୍ତ…
Read More...

ଅଂଶୁଘାତରେ ମରିଛନ୍ତି ୨୨,୫୦୦ ଜଣ: ୧୯୯୨ରୁ ୨୦୧୫ ମଧ୍ୟରେ ଅଂଶୁଘାତ ଯୋଗୁଁ ହୋଇଛି ଏହି ମୃତ୍ୟୁ

ନୂଆଦିଲ୍ଲୀ: ଅଂଶୁଘାତ ଯୋଗୁଁ ଦେଶରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ୨୦୧୫ ମସିହାରେ କେବଳ ୨,୩୦୦ ଜଣ ଅଂଶୁଘାତରେ ମୃତ୍ୟୁ ବରଣ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ  ୧୯୯୨ରୁ ୨୦୧୫ ମଧ୍ୟରେ ଦେଶରେ…
Read More...

ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ୧୦ ପ୍ରାର୍ଥୀଙ୍କ ନାମ ରହିଛି । ପ୍ରାର୍ଥୀଙ୍କ ମଧ୍ୟରେ ମହେନ୍ଦ୍ର ସିଂହ, ମୋହସିନ…
Read More...

ବିଲ୍‌ ଗେଟସ୍‌ ଓ ଆଂଜିଲୋନା ଜୋଲି ବିଶ୍ୱର ସବୁଠାରୁ ଲୋକ ପ୍ରିୟ ପୁରୁଷ  ମହିଳା

ଲଣ୍ଡନ:   ବିଲ୍‌ ଗେଟସ୍‌ ବିଶ୍ୱର ସବୁଠାରୁ ଲୋକ ପ୍ରିୟ ପୁରୁଷ ଓ ଆଂଜିଲୋନା ଜୋଲିଙ୍କ ସବୁଠାରୁ ଲୋକ ପ୍ରିୟ ମହିଳା ଭାବେ ଚୟନ କରାଯାଇଛି । ଇଂଲଣ୍ଡର ଏକ ଗବେଷଣା ସଂସ୍ଥା ୟୁ ଗୁଭର  ଏହି ତଥ୍ୟ ପ୍ରକାଶ କରିଛି । ୟୁ ଗୁଭ…
Read More...

କଠୁଆ ମାମଲା : ଦୋଷୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ହେବ

ନୂଆଦିଲ୍ଲୀ : କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୋଗ ଫର୍ଦ ଦାଖଲରେ ବାଧା ସୃଷ୍ଟି କରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମାମଲାର ତଦନ୍ତ ପାଇଁ ଭାରତୀୟ ଓକିଲ…
Read More...

ଉନ୍ନାଓ ଗଣବଳାତ୍କାର ମାମଲା : ଗ୍ରାମବାସୀଙ୍କୁ ଧମକ, ଦୁଇ ନିଖୋଜ୍‌

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନ୍‌ଗାରଙ୍କ ନାମରେ ଆଉ ଏକ ଗୁରୁତର ଅଭିଯୋଗ ଆସିଛି । ଗଣବଳାତ୍କାର ଘଟଣା ପ୍ରଘଟ ହେବାପରେ ଗ୍ରାମର ୨ ଜଣ ଲୋକ କେଉଁଆଡେ ନିଖୋଜ୍‌…
Read More...

ଶିଖ ତୀର୍ଥଯାତ୍ରୀଙ୍କ ସହ ଭାରତୀୟ କୂଟନୀତିଜ୍ଞଙ୍କୁ ଭେଟିବାକୁ ଦେଲାନି ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନରେ ଭାରତ କୂଟନୀତିଜ୍ଞଙ୍କ ଉପରେ ଅତ୍ୟାଚାର ଘଟଣାକ୍ରମ ଜାରି ରହିଛି । ଏବେ ପାକିସ୍ତାନରେ ଭାରତୀୟ କୂଟନୀତିଞ୍ଜଙ୍କ ସହ ଶିଖ୍‌ ତୀର୍ତଯାତ୍ରୀଙ୍କ ସାକ୍ଷାତକାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।…
Read More...

