www.samajalive.in
Monday, December 15, 2025
14.1 C
Bhubaneswar

ଛେଳି ଶିକାର କରୁଥିବା କୁମ୍ଭୀରକୁ ଧରିଲେ ଗ୍ରାମବାସୀ

ରାଞ୍ଚି: ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଦୀର୍ଘ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏକ କୁମ୍ଭୀରକୁ ଗ୍ରାମବାସୀ ଧରିବାରେ ସଫଳ ହୋଇଛନ୍ତି। ଛୋଟ ମଦନସାହି ଅଞ୍ଚଳବାସୀ ଓ ଜଙ୍ଗଲବିଭାଗ କର୍ମଚାରୀଙ୍କ ସହଯୋଗରେ ଦୀର୍ଘ ୧୬୩ ଘଣ୍ଟାକାଳ ପ୍ରୟାସ କରିବା ପରେ ଏହି କୁମ୍ଭୀରକୁ ଧରିବାରେ ସଫଳ ହୋଇଥିଲେ। ଗଙ୍ଗା ନଦୀରେ ଗ୍ରାମବାସୀ ୩ଟି କୁମ୍ଭୀର ଥିବା ଅଭିଯୋଗ କରିଥିଲେ। ବୁଧବାର ଗୋଟିଏ କୁମ୍ଭୀର ନଦୀକୁ ପାଣି ପିଇବାକୁ ଆସିଥିବାବେଳେ ଏକ  ଛେଳିକୁ ଶିକାର କରି ଖାଉଥିବାବେଳେ ଗ୍ରାମବାସୀମାନେ ସଂଘବଦ୍ଧଭାବେ ଉକ୍ତ କୁମ୍ଭୀରକୁ ବାନ୍ଧି ଦେଇଥିଲେ। ଘଟଣାସ୍ଥଳରେ ଅନ୍ୟ ୨ କୁମ୍ଭୀର ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ଗ୍ରାମବାସୀ ବିଫଳ ହୋଇଛନ୍ତି। ନଦୀକୂଳରେ ଥିବା  ଗ୍ରାମବାସୀଙ୍କୁ ନଦୀ କୂଳକୁ ନଯିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories