ଶୋଏବ୍‌ ଅଖତର୍‌ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କ ପରାମର୍ଶଦାତା  ପଦବୀରୁ ଇସ୍ତଫାଦେଲେ

0

ଇସଲାମାବାଦ .- ପାକିସ୍ତାନର ପୂର୍ବତନ ଆନ୍ତର୍ଜାତୀୟ ବୋଲର ଶୋଏବ୍‌ ଅଖତର୍‌ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷଙ୍କ ପରାମର୍ଶଦାତା ଭାବେ କାମ କରୁଥିଲେ । ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି । ପିସିବିର କାର୍ଯ୍ୟକଳାପରେ କିଛିଟା ପରିବର୍ତ୍ତନ ଆସୁଥୁବାରୁ ସେ  ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସେ ଏବେ ତାଙ୍କପଦବୀରେ ରହବି ନୀତି ନୈତିକତା ଦୃଷ୍ଟିରୁ ଭୁଲ୍‌ ବୋଲି କହିଛନ୍ତି ।  କିଛି ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଏହସାନ୍‌ ମନି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply