ଦୁଇ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲେ ବୃଦ୍ଧ

0

ବ୍ରହ୍ମପୁର: ଧୋବୀ ନାଳ ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ଜଣେ ବୃଦ୍ଧ ଏକ ୨୫ ଫୁଟ କୂଅ ମଧ୍ୟକୁ ଖସି ପଡିଛନ୍ତି । ପ୍ରାୟ ୨ ଘଣ୍ଟା କୂଅ ମଧ୍ୟରେ ରହିବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ।  ବୃଦ୍ଧଙ୍କ ନାମ ହେଲା ବିଶ୍ବନାଥ ପଣ୍ଡା ଓ ବୟସ ୫୫ ବୋଲି ଜଣାପଡିଛି । ଉଦ୍ଧାର ପରେ ବୃଦ୍ଧଙ୍କୁ ନିକଟସ୍ଥ ମେହଇକାଲ ପଠାଯାଇଛି ।

Leave A Reply