ବ୍ରହ୍ମପୁରରେ ଆରମ୍ଭ ହେଲେ ଗୁଣ୍ଡା ପ୍ୟାରେଡ଼

ଵ୍ରହ୍ମପୁର: ଅପରାଧ ରୋକିବାକୁ ଵ୍ରହ୍ମପୁର ପୁଲିସ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । ଜିଲ୍ଲାର ସମସ୍ତ ଥାନାରେ ଆରମ୍ଭ ହୋଇଛି ଗୁଣ୍ଡା ପ୍ୟାରେଡ଼ । ଅପରାଧିକ କାର୍ୟ୍ୟରେ ଲିପ୍ତ ଅଥବା ଜାମିନରେ ଥିବା ଅପରାଧୀଙ୍କୁ…
Read More...

ହଟିଲେ ଶୁଭଙ୍କର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦେଶ କଂଗ୍ରେସରେ ପୁଣି ଥରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସଚିବ ଶୁଭଙ୍କର ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହଟାଇ ଦେଇଛନ୍ତି। ତାଙ୍କ…
Read More...

ଏୟାର ଓଡ଼ିଶା ପକ୍ଷରୁ ଆଉ ଦୁଇ ବିମାନ ସେବା

ଭୁବନେଶ୍ୱର: ଉଡ଼ାଣ ଯୋଜନା ଅଧୀନରେ ଆସନ୍ତା ୧୬ ତାରିଖରୁ ଏୟାର ଓଡ଼ିଶା ପକ୍ଷରୁ ଗୁଜରାଟକୁ ଦୁଇଟି ବିମାନ ଚଳାଚଳ କରିବ। ଅହମ୍ମଦାବାଦ-ଭାବାନଗର ଓ ଭାବାନଗର-ସୁରଟକୁ ଚଳାଚଳ କରିବାକୁ ଥିବା ଏହି ବିମାନ ଯାତ୍ରା ପାଇଁ…
Read More...

ରାଜ୍ୟର ଆଶଙ୍କା ଅମୂଳକ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ପଂଚଦଶ ଅର୍ଥ କମିଶନକର ଟର୍ମ ଅଫ ରେଫରେନ୍ସକୁ ନେଇ ଚାଲିଥିବା ବିବାଦ ସଂକ୍ରାନ୍ତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶ୍ରୀପ୍ରଧାନ କହିଛନ୍ତି ଯେ…
Read More...

ପୋଖରୀରେ ବୁଡି ୨ନାବାଳିକା ମୃତ

ଜଗତସିଂହପୁର: ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବାନୀୟ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ କୋକିପଦାରେ ଘଟିଛି । ମୃତ ନାବାଳିକା…
Read More...

ବାଲେଶ୍ବର ଜାଲ ନୋଟ୍ ଜବତ ଘଟଣାରେ ୫ ଗିରଫ

ସୋର: ଜାଲ ନୋଟ୍ କାରବାର ଅଭିଯୋଗରେ ରବିବାର ପୁଲିସ ୫ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆର ଖିରିକୋଣା ସେବା ସମବାୟ ସମିତିରେ ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ ଜଣେ ବ୍ୟକ୍ତି ଦେଢ ଲକ୍ଷ ଟଙ୍କା ଜମା…
Read More...

ନନ୍ଦନକାନନ ରୋପ୍‍ ୱେ ଯୋଜନାକୁ ଝଟ୍‍କା

ଭୁବନେଶ୍ୱର: ନିକଟ ଭବିଷ୍ୟତରେ ନନ୍ଦନକାନନର ପ୍ରସ୍ତାବିତ ରୋପ୍‍ ୱେ କାର୍ଯ୍ୟକାରୀ ହେବାର ସମ୍ଭାବନା କମ୍‍। ଏହି ପ୍ରକଳ୍ପ କାର୍ଯ୍ୟକାରୀ ପୂର୍ବରୁ ଜନଶୁଣାଣି କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା; ୨ ମୃତ

ସାନଖେମୁଣ୍ଡି: ପାଟପୁର ଥାନା ଅନ୍ତର୍ଗତ ପାଲ୍ଲୀ ପଦନାଭପୁର ଛକଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏତିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାସ୍ଥଳରେ ଜଣେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ…
Read More...

ମହିଳାଙ୍କ ବେକରୁ ସୁନା ହାର ଲୁଟ୍

ବ୍ରହ୍ମପୁର: ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ଲୋଚାପଡା ହନୁମାନ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ହାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ନିମଖଣ୍ଡି…
Read More...

ଓଡ଼ିଶୀ ବେଶରେ ବାଇକ୍‍ ରାଲି

ଭୁବନେଶ୍ୱର: କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଓଡ଼ିଶା ବାଇକର୍ଣ୍ଣି ଗ୍ରୁପ୍‍ ପକ୍ଷରୁ ଶନିବାର ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ଗ୍ରୁପ୍‍ର ସଦସ୍ୟମାନେ ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ସଜ୍ଜିତ ହୋଇ ମୋଟର ସାଇକେଲ୍‍ରେ…
Read More...

ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଠାରେ ଏକ ଘର ବାରଣ୍ଡାରେ ମୃତ ଶବ ପଡିଥିବା ବେଳେ ଉଦ୍ଧାର କରାଯାଇଛି । ମୃତକ ଯୁବକଙ୍କ ପରିଚୟ…
Read More...

ଦୁଇ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲେ ବୃଦ୍ଧ

ବ୍ରହ୍ମପୁର: ଧୋବୀ ନାଳ ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ଜଣେ ବୃଦ୍ଧ ଏକ ୨୫ ଫୁଟ କୂଅ ମଧ୍ୟକୁ ଖସି ପଡିଛନ୍ତି । ପ୍ରାୟ ୨ ଘଣ୍ଟା କୂଅ ମଧ୍ୟରେ ରହିବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ।  ବୃଦ୍ଧଙ୍କ…
Read More...

ଓଡ଼ିଶା ପାଇବ ସବୁଜ ପରିବେଶ ପରିଚାଳନା ସହାୟତା

ଭୁବନେଶ୍ୱର: ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସବୁଜ ପରିବେଶ ପରିଚାଳନା ପାଇଁ ଆର୍ଥିକ ସହାୟତା ପାଇବ। ଜାତିସଂଘର ଜଳବାୟୁ ପରିବର୍ତ୍ତନ ରାଜିନାମା ଆଧାରରେ ନାବାର୍ଡ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ପାଇଁ…
Read More...

ବଜ୍ରପାତରେ ଜଣେ ମୃତ

ବାଲେଶ୍ବର: ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତ ଅନ୍ତର୍ଗତ ଯୁଗଡ଼ିହା ଗ୍ରାମର ଶ୍ରୀକାନ୍ତ ପାତ୍ର (୪୫) ବୋଲି ଜଣାପଡିଛି । ଗତକାଲି ବଜ୍ରପାତରେ ତାଙ୍କର ମୃତ୍ୟୁ…
Read More...

ପୁଅକୁ ହତ୍ୟା ପାଇଁ ୧ ଲକ୍ଷର ସୁପାରି

ଉଦୟପୁର: ପୁଅକୁ ହତ୍ୟା କରିବା ପାଇଁ ମା’ ୧ ଲକ୍ଷ ଟଙ୍କାର ସୁପାରି ଦେଇଛନ୍ତି। ଅବାସ୍ତବ ଲାଗୁଥିଲେ ମଧ୍ୟ ଏହା ସତ। ରାଜସ୍ଥାନର ପ୍ରତାପଗଡ଼ ଜିଲା ଛୋଟି ସାଦ୍ରି ଗାଁରେ ଘଟିଛି ଏହି ଘଟଣା। ନିଜ ଜ୍ୱାଇଁ ଓ ଅନ୍ୟ…
Read More...

