ଗୁଗଲ ମ୍ୟାପ୍ସରେ ଏପରି ଖୋଜନ୍ତୁ ନିଜର ହଜିଥିବା ସ୍ମାର୍ଟଫୋନ୍‍

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‍ ଚୋରି ହେବା କିମ୍ବା ହଜିଯିବା ଭଳି ଅନେକ ଘଟଣା ବିଷୟରେ ଶୁଣିଥିବେ। ଏଭଳି କି ହଜିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବେ। ସ୍ମାର୍ଟଫୋନ୍‍ରେ ଆଣପଙ୍କ ଅନେକ ଫଟୋ, ବ୍ୟକ୍ତିଗତ ତଥ୍ୟ ଥାଇପାରେ।…
Read More...

ଆଇଟି ଆକ୍ଟ ୬୬(କ)କୁ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇଟି ଅଧିନିୟମ ଧାରା ୬୬(କ)ରେ ହେଉଥିବା ଗିରଫଦାରୀକୁ ରୋକିବା ପାଇଁ ଉଚିତ୍‍ ପଦକ୍ଷେପ ନେଇନଥିବାରୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍‍ ଆରଏଫ୍‍ ନରିମ୍‍ନଙ୍କ…
Read More...

ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ : ମୋଦୀ ସରକାର ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଗୋଟି ଚାଳନା କରିଛନ୍ତି । ସୋମବାର କେନ୍ଦ୍ର କ୍ୟାବିନେଟ୍ ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ…
Read More...

ଚୀନଠାରୁ ୬୨ଟି ଯୁଦ୍ଧବିମାନ କିଣିବ ପାକିସ୍ତାନ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ କାରବାରକୁ ନେଇ ଭାରତରେ ରାଜନୈତିକ ତୁମ୍ବିତୋଫାନ ଚାଲିଥିବାବେଳେ ପାକିସ୍ତାନ ଏହାର ବାୟୁସେନା ଶକ୍ତି ବୃଦ୍ଧି ପାଇଁ ୬୨ଟି ଜେଏଫ-୧୭ ଲଢୁଆ ଯୁଦ୍ଧବିମାନ କିଣିବାର ଯୋଜନା କରିଛି।…
Read More...

ମୋଦୀଙ୍କୁ ସମର୍ଥନ ସତ୍ତ୍ବେ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଜେଡିୟୁ

ପାଟନା : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ନରେନ୍ଦ୍ର ମୋଦୀଙ୍କୁ ବିଜେପି ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି। ଏପରି କି ୨୦୧୯…
Read More...

ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀ ମୃତ

ପୁଡୁକୋଟ୍ଟାଇ : କେରଳ ଶାବରୀମାଳାର ଭଗବାନ ଆୟାପ୍ପାଙ୍କ ଦର୍ଶନ ସାରି ଫେରୁଥିବା ୧୦ଜଣ ତୀର୍ଥଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ରବିବାର ଅପରାହ୍ଣରେ…
Read More...

ହାଲ୍ ସମ୍ପର୍କରେ ରାହୁଲ ଦେଶକୁ ବିଭ୍ରାନ୍ତ କରୁଛନ୍ତି: ସୀତାରମଣ

ନୂଆଦିଲ୍ଲୀ : ହାଲ୍‌କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ସୀତାରମଣ କହିଛନ୍ତି ଯେ ହାଲକୁ ନେଇ ରାହୁଲ ଦେଶକୁ…
Read More...

୮ ରାଜ୍ୟରେ ବିଜେପି ପ୍ରଭାରି ନିଯୁକ୍ତ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ୮ଟି ରାଜ୍ୟରେ ଦଳର ପ୍ରଭାରି ଓ ସହ ପ୍ରଭାରି ନିଯୁକ୍ତ କରିଛନ୍ତି। ନିଯୁକ୍ତି ସୂଚନା ଅନୁଯାୟୀ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଓ ବିଜେପି ବିଧାୟକ…
Read More...

୩ ଛୁଆଙ୍କୁ ମାରିଲା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ଭାଗଲପୁର,୬ା୧: ସ୍ବାମୀଙ୍କ ନିର୍ଯାତନା ସହ୍ୟ କରି ନପାରି ଜଣେ ମହିଳା ନିଜର ୩ ସନ୍ତାନଙ୍କୁ ପାଇଖାନା ଟାଙ୍କିରେ ପକାଇ ମାରିବା ସହିତ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିହାର ଭାଗଲପୁର ଜିଲାରେ ଶନିବାର ଏହି ଅଘଟଣ…
Read More...

୧୦ତାରିଖ ସୁଦ୍ଧା ରାସ୍ତାଘାଟ ହେବ ବୁଲା ଗୋରୁମୁକ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାସ୍ତାରେ ଆଉ ଖୋଲା ଗୋରୁ ବୁଲୁଥିବାର ଦେଖିବାକୁ ମିଳିବ ନାହିଁ। ଏଭଳି ସମସ୍ତ ଗୋରୁଙ୍କୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ଆଶ୍ରୟସ୍ଥଳରେ ଭର୍ତ୍ତି କରିବା ପାଇଁ ନିର୍ଦେଶ ଦେଇଛନ୍ତି…
Read More...

ମା’କୁ ହତ୍ୟା କରି ରକ୍ତ ପିଇଲା ପୁଅ

କୋରବା : ଛତିଶଗଡ଼ର କୋରବା ଜିଲାରେ ଜଣେ ଯୁବକ ନିଜ ମା’କୁ ହତ୍ୟା କରି ରକ୍ତ ପିଇବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ଅଭିଯୁକ୍ତ ପୁଅ ଫେରାର ହୋଇଥିବା ପୁଲିସ୍‍ ପକ୍ଷରୁ କୁହାଯାଇଛି। ପୁଲିସ୍‍ କହିବା ଅନୁସାରେ…
Read More...

ଆଫଗାନିସ୍ତାନରେ ସୁନା ଖଣି ଧସି ୩୦ ମୃତ

କାବୁଲ : ଆଫଗାନିସ୍ତାନ କୋହିସ୍ତାନ ଜିଲାରେ ରବିବାର ଏକ ସୁନା ଖଣି ଧସି ୩୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବଡ଼ାଖସାନ ପ୍ରାନ୍ତର ଉତ୍ତର ପୂର୍ବସ୍ଥିତ କୋହିସ୍ତନର…
Read More...

ବାଂଲାଦେଶରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା

ଢାକା : ବାଂଲାଦେଶ ମଧ୍ୟ ତଙ୍ଗାଇଲ ଜିଲାର ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳରୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଢାକା…
Read More...

ଆପ୍‍ରୁ ସୁଖପାଳ ସିଂହଙ୍କ ଇସ୍ତଫା

ନୂଆଦିଲ୍ଲୀ : ପଞ୍ଜାବ ଆମ ଆଦମୀ ପାର୍ଟି (ଆପ)ର ବିଦ୍ରୋହୀ ବିଧାୟକ ସୁଖପାଳ ସିଂହ ଖୈରା ରବିବାର ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ କହିଛନ୍ତି ଯେ ଆପ ମୂଳ ବିଚାରଧାରା ଓ…
Read More...

ଜାନୁଆରୀ ୦୭ରେ ମୁକ୍ତିଲାଭ କରିବ ‘ସୋନଚିଡିଆ’ର ଟ୍ରେଲର

ନୂଆଦିଲ୍ଲୀ : ସୁଶାନ୍ତ ସିଂ ରାଜପୁତ ଓ ମନୋଜ ବାଜପେୟୀ ଅଭିନୀତ ଚଳଚ୍ଚିତ୍ର ‘ସୋନଚିଡିଆ’ର ଟ୍ରେଲର ଜାନୁଆରୀ ୦୭ରେ ମୁକ୍ତିଲାଭ କରିବ ବୋଲି ଜଣା ପଡିଛି । ଏହାର ଟିଜର ଡିସେମ୍ବର ୦୭ରେ ମୁକ୍ତଲାଭ କରିଥିଲା। ଟିଜର ରିଲିଜ…
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ନେମାଳ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ୧୨ଘଣ୍ଟା ଉପବାସ ରଖିବା ପ୍ରତିବାଦରେ ଶନିବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ଠାରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା, ୫୦ହଜାରରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ

ନେମାଳ : କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ବିରେହିଁପୁର(ସହରାଜପୁର) ଗ୍ରାମରେ ଏକ ଅଗ୍ନିକାଣ୍ଡରେ ୨ବଖରା ଚାଳ ଛପର ଘର ଜଳିଯିବା ସହିତ ୫୦ହଜାରରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା…
Read More...

ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅହତ

ଜୟପୁର : କୋରାପୁଟ ଜିଲା ଜୟପୁରର ହମ୍ବର ହାଉସ ଛକ ଏମଂ ପାୱାର ହାଉସ ଛକ ମଧ୍ୟରେ ପୁଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ଜଣାପଡିଛି।  ଅପରାଧୀର ନାମ ହେଉଛି ରଞ୍ଜିତ ବାଗ। ସେ ପ୍ରଥମେ ପୁଲିସ ଉପରକୁ…
Read More...

ଧର୍ମ ନାମରେ ଛିଡା କରାଯାଉଛି ଘୃଣାର ପ୍ରାଚୀର : ନସିରୁଦ୍ଦିନ ଶାହ

ମୁମ୍ବଇ : ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ ମାନବାଧିକାର ସଂସ୍ଥାର କାର୍ଯ୍ୟକ୍ରମରେ ଦେଶର ସ୍ଥିତିକୁ ନେଇ ଅନେକ କଥା କହିଛନ୍ତି। ଯେଉଁଥିରେ ଧର୍ମନାମରେ ହେଉଥିବା…
Read More...

‘ଲାଭା ସ୍କୋଲୋ ଏରା-୪ଏକ୍ସ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଲାଭାର ବ୍ରାଣ୍ଡ 'ସ୍କୋଲୋ' ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ 'ସ୍କୋଲୋ ଏରା-୪ଏକ୍ସ'। ଏହାର ମୂଲ୍ୟ ୪,୪୪୪ଟଙ୍କା। ଏହି ଫୋନର ବିକ୍ରି ଆମାଜନ ଇଣ୍ଡିଆରେ ଜାନୁଆରୀ ୯ରେ ହେବ।…
Read More...

ସିଡନୀ ​‌ଟେଷ୍ଟ : ଭାରତ ୩୮୬ରନ୍ ଆଗରେ, ଅଷ୍ଟ୍ରେଲିଆ ୨୩୬/୬

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତର ବିଶାଳ ୬୨୨/୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ତୃତୀୟ ଦିନ…
Read More...

ଓଡ଼ିଶାରେ ହେବ ନିର୍ବାଚନ ଯୁଦ୍ଧ ; ପୁରୀରୁ ନିର୍ବାଚନ ଲଢିପାରନ୍ତି ମୋଦୀ !

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବ ଭାରତରୁ ନିର୍ବାଚନ ଜିତିବାର ଯୁଦ୍ଧ ପୁରୀରୁ ହିଁ ହେବ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ଏନେଇ…
Read More...

ସାବରୀମାଳା ହିଂସାରେ ଗିରଫ ସଂଖ୍ୟା ୧୩୬୯କୁ ବୃଦ୍ଧି

ଥିରୁଭାନନ୍ତପୁରମ : ସାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପରମ୍ପରା ଭାଙ୍ଗି ଦୁଇ ଜଣ ମହିଳାଙ୍କ ପ୍ରବେଶକୁ ନେଇ କେରଳରେ ଗୁରୁବାର ବନ୍ଦ ପାଳନ ସମୟରେ ସୃଷ୍ଟିହୋଇଥିବା ବ୍ୟାପକ ହିଂସାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା…
Read More...

ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

କଳାପଥର(ବାଙ୍କୀ) : ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନୃସିଂହ ଚରଣ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବିିପିନି ବହାରୀ…
Read More...

ଆମେରିକା ପ୍ରଶାସନିକ ଅଚଳାବସ୍ଥା ଦୂର ଲାଗି ବିଲ ପାସ

ୱାଶିଂଟନ : ଆମେରିକାରେ ଅଂଶିକ ପ୍ରଶାସନିକ ଅଚଳାବସ୍ଥା ଦୂର କରିବା ଲାଗି ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗୁରୁବାର ସନ୍ଧ୍ୟାରେ ଦୁଇଟି ବିଲ ପାସ୍‌ କରିଛି। କିନ୍ତୁ ଏହି ବିଲରେ ମେକ୍ସିକୋ ପ୍ରାଚୀର ନିର୍ମାଣ ଲାଗି…
Read More...

ମାଆକୁ ମାରି ଜାଳିଦେଲା ପୁଅ

ମାଲକାନଗିରି : ମାଲକାନଗିରି ଜିଲା ଏମ୍ ପି ଭି ୫୫ ଗ୍ରାମରେ ପୁଅ ତାର ନିଜ ମାଆକୁ ମାରି ପୋଡି ଦେଇଥିବା ଜଣାପଡିଛି। ଖବର ଅନୁସାରେ  ତାପସ ମଣ୍ଡଲ ନାମକ ଜଣେ ଯୁବକ ନିଜ ମାଆ ଗୀତା ମଣ୍ଡଲକୁ ମାରିଲା ପରେ ଜାଳି ଦେଉଥିବା…
Read More...

ବିଜୁ ଯୁବ ବାହିନୀ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ନେମାଳ : ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତରେ ବିଜୁ ଯୁବ ବାହିନୀ ପକ୍ଷରୁ ନିଶା ନିବାରଣ ସଚେତନତା ବୈଠକ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ବାହିନୀର ସଭାପତି ସୁଶାନ୍ତ କୁମାର…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ଧର୍ମଗଡ : ଧର୍ମଗଡ-ଗୋଲାମୁଣ୍ଡା ମୁଖ୍ୟ ରାସ୍ତାର ଖଲିଆକାନି ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଉଛନ୍ତି ଖଲିଆକାନି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର…
Read More...

