ଫାଣ୍ଡି ଘେରାଉ ସହ ବାଇକ ଜାଳିଲେ ଉତ୍ତ୍ୟକ୍ତଲୋକେ

0

ବାଲେଶ୍ବର: ରବିବାର ଭୋଗରାଇ ଗାଁ ମହାଦେବ ମନ୍ଦିରରେ ପାଟଯାତ୍ରା ଉପଲକ୍ଷେ ଶୋଭାଯାତ୍ରାରେ ଉପବିତଧାରୀମାନେ ଯାଉଥିବା ବେଳେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବିରୋଧକରି ମାଡ଼ଗୋଳ କରିଥିଲେ । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ପରେ ରାତି ପ୍ରାୟ ୧୧.୩୦ ରେ  ଅନେକ ଜନ ସଧାରଣ ଲଷ୍ମୀପାଟଣା ଫାଣ୍ଡି ଘେରାଓ ସହ ଫାଣ୍ଡି ଅଧିକାରୀଙ୍କ ବାଇକ ପୋଡ଼ି ଦେଇଥିଲେ । ଭୋଗରାଇ ବଜାର ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ ହୋଇଛି । ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ମିଳିଛି ।

Leave A Reply