ଏଭଳି ସଫା କରନ୍ତୁ ମେକଅପ୍ ବ୍ରଶ୍, ତ୍ବଚାରେ ହେବ ନାହିଁ ସଂକ୍ରମଣ

ଆଜିର ସମୟରେ ଉଭୟ ଗୃହିଣୀ ଓ କର୍ମଜୀବୀ ମହିଳା, ସମସ୍ତେ ମେକଅପ୍ ନେବାକୁ ପସନ୍ଦ କରୁଛନ୍ତି। ବଜାର ଗଲେ କିମ୍ବା କୌଣସି ଉତ୍ସବକୁ ଗଲେ, ଆବଶ୍ୟକତା ଅନୁସାରେ ସମସ୍ତେ ମେକଅପ୍ ନେଉଥିବାର ଦେଖାଯାଉଛି। ମେକଅପ୍ ନେଲେ,…
Read More...

ଫେସ୍‍ବୁକ୍‍ରେ ଦିଅନ୍ତୁ ନାହିଁ ଏହି ୭ଟି ତଥ୍ୟ

ନୂଆ ଓ ପୁରୁଣା ସମ୍ପର୍କ ଯୋଡ଼ିବାରେ ସାମାଜିକ ଗଣମାଧ୍ୟମ ଭାବରେ ଫେସ୍‍ବୁକ୍‍ ଲୋକପ୍ରିୟ ହେବାରେ ଲାଗିଛି। ସମ୍ପ୍ରତି ଏହା ସୂଚନା ଓ ଖବର ପ୍ରସାରଣ, ମତାମତ ଉପସ୍ଥାପନ, ସାହିତ୍ୟ, ଫଟୋଚିତ୍ର ପ୍ରଦର୍ଶନର ଏକ ବିକଳ୍ପ…
Read More...

ହଳଦିଆ ଦାନ୍ତ ଧଳା କରିବାକୁ ଚାହୁଁଥିଲେ ଆପାଣାନ୍ତୁ ଏହି ଉପାୟ

ଯୁବତୀ ଅବା ମହିଳା, କେତୋଟି ଦିଗ ପ୍ରତି ସାମାନ୍ୟ ସଚେତନ ହେଲେ ସେମାନଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏଭଳି ଅନେକ ବର୍ଗର ସୁନ୍ଦରୀ ମହିଳା ଅଛନ୍ତି, ଯେଉଁମାନଙ୍କ ନିମନ୍ତେ ଦାନ୍ତର ଦୁର୍ଗନ୍ଧ ଓ ରୂପ ଏକ…
Read More...

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ; ବିଜେପି କର୍ମୀ ଅଟକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଇବ୍‌ ନଦୀ ଉପରେ ନବ ନିର୍ମିତ ସେତୁକୁ ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପିର…
Read More...

ବ୍ୟାଙ୍କ ଲୁଟ୍ ଘଟଣାରେ ପରିଚାଳକ ଓ କର୍ମଚାରୀଙ୍କ ସହ ୩ ଗିରଫ

ମୟୂରଭଞ୍ଜ: ବଡ଼ସାହି ଥାନା ଅଧୀନ ମାଣତ୍ରୀ ବନ୍ଧନ ବ୍ୟାଙ୍କରୁ ଟଙ୍କା ବ୍ୟାଗ୍ ଲୁଟ୍ ଘଟଣାରେ ଶାଖା ପରିଚାଳକ ଓ କର୍ମଚାରୀଙ୍କ ସମେତ ତିନି ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଓ ଶାଖା…
Read More...

୪ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ଅଭିଯୋଗ

ନୀଳଗିରି: ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର । ନୀଳଗିରି ଥାନା ତଥା ବାଉଁଶବଣିଆ ପଞ୍ଚାୟତ ହାଟସାହି  ଗାଁ ଦାଣ୍ଡରେ ଶିଶୁକନ୍ୟାଟି  ଖେଳୁଥିବା ସମୟରେ ପଡୋଶୀ ନିତ୍ୟଚନ୍ଦନ ଜେନା (୨୪) ଗତ କାଲି ତାକୁ ଚକୋଲେଟ ଦେବା…
Read More...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ବଡ଼ସାହି: ଶନିବାର ସନ୍ଧ୍ୟାରେ ବଡସାହି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି ଘଟିବା ସହିତ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି। ରଙ୍ଗପାଣି ଗ୍ରାମରେ ଗଛ ପଡ଼ ସତ୍ୟଜିତ୍…
Read More...

ବ୍ୟାଡ୍‍ମିଣ୍ଟନ୍‍ରେ ଭାରତକୁ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ମହିଳା ବ୍ୟାଡ୍‍ମିଣ୍ଟନ୍‍ରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ରୌପ୍ୟ ପଦକ ମଧ୍ୟ ଭାରତ ଭାଗରେ ପଡ଼ିଛି। ଆଜି ଫାଇନାଲ୍‍ରେ ଭାରତର ଦୁଇ ଆନ୍ତର୍ଜାତିକ ଷ୍ଟାର ଖେଳାଳି ସାଇନା ନେହେୱାଲ୍‍ ଓ ପି ଭି ସିନ୍ଧୁ…
Read More...

ତୋଗାଡିଆ ଓ ରାଘବଙ୍କୁ ହଟାଇବା ପାଇଁ ଭୁବନେଶ୍ୱରରେ ହୋଇଥିଲା ନିଷ୍ପତ୍ତି

ଭୁବନେଶ୍ୱର : ଭୁବନେଶ୍ୱରରେ ହୋଇଥିବା ବିଶ୍ୱ ହିନ୍ଦୁ ପରିଷଦର ଚାରି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଏବଂ ତାଙ୍କ ଟିମକୁ ହଟାଇବାର ନିଷ୍ପତ୍ତି…
Read More...

ବିଦ୍ୟୁତ୍‍ କାଟ୍‍ର ଯୋଜନା ନାହିଁ

ଭୁବନେଶ୍ୱର : ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‍ ଉତ୍ପାଦନ ହେଉଛି। ତେଣୁ ରାଜ୍ୟରେ ଏବେ ବିଦ୍ୟୁତ୍‍ କାଟ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ ବା ଘୋଷଣା ହୋଇନାହଁ।…
Read More...

ଆଜିଠୁ ଜେଇଇ ମେନ୍‍ ଅନ୍‍ଲାଇନ୍‍ ; ୮ଟି ସହରରେ ୪୦ଟି କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଜେଇଇ ମେନ୍‍ ଅନ୍‍ଲାଇନ୍‍ ପରୀକ୍ଷା ଏପ୍ରିଲ୍‍ ୧୫ ଓ ୧୬ ଦୁଇଦିନ ବ୍ୟାପୀ ଅନୁଷ୍ଠିତ…
Read More...

ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇଲେ ମୋଦି

ବିଜାପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବିଜାପୁରଠାରେ ଶନିବାର ‘ଚରଣପାଦୁକା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ସେ ଜଣେ ଆଦିବାସୀ ମହିଳାଙ୍କୁ ହଳେ ଚପଲ ପ୍ରଦାନ ପୂର୍ବକ ତାଙ୍କୁ…
Read More...

ଭିଏସ୍‍ କୋକଜେ ଭିଏଚପିର ଆନ୍ତର୍ଜାତିକ ଅଧ୍ୟକ୍ଷ

ନୂଆଦିଲ୍ଲୀ  : ବିଷ୍ଣୁ ସଦାଶିବ କୋକଜେ ଶନିବାର ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଆନ୍ତର୍ଜାତିକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ତଥା ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ…
Read More...

ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜରୁ ବଞ୍ଚିତ

ଗୋଲଡ କୋଷ୍ଟ୍‍ : ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ହକି ଇଭେଣ୍ଟରେ ବ୍ରୋଞ୍ଜପଦକ ମୁକାବିଲାରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୨-୧ ଗୋଲରେ…
Read More...

ଧଉଳିରେ ଲାଇଟ୍‍ ଆଣ୍ଡ ସାଉଣ୍ଡ ଶୋ’ଆରମ୍ଭ

ଭୁବନେଶ୍ୱର : ଶାନ୍ତିସ୍ତୂପ ଧଉଳିରେ ଶନିବାରଠାରୁ ଲାଇଟ୍‍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସନ୍ଧ୍ୟାରେ ଦୁଇଟି ଶୋ’ ଆଜିଠାରୁ ଆରମ୍ଭ ହୋଇଥିବା ଟୁରିଷ୍ଟ ଅଫିସର ଅଜୟ…
Read More...

୨୨ରେ ମହାନଦୀ ସମ୍ମିଳନୀ

ଭୁବନେଶ୍ୱର : ବିଜେଡି ପକ୍ଷରୁ ରବିବାର(୧୫ ତାରିଖ)ରେ ହେବାକୁ ଥିବା ମହାନଦୀ ସମ୍ମିଳନୀକୁ ଆସନ୍ତା ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୫ରେ ଦଳ ରାଜ୍ୟ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।…
Read More...

ଆଇପିଏଲ୍‍-୨୦୧୮ : ଶୀର୍ଷରେ ସନ୍‍ରାଇଜର୍ସ

କଲକାତା : ଆଇପିଏଲ୍‍-୧୧ରେ ତା’ର ୩ଟିଯାକ ମ୍ୟାଚ୍‍ ଜିତି ଶୀର୍ଷରେ ପହଞ୍ଚିଛି ସନ୍‍ରାଇଜର୍ସ ହାଇଦରାବାଦ। ରବିବାର ଖେଳା ଯାଇଥିବା ମ୍ୟାଚ୍‍ରେ କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)କୁ ୫ ୱିକେଟରେ ସନ୍‍ରାଇଜର୍ସ…
Read More...

ତଣ୍ଟିରେ ବାଡ଼ି ପୂରାଇଲେ ଶିକ୍ଷକ

ଅହମ୍ମଦନଗର : ଜଣେ ଛାତ୍ର ଗଣିତ ପ୍ରଶ୍ନର ଉତ୍ତର ଲେଖି ନ ପାରିବାରୁ ଶିକ୍ଷକ କ୍ରୋଧାନ୍ୱିତ ହୋଇ ତାଙ୍କ ତଣ୍ଟିରେ ବାଡ଼ି ପୂରାଇ ଦେବା ଭଳି ଏକ ଅମାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ। ରାଜ୍ୟର କର୍‍ଜାତ ଅନ୍ତର୍ଗତ…
Read More...

ସୁନାବେଶ ଦେଖିଲେ ଲକ୍ଷାଧିକ ଭକ୍ତ

ଘଟଗାଁ/କେନ୍ଦୁଝରଗଡ଼ : ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୮୨ତମ ଚଇତିପର୍ବ ଚଳିତମାସ ୯ତାରିଖରୁ ପାଇଁ ବେଶ୍‍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି କ୍ରମରେ ପବିତ୍ର ପଣାସଂକ୍ରାନ୍ତିରେ ମା’ଙ୍କ…
Read More...

୭ଦିନ ପାଇଁ ହାଜତକୁ ଗଲେ ବିଧାୟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ସିବିଆଇ ଦ୍ୱାରା ଶୁକ୍ରବାର ଗିରଫ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ୭ଦିନ ପାଇଁ ସିବିଆଇ ହାଜତକୁ ପଠାଯାଇଛି। ସେନଗାରଙ୍କୁ ଶନିବାର…
Read More...

ରବିବାର ରାଶିଫଳ

ମେଷ: ଗୃହକାର୍ଯ୍ୟରେ ବାଧା ଉପୁଜି ପାରେ। ବିଳାସ ବ୍ୟସନରୁ ଦୂରେଇ ରହିପାରନ୍ତି। ସତ୍ୟର ବାସ୍ତବତା ପ୍ରତିପାଦନ କରିବାକୁ ତତ୍ପର ହେବେ। ନିଜ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।…
Read More...

ଶେଷ ବଲ୍‍ରେ ଦିଲ୍ଲୀ ବିଜୟୀ

ମୁମ୍ବଇ : ଆଇପିଏଲ୍‍-୧୧ରେ କ୍ରମାଗତ ୩ୟ ମ୍ୟାଚ୍‍ରେ ପରାସ୍ତ ହୋଇଛି ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ। ଶନିବାର ଓପ୍‍ନର ଜେସନ୍‍ ରୟଙ୍କ ଅପରାଜିତ ୯୧ ରନ୍‍ ବଳରେ ମୁମ୍ବଇକୁ ୭ ୱିକେଟରେ ଦିଲ୍ଲୀ…
Read More...

ଆୟୁଷ୍ମାନ ଭାରତ ଦେଶରୁ ସାମାଜିକ ବିଷମତା ଦୂର କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ-ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ…
Read More...

ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ

ଛତିଆ: ମହାତ୍ମା ଗାନ୍ଧିଙ୍କ ନୀତି, ଆଦର୍ଶ ଓ ଦର୍ଶନ ବିନା ଭାରତୀୟ ସଂସ୍କୃତି ପୂର୍ଣ୍ଣାଙ୍ଗ ନୁହେଁ ବୋଲି ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଗୋବିନ୍ଦ ମିଶ୍ରଙ୍କ ୫୨ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବହୁ ବିଶିଷ୍ଟ…
Read More...

୫ କୋଟି ଟଙ୍କା ଋଣ ନେଇ ନ ସୁଝିବା ମାମଲାରେ  ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ଦୋଷୀ ସାବସ୍ତ୍ୟ

ନୂଆଦିଲ୍ଲୀ:  ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବ ଓ ତାଙ୍କର ପତ୍ନୀ  ରାଧା ଯାଦବ ଜଣେ ଉଦ୍ୟୋଗପତିଙ୍କ ଠାରୁ ୫ କୋଟି ଟଙ୍କା ଋଣ ନେଇ ନ  ପରିଶୋଧ କରିବା ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି ।  ଦିଲ୍ଲୀର ଏକ…
Read More...

ବାଲେଶ୍ୱର ଜିଲା ବାହାନଗାରେ ମାଲବାହୀ ଟ୍ରେନରୁ ଅଲଗା ହେଲା ୫ଟି ବଗି

ବାହାନଗା(ବାଲେଶ୍ୱର): ବାଲେଶ୍ୱର ଜିଲା ବାହାନଗା ନିକଟରେ ଏକ ଚଳନ୍ତା ମାଲବାହୀ ଟ୍ରେନରୁ ୫ଟି ବଗି ଅଲଗା ହୋଇ ରେଳ ଧାରଣା ଉପରେ ରହିଯାଇଛି । ଏହାର ଇଞ୍ଜିନ ସହ ଅନ୍ୟ ବଗି ଗୁଡିକ କଣ୍ଟାପଡା ଷ୍ଟେସନ ନିକଟରେ ଅଟକି ରହିଛି…
Read More...

ଓଡିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କର ଓଡିଆରେ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ : ଓଡିଆ ନବ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ସବୁ ଓଡିଆର ନୂଚନ ବର୍ଷ ସୁଖରେ କଟୁ।  ଓଡିଆ ସଂସ୍କୃତିକୁ ନେଇ ଆମେ ଗର୍ବିତ ବୋଲି ସେ ଉଲ୍ଲେଖ…
Read More...