www.samajalive.in
Saturday, December 13, 2025
15.1 C
Bhubaneswar

ଶିବ ପୁରାଣରେ ବର୍ଣ୍ଣିତ ଏହି ଦ୍ରବ୍ୟ ଦାନ ଦ୍ୱାରା ମନୋକାମନ ପୂର୍ଣ୍ଣ ହୋଇଥାଏ

ଶିବ ପୁରାଣ ଭଗବାନ ଶିବଙ୍କୁ ସମର୍ପିତ ଗ୍ରନ୍ଥ ଅଟେ। ଏହି ଗ୍ରନ୍ଥରେ ଦୈନିକ ଜୀବନରେ ଉପୁଜୁଥିବା ସମସ୍ୟାର ଅନେକ ସହଜ ଉପାୟ ଲେଖା ହୋଇଛି। ଜୀବନରେ ସୃଷ୍ଟି ହେଉଥିବା ଅନେକ ସମସ୍ୟାର ସମାଧାନ ପାଇଁ ଚତ୍ମକାର ଉପାୟ ବର୍ଣ୍ଣିତ ହୋଇଛି। ଏହି ଉପାୟ ମଧ୍ୟରେ କିଛି ଦାନ ସମ୍ବନ୍ଧିତ ଅଟେ।
ଶିବ ପୁରାଣରେ ବର୍ଣ୍ଣିତ ଏହି ୬ଟି ଜିନିଷ ଦାନ କରିବା ଦ୍ୱାରା ଖରାପ ସମୟ ଦୂର ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଦାନ କରିବା ଦ୍ୱାରା ସମସ୍ତ ମନୋକାମନ ପୂର୍ଣ୍ଣ ହୋଇଥାଏ।ଲୁଣ:
ଶିବ ପୁରାଣରେ ଲୁଣ ଦାନ କରିବା ଦ୍ୱାରା ଖରାପ ସମୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା ସହ ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।
ରାଶି:
ରାଶିର ଦାନ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ। ଏହା ସହ ଅସୁବିଧାକୁ ସାମନା କରିବାକୁ ଶକ୍ତି ମିଳିଥାଏ।ଘିଅ:
ଘିଅର ଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଅନେକ ପୁରାତନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ବସ୍ତ୍ର:
ଶିବ ପୁରାଣ ଅନୁସାରେ ନୂଆ କିମ୍ବା ପୁରୁଣା ବସ୍ତ୍ର ଦାନ କରିବା ଦ୍ୱାରା ନିଜର ଆୟୁ ବୃଦ୍ଧି ହୋଇଥାଏ। ନୀରୋଗ ମଧ୍ୟ ରହିଥାନ୍ତି।ଅଟା:
ଅଟା ଦାନ କରିବା ଦ୍ୱାରା ଘରେ କେବେ ବି ଖାଦ୍ୟ ପଦାର୍ଥର ଅଭାବ ରହି ନଥାଏ।
ଗୁଡ:
ଗୁଡ ଦାନ କରିବା ଦ୍ୱାରା ଆମକୁ ସର୍ବଦା ଶୁଦ୍ଧ ଓ ଉତ୍ତମ ଖାଦ୍ୟ ମିଳିଥାଏ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories