ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ : ଜଙ୍ଗଲୀ ଜନ୍ତୁ ଆକ୍ରରମଣରେ ୧୪ ଛେଳି ମୃତ

କଲମପୁର : କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୁଳ ରାମପୁର ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଭାଲୁଘାଟି ଅଞ୍ଚଳରେ ଏବେ ଅଜଣା ଜଙ୍ଗଲୀ ଜନ୍ତୁର ପ୍ରଭାବ ଦେଖା ଦେଇଛି। ଏହି ଅଜଣା ଜଙ୍ଗଲୀ ଜନ୍ତୁର…
Read More...

ଧର୍ମଗଡ ଉପଖଣ୍ଡକୁ ନୂତନ ଜିଲ୍ଳା ଘୋଷଣା ଦାବୀରେ  ଜୟପାଟଣା ଓ ମୁଖିଗୁଡ଼ା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ମୁଖିଗୁଡ଼ା : ବୁଧବାର ଧର୍ମଗଡ଼ ଉପଖଣ୍ଡକୁ ନୂତନ ଜିଲା ଘୋଷଣା ଦାବୀରେ ଗୁରୁବାର ଜୟପାଟଣା ଏବଂ ମୁଖିଗୁଡ଼ା ବନ୍ଦ ପାଇଁ ଜୟପାଟଣା ଓକିଲ ସଂଘ କାର୍ଯ୍ୟାଳୟରେ ଓକିଲ ସଂଘ ଉପ ସଭାପତି ରଜନୀକାନ୍ତ ପଣ୍ଡା ଏବଂ ସଂପାଦକ ପ୍ରମୋଦ…
Read More...

ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ କଳାଦିବସ ପାଳିତ

ଆରଡି : ଚାନ୍ଦବାଲି ବ୍ଲକ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ୫ଦଫା ଦାବି ନେଇ କଳାଦିବସ ପାଳିତ ହୋଇଯାଇଛି। ବିଶେଷକରି ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଗାଁ…
Read More...

ନୂଆ ଓଡ଼ିଶା ଗଠନର ସଂକଳ୍ପ ହିଁ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ଧର୍ମେନ୍ଦ୍ର

ଭୁବନେଶ୍ୱର : ସାରା ବିଶ୍ୱରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଖ୍ୟାତି ରହିଥିଲା। ଆଧୁନିକ ଭାରତ ଗଢିବାର ସେ ଥିଲେ ଅନ୍ୟତମ ବିନ୍ଧାଣୀ। ଓଡିଶା ସହ ତାଙ୍କର ସମ୍ପର୍କ ନିବିଡ଼ ରହିଥିଲା। ପ୍ରଳୟଙ୍କରୀ…
Read More...

ସର୍ବସାଧାରଣ ସ୍ଥାନରେ କର୍ମଚାରୀଙ୍କୁ ନମାଜ ପାଠ ମନା

ନଏଡ଼ା : ଉତ୍ତରପ୍ରଦେଶ ପୁଲିସ ନଏଡ଼ାର ସେକ୍ଟର ୫୮ସ୍ଥିତ ଏକାଧିକ ଆଇଟି କମ୍ପାନୀ ଓ ଅନ୍ୟ କାରଖାନାର ମୁସଲମାନ କର୍ମଚାରୀଙ୍କୁ ଶୁକ୍ରବାର ପ୍ରାର୍ଥନା (ନମାଜ ପାଠ) ରାସ୍ତା, ପାର୍କ କିମ୍ବା ପଡ଼ିଆରେ ନ କରି ନିକଟସ୍ଥ…
Read More...

‘ଅପରାଧୀଙ୍କୁ ଗୁଳିକରି ହତ୍ୟା କର’ : କୁମାରସ୍ବାମୀ

ବେଙ୍ଗାଲୁରୁ : ନିଜର ମନ୍ତବ୍ୟକୁ ନେଇ ଅଡୁଆରେ ପଡିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ। ଜେଡିୟୁର ଜଣେ କର୍ମୀଙ୍କୁ ସୋମବାର ହତ୍ୟା କରାଯାଇଥିବାବେଳେ ହତ୍ୟାକାରୀମାନଙ୍କୁ ଗୁଳି କରି ଅତ୍ୟନ୍ତ…
Read More...

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅଧିକାରକୁ ନିଶ୍ଚିତ କରିବି: ଇମ୍ରାନ

ଇସଲାମାବାଦ : ପାକିସ୍ତାନ ସଂଖ୍ୟାଲଘୁ ହିନ୍ଦୁଙ୍କ ଅଧିକାରକୁ ନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର ଇମ୍ରାନ ଟୁଇଟ୍ କରିଛନ୍ତି ଯେ ‘ଭାରତରେ ସଂଖ୍ୟାଲଘୁ…
Read More...

‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ହେମନ୍ତ କୁମାର ସାହୁଙ୍କ ସ୍ମୃତିସଭା

ଗୋପ : ‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ ହେମନ୍ତ କୁମାର ସାହୁଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା କବି ସତ୍ୟଶିବ ଦାସଙ୍କ ଅଧ୍ୟକ୍ଷତାରେ ଗୋପ ବ୍ଲକ୍ ଅଧୀନ ଖଡ଼ିସସ୍ଥିତ ବାସଭବନରେ ମଙ୍ଗଳବାର ଅନୁଷ୍ଠିତ…
Read More...

କେଦାରନାଥ ବନ୍ୟାରେ ହଜିଥିବା ଝିଅ ୫ବର୍ଷ ପରେ ଫେରିଲା

ଜାମ୍ମୁ : ଚଳଚ୍ଚିତ୍ରର କାହାଣୀ ପରି ମନେ ହୋଇପାରେ; କିନ୍ତୁ ଏହାର ପ୍ରତି ପାଦରେ ବାସ୍ତବତା ଭରି ରହିଛି। ଏ ହେଉଛି ଚଞ୍ଚଲ ନାମ୍ନୀ ଯୁବତୀଙ୍କ ରୋମାଞ୍ଚଭରା କାହାଣୀ। ୨୦୧୩ରେ ଯାହାଙ୍କୁ ଘର-ପରିବାର ଲୋକେ ସବୁଦିନ ପାଇଁ…
Read More...

ଆଜି ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର : ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦେଶ ବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ବୁଧବାର ଧର୍ମଘଟ କରିବାକୁ ଯାଉଛନ୍ତି। ୟୁନାଇଟେଡ୍‍ ଫୋରମ୍‍ ଅଫ୍‍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‍ବିୟୁ)ର…
Read More...

ହାଡ଼ ଭାଙ୍ଗୁଛି ଜାଡ଼

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଦେଖାଦେଇଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୩ଡିଗ୍ରୀ ତଳକୁ ଖସିଯାଇଛି। ଗତ ଦୁଇ ଦିନ ଧରି କ୍ରମାଗତ ଭାବେ ତାପମାତ୍ରା ୨ରୁ ୩ଡିଗ୍ରୀ ମଧ୍ୟରେ ରହୁଥିବାରୁ ସାଧାରଣ…
Read More...

ଜାନୁଆରୀ ୫ରେ ହେବ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହ 

ସମ୍ବଲପୁର : ଓଡିଶାର ସ୍ୱନାମଧନ୍ୟ ତଥା ପଶ୍ଚିମ ଓଡିଶାର ସମ୍ବଲପୁର ଠାରେ ଅବସ୍ଥିତ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହ ଆସନ୍ତା  ୨୦୧୯୫ ଜାନୁଆରୀ ୫ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ।…
Read More...

ସେହ୍ବାଗଙ୍କ ପରି ବ୍ୟାଟିଂ କରିପାରନ୍ତି ମୟଙ୍କ: ପ୍ରଶିକ୍ଷକ

ବାଙ୍ଗାଲୋର : ବୁଧବାର ମେଲ୍‌ବୋର୍ଣ୍ଣରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି ଟେଷ୍ଟରେ ମୟଙ୍କ ଅଗ୍ରୱାଲ ଇନିଂସ ଓପନ୍ କରିବେ ବୋଲି ଭାରତୀୟ ଦଳ ଘୋଷଣା କରିଛି।…
Read More...

ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ଆଜିଠାରୁ

ମେଲବୋର୍ଣ୍ଣ : ବୁଧବାରଠାରୁ ଏଠାରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜର ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ଇତିମଧ୍ୟରେ ଗୋଟିଏ ଲେଖାଏଁ ଟେଷ୍ଟ ଜିତି ସମାନ ସ୍ଥିତି (୧-୧)ରେ ରହିଛନ୍ତି।…
Read More...

ବୁଧବାର ରାଶିଫଳ

ମେଷ: ଚଳାଇ ରଖିଥିବା ଉଦ୍ୟମ ସଫଳ ହେବ। କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଅନୁଗୃହୀତ ହେବେ। ମନର ଚିନ୍ତାଧାରା ପବିତ୍ର ଓ ଉଚ୍ଚମାନର ହେବ।…
Read More...

ମାଇକ୍ରୋମାକ୍ସ ଇନଫିନିଟି ଏନ୍‍-୧୧ ଏବଂ ଇନଫିନିଟି ଏନ୍‍-୧୨ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ମାଇକ୍ରୋମାକ୍ସ କମ୍ପାନୀ ବହୁଦିନର ବ୍ୟବଧାନ ପରେ ନିକଟରେ ଦୁଇଟି ନୂଆ ସ୍ମାର୍ଟଫୋନ ଇନଫିନିଟି ଏନ୍‍-୧୧ ଏବଂ ଇନଫିନିଟି ଏନ୍‍-୧୨ ଲଞ୍ଚ କରିଥିଲା। ଏହି ଦୁଇଟି ସ୍ମାର୍ଟପୋନରେ ନଞ୍ଚ ଡିସପ୍ଲେ ସହିତ ଡୁଆଲ…
Read More...

ବିଜେଡିର ମିଶ୍ରଣ ପର୍ବ

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ବିଜେଡିର ମିଶ୍ରଣ ପର୍ବ ତଥା ତୁମୁଡିବନ୍ଧ ୯ ନମ୍ବର ଜୋନ ଜିଲା ପରିଷଦ ଜୋନ ସ୍ତରୀୟ ୱାର୍ଡ କମିଟି ସଭ୍ୟ ସଭ୍ୟାଙ୍କ ଏକ ସମ୍ମିଳନୀ…
Read More...

ଖୁବ୍‍ଶୀଘ୍ର ଚଳଚ୍ଚିତ୍ର ଅଭିଲେଖାଗାର

ଭୁବନେଶ୍ୱର : ଖୁବ୍‍ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ଚଳଚ୍ଚିତ୍ର ଅଭିଲେଖାଗାର। ଏଣିକି ଦୀର୍ଘବର୍ଷ ଧରି ସଂରକ୍ଷିତ ହୋଇରହିବ ଓଡ଼ିଆ ଚଳଚ୍ଚିତ୍ର। ଏଥିସହ ଚଳଚ୍ଚିତ୍ର ସମ୍ପର୍କିତ ଗବେଷଣା ତ୍ୱରାନ୍ୱିତ ହେବ।…
Read More...

ପ୍ରିୟଦର୍ଶୀ ମିଶ୍ରଙ୍କୁ ଜାତୀୟ ଗୌରବ ସମ୍ମାନ

ନନ୍ଦନକାନନ : ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମାଜସେବା, ଲୋକପ୍ରିୟତା ଓ ଆଦର୍ଶ ବିଧାୟକ ପାଇଁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଇଣ୍ଡିଆନ ବ୍ରେଭହାର୍ଟ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଉତ୍ସବରେ…
Read More...

