ଆଇଆଇଏମ୍‌-ସମ୍ବଲପୁର ଜମି ଅନିଶ୍ଚିତ: ଓଡ଼ିଶା ଲିଜ୍‌ରେ ଦେବାକୁ ରାଜି, କେନ୍ଦ୍ର ଚାହୁଁଛି ସ୍ଥାୟୀ ପଟ୍ଟା

ସମ୍ବଲପୁର: ଆଇଆଇଏମ-ସମ୍ବଲପୁର ଜମିକୁ ନେଇ ଅନିଶ୍ଚିତତା ଜାରି ଅଛି। ଓଡ଼ିଶା ସରକାର ଗୋଶାଳା ପାଖ ବସନ୍ତପୁରରେ ଆଇଆଇଏମ ପାଇଁ ୧୮୦ ଏକର ଜମି ଦେଇଛନ୍ତି ବୋଲି ଏହି ଅନୁଷ୍ଠାନର ଆରମ୍ଭରୁ କୁହାଯାଉଛି। କିନ୍ତୁ ଅନୁଷ୍ଠାନ…
Read More...

ଆଦର୍ଶ ବୋହୂ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ

ବାରାଣସୀ: ‘ୟଙ୍ଗ୍‍ ସ୍କିଲ୍ଡ ଇଣ୍ଡିଆ ଷ୍ଟାର୍ଟ ଅପ୍‍’ ନାମକ ସ୍ଥାନୀୟ ଏକ ସଂସ୍ଥା ‘ଆଦର୍ଶ ବୋହୂ’ ପାଠ୍ୟକ୍ରମ ପ୍ରଚଳନ କରିଛି। ‘ମୋ ଝିଅ-ମୋ ସ୍ୱାଭିମାନ’ ଶୀର୍ଷକ ଏହି ତିନି ମାସ ପାଠ୍ୟକ୍ରମରେ ଭଲ ବୋହୂ ହେବା ପାଇଁ…
Read More...

କେନ୍ଦ୍ର ସରକାରଙ୍କୁ ‘ଫାସିବାଦୀ’ କହି ଛାତ୍ରୀ ଗିରଫ

ଟୁଟିକୋରିନ୍‍: କେନ୍ଦ୍ର ସରକାରଙ୍କୁ ‘ଫାସିବାଦୀ’ ବୋଲି ସମାଲୋଚନା କରି ଜଣେ ଛାତ୍ରୀ ଗିରଫ ହୋଇଛନ୍ତି। ପରେ ଅବଶ୍ୟ ତାଙ୍କୁ ଜାମିନରେ ଖଲାସ କରାଯାଇଛି। ସୂଚନାନୁଯାୟୀ, କାନାଡ଼ାରେ ଗବେଷଣା କରୁଥିବା ବିଶିଷ୍ଟ ଯୁବ…
Read More...

ବସୁନ୍ଧରାଙ୍କ ଘୋଷଣା: କୋଟିଏ ପରିବାରଙ୍କୁ ମାଗଣା ସ୍ମାର୍ଟ ଫୋନ

ଜୟପୁର: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ପରିବାରଙ୍କୁ ଇଣ୍ଟରନେଟ୍‍ ସଂଯୋଗ ସହିତ ମାଗଣା ସ୍ମାର୍ଟ ଫୋନ୍‍…
Read More...

୯ ପୁଲିସ କର୍ମଚାରୀଙ୍କୁ ୭ବର୍ଷ ଲେଖାଏଁ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ୧୯୯୩ରେ ଘଟିଥିବା ଏକ ହାଜତ ମୃତ୍ୟୁ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତତ୍କାଳୀନ ୯ଜଣ ପୁଲିସ କର୍ମଚାରୀଙ୍କୁ ୭ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତଠାରୁ କଥା ଅଦାୟ କରିବା…
Read More...

ଇଣ୍ଡିଆନ ସ୍କୁଲ ବାସ୍କେଟବଲ ଫାଇନାଲ ଲିଗ୍‍: ୟୁନି୍‍ଟ-୯ ବାଳକ; ୟୁନିଟ-୪ ବାଳିକାରେ ଚମ୍ପିଆନ

ଭୁବନେଶ୍ୱର: ଭୁବନେଶ୍ୱର ବାସ୍କେଟବଲ ଆସୋସିଏସନ ଓ ଓଡ଼ିଶା ବାସ୍କେଟବଲ ଆସୋସିଏସନ ଆନୁକୂଲ୍ୟରେ ୟୁନିଟ-୧ ସ୍ଥିତ ଇନ୍‍ଡୋର ହଲ ବାସ୍କେଟବଲ କମ୍ପେ୍ଲକ୍ସରେ ଚାଲିଥିବା ଇଣ୍ଡିଆନ ସ୍କୁଲ ବାସ୍କେଟବଲ ଲିଗ୍‍-୨୦୧୮ ଭୁବନେଶ୍ୱର…
Read More...

ଗ୍ରାଉଣ୍ଡ ପରିଦର୍ଶନ କଲେ ଏଫଆଇଏଚ୍‍ ପ୍ରତିନିଧି

ଭୁବନେଶ୍ୱର: ଆଉ ମାତ୍ର ୮୩ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‍ରେ ଆରମ୍ଭହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। ଏହି ବିଶ୍ୱକପ୍‍ ଲାଗି ଲାଗି ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଫିନିସିଂ ବାକି ରହିଛି।…
Read More...

ଯନ୍ତ୍ରଣାର କାନ୍ଦ ଗଁଗଁ ଶୁଭେ

କଟକ: ପିଲାଟି ପେଟରେ ଥାଇ ଗୋଇଠା ମାରିଲେ ମାଆ ମନ ପୂରିଉଠେ। ସେଇ ପିଲା ବଡ଼ ହୋଇ ଯେବେ ମାଆକୁ ଗୋଇଠା ମାରେ, ପାଦର ଚପଲ ରଖୁଥିବା ବାରଣ୍ଡାରେ ତାକୁ ଦିନରାତି ପକାଇ ରଖେ; ସେଠି ମାତୃତ୍ୱର ସବୁ ସାଧନା ମିଛ ହୋଇଯାଏ।…
Read More...

ଅନ୍ତିମ ଟେଷ୍ଟରେ ଖେଳିବେ ପୃଥ୍ୱୀ ସ’!

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ମ୍ୟାଚ୍‍ରେ ଯୁବ ବ୍ୟାଟସମ୍ୟାନ୍‍ ପୃଥ୍ୱୀ ସ’ଙ୍କ ଖେଳିବା ଆଶା ବେଶ୍‍ ଉଜ୍ଜ୍ୱଳ ବୋଲି କୁହାଯାଉଛି। ଏହି ଟେଷ୍ଟ ସିରିଜ୍‍ର ୪ଟି ମ୍ୟାଚ୍‍ ଶେଷ ହୋଇଥିବା ବେଳେ ଇଂଲଣ୍ଡ…
Read More...

ଫେଡେରର ପରାସ୍ତ; କ୍ୱାର୍ଟରରେ ଓସାକା ଓ ଜୋକୋଭିକ୍‍

ନ୍ୟୁୟର୍କ: ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ନବମ ଦିନରେ ପୁରୁଷ ସିଙ୍ଗଲ୍‍ସରେ ବଡ଼ ବିପର୍ୟ୍ୟୟ ଘଟିଛି। ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ୨ୟ ସିଡ୍‍ ସ୍ୱିଜରଲାଣ୍ଡର ରଜର ଫେଡେରରଙ୍କୁ…
Read More...

ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର

ମୁମ୍ବଇ: ଆଇଆଇଟି ବମ୍ବେର ଜଣେ ଛାତ୍ରଙ୍କ ମୃତଦେହ ସ୍ଥାନୀୟ ହୋଟେଲରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଜୟଦୀପ ସ୍ବାଇଁ। ତାଙ୍କ ଘର ଛତିଶଗଡ। ପୁଲିସ କହିବା ଅନୁଯାୟୀ ଅତ୍ୟଧିକ ମାତ୍ରାର ନିଶା ଔଷଧ ସେବନ…
Read More...

କେରଳରେ ବର୍ଷକ ପାଇଁ ସରକାରୀ ଉତ୍ସବ ବାତିଲ

କୋଚି: କେରଳରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟାକୁ ନେଇ ରାଜ୍ୟ ସରକାର ଏକ ବର୍ଷ ପାଇଁ ସମସ୍ତ ପ୍ରକାର ସରକାରୀ ଉତ୍ସବକୁ ବାତିଲ କରିଦେଇଛନ୍ତି। ଏହି କ୍ରମରେ କେରଳରେ ହେବାକୁ ଥିବା ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଓ…
Read More...

କ​‌ର୍ଣେଲ୍ ‌ପୁରୋହିତଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ, ୪ା୯: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଲେଫ୍ଟନାଣ୍ଟ କ​‌ର୍ଣେଲ୍ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ଏକ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ତାଙ୍କୁ ଅପହରଣ, ବେଆଇନ ଅଟକ ଓ…
Read More...

ଅବସରପ୍ରାପ୍ତ ପୁଲିସ ଏସଆଇଙ୍କୁ ପିଟିପିଟି ହତ୍ୟା

ଆହ୍ଲାବାଦ: ଉତ୍ତର ପ୍ରଦେଶର ଆହ୍ଲାବାଦରେ ଜଣେ ଅବସରପ୍ରାପ୍ତ ପୁଲିସ ସବ୍‌ଇନ୍ସପେକ୍ଟର (ଏସଆଇ)ଙ୍କୁ କେତେକ ଦୁର୍ବୃତ୍ତ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସୋମବାର ଆହ୍ଲାବାଦର ତେଲିୟାରଗଞ୍ଜରେ ଘଟିଥିବା ଏହି…
Read More...

ଜିନ୍‍ପିଙ୍ଗ୍‍ଙ୍କ ‘ନ୍ୟୁ ସିଲ୍କ ରୋଡ୍‍’ ପ୍ରକଳ୍ପ ନେଇ ଋଣଯନ୍ତାରେ ୮ରାଷ୍ଟ୍ର

ବେଜିଂ: ଆଗାମୀ କିଛି ବର୍ଷ ମଧ୍ୟରେ ଚୀନ୍‍ର ଆର୍ଥିକ ସାମ୍ରାଜ୍ୟବାଦୀ ନୀତିର ଶିକାର ହେବାକୁ ଯାଉଛନ୍ତି ପାକିସ୍ତାନ, ମାଳଦ୍ୱୀପ, ମଙ୍ଗୋଲିଆ, ଲାଓସ୍‍, ତାଜିକ୍‍ସ୍ଥାନ, କିରଗିଜ୍‍ସ୍ଥାନ, ମଣ୍ଟେନେଗ୍ରୋ, ଜିବୋତି ଭଳି…
Read More...

୩ରେ ଶପଥ ନେବେ ଜଷ୍ଟିସ ଗୋଗଇ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ରଞ୍ଜନ ଗୋଗଇଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବା ଲାଗି ପ୍ରଧାନ ବିଚାରପତି ଦୀପକ ମିଶ୍ର ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି…
Read More...

ମୋଦୀଙ୍କ ବିଦେଶ ଗସ୍ତରେ ସାମିଲ ଘରୋଇ ବ୍ୟକ୍ତିଙ୍କ ନାମ ଜଣାଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର​‌ ମୋଦୀଙ୍କ ବିଭିନ୍ନ ବିଦେଶ ଗସ୍ତରେ ସାମିଲ ହୋଇଥିବା ଘରୋଇ ବ୍ୟକ୍ତି ବିଶେଷଙ୍କ ନାମ ଜଣାଇବା ଲାଗି କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦେଶ…
Read More...

ବୁଧବାର ରାଶିଫଳ

ମେଷ: ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କ ଠାରୁ ଆଦର ସମ୍ମାନ…
Read More...

କେନ୍ଦୁଝର ବନଖଣ୍ଡରେ ୧୪୯ ହାତୀପଲ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ବିଭିନ୍ନ ରେଞ୍ଜରେ ୧୪୯ ହାତୀ ପ୍ରବେଶ କରି ବ୍ୟାପକ ଚାଷ କ୍ଷୟକ୍ଷତି ନେଇ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏହି ହାତୀପଲ ଘଉଡାଇବା ସହ ଧନଜୀବନ ସୁରକ୍ଷା ବନବିଭାଗ…
Read More...

କାର୍ଯ୍ୟାନୁଷ୍ଠାନ ଜଣାଇବାକୁ ଏନ୍‍ଜିଟି ନିର୍ଦେଶ

ନୂଆଦିଲ୍ଲୀ: ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉଠାଣ ମାମଲାରେ ରାଜ୍ୟ ସରକାର କ’ଣ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ସବିଶେଷ ତଥ୍ୟ ତିନି ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଜାତୀୟ ଗ୍ରୀନ ଟ୍ରାଇବୁନାଲ ନିର୍ଦେଶ ଦେଇଛନ୍ତି।…
Read More...

ଟ୍ରାକ୍ଟର ମାଲିକଙ୍କୁ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଚମ୍ପୁଆ : ଚମ୍ପୁଆ ଅତିରିକ୍ତ ଜିଲାଜଜ୍‍ ଡଃ ପବିତ୍ରମୋହନ ସାମଲ ଜଣେ ଟ୍ରାକ୍ଟର ମାଲିକଙ୍କୁ ହତ୍ୟା କରାଯିବା ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଙ୍ଗଲ ମୁଣ୍ଡା(୨୦) ଏବଂ ଗୁରା ମୁଣ୍ଡା(୨୦)ଙ୍କୁ ଆଜୀବନ…
Read More...

୫ ଶହ ଟଙ୍କା ପାଇଁ ୮୦ ବର୍ଷ ବୃଦ୍ଧାଙ୍କୁ ହତ୍ୟାକଲା ସ୍ୱାମୀ

ତିହିଡ଼ି : କ୍ରୋଧ ବ୍ରହ୍ମଚାଣ୍ଡାଳ। ମାତ୍ର ୫ ଶହ ଟଙ୍କା ପାଇଁ ନିଜର ବୃଦ୍ଧା ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ୮୨ ବର୍ଷ ବୃଦ୍ଧଙ୍କୁ ଜେଲକୁ ଯିବାକୁ ହୋଇଛି। ଏହି ଘଟଣା ସଂପ୍ରତି ଆଲୋଚନାର ବିଷୟ ହୋଇଛି।…
Read More...

କେନ୍ଦ୍ର ସରକାର, ନିର୍ବାଚନ ଆୟୋଗଙ୍କୁ ନୋଟିସ

ନୂଆଦିଲ୍ଲୀ: ଖାଲି ପଡ଼ିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ କରାଇବା ପାଇଁ ଏକ ମାମଲାର ଶୁଣାଣି କରି ଦିଲ୍ଳୀ ହାଇକୋର୍ଟ ଭାରତୀୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାଙ୍କୀ…
Read More...

ମଣିଷ ଗଢ଼ିବା ନିଶାରେ ପଣ୍ଡା ମାଷ୍ଟ୍ରେ

ରାୟଗଡ଼ା: ସମାଜ ଗଠନ ଦିଗରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ପାହାଡ ପର୍ବତ ଘେରା ଆଦିବାସୀ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଶିକ୍ଷା ବାଣ୍ଟି ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଅବସରପ୍ରାପ୍ତ…
Read More...

‘ସମାଜ’ପ୍ରଶ୍ନ ପ୍ରସୂନ

ଶିକ୍ଷାର ମୂଳ ସୋପାନକୁ ସଶକ୍ତ କରିବା ନିମନ୍ତେ ପ୍ରାଥମିକ ଶିକ୍ଷାକୁ ସରକାରୀସ୍ତରରେ ବେଶ୍‍ ପ୍ରାଧାନ୍ୟ ଦିଆଯାଉଛି। ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’ ଆହ୍ୱାନକୁ ସାକାର କରିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି।…
Read More...

ଆଇସିୟ୍ୟୁରେ ଗାୟକ ୱାଜିଦ୍‍ ଖାନ

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍‍ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଡାକ୍ତରଖାନା ଆଇସିୟ୍ୟୁରେ ଭର୍ତ୍ତି କରାଯାଇଛି। ‘ସ୍ପଟବୟ’ର ଖବର ଅନୁସାରେ ଛାତିରେ ଯନ୍ତ୍ରଣା ହୋଇଥିବାରୁ ତାଙ୍କୁ ହସ୍ପିଟାଲ…
Read More...

ରାମେୟାପାଟଣାରେ ସମୁଦ୍ର ସ୍ଥିତି ଅନୁଧ୍ୟାନ

ଚିକିଟି: ଜୁଆରରେ କ୍ଷତିଗ୍ରସ୍ତ ହେଉଥିବା ଗଞ୍ଜାମ ଜିଲାର ରାମେୟାପାଟଣା ସନ୍ନିକଟ ବଙ୍ଗୋପସାଗରର ସ୍ଥିତି ଅନୁଧ୍ୟାନ ପାଇଁ ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ପ୍ରତିନିଧି ଦଳ ସମୁଦ୍ର ଜଳରାଶିରେ ଏକ ମୋଟର ଚାଳିତ ଡଙ୍ଗାରେ…
Read More...

କୋର୍ଟମିତ୍ରଙ୍କ ଓଡ଼ିଶା ଗସ୍ତରେ ବିଳମ୍ବ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ଓଡ଼ିଶା ଗସ୍ତ କରି ପାରିନଥିବାରୁ ଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି ଘୁଞ୍ଚାଇ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ…
Read More...

ନିମରତଙ୍କ ସହ ସର୍ମ୍ପକ ଗାଈର ଗୋବର ସହ ସମାନ : ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ କ୍ରକେଟ ଦଳର ପ୍ରଶିକ୍ଷକ ରାବିଶାସ୍ତ୍ରୀ ଓ ଅଭିନେତ୍ରୀ ନିମରତ କୌରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିମରତ ଖଣ୍ଡନ କରିବାପରେ ରବିଶାସ୍ତ୍ରୀ ମଧ୍ୟ ଏହାର ଖଣ୍ଡନ କରିଛନ୍ତି। ଏକ ଇଂରାଜୀ ଖବରକାଗଜକୁ…
Read More...

ମହାରାଷ୍ଟ୍ରରେ ଧାର୍ମିକ କାର୍ଯ୍ୟରେ ଲାଗୁଥିବା ଦ୍ରବ୍ୟରୁ ଜିଏସ୍‍ଟି ଆଦାୟ କରାଯିବ

ମୁମ୍ବଇ : ଧାର୍ମିକ ଗ୍ରନ୍ଥ, ମାଗାଜିନ, କ୍ୟାସେଟ୍‍, ଧର୍ମଶାଳା, ଖାଦ୍ୟଶାଳା ଆଦରୁ ଜିଏସ୍‍ଟି ଆଦାୟ କରାଯିବ ବୋଲି ମହାରାଷ୍ଟ ଜିଏସ୍‍ଟି ଅଦାଲତ ରାୟ ଦେଇଛନ୍ତି। ସାଧନା କେନ୍ଦ୍ର ନାମକ ଏକ ଧାର୍ମିକ ସଂସ୍ଥାର ସଦସ୍ୟ…
Read More...

ମୌସୁମୀ ଅଧିବେଶନ ଆରମ୍ଭ: ଆରମ୍ଭରୁ ସରଗରମ

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ…
Read More...

ବିଗବସ୍‍ରେ ନଜର ଆସିବେ ଭାରତୀ ସିଂ!

ମୁମ୍ବଇ : ଭାରତର ବିବାଦୀୟ ଓ ଲୋକପ୍ରିୟ ରିଆଲିଟି ଶୋ’ ବିଗବସ୍‍ର-୧୨ ସଂସ୍କରଣକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗୁଛି। କେଉଁ ସଦସ୍ୟ ଏଥର ଗୃହକୁ ଆସୁଛନ୍ତି, ଶୋ’ର ଥିମ କ’ଣ ରହିଛି ଏହିଭଳି…
Read More...

ଗୁରୁଦିବସ ପାଳନ କରିବାର କାରଣ

ପ୍ରତିବର୍ଷ ସେପ୍ଟେମ୍ବର୫ ତାରିଖରେ ଗୁରୁଦିବସ ପାଳନ କରାଯାଏ। ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ସମାଜର ମେରୁଦଣ୍ଡ ଭାବେ ପରିଚିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯାହାଙ୍କର ଅବଦାନ ସମାଜ, ଦେଶ ଏବଂ…
Read More...

ଗୁରୁଦିବସର ମହତ୍ତ୍ୱ

ଶିକ୍ଷକ ଅଥବା ଅଧ୍ୟାପକ ଏପରି ବ୍ୟକ୍ତି  ଯିଏ ସଭିଁଙ୍କୁ ଉତ୍ତମ ଶିକ୍ଷା ଦେଇ ଭଲ ମଣିଷ କରିଥାଆନ୍ତି। ଭାରତ ବର୍ଷ ଗୁରୁ ଓ ଶିକ୍ଷକଙ୍କ ଦେଶ ଅଟେ। ଏଠାରେ ଗୁରୁଙ୍କୁ ସର୍ବଦା ଉଚ୍ଚ ସ୍ଥାନରେ ରଖାଯାଇଥାଏ। ଗୁରୁ ଦିବସକୁ…
Read More...

ଗୁରୁଙ୍କ ପାଇଁ ଦିନଟିଏ

ଗୁରୁଦିବସ ଏହା ସମଗ୍ର ଦେଶରେ ସେପ୍ଟେମ୍ବର ୫ ତାରିଖରେ ପାଳନ କରାଯାଏ। ସମସ୍ତ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥାଏ । କାରଣ ସମାଜ ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ ଅଟେ । ସେପ୍ଟେମ୍ବର ୫ ତାରିଖରେ ଏହାକୁ ପାଳନ…
Read More...

କେରଳ ବନ୍ୟା ପିଡୀତଙ୍କୁ ଭିକାରୀଙ୍କ ସହାୟତା

ନୂଆଦିଲ୍ଲୀ : ସହାୟତା, ସମବେଦନା, ଭଲପାଇବାର କୌଣସି ସୀମା ନ ଥାଏ। ଜଣେ ଧନୀ ସମାଜରେ ଅଧିକ ଧନରାଶି ସହାୟତା କରୁଥିବାବେଳେ ଜଣେ ଗରିବ ନିଜର ଆବଶ୍ୟକତାରୁ ସଞ୍ଚୟ କରି ସହାୟତାର ହାତ ବଢାଇଥାଏ। ଯାହା ସମାଜ ପାଇଁ ଉଦାହରଣ…
Read More...

ଭାରତରେ ବିକ୍ରି ପାଇଁ ଚୀନରେ ବହୁ ମାତ୍ରାରେ ତିଆରି ହେଉଛି ଇଲେକ୍ଟ୍ରିକ ସ୍କୁଟର

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଚୀନ ନିର୍ମିତ ବିଦ୍ୟୁତଚାଳିତ ସ୍କୁଟର ଆଗାମୀ ଦିନରେ ଭଲ ବ୍ୟବସାୟ କରିବ ବୋଲି ମାଡ୍ରାସ ଆଇଆଇଟି ଅଧ୍ୟାପକ ଓ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଡ଼ଃ ଅଶୋକ ଝୁନଝୁନୱାଲା କହିଛନ୍ତି।…
Read More...

 ରାଜସ୍ଥାନରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ମହିଳାଙ୍କୁ ମିଳିବ ମାଗଣା ମୋବାଇଲ୍‌ ଫୋନ୍‌

ଜୟପୁର .-  ଦାରିଦ୍ର୍ୟ ସୀମା ରେଖା ତଲେ ଥିବା ମହିଳାମାନଙ୍କୁ ରାଜସ୍ଥାନ  ସରକାର ମାଗଣାରେ ମୋବାଇଲ୍‌ ଫୋନ୍‌ ଦେବେ । ଭାମାଶାହ ଯୋଜନାରେ ରାଜସ୍ଥାନ ସରକାର ମହିଳାମାନଙ୍କୁ ମାଗଣା ମୋବାଇଲ୍‌ ଫୋନ୍‌ ଯୋଗାଇ ଦେବେ ବୋଲି …
Read More...

 ନିଜକୁ ପୁଲିସ କହି ୭ ଲକ୍ଷ ଟଙ୍କା ଠକିବାକୁ ଚେଷ୍ଟା କରୁଥିବା ମହିଳା ଗିରଫ

ମୁମ୍ବାଇ .-  ନିଜକୁ ପୁଲିସ ବୋଲି ପରିଚୟ ଦେଇ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କୁ ମହାରାଷ୍ଟ୍ରରେ ଗିରଫ କରାଯ।ଇଛି । ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କ ନାମରେ ଅପହରଣ ଓ ଅପରାଧିକ ମାମଲା ରୁଜୁ କରାଯିବ…
Read More...

ଗତ ଆଠ ମାସରେ ମୁମ୍ବାଇ ଲୋକାଲ ଟ୍ରେନ୍‌ରୁ ଖସି ୪୦୬ ଜଣଙ୍କର ମୃତ୍ୟୁ

ମୁମ୍ବାଇ .- ଗତ ଆଠମାସ ମଧ୍ୟରେ ମୁମ୍ବାଇର ଲୋକଲ୍‌ ଟ୍ରେନ୍‌ରୁ ଖସି ୪୦୬ ଜଣଙ୍କର ମୃତ୍ୟୁ ହୋଇଛି  । ସରକାରୀ ରେଳବାଇ ପୁଲିସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଲୋକଲ ଟ୍ରେନ୍‌ମାନଙ୍କରୁ…
Read More...

ଏମପିସି କଲେଜର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସର ଚଢାଉ

ବାରିପଦା: ବାରିପଦାରେ ତକତପୁରସ୍ଥ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଅଟୋ କଲେଜର ମୁଖ୍ୟ କିରାଣୀ ପ୍ରଭାକର ପରିଡାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମୁଖ୍ୟ…
Read More...

ତୈଳ ଦର ବୃଦ୍ଧି ପ୍ରତିବାଦ: ବିଜେଡି ପକ୍ଷରୁ ୩ଦିନ ଧରି ବିକ୍ଷୋଭ

ଭୁବନେଶ୍ୱର: ସାରାଦେଶରେ କ୍ରମାଗତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଯାହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେବେ ବାରମ୍ବାର ତୈଳ ଦର ବୃଦ୍ଧି ପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଦାୟୀ…
Read More...

ଆଜି ଜେକେ ପେପର ମିଲ ଖୋଲିବ

ରାୟଗଡା: ରାୟଗଡା ସ୍ଥିତ ଜେକେ ପେପର ମିଲରେ ଅନେକ ଦିନ ଧରି କର୍ମଚାରୀଙ୍କ ଅସନ୍ତୋଷ କାରଣରୁ ଆନ୍ଦୋଳନ ଲାଗି ରହିଥିଲା। ଏହା ଫଳରେ ଅଗଷ୍ଟ ୩୧ ତାରିଖ ଠାରୁ କମ୍ପାନୀ କର୍ତ୍ତୃପକ୍ଷ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।…
Read More...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ଗୋଗେଇଙ୍କ ନାମ ସୁପାରିସ

ନୂଆଦିଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନାମ ସୁପାରିସ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ମଙ୍ଗଳବାର ଦିନ ଜଷ୍ଟିସ ମିଶ୍ର କେନ୍ଦ୍ର…
Read More...

ସମାଜ ସୁଧାରକ

ଆଚାର୍ଯ୍ୟ ମହୀଧର ଶିଷ୍ୟ ପରିବେଷ୍ଟିତ ହୋଇ ତୀର୍ଥାଟନରେ ଯାଉଥାନ୍ତି। ପଦଯାତ୍ରାରେ ଯାଉଥିବା ସମୟରେ ଯେଉଁଠି ସନ୍ଧ୍ୟାହୁଏ ସେଇଠାରେ ଅଟକି ଯାଆନ୍ତି। ଯାତ୍ରା ସମୟରେ ଏକଦା ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ସଞ୍ଜ…
Read More...

ଭୋଟର ତାଲିକା ଓ ଇଭିଏମ୍‌

ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ଏହା ଏକ ଅପରିହାର୍ଯ୍ୟ ଆବଶ୍ୟକତା ଏବଂ ଗୋଟିଏ ମାସ ମଧ୍ୟରେ ଏହା ଶେଷ କରିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ…
Read More...

ବର୍ଷା ଓ ଚାଷବାସ

ପାଣିପାଗ ବିଭାଗର ଅନୁମାନ ଅନୁସାରେ ଏସନ ଦେଶସାରା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସନ୍ତୋଷଜନକ ରହି ମୋଟାମୋଟି ଭଲ ବର୍ଷା ହୋଇଛି। ଦେଶର କେତେକ ଭାଗରେ ଅତି ବୃଷ୍ଟି ଓ ଆଉ କେତେକ ଅଞ୍ଚଳରେ ସ୍ବଳ୍ପବୃଷ୍ଟି ହୋଇଛି…
Read More...

ଗୋଚର ଭୂମି ବନାମ ସରକାରୀ ଅନୁଷ୍ଠାନ

ପୀତାମ୍ବର ରାଉତ ଆର୍ଯ୍ୟମାନଙ୍କର ମୁଖ୍ୟ ଜୀବିକା ଥିଲା କୃଷି ଓ ଗୋପାଳନ। ବିନା ଗୋପାଳନରେ ଜୈବିକ କୃଷି ଅସମ୍ଭବ। ଗୋମାତାଙ୍କ ସୃତି ଓ ଭୁଷୁଣ୍ଡି ରାମାୟଣର ବର୍ଣ୍ଣନା ଅନୁଯାୟୀ-ଗୋମାତା ସମସ୍ତ ପ୍ରାଣୀଙ୍କ ପାଇଁ…
Read More...

ଏନ୍‌ଆର୍‌ସି: ଆସାମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା

ଅରୁଣ କୁମାର ପଣ୍ଡା ଆସାମରେ ୧୯୭୧ରୁ ୨୦୧୧ ମଧ୍ୟରେ ଚାଳିଶ ବର୍ଷ ଭିତରେ ପ୍ରାୟ ୧କୋଟି ୨୫ଲକ୍ଷ ମତଦାତା ପଞ୍ଜିକୃତ ହୋଇଛନ୍ତି। ଅବଶ୍ୟ ସ୍ବାଭାବିକ ଭାବରେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଥିଲା, କିନ୍ତୁ ୧୯୭୧ ପରେ…
Read More...

ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

କଟକ: କଟକରେ ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗରେ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର ଦିନ ହାଇକୋର୍ଟ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ଘଟଣାର ତଦନ୍ତ ଡିଏସପି ସ୍ତରର ଅଧିକାରୀମାନେ…
Read More...

ସୂଚନା ବଦଳରେ ଚାଷୀଙ୍କୁ ମିଳିଲା ସ୍ପିଡ ପୋଷ୍ଟରେ ଖାଲି କାଗଜ

ସୁଆଣ୍ଡୋ: ସୂଚନା ଅଧିକାର ଆଇନରେ ଆବେଦନ କରିଥିବା ଦୁଇଜଣ ଚାଷୀଙ୍କୁ ସ୍ପିଡ ପୋଷ୍ଟରୁ ଖାଲି ସାଦା କାଗଜ ମିଳିଥିବା ଜଣାପଡିଛି । ପୁରୀ ନିମାପଡା ସତ୍ୟବାଦୀ ସେବା ସମବାୟ ସମିତି ଅଧିନ ଉଛୁପୁର ସେବା ସମବାୟ ସମିତିର…
Read More...

ଭିଜିଲାନ୍ସ ହାତରେ ଦୁଇ ସରକାରୀ ଅଧିକାରୀ

ଭବାନୀପାଟଣା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ଘରେ ଭିଜିଲାନ୍ସଙ୍କ ଚଢାଉ କରିଛି। ଏମ ରାମପୁରର ମୃତ୍ତିକା ସଂରକ୍ଷଣ ଅଧିକାରୀ ପୀତବାସ ମହାକୁଡ। ଭିଜିଲାନ୍ସ ଅଧିକାରୀମାନେ…
Read More...

ପୂର୍ବତନ ବିଧାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ

କନ୍ଧମାଳ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ନାମରେ ଘରେ ପଶି ମା ଓ ଝିଅଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଏହି ଘଟଣାରରେ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ନାମରେ ଅଭିଯୋଗ…
Read More...

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ ଅଭିଯୋଗ

ବାଲେଶ୍ୱର: ଗଣ୍ଡିବେଢ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ କେହି ଦୁବୁର୍ତ୍ତ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ କରିଛି। ଗ୍ରାମବାସୀମାନେ ସକାଳେ ମନ୍ଦିରକୁ ଯିବା ସମୟରେ ଏହା…
Read More...

ମୁହାଣରେ ଡଙ୍ଗା ଓଲଟି ଜଣେ ନିଖୋଜ

ପାରାଦୀପ: ପାରାଦୀପର ନେହେରୁବଙ୍ଗଳା ମୁହାଣ ମୁହଁରେ ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜିବୀ ନିଖୋଜ ହୋଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ଷଣ୍ଢକୁଦ ବାସିନ୍ଦା ଏରପିଲ ଜଗା (୪୫) ବୋଲି ଜଣା ପଡିଛି। ମଙ୍ଗଳବାର ସକାଳେ ୬ଜଣ…
Read More...

ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଗିରଫ

ରାଉରକେଲା: ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିରେ ଜଣେ ଅଭିଯୁକ୍ତ ହେମନ୍ତ କୁମାର ଦାସକୁ ଗିରଫ କରାଯାଇଛି। ତା ନିକଟରୁ ୨୦କେ.ଜି ଗଞ୍ଜେଇ ଜବତ କରାଯାଇଛି। ମଙ୍ଗଳବାର ଭୋର…
Read More...

ଜେଲରେ ଥିବା କଏଦୀର ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ଏହି ଚିଠିଟି ଛତିଶଗଡ଼ ବିଳାସପୁରର କେନ୍ଦ୍ରୀୟ ଜେଲ୍‌ରୁ ଆସିଥିବା ଜଣାପଡିଛି। ଚିଠିଟି ପୁଷ୍ପେନ୍ଦ୍ର ଚୌଧୁରୀ ନାମକ ଜଣେ କଏଦୀ…
Read More...

ମଙ୍ଗଳବାର ରାଶିଫଳ

ମେଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସକଳ ଗୁଣର ଆଧାର ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ପାଇବେ। ବିଳାସ ବ୍ୟସନ ମଧ୍ୟରେ ସମୟ କଟାଇପାରନ୍ତି। ଯଶସ୍ୱୀ ହେବେ। ବୃଷ:…
Read More...

କେରଳରେ ରହିଛି ବିଶ୍ୱର ସବୁଠାରୁ ଛୋଟ ଗାଈ ‘ମନିକୟମ’

ନୂଆଦିଲ୍ଲୀ : ଭାରତରେ ଗାଈକୁ ମା’ ରୂପେ ପୂଜା କରାଯାଏ। ଏଭଳି ଏକ ଗାଈ କେରଳରେ ରହୁଛି ଯାହାର ନାମ ଗିନିଜ୍‍ ବୁକରେ ସ୍ଥାନ ପାଇସାରିଛି। ଏହି ଗାଈଟିର ନାମ ‘ମନିକୟମ୍‍’। ‘ମନିକୟମ୍‍’ ଦୁନିଆର ସବୁଠାରୁ ଛୋଟ ଗାଈ।…
Read More...

ମୂଷା ଯୋଗୁଁ ବ୍ୟାପୁଥିବା ଜ୍ୱରରେ କେରଳରେ  ୪୬ଜଣଙ୍କର ମୃତ୍ୟୁ ଆଶଙ୍କା

କୋଚି .- ମୂଷା ଦ୍ୱାରା ବ୍ୟାପୁଥିବା ଜ୍ୱର ଯୋଗୁଁ କେରଳରେ ୪୬  ଜଣଙ୍କର ମୃତ୍ୟୁ ଅନୁମାନ କରାଯାଉଛି । ୯ ଜଣଙ୍କର ମୃତ୍ୟୁ ଲେପ୍ଟୋସ୍ପିରୋସିସ୍‌ ଯୋଗୁଁ ହୋଇଥିବା ସେମାନଙ୍କର ରକ୍ତ ନମୁନାରୁ ସ୍ପଷ୍ଟ ହୋଇଥିବା ବେଳେ…
Read More...

ହାଇଦ୍ରାବାଦର ଡିସିପି ନିଜ ଆଇପିଏସ୍‌ ଝିଅକୁ ଏକ ରାଲିରେ କଲେ ସ୍ୟାଲୁଟ

ହାଇଦ୍ରାବାଦ .- ବାପା ବରିଷ୍ଠ ପୁଲିସ ଅଧିକାରୀ , ଝିଅ ଆଇପିଏସ୍‌ । ହେଲେ କାର୍ଯ୍ୟକ୍ଷେତ୍ରରେ ବାପା ଝିଅକୁ ସ୍ୟାଲୁଟ୍‌ କରନ୍ତି । ଏପରି ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ହାଇଦ୍ରାବାଦ ମାଲକାଜ୍‌ଗିରି…
Read More...

ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କକୁ ଖଣ୍ଡନ କଲେ ନିମରତ

ନୂଆଦିଲ୍ଲୀ : କ୍ରିକେଟ ଓ ବଲିଉଡ ଜଗତର ଚର୍ଚ୍ଚିତ ବ୍ୟକ୍ତିତ୍ୱ ମାନଙ୍କ ସମ୍ପର୍କକୁ ନେଇ ସବୁ ସମୟରେ ଚର୍ଚ୍ଚା ଜୋର ଧରିଥାଏ। ‘ପୁଣେ ମିରର’ ଖବର ଅନୁସାରେ ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବଲିଉଡ…
Read More...

ପୁଅକୁ ହରେଇଥିବା ମା’କୁ ସମବେଦନା ଜଣେଇଲେ ସ୍ଵେଚ୍ଛାସେବୀ

ସୁଆଣ୍ଡୋ : ଏକମାତ୍ର ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ଶଯ୍ୟାଶାୟୀ ହୋଇ ପଡିଥିବା ମାଆ ପାଖରେ ଗ୍ରାମର ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ପହଞ୍ଚି ସମବେଦନା ଜଣାଇଛନ୍ତି । ପୁରୀଜିଲା ସତ୍ୟବାଦୀ ବ୍ଲକ ସଂଲଗ୍ନ ଅଭୟମୁଖି…
Read More...

ପରୀ-୨ ତୃତୀୟ ଦିନ ; ୨୨୬ ଶିଶୁ ଉଦ୍ଧାର

ଭୁବନେଶ୍ୱର : ନିଖୋଜ ଶିଶୁ ଉଦ୍ଧାର ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ପରୀ-୨ ଅଭିଯାନର ତୃତୀୟ ଦିନରେ ରାଜ୍ୟରୁ ୨୨୬ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ଏଥିରେ ୨୦୧ ଜଣ ପୁଅ ରହିଥିବା ବେଳେ ୨୫ ଜଣ ଝିଅ ରହିଛନ୍ତି।…
Read More...

ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଆଫଗାନିସ୍ତାନ ୧୨ ମୃତ

କାବୁଲ . – ଆଫଗାନିସ୍ତାନ ବଲ୍‌ଖ୍‌ ପ୍ରଦେଶରେ  ସେନାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହେଲିକାପ୍ଟରେ ସେନାର ଯୁଦ୍ଧ ସାମଗ୍ରୀ ସହ ୧୪ ଜଣ ଯାତ୍ରା କରୁଥିଲେ । ଏଥିରେ…
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କ ପକ୍ଷରୁ ପାର୍ଲାମେଣ୍ଟ ଅଭିଯାନ

କଟକ : ନୂଆପେନ୍ସନ ବାତିଲ, ଖାଲିସ୍ଥାନରେ ସ୍ଥାୟୀ ନିଯୁକ୍ତି, କଣ୍ଟ୍ରାକଚୁଆଲ, ଆଉଟ ସୋରସିଂ, ଅସ୍ଥାୟୀ, ଏନ.ଏଚ.ଏମ.ଓ ଡାଟାଏଣ୍ଟ୍ରି ଅପରେଟର ମାନଙ୍କୁ ସ୍ଥାୟୀ କରିବା, ସର୍ବନିମ୍ନ ଦରମା ଟ୧୮୦୦୦/- କରିବା ଏବଂ…
Read More...

ଆଜିଠୁ ‘କୌନ୍‍ ବନେଗା କରୋଡପତି’

ମୁମ୍ବଇ : ଜ୍ଞାନ, ଧର୍ଯ୍ୟ, ସହଶୀଳତା, ସାଧାରଣ ରୁ ଅସାଧାରଣ ପ୍ରତିଭା ପ୍ରଦାନ କରୁଥିବା ରିଆଲିଟି ଶୋ’ ‘କୌନ୍‍ ବନେଗା କରୋଡପତି’ର ଦଶମ ସଂସ୍କରଣ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ର ପ୍ରସାରଣକୁ ନେଇ…
Read More...

ଆସୁଛି ବିଏମଡବ୍ଲ୍ୟୁର ଏକ୍ସ-୬

ନୂଆଦିଲ୍ଲୀ : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ବିଏମ୍‍ଡବ୍ଲ୍ୟୁ ନିଜର ନୂଆ ମଡେଲ ଏସୟୁବି ଏକ୍ସ-୬ର ବଜାର ପ୍ରବେଶ ପାଇଁ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଆଗାମୀ ବର୍ଷ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି କାରର ବଜାର…
Read More...

ଆର୍ମି କ୍ୟାମ୍ପରେ ମାସାଧିକ କାଳ ରହିଲେ ‘ପଲଟନ୍’ ଦଳ

ବଲିଉଡର ଅନ୍ୟତମ ପ୍ରଖ୍ୟାତ ନିର୍ଦେଶକ ଭାବେ ଜଣାଯାଉଥିବା ଜେ.ପି. ଦତ୍ତ ଯୁଦ୍ଧଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରିବାରେ ଖୁବ୍ ଦକ୍ଷ। ୧୯୯୭ରେ ତାଙ୍କ ନିର୍ଦେଶିତ ‘ବର୍ଡର’ ସେସମୟର ସୁପରହିଟ୍ ଚଳଚ୍ଚିତ୍ର ହୋଇଥିବାବେଳେ…
Read More...

ମନ୍ଥର ଅଭିବୃଦ୍ଧି ପାଇଁ ବିମୁଦ୍ରାକରଣ ନୁହେଁ, ରାଜନ୍‍ଙ୍କ ନୀତି ଦାୟୀ: ରାଜୀବ

ନୂଆଦିଲ୍ଲୀ: ଦେଶର ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‍ ରାଜନ୍‍ଙ୍କ ନୀତିକୁ ଦାୟୀ କରିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ବିମୁଦ୍ରାକରଣ ଓ ତରବରିଆ…
Read More...

ଘରେ ପଶି ସୁନା କାରିଗରଙ୍କୁ ହତ୍ୟା

ଢେଙ୍କାନାଳ: ଦିନ ଦ୍ୱିପହରେ ଘରେ ପଶି ସୁନା କାରିଗରଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଢେଙ୍କାନାଳ ପଟ୍ଟନାୟକ ସାହିର ମୀନା ବଜାରରେ ଦେଖିବାକୁ ମିଳିଛି। ସୁନା କାରିଗର ଜଣକ ନିକ ଘରେ ଶୋଇଥିବା ବେଳେ କେହି ଜଣେ…
Read More...

ଆପାର୍ଟମେଣ୍ଟରେ ଆତତାୟୀ ଗୁଳିରେ ୧୦ ଆହତ

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ସାନ୍‍ ବେରନାଡିନୋ ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ଆତତାୟୀ ଆଖିବୁଜା ଗୁଳି ଚଳାଇଛି। ଏଥିରେ ୧୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କ ମଧ୍ୟରେ ଏକାଧିକ…
Read More...

ବନ୍ୟା ଦୃଶ୍ୟ ଦେଖୁଥିବା ବେଳେ ଭାସିଗଲେ

ଢେଙ୍କାନାଳ: ରାମିଆଳ ନଦୀରେ ଭାସି ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଉଛନ୍ତି କଙ୍କଡାହାଡ ବ୍ଳକର ଦୁଷ୍ମନ୍ତ ସିଂ (୫୦)। ମୃତକ ଜଣକ କଙ୍କଡାହାଡ ବ୍ରିଜରେ ବନ୍ୟାଜଳ ଦେଖୁଥିବା ସମୟରେ ତାଙ୍କ ଗୋଡ ଖସିଯିବାରୁ ସେ…
Read More...

କର୍ଣ୍ଣାଟକ ପୌର ପରିଷଦ ନିର୍ବାଚନ: କଂଗ୍ରେସ ଆଗୁଆ, ବିଜେପି ପଛକୁ ଜେଡିଏସ୍‍

ବେଙ୍ଗାଲୁରୁ: କର୍ଣ୍ଣାଟକ ପୌର ପରିଷଦ ନିର୍ବାଚନ ପ୍ରାଥମିକ ଭୋଟ ଗଣତିରେ କଂଗ୍ରେସ ଆଗୁଆ ରହିଛି। ବିଜେପି ଦ୍ୱିତୀୟ ସ୍ଥାନରେ ଓ ଜେଡିଏସ୍‍ ତୃତୀୟ ସ୍ଥାନରେ ରହିଛି। ଗତ ଶୁକ୍ରବାର ୧୦୨ଟି ପୌର ପରିଷଦ ଓ ୩ଟି ମହାନଗର…
Read More...

ଆଜି ନୂଆଖାଇ ଲଗ୍ନ ନିର୍ଣ୍ଣୟ

ସମ୍ବଲପୁର: ନୂଆଖାଇ ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ। ସୋମବାର ଅପରାହ୍ନ ୪ଟା ସମୟରେ ସମ୍ବଲପୁରର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପଣ୍ଡିତମାନେ ପାରମ୍ପରିକ ପୂଜାର୍ଚ୍ଚନା ପରେ…
Read More...

ଅଣ୍ଡା ଖୋଳରୁ ମାସିକ ରୋଜଗାର ୧୫,୦୦୦ଟଙ୍କା

ଅଣ୍ଡା ଖାଇବା ପରେ ସବୁବେଳେ ଆମେ ଖୋଳପା ଫୋପାଡି ଦେଇଥାଉ। ଅଣ୍ଡାର ଖୋଳ ଆମର କୌଣସି କାମରେ ଆସି ନଥାଏ ବୋଲି ଆମେ ଜାଣୁ। ମାତ୍ର ଛତିଶଗଡର କିଛି ମହିଳା ଏହି ଅଣ୍ଡାର ଖୋଳରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାର ଜଣା…
Read More...

ଓଜନ କମ୍‍ କରିବାରେ ସାହାଯ୍ୟ କରେ ଗୁପଚୁପ

ଗୁପଚୁପର ନାଁ ଶୁଣିବା ମାତ୍ରେ ହିଁ ମୁହଁରେ ପାଣି ଆସିଯାଇଥାଏ। କିନ୍ତୁ ଗୁପଚୁପ ଖାଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି କୁହାଯାଇଥାଏ। ଗୁପଚୁପ ଖାଇବାର ଅନେକ ଲାଭ ମଧ୍ୟ ରହିଛି ଯାହା ଶୁଣିବା ପରେ ଆପଣ…
Read More...

ଦଙ୍ଗା ସୃଷ୍ଟି ପାଇଁ ଆସିଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

କୋଏମ୍ବାଟୁର: ଦୁଇ ଜଣ ହିନ୍ଦୁ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା। ପୁଲିସ ଏହାର ପ୍ରମାଣ ପାଇବା ପରେ ୫ ଜଣଙ୍କୁ ଗିରଫ କରିଛି। ଏକ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣାପଡ଼ିବା ସୂଚନା ପାଇ ପୁଲିସ…
Read More...

ସ୍ୱଚ୍ଛ ଭାରତ ମିଶନର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ସୁଆଣ୍ଡୋ: ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଗବକୁଣ୍ଡଠାରେ ଥିବା ଜୟଦୂର୍ଗା ନୋଡାଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଅବସରରେ ଏକ ଜନ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଚଳିତ ମାସ ଏକ ତାରିଖ…
Read More...

କାର ଧକ୍କାରେ ଭାଙ୍ଗିଲା ପାଚେରି

କଟକ: ଭାରସାମ୍ୟ ହରାଇ କାର ପିଟି ହୋଇଯିବାରୁ ପାଚେରି ଭାଙ୍ଗି ତଳକୁ ଖସି ଯାଇଛି। ଏପରି ଦୁର୍ଘଟଣା କଟକ କାଠଯୋଡି ରିଙ୍ଗ ବନ୍ଧ ନିକଟରେ ଥିବା ଉତ୍କଳ ହୁଣ୍ଡାଇ ସୋରୁମ ନିକଟରେ ଘଟିଛି। କାର ଚଳାଉଥିବା ବେଳେ ଡ୍ରାଇଭର…
Read More...

ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ଖମାରଙ୍ଗ ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣକ ବିନ୍ଦୁ ପଟ୍ଟନାୟକ (୫୪)ବୋଲି ଜଣାପଡିଛି। ପାରିବାରିକ…
Read More...

କର୍ଣ୍ଣାଟକ ପୌର ପରିଷଦ ଦଖଲ ପାଇଁ ଜେଡିଏସ୍‍-କଂଗ୍ରେସ ମେଣ୍ଟ!

ବେଙ୍ଗାଲୁରୁ: ପୂର୍ବ ନିଷ୍ପତ୍ତିରୁ ଓହରି ଜେଡିଏସ୍‍-କଂଗ୍ରେସ ପୁଣି ଥରେ ମିଳିତ ଭାବେ କର୍ଣ୍ଣାଟକ ପୌରପାଳିକାରେ ମେଣ୍ଟ କରିବେ। ପୌର ନିର୍ବାଚନରେ ଜେଡିଏସ୍‍ ଓ କଂଗ୍ରେସ ମେଣ୍ଟ ହେବ ନାହିଁ ଏବଂ ସବୁ ଆସନରେ ଦୁଇ ଦଳ…
Read More...

ଓଡିଶାର ଅନନ୍ୟ ପ୍ରତିଭା ଲିଙ୍ଗରାଜ ବେହେରା

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଲିଙ୍ଗରାଜ ବେହେରାଙ୍କୁ ସୃଜନ ତରଫରୁ ଚଳିତବର୍ଷର ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ।…
Read More...

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଜଣେ ଆହତ

କଟକ: କଟକ ଜିଲା ନରସିଂହପୁର ଥାନା ମାଣିଆବନ୍ଧରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବାର ସୂଚନା ମିଳିଛି। ଗଞ୍ଜେଇ ଚୋରାଚାଲାଣକୁ ନେଇ ଉଭୟ…
Read More...

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କଟକ: ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ସୋମବାର ସକାଳେ କଂଗ୍ରେସ ପକ୍ଷରୁ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ବାଲିକୁଦା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ…
Read More...

ଦୁଇ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ୍‍

ୟାଙ୍ଗୋଙ୍ଗ/ମ୍ୟାଁମାର: ମ୍ୟାଁମାରର ସରକାରୀ ଗୋପନୀୟତା ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ଏକ ସମ୍ବାଦ ସରବରାହ ସଂସ୍ଥାର ଦୁଇ ଜଣ ସାମ୍ବାଦିକଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‍ ଦଣ୍ଡାଦେଶ ହୋଇଛି। ରୋହିଙ୍ଗ୍ୟା ସମସ୍ୟାରେ…
Read More...

ଏଠାରେ ରାକ୍ଷସ ମଧ୍ୟ ପୂଜା ପାଇଥାନ୍ତି

ଭାରତରେ ଅନେକ ଦେବାଦେବୀ ମନ୍ଦିର ରହିଥିବା ଆମେ ଜାଣିଛୁ। ପ୍ରତ୍ୟେକ ଦିନ ମଧ୍ୟ ଆମେ ପୂଜା ନିମନ୍ତେ ଦେବାଦେବୀଙ୍କ ମନ୍ଦିର ଯାଇଥାଉ। କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଯେ, ଭାରତରେ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ…
Read More...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ପଥର ମାଡ଼

ସିଦ୍ଧି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଗାଡ଼ି ଉପରକୁ କିଛି ଲୋକ ପଥର ମାଡ଼ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହ୍ୱାନଙ୍କ କିଛି କ୍ଷତି ହୋଇନାହିଁ। ପୁଲିସ ସୂଚନା ଅନୁଯାୟୀ, ସିଦ୍ଧି…
Read More...

ଅକ୍ଷମଣୀୟ

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି ଯେ ବିମୁଦ୍ରାୟନ ଦ୍ବାରା ଅବୈଧ ଘୋଷିତ ୧୫.୪୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ୍‌ ମଧ୍ୟରୁ ୧୫.୩୧ ଲକ୍ଷ କୋଟି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା…
Read More...

ବିଜ୍ଞ ପରାମର୍ଶ

ଆଇନ ଆୟୋଗ ଏବେ ଦୁଇଟି ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ପାଇଁ ଏକ ପରାମର୍ଶପତ୍ର ଜାରି କରିଛନ୍ତି। ଏହି ପ୍ରସଙ୍ଗଦ୍ବୟ ହେଲା: ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ଏବଂ ରାଷ୍ଟ୍ରଦ୍ରୋହ ଆଇନ।…
Read More...

‘ମୋ ସ୍କୁଲ’ ଯୋଜନା ଓ ପୁରାତନ ଛାତ୍ର

ସୁକାନ୍ତ କୁମାର ମହାନ୍ତି ସମ୍ପ୍ରତି ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଯୋଜନା ଏକ ପ୍ରଭାବଶାଳୀ ଆହ୍ବାନ ରୂପେ ଗ୍ରହଣ କରାଯାଇ ବିଭିନ୍ନ ବିଦ୍ୟାଳୟମାନଙ୍କର ସର୍ବାଙ୍ଗୀଣ ବିକାଶ ନିମନ୍ତେ ମୁଖ୍ୟତଃ ପୁରାତନ ଛାତ୍ରମାନଙ୍କୁ…
Read More...

ଓଡ଼ିଶା ରାଜନୀତି ଓ ୨୦୧୯ ନିର୍ବାଚନ

ଗୋବିନ୍ଦ ଭୂୟାଁ ଅଗଷ୍ଟ ୯ରେ ଅନୁଷ୍ଠିତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଏନଡିଏ ଓ ୟୁପିଏ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ରାଜ୍ୟସଭାରେ ବିଭିନ୍ନ ରାଜନୀତିକ ଦଳର ଗଣିତ ଦୃଷ୍ଟିରୁ ପରିଣତି ଅନିଶ୍ଚିତତା ଭିତରେ…
Read More...

ଜାଣନ୍ତୁ, ଝାଡୁ ସମ୍ବନ୍ଧିତ କିଛି ତଥ୍ୟ

ଧାର୍ମିକ ଗ୍ରନ୍ଥ ଓ ପୁରାଣରେ ଝାଡୁକୁ ଅଧିକ ମହତ୍ୱ ଦିଆଯାଇଛି। ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଇଥାଏ। ଏହା ସହ ସମ୍ବନ୍ଧିତ କିଛି ତଥ୍ୟର ଧ୍ୟାନ ରଖିବା ଦ୍ୱାରା ଆମର ଅନେକ ଅସୁବିଧା ଦୂର ହୋଇଥାଏ। ବହୁତ ଲୋକ…
Read More...

ସୋମବାର ରାଶିଫଳ

ମେଷ: ନିଜ କାର୍ଯ୍ୟରେ ସମୀକ୍ଷା କରିବେ। ଭାଗ୍ୟବାନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ବ୍ୟକ୍ତିତ୍ୱର ପରିଚୟ ଦେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବୃଷ:…
Read More...

ମରଣଯନ୍ତା ପାଲଟିଛି ମାଲକାନଗିରି ମୁଖ୍ୟରାସ୍ତା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ରାସ୍ତା ଏବଂ ବହୁ ୱାର୍ଡର ରାସ୍ତା ଗୁଡିକ ମରଣ ଯନ୍ତାରେ ପାଲଟିଛିା ମୁଖ୍ୟତଃ ଜିଲ୍ଲାପାଲଙ୍କ କାର୍ଯ୍ୟଳୟ ନିକଟ ଜେଲକୁ ଯାଉଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା…
Read More...