ବିଜୁ ଗାଁ ଗାଡ଼ିରୁ ପଡ଼ି ବୃଦ୍ଧ ମୃତ

ମୋହନା: ମୋହନା ବ୍ଲକ୍‍ ଅଡ଼ବା ଥାନା ଅନ୍ତର୍ଗତ ଗର୍ଡ଼ମା ପଞ୍ଚାୟତ ତେଲେଙ୍ଗାବନ୍ଧ ଗ୍ରାମର ଜଣେ ବୃଦ୍ଧଙ୍କର ବିଜୁ ଗାଁ ବସରୁ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ଦୀନ ରଇତ(୫୬)। ସେ ନିଜର ବ୍ୟକ୍ତିଗତ…
Read More...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଦାବି କଲେ ରାହୁଲ

ନୂଆଦିଲ୍ଲୀ : ରାଫେଲ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସିଧାସଳଖ ବିତର୍କ କରିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭିନ୍ନ ଦାବି ଉଠାଇଛନ୍ତି। ରାଫେଲ କାରବାରରେ ଦୁର୍ନୀତି…
Read More...

ରାଫେଲ ସମ୍ପର୍କରେ ଲୋକସଭାରେ ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ କ୍ରୟ ସମ୍ପର୍କିତ ବିତର୍କର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ କଂଗ୍ରେସକୁ ତୀବ୍ର ଆକ୍ରମଣ କରିଛନ୍ତି। ନିର୍ମଳା କହିଛନ୍ତି ଯେ କଂଗ୍ରେସ ଏହି…
Read More...

ରଶି ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ଗ୍ରାମର ଜଣେ ଶିକ୍ଷକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଶିକ୍ଷକଙ୍କ ନାମ ମନୋଜ କୁମାର ନାୟକ(୪୦)। ସୂଚନାମୁତାବକ ସେ ଯୁବ ପଞ୍ଚାୟତ ବମ୍‍…
Read More...

ବେଆଇନ ପଥରବୋଝେଇ ଟ୍ରକ ଜବତ

ବଡ଼ସାହି : ଶିମିଳିପାଳ ପାଦଦେଶ ବେଲଡୁଙ୍ଗୁରୀ ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନରୁ କଳାମୁଗୁନି ପଥର ବୋଝେଇ କରି ଯାଉଥିବା ଏକ ଟ୍ରକ(ନଂ ଓଆର ୦୧ଡ଼ି ୯୪୦୫)କୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି। ଟ୍ରକ ଚାଳକ ପଥର ଚାଲାଣ…
Read More...

ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର; ମେଘାଳୟ ଶ୍ରମିକଙ୍କୁ ଉଦ୍ଧାରରେ ଅସୁବିଧାର ସମ୍ମୁଖୀନ ହେଉଛୁ

ନୂଆଦିଲ୍ଲୀ : ମେଘାଳୟର ପୂର୍ବ ଜୟନ୍ତିଆସ୍ଥିତ କୋଇଲା ଖଣିରେ ଫଶି ରହିଥିବା ଶ୍ରମିକଙ୍କୁ ୨୨ ଦିନ ପରେ ବି ଉଦ୍ଧାର କରାଯାଇ ପାରି ନ ଥିବା ବେଳେ ସେମାନେ ଜୀବିତ ଥିବା ନେଇ ଆଶା ମଉଳିବାରେ ଲାଗିଛି। ‌ତେବେ ସୁପ୍ରିମକୋର୍ଟ…
Read More...

ଲୋକପାଳ ମାମଲା: କମିଟି ଗଠନ ନେଇ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ : ଲୋକପାଳ ନିମନ୍ତେ ଅନୁସନ୍ଧାନ କମିଟି ଗଠନ ଦିଗରେ ଅଦ୍ୟାବଧି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏ ସମ୍ବନ୍ଧରେ ଏକ ସତ୍ୟପାଠ…
Read More...

ଡିପିସିସି ସଭାପତି ପଦରୁ ମାକେନଙ୍କ ଇସ୍ତଫା, ସ୍ଥାନ ନେବେ ଶୀଲା!

ନୂଆଦିଲ୍ଲୀ,୪ା୧: ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି (ଡିପିସିସି) ସଭାପତି ପଦରୁ ଦଳର ବରିଷ୍ଠ ନେତା ଅଜୟ ମାକେନ ଇସ୍ତଫା ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟି ସେ…
Read More...

କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଓ ନିର୍ମାତାଙ୍କ ୨୭ ଠିକଣା ଉପରେ ଆୟକର ଚଢାଉ

ବେଙ୍ଗାଲୁରୁ : କନ୍ନଡ଼ ଚଳଚ୍ଚିତ୍ର ଜଗତର ୪ଜଣ ଖ୍ୟାତନାମା ଅଭିନେତା ଓ ୩ ଜଣ ଚଳଚ୍ଚିତ୍ର ନିର୍ମାତାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନ ଓ ବିଭିନ୍ନ ଠିକଣା ଉପରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଆୟକର ବିଭାଗ ପକ୍ଷରୁ…
Read More...

ଏୟାରଟେଲ ଲଞ୍ଚ କଲା ୭୬ଟଙ୍କାର ପ୍ଲାନ

ନୂଆଦିଲ୍ଲୀ : କିଛି ଦିନ ପୂର୍ବେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ନିଜର ଏକ ରିପୋର୍ଟ ଜାରି କରିଥିଲେ। ଯେଉଁ ରିପୋର୍ଟ ଅନୁସାରେ ୨୦୧୮ରେ ଏୟାରଟେଲ, ଭୋଡାଫୋନ ଏବଂ ଆଇଡିଆକୁ ସବୁଠାରୁ ଅଧିକ କ୍ଷତି ସହିବାକୁ…
Read More...

ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତର ବିଶାଳ ସ୍କୋର : ୬୨୨ ରନ୍ କରି ପାଳି ଘୋଷଣା

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି ଭାରତ । ଚତୁର୍ଥ ତଥା ଅନ୍ତିମ ଟେଷ୍ଟର…
Read More...

ଥାଇଲାଣ୍ଡରେ ମେହୁଲ ଚୋକ୍‍ସିର ୧୩.୧୪ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପଳାତକ ହୀରା ବ୍ୟବସାୟୀ ତଥା ପିଏନ୍‍ବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‍ସିର ଥାଇଲାଣ୍ଡରେ ଥିବା ୧୩.୧୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଇଡି ବେଆଇନ୍‍ ଅର୍ଥ…
Read More...

ଓଡିଶାରେ ମହିଳାଙ୍କ ପାଇଁ ଆରମ୍ଭ ହେଲା ଟାଏକୋଣ୍ଡ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ମହିଳା ଏବଂ ଛାତ୍ରୀ ମାନଙ୍କର ଆତ୍ମସୁରକ୍ଷା ପାଇଁ ଓଡିଶାରେ ଆରମ୍ଭ ହୋଇଛି ଟାଏକୋଣ୍ଡ ପ୍ରଶିକ୍ଷଣ ଶିବିର। ଏହିଭଳି ପ୍ରଶିକ୍ଷଣ ଶିବର ପ୍ରଥମ ଥର ପାଇଁ ଓଡିଶାରେ ଆୟୋଜିତ କରାଯାଇଛି। ଟାଏକୋଣ୍ଡ ପ୍ରଶିକ୍ଷଣ…
Read More...

ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

କଟକ: କଟକ ସହରର ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବର ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ କର୍ପୋରେଟର ହେମନ୍ତ କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲାଲା…
Read More...

ଚନ୍ଦ୍ରର ଅନ୍ଧାରୁଆ ଅପହଞ୍ଚ କ୍ଷେତ୍ରରେ ପହଞ୍ଚିଲା ଚୀନ ମହାକାଶଯାନ

ବେଜିଂ : ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଚୀନ। ବିଶ୍ବର ପ୍ରଥମ ମହାକାଶ ଯାନ ଭାବେ ଚୀନର ଚେଞ୍ଜ-୪ ଯାନ ଚନ୍ଦ୍ରର ଏଭଳି ଏକ ଅନ୍ଧାରୁଆ ସ୍ଥାନରେ ପହଞ୍ଚିଛି ଯାହାକି ଅଦ୍ୟାବଧି ଅନ୍ୟ ଦେଶଗୁଡିକ ପାଇଁ ଅପହଞ୍ଚ…
Read More...

ବିଲଡରଙ୍କ ନାମରେ ୧୦କୋଟିରୁ ଉର୍ଦ୍ଧ ଟଙ୍କାର ଠକାମି ଅଭିଯୋଗ

ପିପିଲି : ଶ୍ରେୟା ଇନଫ୍ରାଷ୍ଟକ୍‍ଚର ପ୍ରା.ଲିଃର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ନାୟକଙ୍କୁ ପିପିଲି ପୁଲିସ ସହାୟତାରେ ଇଓଡବ୍ଲୁ ଗୁରୁବାର ସଂନ୍ଧ୍ୟାରେ ପିପିଲିରୁ ଉଠାଇ ନେଇଥିବା ଜଣାପଡିଛି। ତାଙ୍କ ନାମରେ…
Read More...

ରାଜ୍ୟସଭାକୁ ନିର୍ବାଚନ ପ୍ରସଙ୍ଗରେ ଶୁଣାଣିର ସମ୍ମୁଖୀନ ହେବେ ଅହମ୍ମଦ ପଟେଲ

ନୂଆଦିଲ୍ଲୀ : ରାଜ୍ୟସଭାକୁ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ନିର୍ବାଚନକୁ ବିରୋଧ କରି ବିଜେପି ପ୍ରାର୍ଥି ବଳୱନ୍ତସିଂହ ରାଜପୁତ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ଦେଇଛନ୍ତି। ଏହି ପ୍ରସଙ୍ଗରେ…
Read More...

ମୃତକ ପରିବାରକୁ କ୍ଷତିପୁରଣ ଦାବୀରେ ଥାନା ଘେରାଉ କଲେ ଗ୍ରାମବାସୀ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧିନର ଦୁଆରସୁନୀ ଗ୍ରାମ ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଜଣେ ମୃତକ ପରିବାରକୁ କ୍ଷତିପୁରଣ ଦାବୀରେ ଗ୍ରାମବାସୀମାନେ ଥାନା ଘେରାଉ କରିଥିବା ଜଣାପଡିଛି। ମୃତକ ଜଣକ…
Read More...

ଜାନୁଆରୀ ୮ରେ ପଶ୍ଚିମବଙ୍ଗ ରଥଯାତ୍ରା ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ‘ରଥଯାତ୍ରା’ର ରଥ ଆଗକୁ ଗଡି ପାରୁନାହିଁ। ଏହି କାର୍ଯ୍ୟକ୍ରମ ବିରୋଧରେ କଲିକତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି ନିମନ୍ତେ…
Read More...

ମେଘାଳୟ କୋଇଲାଖଣି ପ୍ରସଙ୍ଗ: ୧୫ ଶ୍ରମିକଙ୍କୁ ଜୀବନ୍ତ ବା ମୃତ ଉଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ମେଘାଳୟର କୋଇଲା ଖଣି ଭିତରେ ଫସି ରହିଥିବା ୧୫ ଶ୍ରମିକଙ୍କୁ ଉଦ୍ଧାର ନେଇ କରାଯାଉଥିବା ଉଦ୍ୟମ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଶ୍ରମିକଙ୍କୁ ଏଯାବତ୍‌ କାହିଁକି…
Read More...

ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲଫି ବେବୋ’ଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲା ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଗୁରୁବାର ସକାଳେ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ଯୁବତୀ ଜଣକ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ସିଂ ବୋଲି ଜଣାପଡିଛି।…
Read More...

ଫଟୋ ସାମ୍ବାଦିକାଙ୍କୁ ଆକ୍ରମଣ

କୋଚି : ସାବରିମାଳା ମନ୍ଦିରରେ ୨ ମହିଳାଙ୍କ ପ୍ରବେଶକୁ ବିରୋଧ କରି ସଂଘ ପରିବାର ପକ୍ଷରୁ ଥିରୁଭାନନ୍ତପୁରମଠାରେ ବିକ୍ଷୋଭ ପ୍ରଦର୍ଶନର ଭିଡିଓ ସଂଗ୍ରହ ବେଳେ ଜଣେ ଫଟୋସାମ୍ବାଦିକା ସଜିଲା ଅବଦୁଲରହମନଙ୍କ ଉପରେ ଆକ୍ରମଣ…
Read More...

ବୁଲନ୍ଦସହର ହିଂସାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ ଗିରଫ

ଲକ୍ଷ୍ନୌ : ବୁଲନ୍ଦସହର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବଜରଙ୍ଗ ଦଳର ଜିଲା ଆବାହକ ଯୋଗେଶ ରାଜଙ୍କୁ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ପୁଲିସ ଗୁରୁବାର ପ୍ରକାଶ କରିଛି। ହିଂସା ବେଳେ ଇନ୍ସପେକ୍ଟର ସୁବୋଧ କୁମାର…
Read More...

ଜିଲାପାଳଙ୍କ ଦ୍ୱାରା ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ କୁକୁଡା ବଣ୍ଟନ ଓ କାଳିଆ କାର୍ଯ୍ୟକ୍ରମ

ମୋହନା : ଓଡିଶା ସରକାରଙ୍କ ଦ୍ୱାରା ଓଡିଶା ଜୀବିକା ମିଶନ ଓ ଓଡିଶା ପଶୁ ସମ୍ପଦ ବିଭାଗ ଆନୁକୁଲ୍ୟରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ସଭ୍ୟାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ରିଲିଫ ପାଣ୍ଠିରୁ ଲୁହାଗୁଡି, କମଳାପୁର ଓ…
Read More...