ଧରା ପୃଷ୍ଠରେ ଯୀଶୁଙ୍କ ଅବତରଣ

ଭୁବନେଶ୍ବର : ପ୍ରଭୁ ଯୀଶୁ ମାନବ ସମାଜ ପାଇଁ ପ୍ରେମ, ଶାନ୍ତି, ଦୟା, କ୍ଷମା ଓ ନ୍ୟାୟର ପ୍ରତୀକ। ଆଜି ମଧ୍ୟରାତ୍ରିରେ ଶାନ୍ତି ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠକୁ ଅବତରିଛନ୍ତି ପ୍ରଭୁ ଯିଶୁଖ୍ରୀଷ୍ଟ। ତାଙ୍କ ଆଗମନ…
Read More...

ଆଜି ବଡଦିନ; ରାତିରେ ମୁଖରିତ ଗିର୍ଜା

କଟକ : ଆଜି ବଡଦିନ; ସୋମବାର ମଧ୍ୟରାତ୍ରିରେ ହୋଇସାରିଛି ଯିଶୁଙ୍କ ଧରାବତରଣ। ଏଥର ବଡଦିନ ଆସୁଛି ମଙ୍ଗଳବାରରେ। ତେବେ ବଡଦିନର ପୂର୍ବ ଦିନଟିକୁ ‘ଇଭ୍‍ ଡେ’ ଭାବେ ପାଳନ କରାଯାଇଥାଏ; ଯାହା ଏଠି ସୋମବାର କରାଯାଇଛି। ଏହି…
Read More...

ବାର୍ସେଲୋନା କ୍ଲବ ପକ୍ଷରୁ ଗାଙ୍ଗୁଲିଙ୍କୁ ଜର୍ସି ଉପହାର

ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଖ୍ୟାତିସମ୍ପନ୍ନ ଫୁଟବଲ କ୍ଲବ ’ବାର୍ସେଲୋନା ଏଫ୍‌ସି’ ପକ୍ଷରୁ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଉପହାର ସ୍ବରୂପ ଏକ ଜର୍ସି ପ୍ରଦାନ କରାଯାଇଛି। ଉକ୍ତ ଜର୍ସିରେ…
Read More...

ଅଷ୍ଟ୍ରେଲିଆ ପେସରଙ୍କ ନଜରରେ ଭାରତୀୟ ମଧ୍ୟକ୍ରମ

ମେଲ୍‌ବୋର୍ଣ୍ଣ : ଏବେ ବଡ଼ଦିନ ପାଳନ କରିବାରେ ବ୍ୟସ୍ତ ଅଷ୍ଟ୍ରେଲିଆ ଦଳର କ୍ରିକେଟରମାନେ। ତଥାପି ବକ୍ସିଂଡେ; ଅର୍ଥାତ୍ ବୁଧବାରଠାରୁ ଆରମ୍ଭ ହେଉଥିବା ୩ୟ ଟେଷ୍ଟମ୍ୟାଚ୍‌ରେ ଭାରତକୁ ପରାସ୍ତ କରିବା ଲାଗି ଗୋଟିଚାଳନା…
Read More...

‘ସମାଜ’ର ପୂର୍ବତନ ମୁଖ୍ୟ ପରିଚାଳକ, ଅବସରପ୍ରାପ୍ତ ସେନାଧିକାରୀ ହେମନ୍ତ କୁମାର ସାହୁଙ୍କ ସଜଳ ସ୍ମୃତିରେ….

ହେମନ୍ତ ବାବୁ ଆଜ୍ଞା, ଆମ ପ୍ରଣାମ ନେବାକୁ ବା ଆମକୁ ପ୍ରଣାମ କରିବାକୁ ଆପଣ ଆଉ ନାହାନ୍ତି। ୨୦୧୮ ପୂରା କରିବାକୁ ବି ଦେଲେନି। ଆକାଶବାହିନୀ ଲୋକ, ଆପଣ ଢେର ଦୃଢ଼। ଆଗରେ ଗୁଳିଗୋଳା, କମାଣ ଦେଖି ବି ଧସେଇ ପଶନ୍ତି।…
Read More...

ପଟୌଦି ପରିବାରଙ୍କ ମୁମ୍ବଇ ପ୍ରତ୍ୟାବର୍ତ୍ତନ

ନବାବ୍ ସୈଫ୍ ଅଲୀ ଖାନ୍, ବେଗମ୍ କରୀନା କପୁର ଖାନ୍ ନିଜ କୁନି ନବାବ୍‌ ତୈମୁରଙ୍କ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ଯୋଜନା ଥିଲା ପୁଅ ତୈମୁରର ୨ୟ ଜନ୍ମଦିନକୁ ଧୁମଧାମରେ ପାଳନ କରିବା। ୫ଦିନ ପୂରା ପରିବାର…
Read More...

ଆଇଏଏସ ସ୍ତରରେ ବଦଳି

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଡ.ଚନ୍ଦ୍ରଶେଖର କୁମାରଙ୍କୁ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି। ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦକୁ ପ୍ରମୁଖ ସଚିବ ପାହ୍ୟା ଭାବେ…
Read More...

ନେଟ୍‌ସରେ ଅଭ୍ୟାସକଲେ ଅଶ୍ବିନ୍‌

ମେଲବୋର୍ଣ୍ଣ : ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ମ୍ୟାଚ୍‌ ଆସନ୍ତା ୨୬ରୁ ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ ଚୂଡ଼ାନ୍ତ ଏକାଦଶକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଘାତପ୍ରାପ୍ତ ଭାରତୀୟ…
Read More...

ପତ୍ନୀହନ୍ତାକୁ ଆଜୀବନ ଜେଲ

ଅନୁଗୋଳ : ନିଜର ଧର୍ମପତ୍ନୀକୁ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଥିବା ବ୍ୟକ୍ତିକୁ ସୋମବାର ଅନୁଗୋଳ ଜିଲା ଦୌରାଜଜ ଅଶାନ୍ତ କୁମାର ଦାସ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା…
Read More...

ସର୍ବବୃହତ ବାଲୁକା ସାନ୍ତାକ୍ଲଜ

ପୁରୀ : ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମିତ ହୋଇଛି ୨ଟି ଆକର୍ଷଣୀୟ ବାଲୁକା ସାନ୍ତାକ୍ଲଜ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାନ୍ଥନିବାସ ସମ୍ମୁଖ ବେଳାଭୂମିରେ ୧୦୦ଫୁଟ ଚଉଡ଼ା ଏବଂ ୩୦ଫୁଟ ଉଚ୍ଚତା ବିଶିଷ୍ଟ…
Read More...

ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ଅସହ୍ୟ ହେଲାଣି ଶୀତପ୍ରକୋପ। ସାରା ରାଜ୍ୟ ପ୍ରଚଣ୍ଡ ଜାଡ଼ରେ ଥରୁଛି। ସପ୍ତାହେ ଧରି ଅସମ୍ଭାଳ ଶୀତ ଅନୁଭୂତ ହେଉଥିବା ଫୁଲବାଣୀର ପାରଦ ସୋମବାର ୬.୫ ଡ଼ିଗ୍ରୀ ସେଲସିୟସକୁ ଖସିଛି। ଦାରିଙ୍ଗବାଡ଼ିରେ ୭…
Read More...

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରଭାବ ପଡ଼ିବ ନାହିଁ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି କିଛି ପ୍ରକଳ୍ପର ଶିଳାନ୍ୟାସ ସହ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେ ଏକ ଦଳୀୟ ସମାବେଶରେ ଯୋଗଦେଇ ରାଜନୈତିକ ଉଦ୍‌ବୋଧନ ଦେଇଛନ୍ତି।…
Read More...

ଦଳୀୟ ପାଣ୍ଠି ପାଇଁ ସହାୟତା ମାଗିଲେ ନବୀନ

ଭୁବନେଶ୍ବର : ବିଜୁ ଜନତା ଦଳର ନୂତନ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରି ପ୍ରତି ପଞ୍ଚାୟତ ତଥା ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରୁ ଅତିକମ୍‌ରେ ୨୦୦ ନୂତନ ସଭ୍ୟ ଯେପରି ଦଳରେ ଯୋଗଦାନ କରିବେ ସେଥିପ୍ରତି ସ୍ୱତନ୍ତ୍ର…
Read More...

ଚାଷୀମୁଣ୍ଡରେ ଚଡ଼କ: ୧୦ ହଜାର ହେକ୍ଟରରେ ପୋକ, ୬୭ ହଜାର ଏକର ମରୁଡ଼ି ପ୍ରପୀଡିତ

ଭୁବନେଶ୍ବର : ରାଜ୍ୟରେ ଦୁଇଟି ଜିଲାର ୧୦୪୫୬.୬୪ ହେକ୍ଟର ଜମିରେ ପୋକ ଉପଦ୍ରବରେ ଫସଲ ନଷ୍ଟ ହୋଇଥିବାବେଳେ ୩ଟି ଜିଲାର ୬୭୫୭୬.୯୪ ହେକ୍ଟର ଜମି ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଥିବା ରାଜ୍ୟ ସରକାର ଘୋଷଣା କରିବା ସହିତ…
Read More...

ମଙ୍ଗଳବାର ରାଶିଫଳ

ମେଷ: ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିପାରନ୍ତି। ଉଦାର ସ୍ବଭାବର ହେବେ। ଦାତାଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ମର୍ଯ୍ୟାଦାଜନକ ବ୍ୟକ୍ତିଭାବେ ପରିଚୟ ଦେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ମିଳିବ। ବୃଷ:…
Read More...

‘ଜିଓମୀ ଏମଆଇ ପ୍ଲେ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଜିଓମୀର ନୂଆ ସ୍ମାର୍ଟଫୋନ ‘ଜିଓମୀ ଏମଆଇ ପ୍ଲେ’ ଚୀନ ବଜାରକୁ ପ୍ରବେଶ କରିଛି। ଏହି ଫୋନରେ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ଦିଆଯାଇଛି। ଏହି ଫୋନ ସହିତ ପ୍ରତିମାସରେ ୧୦ଜିବି ଡାଟା ମାଗଣାରେ ପାଇପାରିାବେ।…
Read More...

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ଖୋର୍ଦ୍ଧାର ବୀର ମାଟି ଗୋଶାଳାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନ ପାଇଁ ବଜାଇବେ ନିର୍ବାଚନୀ ବିଗୁଲ୍‌। ଆଗାମୀ ସାଧାରଣ ନିର୍ବାଚନରେ କିଭଳି ଓଡ଼ିଶାରେ ବିଜେପିର ମିଶନ-୧୨୦ ପୂରଣ…
Read More...

ଆଜି ‘ଇଭ୍‍ କ୍ରିସ୍‍ମାସ୍‍; ମଧ୍ୟରାତ୍ରରେ ଯିଶୁଙ୍କ ଧରାବତରଣ

କଟକ : ସହରର ବିଭିନ୍ନ ଖିରସ୍ତାନ ସମାଜ ମୁଖରିତ ହୋଇଉଠିଛି, ବସତିର ଘରେଘରେ ଚାଲିଛି ସାଜସଜ୍ଜା। ବିଶେଷକରି କ୍ରିସ୍‍ମାସ୍‍ ଟ୍ରି ଓ ଆଲୋକସଜ୍ଜା ହିଁ ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱ ରଖୁଛି। ପରିବାର ସଦସ୍ୟ ତଥା ବନ୍ଧୁ…
Read More...

ବଂଶଧାରା ଜଳ ବିବାଦ: ଟ୍ରାଇବୁନାଲ ଦଳର ଆନ୍ଧ୍ର ଗସ୍ତ ଆଜି

ଗୁଣପୁର/ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ନେଇ ଗଠିତ ଟ୍ରାଇବୁନାଲ ଆସନ୍ତା ସୋମବାର ଆନ୍ଧ୍ର ଗସ୍ତ କରୁଛନ୍ତି। ଏପରିସ୍ଥଳେ, ଜଳ ବିବାଦ ନେଇ ଓଡିଶା ସରକାରଙ୍କ ଯୁକ୍ତିକୁ…
Read More...

ଭିନ୍ନ ଅବତାରରେ ଫେରିଲେ ତେଜପ୍ରତାପ

ପାଟନା : ଦୀର୍ଘ ତୀର୍ଥଯାତ୍ରାରୁ ଫେରିବା ପରେ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜସ୍ବୀ ଯାଦବ ଶକ୍ତି ସଞ୍ଚୟ ପୂର୍ବକ ସାନ ଭାଇ ତେଜସ୍ବୀଙ୍କ ବିରୋଧରେ ପରୋକ୍ଷ ରଣହୁଙ୍କାର ଦେଇଛନ୍ତି। ପୂର୍ବରୁ ସେ ନିଜକୁ କୃଷ୍ଣ ଓ ଭାଇ…
Read More...

ସ୍ଥିତି ବଞ୍ଚାଇବାକୁ ବିରୋଧୀଙ୍କ ମହାମେଣ୍ଟ: ମୋଦୀ

ଚେନ୍ନଇ : ଲୋକସଭା ନିର୍ବାଚନରେ କେନ୍ଦ୍ରର ଶାସକ ବିଜେପି ନେତୃତ୍ବ ଏନଡିଏକୁ ହଟାଇବା ପାଇଁ ବିରୋଧୀ ଦଳଗୁଡିକ ମହାମେଣ୍ଟ କରିବାକୁ ଯାଉଛନ୍ତି। କେତେକ ରାଜ୍ୟ ବିଧାନସଭା ନିର୍ବାଚନରେ ମହାମେଣ୍ଟକୁ ସଫଳତା ମିଳିବା ପରେ…
Read More...

କଟକ ଜିଲା ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

କଟକ : ରବିବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ କଟକ ଜିଲା ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାକୁ କଟକ ଜିଲା କ୍ରୀଡ଼ା ସଂସଦ ଆୟୋଜନ କରୁଛି। ଏହି ପ୍ରତିଯୋଗିତାରେ କଟକ ଜିଲାରୁ ପ୍ରାୟ…
Read More...

ଅମ୍ପାୟାରିଂକୁ ଭର୍ତ୍ସନାକଲେ ବ୍ରାଥ୍‌ୱେଟ୍‌

ଢାକା : ରବିବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଘରୋଇ ବାଂଲାଦେଶକୁ ୫୦ ରନରେ ପରାସ୍ତ କରି ୱେଷ୍ଟଇଣ୍ଡିଜ ତିନିଟିକିଆ ସିରିଜକୁ ୨-୧ରେ ହାତେଇ ନେଇଛି। ବିଜୟ ସତ୍ତ୍ବେ ଏହି ମ୍ୟାଚରେ…
Read More...

ଭାରତ ବିଶ୍ବର ସବୁଠୁ ସହିଷ୍ଣୁ ଦେଶ: ରାଜନାଥ

ଲକ୍ଷ୍ନୌ : ଭାରତ ବିଶ୍ବର ସବୁଠୁ ସହିଷ୍ଣୁ ଦେଶ। ଭାରତରେ ଯେଉଁ ସହିଷ୍ଣୁତା ଦେଖିବାକୁ ମିଳେ ତାହା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।…
Read More...

ରିଏଲ ମାଦ୍ରିଦ ଚମ୍ପିଆନ

ଆବୁ ଧାବି : ସ୍ପେନର ରିଏଲ ମାଦ୍ରିଦ କ୍ଲବ ଚଳିତବର୍ଷ ଫିଫା ଆନୁକୂଲ୍ୟରେ ଆୟୋଜିତ କ୍ଲବ ୱାର୍ଲ୍ଡ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ଏଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରିଏଲ…
Read More...

ବିଜେପିରେ ମିଶିଲେ ଶତାଧିକ କର୍ମୀ ଓ ବୁଦ୍ଧିଜୀବୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବେ ବହୁ ବୁଦ୍ଧିଜୀବୀ ବିଜେପିରେ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ରବିବାର…
Read More...

ଇଣ୍ଡିଆନ ଆଇଡଲ-୧୦ : ବାଜି ମାରିନେଲେ ସଲମାନ ଅଲ୍ଲୀ

ନୂଆଦିଲ୍ଲୀ : ସୋନୀ ଟିଭିରେ ପ୍ରସାରିତ ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲ-୧୦ର ବିଜେତା ହୋଇଛନ୍ତି ସଲମାନ ଅଲ୍ଲୀ। ଶୋ’ ର ଗ୍ରାଣ୍ଡ୍ ଫିନାଲେ ରବିବାର ଶେଷ ହୋଇଛି। ସେ ଚାରି ଜଣ ପ୍ରତିଦ୍ବନ୍ଦିଙ୍କୁ ପଛରେ ପକାଇ ଏହି ଟାଇଟଲ…
Read More...

ଶାସ୍ତ୍ରୀ ମାନିଲେ: ଆହତ ଥାଇ ଜାଡ଼େଜା ଅଷ୍ଟ୍ରେଲିଆ ଆସିଛନ୍ତି

ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ ଦଳର ଚଳିତ ଅଷ୍ଟ୍ରେଲିଆ ଗସ୍ତ​‌ରେ ଖେଳାଳି ମନୋନୟନକୁ ନେଇ ନାନା ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇଛି। ବିଶେଷକରି ପର୍ଥ ଟେଷ୍ଟରେ ଅସ୍ଥାୟୀ ପିଚ୍ ସ୍ପିନରଙ୍କୁ ସହାୟତା ଦେବ ବୋଲି…
Read More...

ସୋମବାର ରାଶିଫଳ

ମେଷ: ଦୁଶ୍ଚିନ୍ତାର ପରିସମାପ୍ତି ଘଟିବ। କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି। ଚିନ୍ତାଧାରାରେ ପବିତ୍ର ଦେଖା ଦେବ। ଅନୁଗୃହୀତ ହୋଇପାରନ୍ତି। ଧର୍ମ-କର୍ମ ସଂପାଦନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବେ। ବୃଷ:…
Read More...

