mission shakti banner

ଦାରିଙ୍ଗିବାଡିରେ ୧୨ ଘଣ୍ଟିଆ ବନ୍ଦ ପାଳନ

BSKY banner  750×100
0

ଦାରିଙ୍ଗିବାଡି: ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ଦାରିଙ୍ଗିବାଡି ବନ୍ଦ ଡାକରା ଦିଆଯାଇଛି । ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ପକ୍ଷରୁ ଏହି ବନ୍ଦ ପାଳନ ଆହ୍ବନ ଦିଆଯାଇଛି । ଦାରିଙ୍ଗିବାଡିଠାରେ ଥିବା ଦୁର୍ଗାମଣ୍ଡପ ନ ଭାଙ୍ଗିବାକୁ କମିଟି ପକ୍ଷରୁ ମୁଖ୍ୟ ଦାବି ରହିଛି । ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦାରିଙ୍ଗବରଡି ବନ୍ଦ ରହିବ । ଏହାର ପ୍ରଭାବରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।

Leave A Reply