ଆଫଗାନିସ୍ତାନ ପାଠାଗାରକୁ ପାଣ୍ଠି ଯୋଗାଣ ନେଇ ମୋଦୀଙ୍କୁ ଟ୍ରମ୍ପଙ୍କ ସମାଲୋଚନା

ନୂଆଦିଲ୍ଲୀ : ଆଫଗାନିସ୍ତାନ ପ୍ରତି ନିଜର ଅନୁକମ୍ପା ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକ ତୁଳନାରେ ସର୍ବାଧିକ ବୋଲି ଦର୍ଶାଇବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
Read More...

ପର୍ଯ୍ୟଟକଙ୍କ ଅସରୁକ୍ଷିତ ଜଳଯାତ୍ରା

ଆରଡି : ଭଦ୍ରକ ଜିଲାର ବିଛିନ୍ନାଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଶୈବକ୍ଷେତ୍ର ହେଉଛି ଆରଡିଧାମ ଓ ଧାମରା ଅଞ୍ଚଳ। ଏହି ଅଞ୍ଚଳର ପାଖାପାଖି ୨ଲକ୍ଷରୁ ଉର୍ଦ୍ଧ ଲୋକ ଦୈନଦିନ ବୈତରଣୀ, ସାଳନ୍ଦୀ, ମନ୍ତେଇ…
Read More...

ହିମ ସ୍ଖଳନରେ ଜଣେ ଯବାନ ମୃତ, ଜଣେ ଗୁରୁତର

ଜାମ୍ମୁ : ଜାମ୍ମୁ କାଶ୍ମୀର ପୁଞ୍ଝରେ ଗୁରୁବାର ହିମ ସ୍ଖଳନରେ ସେନାର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ଓ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ସକାଳେ ହିମ ଝଡ଼ ପରେ ଘଟିଛି। ବରଫ ପାହାଡ଼ର ଏକ ବଡ଼ ଖଣ୍ଡ…
Read More...

ନୋକିଆ-୧୦୬(୨୦୧୮)ର ବଜାର ପ୍ରବେଶ

ନୂଆଦିଲ୍ଲୀ : ୨୦୧୮ ବର୍ଷ ଡିସେମ୍ବରରେ ନୋକିଆ ୮.୧ର ବଜାର ପ୍ରବେଶ କରିଥିଲା। ସେହିଭଳି ଏଚଏମଡି ଗ୍ଲୋବାଲର ଆଉ ଏକ ନୂଆ ଫୋନ ନୋକିଆ ୧୦୬(୨୦୧୮)ର ବଜାର ପ୍ରବେଶ ହୋଇଛି। ଏହାର ବିକ୍ରି ଆରମ୍ଭ ହୋଇସାରିଛି। ଏହା ଉଭୟ…
Read More...

ଆସୁଛି ଆଉ ଏକ ବାତ୍ୟା ‘ପାବୁକ୍‍’

ଭୁବନେଶ୍ୱର : ଦକ୍ଷିଣ ଚୀନ ସାଗରର ୬.୦ ଡିଗ୍ରୀ ଉତ୍ତର ଦ୍ରାଘିମା ଏବଂ ୧୦୫ ଡିଗ୍ରୀ ପୂର୍ବ-ପଶ୍ଚିମ ଅକ୍ଷାଂଶରେ ଏକ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି। ଏହା ସାମୁଦ୍ରିକ ଝଡ଼ ‘ପାବୁକ’ର ରୂପ ନେବା ପରେ…
Read More...

ପୂଜାରାଙ୍କ ରନ୍ ବର୍ଷା : ଦୃଢ଼ ସ୍ଥିତିରେ ଭାରତ

ସିଡନୀ: ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଗୁରୁବାର ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ରନ୍ ବର୍ଷା କରିଛନ୍ତି। ପୂଜାରା ଟେଷ୍ଟ ସିରିଜ୍‌ରେ…
Read More...

ଏଆଇଏଡିଏମକେ ଓ ଟିଡ଼ିପିର ୧୯ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗୁରୁବାର ବିଶୃଙ୍ଖଳିତ ଆଚରଣ ପାଇଁ ଅଖିଳ ଭାରତୀୟ ଆନ୍ନା ଦାବ୍ରିଡ଼ ମୁନେତ୍ର କାଜଗହାମ (ଏଆଇଏଡିଏମକେ) ଓ ତେଲୁଗ ଦେଶମ ପାର୍ଟି (ଟିଡିପି)ର ୧୯ ସାଂସଦଙ୍କୁ ଗୃହରୁ…
Read More...

ଘରେ ପହଞ୍ଚିବ ‘ପେଟ୍ରୋଲ ଓ ଡିଜେଲ’, ଲମ୍ବା ଧାଡିରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଭାରତୀୟ ତୈଳ ନିଗମ (ଆଇଓସିଏଲ) ପେଟ୍ରୋଲ ଓ ଡିଜେଲର ଚାହିଦାକୁ ଦୃଷ୍ଟିରେ ରଖି ‘ହୋମ ଡେଲିଭରି’ ବା ଘରେ ପହଞ୍ଚାଇବାର ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ସେବା ଆରମ୍ଭ ହେଲେ ଲୋକଙ୍କୁ ଆଉ…
Read More...

୨୪ ଜଣିଆ ବୌଦ୍ଧ ଭିକ୍ଷୁଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ : ବୁଧବାର ଅପରାହ୍ଣରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଥାଇଲାଣ୍ଡରୁ ଗୁରୁ ବନ୍ଦେ ମହା ଅନୁସାଙ୍କ ନେତୃତ୍ୱରେ ୨୪ ଜଣିଆ ବୌଦ୍ଧ ଧର୍ମାବଲମ୍ବୀ ପରିଦର୍ଶନରେ ଆସିଥିଲେ। ସୂର୍ଯ୍ୟମନ୍ଦିରର ବିଭିନ୍ନ…
Read More...

ସର୍ବଭାରତୀୟ ଯୁବ ସମ୍ମିଳନୀ ଉଦ୍‍ଘାଟିତ

ଚଣ୍ଡିଖୋଲ : ଉଦୟଗିରି ଜାତୀୟ ଶୋଭନୀୟ ଶିକ୍ଷାଶ୍ରମଠାରେ ବୁଧବାର ସର୍ବଭାରତୀୟ ଯୁବ ସମ୍ମିଳନୀ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନ ଉତ୍ସବରେ ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥିଭାବେ…
Read More...

ଆନ୍ତର୍ଜାତିକ ନୃତ୍ୟ ଓ ସଂଗୀତ ଉତ୍ସବ ‘କଟକ ମହୋତ୍ସବ’ ଉଦ୍‍ଘାଟିତ

କଟକ : ତାଇୱାନରୁ ଆସିଥିବା ଆନ୍ତର୍ଜାତିକସ୍ତରର ପ୍ରଖ୍ୟାତ ନୃତ୍ୟାଙ୍ଗନା ହାନ୍ନା ୱେଙ୍ଗ୍‍ ଯେବେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କଲେ, ଦର୍ଶକ ହେଲେ ଚମତ୍କୃତ। ପୁଣି ଆମେରିକାର ଅନିନ୍ଦିତା ନିୟୋଗୀ ଆନାମ ପରିବେଷଣ କଲେ କଥକ,…
Read More...

ଅସ୍ତ୍ରୋପଚାର ବେଳେ ଚକ୍ଷୁପଟଳ ଚୋରି !

କଟକ : ଆଖି ଅସ୍ତ୍ରୋପଚାର ପରେ ଆରୋଗ୍ୟ ହେବା ପରିବର୍ତ୍ତେ ଜଣେ ମହିଳା ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି। ଅପରେସନ୍‍ ବେଳେ ଡାକ୍ତରମାନେ ଚକ୍ଷୁପଟଳ ଚୋରି କରିନେଇଥିବା ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ମହିଳାଙ୍କ…
Read More...

ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜ୍ୟପାଳ

ଭୁବନେଶ୍ବର : ନୂଆବର୍ଷ ଆରମ୍ଭରୁ ରାଜ୍ୟପାଳ ଗଣେଣୀ ଲାଲ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆସିଛନ୍ତି। ଫେସବୁକରେ GovernorOdisha ଏବଂ ଟୁଇଟରରେ @GovernorOdisha ମାଧ୍ୟମରେ ରାଜ୍ୟପାଳ ସାଧାରଣ ଜନତାଙ୍କ ସହ ଯୋଡ଼ି…
Read More...

ସତ ମାନିଲେ ଫରହାନ୍

ମୁମ୍ବଇ : ନିଜ ସ୍ବର ପାଇଁ ବଲିଉଡରେ ପରିଚିତ ଅଭିନେତା ଫରହାନ୍ ଅଖତର୍‌ ଆଜିକାଲି ନିଜ ପ୍ରେମ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚିତ। ପ୍ରଥମ ପତ୍ନୀ ଅଧୁନାଙ୍କୁ ଛାଡ଼ପତ୍ର ଦେବା ପରେ ବିବାଦ ଘେରରେ ଥିଲେ ଫରହାନ୍। ସମୟକ୍ରମେ…
Read More...

ବିତର୍କ ପାଇଁ ମୋଦୀଙ୍କୁ ରାହୁଲଙ୍କ ଆହ୍ବାନ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ ବୁଝାମଣା ବାବଦରେ ମୁହାଁମୁହିଁ ବିତର୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବୁଧବାର ସନ୍ଧ୍ୟାରେ ରାହୁଲ ସାମ୍ବାଦିକ…
Read More...

ଏସିଆନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ଭାରତ ଆଶାବାଦୀ

ଆବୁଧାବି : ଆସନ୍ତା ୫ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ରେ ଖେଳାଯିବ ଏସିଆନ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ…
Read More...

ରାହାଣେଙ୍କ ଦୁର୍ବଳ ଫର୍ମକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଫର୍ମକୁ ନେଇ ଟିମ୍‌ ଇଣ୍ଡିଆ (ଭାରତୀୟ କ୍ରିକେଟ୍‌ ଦଳ)ର ମ୍ୟାନେଜମେଣ୍ଟ ବେଶ୍‌ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ଗତବର୍ଷ ରାହାଣେ ଅନ୍ତର୍ଜାତୀୟ…
Read More...

ଗୁରୁବାର ରାଶିଫଳ

ମେଷ: ଅଯଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବୁଦ୍ଧିମାନ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଧନ ମିଳିବା ସହିତ ଶ୍ରେଷ୍ଠ ମାନ୍ୟତା ମିଳିବ। ପରୋପକାରୀ ହେବେ। ପୁତ୍ର ସୁଖ ମିଳିବ।…
Read More...

ବର୍ଡର-ଗାଭାସ୍କର ଟ୍ରଫି ପ୍ରଦାନ ସମୟରେ ଅନୁପସ୍ଥିତ ରହିବେ ଗାଭାସ୍କର!

ସିଡନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଟ୍ରଫି ବର୍ଡର-ଗାଭାସ୍କର ଟ୍ରଫି ଭାବେ ପରିଚିତ। ଇତିମଧ୍ୟରେ ୩ଟି ଟେ​‌ଷ୍ଟ ମ୍ୟାଚ୍‌ ଶେଷ ହୋଇଥିବା ବେଳେ…
Read More...

ସ୍ମିଥ୍‌, ୱାର୍ଣ୍ଣରଙ୍କୁ ଆଉ ଏକ ସୁଯୋଗ ମିଳିବା ଉଚିତ୍‌ : ପେନ୍‌

ସିଡନୀ : ବଲ୍‌ ଟାମ୍ପରିଂ ମାମଲାରେ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଉପଅଧିନାୟକ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଆଉ ଏକ ସୁଯୋଗ ମିିିଳିବା ଉଚିତ୍‌…
Read More...

ସିଡ୍‌ନୀ ଟେଷ୍ଟରୁ ବାଦ୍ ପଡ଼ିଲେ ଈଶାନ୍ତ, ଅଶ୍ବିନ

ସିଡନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଗୁରୁବାରରୁ ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ତରଫରୁ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଅଫ୍‌ ସ୍ପିନର…
Read More...

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଏଲିଜାବେଥ୍‌ ୱାରେନ୍‌

ୱାଶିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଦୌଡ଼ରେ ନିଜକୁ ସାମିଲ କରିଛନ୍ତି ଡେମୋକ୍ରାଟିକ୍‌ ଦଳର ସିନେଟ ସଦସ୍ୟ ଏଲିଜାବେଥ୍‌ ୱାରେନ୍‌। ଗତ ନଭେମ୍ବରରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସେ…
Read More...

ଶତ୍ରୁଘ୍ନଙ୍କଠାରୁ ବିମାନବନ୍ଦରରେ ଭିଆଇପି ସୁବିଧା ହଟିଲା

ପାଟନା : ବିଦ୍ରୋହୀ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନାଙ୍କଠାରୁ ପାଟନାସ୍ଥିତ ଜୟପ୍ରକାଶ ନାରାୟଣ ବିମାନବନ୍ଦର କର୍ତ୍ତୃପକ୍ଷ ଭିଆଇପି ସୁବିଧା ହଟାଇ ନେଇଛନ୍ତି। ଆସନ୍ତା ଜୁନ୍‌…
Read More...

ନବବର୍ଷ ଉତ୍ସବରେ ଗୁଳି ଫୁଟାଇ ପୂର୍ବତନ ବିଧାୟକ ଗିରଫ

ନୂଆଦିଲ୍ଲୀ : ବିହାରର ପୂର୍ବତନ ଜେଡି(ୟୁ) ବିଧାୟକ ରାଜୁ ସିଂହଙ୍କୁ ଦିଲ୍ଲୀ ପୁଲିସ ବୁଧବାର ଗିରଫ କରିଛି। ଦିଲ୍ଲୀର ଫତେପୁର ବେରି ଅଞ୍ଚଳରେ ଥିବା ନିଜ ଫାର୍ମ ହାଉସ୍‌ରେ ସୋମବାର ବିଳମ୍ବିତ ରାତିରେ ନବବର୍ଷ ପାଳନ…
Read More...

୧୨୩ କୋଟିଙ୍କୁ ମିଳିଛି ଆଧାର

ନୂଆଦିଲ୍ଲୀ : ଦେଶରେ ଗତ ନଭେମ୍ବର ୩୦ ସୁଦ୍ଧା ମୋଟ ୧୨୩କୋଟି ଆଧାର ପରିଚୟପତ୍ର ପ୍ରଦାନ କରାଯାଇଛି। ରାଜ୍ୟସଭାରେ ବୁଧବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହଂସରାଜ ଆହିର। ୨୦୧୧ ଜନଗଣନା ଅନୁସାରେ ଦେଶର…
Read More...

ପୋଙ୍ଗଲ ପାଇଁ ତାମିଲନାଡ଼ୁ ସରକାରଙ୍କ ଉପହାର ​ଯୋଜନା

ଚେନ୍ନଇ : ତାମିଲନାଡ଼ୁ ସରକାର ପବିତ୍ର ପୋଙ୍ଗଲ ଅବସରରେ ରାଜ୍ୟବାସୀଙ୍କ ପାଇଁ ନୂଆ ଉପହାର ଯୋଜନା ଘୋଷଣା କରିଛନ୍ତି। ଏହି ଅନୁସାରେ ପ୍ରତି ପରିବାରକୁ ପଡ଼ି କାର୍ଡ ସହିତ ୧୦୦୦ଟଙ୍କା ଓ ଏକ ଉପହାର ପ୍ରଦାନ କରିବେ।…
Read More...

ପାକ୍‌ ପାଇଁ ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ କରୁଛି ଚୀନ

ବେଜିଂ : ବନ୍ଧୁତ୍ବର କର୍ତ୍ତବ୍ୟ ସମ୍ପାଦନରେ ଲାଗିପଡିଛି ଚୀନ। ଭାରତ ମହାସାଗରରେ ସାମରିକ ଶକ୍ତି କ୍ଷେତ୍ରରେ ସନ୍ତୁଳନ ରକ୍ଷା ଉଦ୍ଦେଶ୍ୟରେ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଅସ୍ତ୍ରଶସ୍ତ୍ର କାରବାର କ୍ରମେ…
Read More...

ମାର୍ଚ୍ଚରେ ପହଞ୍ଚିବ ଚିନୂକ, ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ : ପଡୋଶୀ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ର ଚୀନ ଓ ପାକିସ୍ତାନ ମିଳିତ ଭାବେ ନିଜର ଦ୍ବିପାକ୍ଷିକ ସାମରିକ ଶକ୍ତି ବୃଦ୍ଧି କରିଚାଲିଥିବା ବେଳେ ଭାରତ ମଧ୍ୟ ଏହାର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି କରିବା ଉପରେ…
Read More...

ରାଜ୍ୟସଭାରୁ ଏଆଇଏଡିଏମକେ ଓ ଡିଏମକେର ୧୨ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବୁଧବାର କାବେରୀ ପ୍ରସଙ୍ଗକୁ ନେଇ ବାରମ୍ବାର ହଙ୍ଗାମା କରୁଥିବା ଏଆଇଏଡିଏମକେ ଏବଂ ଡିଏମକେର ୧୨ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ସେମାନଙ୍କୁ ଗୋଟିଏ ଦିନ…
Read More...

ଏଆଇଏଡିଏମକେର ୨୬ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଅଖିଳ ଭାରତୀୟ ଆନ୍ନା ଦାବ୍ରିଡ଼ ମୁନେତ୍ର କାଜଗହାମ (ଏଆଇଏଡିଏମକେ)ର ୨୬ ସାଂସଦଙ୍କୁ ବୁଧବାର ଗୃହରୁ ନିଲମ୍ବିତ କରିଛନ୍ତି। ଏଆଇଏଡିଏମକେକେ ସାଂସଦମାନେ ଗତ ଦୁଇ ଦିନ…
Read More...

କାଶ୍ମୀର ଓ ହିମାଳଚଳରେ ପ୍ରବଳ ତୁଷାରପାତ ନେଇ ଚେତାବନୀ

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‍ସିଆର ସମେତ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକରେ ଶୀତ ଲହରୀ ଜାରି ରହିଛି। ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୀରପାଞ୍ଜଳରେ ତୁଷାରପାତ ହୋଇଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର…
Read More...

ଆରଜେଡି ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଜଣେ ନେତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତର ପୁଅକୁ ବୁଧବାର ଲୋକେ ପିଟି ହତ୍ୟା କରିବା ଘଟଣା ବିହାରରେ ଚର୍ଚ୍ଚାର ବିଷୟ ହୋଇଛି। ଦୀପନଗର ଥାନା ଅନ୍ତର୍ଗତ ନାଳନ୍ଦାଠାରେ…
Read More...

ପରିବର୍ତ୍ତନର ଅବଗଣନା ଆରମ୍ଭ: ନିରଞ୍ଜନ

ଭୁବନେଶ୍ୱର : କଂଗ୍ରେସ ଅନ୍ୟ ଦଳଗୁଡ଼ିକ ସହିତ ତାଳଦେଇ ସଙ୍ଗଠନକୁ ସୁଦୃଢ଼ କରିବା ସହିତ ନୂତନ ରଣକୌଶଳକୁ ଗୁରୁତ୍ୱ ଦେଇ ଆଗକୁ ବଢିବା ପାଇଁ ଯୋଜନା କରିଛି। ରାଜ୍ୟବାସୀ ଯେଉଁ ପରିବର୍ତ୍ତନ ଚାହୁଁଛନ୍ତି ଏହା କଂଗ୍ରେସ…
Read More...

ସରକାରୀ ଡାଏରୀରେ ତ୍ରୁଟି; ତେଜିଲା ଅସନ୍ତୋଷ

ଭୁବନେଶ୍ବର : ସରକାରୀ ଡାଏରୀରେ ଗୁରୁତର ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆବର୍ଷ ଅବସରରେ ପ୍ରକାଶିତ ଏହି ଡାଏରୀରେ ଗୋପବନ୍ଧୁ ଦାସଙ୍କ କବିତାକୁ କବିବର ରାଧାନାଥ ରାୟ ରଚନା…
Read More...

କେରଳରେ ୬୨୦କିମି ଦୀର୍ଘ ‘ମହିଳା ପ୍ରାଚିର’

ତିରୁଅନନ୍ତପୁରମ୍‌ : ଶାବରୀମାଳା ମନ୍ଦିର ପ୍ରବେଶ ପ୍ରସଙ୍ଗରେ କେରଳ ବିଭିନ୍ନ ବର୍ଗର ମହିଳାମାନେ ୬୨୦ କିଲୋମିଟର ଦୀର୍ଘ ମାନବ ପ୍ରାଚିର ଛିଡ଼ା କରାଇଛନ୍ତି। ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଲିଙ୍ଗତ ସମାନତାର ସୁରକ୍ଷା…
Read More...

ଭିଭିନ୍ନ ସ୍ଥାନରେ ବେଆଇନ କୁକୁଡା ଲଢେଇ, ଟଳିପଡିଲେ ଶତାଧିକ କୁକୁଡା

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନୂଆବର୍ଷରେ କୁକୁଡା ଲଢେଇ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ନୂଆବର୍ଷରେ ଲୋକେ ବଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବଣ ଭୋଜିରେ ନିଜକୁ ବ୍ୟସ୍ଥ ରଖିଥିବା…
Read More...

ପଇଡ଼ ବିକାଳିଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆବର୍ଷ ଉପଲକ୍ଷେ ସକାଳୁ ପୁରୀ ଯାଇ ଶ୍ରୀ ଜୀଉଙ୍କ ଦର୍ଶନ କରିଥିଲେ। ସେଠାରୁ ସେ ସ୍ବର୍ଗଦ୍ବାରା ଯାଇ ପିତା ବିଜୁ ପଟ୍ଟନାୟକଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ…
Read More...

୪ମାସ ପରେ କାର୍ଯ୍ୟାଳୟ ଆସିଲେ ପରିକର

ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ୪ ମାସ ପରେ ପ୍ରଥମ କରି ନିଜ କାର୍ଯ୍ୟାଳୟକୁ ଆସିଛନ୍ତି। ମଙ୍ଗଳବାର ପରିକର ସଚିବାଳୟସ୍ଥିତ ନିଜ କାର୍ଯ୍ୟାଳୟକୁ ଆସି କ୍ୟାବିନେଟ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read More...

ଦେଶର ଅଖଣ୍ଡତା, ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ

ନୂଆଦିଲ୍ଲୀ : ସୀମା ସୁରକ୍ଷାକୁ ନେଇ ଦେଶ ଏବେ ଜଟିଳ ଆହ୍ବାନର ସମ୍ମୁଖୀନ ହେବାରେ ଲାଗିଛି। ଏହା ଦେଶର ଅଖଣ୍ଡତା ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି କରିବାରେ ଲାଗିଛି ବୋଲି ସେନାମୁଖ୍ୟ ଜେନେରାଲ ବିପିନ…
Read More...

ପେନ୍‌ଙ୍କ ପିଲାଙ୍କୁ ସମ୍ଭାଳିଲେ ପନ୍ତ୍‌

ସିଡନୀ : ଭ୍ରମଣକାରୀ ଭାରତୀୟ କ୍ରିକେଟ୍‌ ଦଳର ୱିକେଟରକ୍ଷକ ଋଷଭ ପନ୍ତ୍‌ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ଟିମ୍‌ ପେନ୍‌ଙ୍କ ପିଲାଙ୍କ ଦେଖାଶୁଣା କରିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ…
Read More...

କୋହଲି ଓ ପେନ୍‌ଙ୍କ ଦଳକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆତିଥ୍ୟ

ସିଡ୍‌ନୀ : ନୂଆବର୍ଷରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ତାଙ୍କ ସିଡ୍‌ନୀସ୍ଥିତ ବାସଭବନକୁ ଡାକିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍। ଗୁରୁବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର…
Read More...

୪ର୍ଥ ଟେଷ୍ଟ: ଏକାଧିକ ରେକର୍ଡ ଦ୍ବାରରେ କୋହଲି

ସିଡ୍‌ନୀ : ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ। ୩ୟ ଟେଷ୍ଟକୁ ୧୩୭ ରନ୍‌ରେ ଜିତିବା ପରେ ଭାରତ ସିରିଜ୍‌ରେ ୨-୧ରେ…
Read More...

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା କଟ୍‍ ଠାରେ ମଙ୍ଗଳବାର ସଂନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏକ ବାଇକରେ ଦୁଇଜଣ ଯୁବକ ଭୁବନେଶ୍ୱରରୁ ମଙ୍ଗଳପୁର…
Read More...

ବୁଧବାର ରାଶିଫଳ

ମେଷ: ପ୍ରାତଃ ଭ୍ରମଣ ଆପଣଙ୍କ ପାଇଁ ଶାନ୍ତିଦାୟକ ହେବ। ଧନକ୍ଷୟ ହେବାର ସୂଚନା ମିଳୁଛି। ମାନସିକ ସ୍ତରରେ ପୀଡ଼ିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ବୃଷ:…
Read More...

ସିଡ୍‌ନୀ​‌ରେ‌ ଏକୁଟିଆ ଅଶ୍ବିନଙ୍କ ଅଭ୍ୟାସ

ସିଡ୍‌ନୀ : ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟରେ ଖେଳିବା ଆଶାରେ ମଙ୍ଗଳବାର ଏକୁଟିଆ ସିଡ୍‌ନୀ କ୍ରିକେଟ…
Read More...

ଘର ଉପରେ ମାଡ଼ିଗଲା ଟ୍ରକ୍‌; ୬ମୃତ

ଚାନ୍ଦାଉଲି : ଉତ୍ତରପ୍ରଦେଶର ଚାନ୍ଦାଉଲି ଜିଲା ଅନ୍ତର୍ଗତ ମାଲଦା ଗ୍ରାମର ଏକ କୁଡ଼ିଆ ଘର ଉପରେ ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏକ ଗୋରୁ ବୋଝେଇ ଟ୍ରକ୍‌ ମାଡ଼ିଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହି…
Read More...

ନୂଆ ବର୍ଷରେ ଜନ୍ମଗ୍ରହଣ କରିଛନ୍ତି ୭୦ହଜାର ଶିଶୁ

ନୂଆଦିଲ୍ଲୀ : ନୂଆ ବର୍ଷର ପ୍ରଥମ ଦିନରେ ଭାରତ ମାଟିରେ ନୂଆ ଦୁନିଆ ଦେଖିଛନ୍ତି ୬୯ ହଜାର ୯୪୪ ଶିଶୁ। ଜାତିସଂଘ ସଂସ୍ଥା ୟୁନିସେଫ୍‌ ସୂଚନାନୁଯାୟୀ, ଏହା ତମାମ ବିଶ୍ବରେ ସର୍ବାଧିକ ଓ ଏକ ରେକର୍ଡ। ବିଶ୍ବରେ ଏହି ଦିନ…
Read More...

ଭାରତ-ପାକ୍‌ ମଧ୍ୟରେ ଆଣବିକ ପ୍ରତିଷ୍ଠାନ ଓ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଦିଆନିଆ

ନୂଆଦିଲ୍ଲୀ : ପାକିସ୍ତାନ ସରକାର ମଙ୍ଗଳବାର ନିଜ ଦେଶର ଆଣବିକ ପ୍ରତିଷ୍ଠାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଭାରତକୁ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ୧୯୮୮ ଡିସେମ୍ବର ୩୧ରେ ସ୍ବାକ୍ଷରିତ ଓ ୧୯୯୧ ଜାନୁଆରୀ ୨୭ରେ…
Read More...