ମାଧ୍ୟମିକ ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା

ସମ୍ବଲପୁର : ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟ ଅଗ୍ନିକାଣ୍ଡ ମାମଲାରେ କଟକ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟରୁ ଏକ ସ୍ୱତନ୍ତ୍ର ଦଳ ରବିବାର ସମ୍ବଲପୁର ଆସି ପରିଦର୍ଶନ କରିଛନ୍ତି। ଦିନ ପ୍ରାୟ…
Read More...

ଭଲ କାମ କରନ୍ତୁ, ଲୋକଙ୍କ ବିଶ୍ବାସ ଜିତନ୍ତୁ

ଭୁବନେଶ୍ବର : ଗାଁ ହେଉଛି ବିକାଶ କାର୍ଯ୍ୟକ୍ରମର ମୁଖ୍ୟସ୍ଥଳୀ। ଗାଁର ବିକାଶମୂଳକ କାର୍ଯ୍ୟ ସହିତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଓ ସାମାଜ ସେବା ଯୋଜନାର ସଫଳତା କ୍ଷେତ୍ରରେ ପଞ୍ଚାୟତ ନିର୍ବାହୀ…
Read More...

ଚାଷୀଙ୍କୁ କଳାକନା ବୁଲାଇବାପରେ କାଳିଆ ​ଯୋଜନା:ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘଦିନ ଧରି ବିଜେଡ଼ି ଶାସନ ଗାଦିରେ ରହି ଚାଷୀଙ୍କୁ କଳାକନା ବୁଲାଇବା ପରେ ଏବେ କାଳିଆ ଯୋଜନା କରି ବାହାବାଃ ନେବାକୁ ବସିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟ…
Read More...

ନବୀନ-କେସିଆର୍‌ ସାକ୍ଷାତ ଆଜି

ଭୁବନେଶ୍ବର : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ରବିବାର ଓଡ଼ିଶା ଆସୁଛନ୍ତି। ସେ ସନ୍ଧ୍ୟା ୬ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଆଲୋଚନା କରିବେ। ସପରିବାର…
Read More...

ଥରାଉଛି ଜାଡ଼

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଶୀତ ଲହରୀ ଲାଗିରହିଛି। ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ବନ୍ଦର ସହରଗୁଡ଼ିକୁ ବାଦ ଦେଲେ ସାରା ଓଡ଼ିଶା ପ୍ରଚଣ୍ଡ ଜାଡ଼ରେ ଥରୁଛି।…
Read More...

କେନ୍ଦୁପତ୍ରରେ ୫ପ୍ରତିଶତ ଜିଏସ୍‌ଟି ଦାବିକଲା ଓଡ଼ିଶା

ଭୁବନେଶ୍ବର : କେନ୍ଦୁପତ୍ର ଉପରେ ଦ୍ରବ୍ୟ ଓ ସେବା କର ୧୮ ପ୍ରତିଶତରୁ ୫ପ୍ରତିଶତକୁ ହ୍ରାସ କରିବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦାବି କରିଛନ୍ତି। ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଅର୍ଥ…
Read More...

ସରକାର କିଣିବେ ଡାଲି ଜାତୀୟ ଶସ୍ୟ

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟ ସରକାର ଚାଷୀଙ୍କଠାରୁ ସିଧାସଳଖ ତୈଳବୀଜ ଫସଲ ତଥା ଡାଲିଜାତୀୟ ଶସ୍ୟ ପ୍ରଥମଥର ପାଇଁ କିଣିବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁଆରୀ ପହିଲାରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ପ୍ରାଥମିକ କୃଷି…
Read More...

ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୫ ପଦକ

କଟକ : ମହାରାଷ୍ଟ୍ରର ପୁଣେ ସହରର ଆର୍ମି ରୋଇଂ ନୋଡ୍‌ରେ ଶନିବାର ଉଦ୍‌ଯାପିତ ହୋଇଛି ୩୭ତମ ଜାତୀୟ ସିନିୟର ରୋଇଂ (ନୌଚାଳନା) ଚମ୍ପିଆନ୍‌ସିପ୍। ଏହି ଚମ୍ପିଆନ୍‌ସିପରେ ଓଡ଼ିଶାର ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ୨ଟି…
Read More...

‘୧୬୦ କୋଟି ନଦେଲେ ବିଶ୍ବକପ ଆୟୋଜନ ଅଧିକାର ହରାଇବ’

ମୁମ୍ବଇ : ଟିକସ ରିଆତି ବାବଦରେ ବକେୟା ଦେୟ ପୈଠ ନ କଲେ, ହାତରୁ ବିଶ୍ବକପ ଆୟୋଜନ ଅଧିକାର ଚାଲିଯିବ। ଆଇସିସି ପକ୍ଷରୁ ଏଭଳି ଧମକ ମିଳିଛି ବିସିସିଆଇକୁ। ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ବିସିସିଆଇ କର୍ତ୍ତୃପକ୍ଷ ଯଦି…
Read More...

ପ୍ରଶଂସକଙ୍କ କାର୍‌ ନମ୍ବର ପ୍ଳେଟ୍‌ରେ ଧୋନିଙ୍କ ନାମ

ୱାଶିଂଟନ : ଦେଶ ବିଦେଶରେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ସଂଖ୍ୟାଧିକ ପ୍ରଶଂସକ ରହିଛନ୍ତି। ଦେଶ କିମ୍ବା ବିଦେଶରେ କ୍ରିକେଟ ଖେଳୁଥିବାବେଳେ ଧୋନିଙ୍କ ଦର୍ଶନ ପାଇବାକୁ ପ୍ରଶଂସକମାନେ ବ୍ୟାକୁଳ…
Read More...

ରାଜ୍ୟ ବନ୍ୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ରାଜ୍ୟ ବନ୍ୟ କ୍ରୀଡ଼ା ପ୍ରତିଯୋଗିତା-୨୦୧୮ ଆରମ୍ଭ ହୋଇଛି। ପ୍ରତିଯୋଗିତାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଶନିବାର ପୂର୍ବାହ୍ଣରେ ଉଦ୍‌ଘାଟନ କରିଥିଲେ। ଏହି…
Read More...

ଲୁଇସ୍‌ଙ୍କ ପ୍ରହାର; ଇଣ୍ଡିଜ୍ ଟ୍ବେଣ୍ଟି୨୦ ସିରିଜ୍ ଜିତିଲା

ଢାକା : ଓପ୍‌ନର ଏଭିନ୍ ଲୁଇସ୍‌ଙ୍କ ବିସ୍ଫୋରକ ଇନିଂସ ଓ କିମୋ ପଲ୍‌ଙ୍କ ୫ ୱିକେଟ ଦଖଲ ବଳରେ ଘରୋଇ ବାଂଲାଦେଶ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଜିତିପାରିଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ। ଶନିବାର ୩ୟ ତଥା ଅନ୍ତିମ…
Read More...

ରବିବାର ରାଶିଫଳ

ମେଷ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ମନପ୍ରସନ୍ନ ରହିବ। ଆସ୍ତିକ ହେବେ। ଆପଣଙ୍କ କଥା ମଧୁମୟ ହେବ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବୃଷ:…
Read More...

ଆସନ୍ତା ୫ରେ ମୟୁରଭଞ୍ଜ ଆସିବେ ମୋଦୀ

ଦ୍ୱାରଶୁଣି: ଆସନ୍ତା ଜାନୁଆରୀ ୫ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୁରଭଞ୍ଜ ଜିଲା ଗସ୍ତରେ ଆସିବେ। ଶନିବାର ବାରିପଦାରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏନେଇ ଏକ ପ୍ରସ୍ତୁତି ବୈଠକରେ ପ୍ରକାଶ…
Read More...

ଠକେଇ ଅଭିଯୋଗରେ ଦୁଇ କୋରିୟର ଡେଲିଭର ବଏ ଗିରଫ

ଦ୍ୱାରଶୁଣି: ଠକେଇ ଅଭିଯୋଗରେ ଦୁଇ କୋରିୟର ଡେଲିଭର ବଏ ଗିରଫ ହୋଇଥିବା ଜଣାପଡିଛି । କୋରିୟର ସାମଗ୍ରୀ ଡେଲିଭରି ସମୟରେ ୨ଜଣ ଯୁବକଙ୍କୁ ବାରିପଦା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଅଭିଷେକ…
Read More...

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଦ୍ୱାରଶୁଣି : ବାଙ୍ଗିରିପୋଷି ବନ୍ୟାଞ୍ଚଳରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଏଇ କେତେ ଦିନ ହେବ ହତୀ ପଲଙ୍କ ଦ୍ୱାରା ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଛି। ଖବରଅନୁସାରେ ଶନିବାର ସନ୍ଧ୍ୟା…
Read More...

ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ମିଳିବ ସହାୟତା

କଟକ : ଜିଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲା ସଡକ ସୁରକ୍ଷା ସମିତି ବୈଠକ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଡକ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ପୁଲିସ ଓ ପରିବହନ ବିଭାଗ
Read More...

ସହାୟତା ନାଁରେ ବୃଦ୍ଧ ଦମ୍ପତିଙ୍କଠାରୁ ୮ହଜାର ଲୁଟ୍‌

କଟକ : ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ଦଲାଲଙ୍କ ପାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ଦଲାଲଙ୍କ ଉପରେ କେନ୍ଦ୍ର କର୍ତ୍ତୃପକ୍ଷଙ୍କ କୌଣସି କଟକଣା ନାହିଁ। ଦିନ ଦ୍ବିପ୍ରହରରେ କର୍କଟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ
Read More...

ଓଡ଼ିଶା-ଜମ୍ମୁ କାଶ୍ମୀର ରଣଜୀ ମୁକାବିଲା ଆଜିଠାରୁ

କଟକ : ଚଳିତବର୍ଷର ରଣଜୀ ଟ୍ରଫି ମୁକାବିଲାରେ କ୍ରମାଗତ ୨ୟ ପରାଜୟ ପରେ ପୁଣି ଶନିବାର ପଡ଼ିଆକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଦଳ। ସମ୍ମୁଖରେ ଘରୋଇ ଜମ୍ମୁକାଶ୍ମୀର ଦଳ। ଜମ୍ମୁ ସହରର ଗାନ୍ଧୀ ମେମୋରିଆଲ ସାଇନ୍‌ସ କଲେଜ୍‌
Read More...

ସିନ୍ଧୁଙ୍କ ମାନ୍ୟତା ୩କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତର ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି.ସିନ୍ଧୁଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଗୁରୁବାର ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ପକ୍ଷରୁ ପ୍ରକାଶିତ ମହିଳା ସିଙ୍ଗଲ୍‌ସ ଖେଳାଳିଙ୍କ ତାଲିକାରେ ସିନ୍ଧୁ
Read More...

ଆଇପିଏଲ୍‌ : ମୁମ୍ବଇ ତରଫରୁ ଖେଳିବେ ଜୟନ୍ତ

ମୁମ୍ବଇ : ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଅଫ୍‌ସ୍ପିନର ଜୟନ୍ତ ଯାଦବ ମୁମ୍ବଇ ଇଣ୍ଡିଆନ୍‌ସ ତରଫରୁ ଖେଳିବେ। ଜୟନ୍ତ ଦିଲ୍ଲୀ କ୍ୟାପିଟାଲ ଦଳ ପକ୍ଷରୁ ଖେଳିବାକୁ
Read More...

୧ ନିୟୁତ ୟୁରୋ ଦାନ କଲେ ନାଦାଲ୍‌

ମାଦ୍ରିଦ୍‌ : ସ୍ପେନ୍‌ର ତାରକା ପୁରୁଷ ଟେନିସ୍‌ ଖେଳାଳି ରାଫେଲ୍‌ ନାଦାଲ ମାର୍ଲେକା ବନ୍ୟାପୀଡ଼ିତଙ୍କ ସହାୟତା ନିମନ୍ତେ ୧ ନିୟୁତ ୟୁରୋ ଦାନ କରିଛନ୍ତି। ନାଦାଲ୍‌ ମାନାକୋର ସହରର ବାସିନ୍ଦା ହୋଇଥିବା ବେଳେ ଏହାର
Read More...

ମେଲବୋର୍ଣ୍ଣରେ ହାର୍ଦିକଙ୍କୁ ଖେଳାଇବା ଉଚିତ୍‌ : ହସି

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍ ଆସନ୍ତା ୨୬ (ବକ୍ସିଂ ଡେ’)ରୁ ମେଲବୋର୍ଣ୍ଣରେ ଖେଳାଯିବ। ଆଘାତଜନିତ କାରଣରୁ ଦୀର୍ଘଦିନ
Read More...

୧୦ଟି କ୍ଷେତ୍ରରେ ଭାରତ-ଚୀନ ସମ୍ପର୍କ ବୃଦ୍ଧି ନିଷ୍ପତ୍ତି

ନୂଆଦିଲ୍ଲୀ : ଚୀନ୍‌ ଓ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କରେ ଉନ୍ନତି ଏବଂ ଦୁଇ ଦେଶର ଜନତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଶୁକ୍ରବାର ଚୀନ୍‌ ବୈଦେଶିକ ମନ୍ତ୍ରୀ
Read More...

ଦୀପିକାଙ୍କ ସ୍ପଷ୍ଟୋକ୍ତି

ନିକଟରେ ବଲିଉଡର ବାଜିରାଓ ରଣବୀର ସିଂ ଓ ମସ୍ତାନୀ ଦୀପିକା ପାଦୁକୋନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିଦେଶରେ ବର୍ଣ୍ଣାଢ୍ୟ ବିବାହ ପରେ ଦୁହେଁ ମୁମ୍ବଇରେ ମଧ୍ୟ ଏକ ଭୋଜି ଆୟୋଜିତ କରିଥିଲେ। ଏଥିରେ ନାମୀଦାମୀ
Read More...

ଆଉ ୪ ଗାଁରେ ବାର୍ଡ ଫ୍ଲୁ

ପୁରୀ : କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଆଉ ୪ଗୋଟି ଗ୍ରାମର ପକ୍ଷୀ ନମୁନା ପରୀକ୍ଷା ରିପୋର୍ଟରୁ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି। ଭୋପାଳସ୍ଥିତ ଜାତୀୟ ପକ୍ଷୀରୋଗ ଗବେଷଣା କେନ୍ଦ୍ର ଏଥିନେଇ ଶୁକ୍ରବାର ସୂଚନା ଦେଇଛି।
Read More...

କୃଷକଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଘୋଷଣା କଲେ ୨୨୫୦କୋଟିର ଯୋଜନା

ରାଞ୍ଚି : ଓଡ଼ିଶା ସରକାରଙ୍କ ଭଳି ଝାଡଖଣ୍ଡ ସରକାର ଶୁକ୍ରବାର ରାଜ୍ୟର କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ୨୦୨୨ ସୁଦ୍ଧା କୃଷକଙ୍କ ରୋଜଗାର ଦ୍ବିଗୁଣିତ କରିବା ପାଇଁ ଝାଡଖଣ୍ଡ ସରକାର ୨୨୫୦କୋଟି ଟଙ୍କାର
Read More...

ପୂର୍ବ ଭାରତ ଉପରେ ବିଜେପିର ନଜର, ପୁରୀରୁ ନିର୍ବାଚନ ଲଢିପାରନ୍ତି ମୋଦୀ

ଭୁବନେଶ୍ୱର : ଓଡିଶା ସମେତ ପୂର୍ବ ଭାରତର ଅନ୍ୟ ରାଜ୍ୟ ମାନଙ୍କରେ ବିଜେପିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢିବାର ସୂଚନା ମିଳିଛି। ଏନେଇ
Read More...

ଶନିବାର ରାଶିଫଳ

ମେଷ: ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ
Read More...

ଜର୍ଦାରୀଙ୍କ ଜାମିନ ଅବଧି ବୃଦ୍ଧି

ଇସଲାମାବାଦ : ବେଆଇନ ଅର୍ଥ କାରବାର ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲି ଜର୍ଦାରୀଙ୍କ ଅନ୍ତରୀଣ ଜାମିନ ଅବଧି ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏକ ଜାଲ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ
Read More...

ଲାଟେହାର ଗୋଷ୍ଠୀବଦ୍ଧ ହତ୍ୟା ମାମଲା: ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାଞ୍ଚି : ବହୁଚର୍ଚ୍ଚିତ ଝାଡ଼ଖଣ୍ଡର ଲାଟେହାର ଗୋଷ୍ଠୀବଦ୍ଧ ହତ୍ୟା ମାମଲାରେ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଶୁକ୍ରବାର ୮ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୨୦୧୬ ମାର୍ଚ୍ଚ ୧୭ରେ ଦୁଇ
Read More...

ସାଂସଦମାନେ ଶୃଙ୍ଖଳିତ ହୁଅନ୍ତୁ: ବାଚସ୍ପତି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଦିନ ବି ଗୃହ ଯଥାଯଥ କାର୍ଯ୍ୟ କରିପାରି ନାହିଁ। ବିଭିନ୍ନ ରାଜନୈତିକ ଦଳଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗହ ଦୀର୍ଘ ୯ଦିନ ଧରି ଅଚଳ ରହୁଛି। ଏହି
Read More...

ହନୁମାନ ଥିଲେ ‘ଜାଠ୍‌’ : ଉତ୍ତରପ୍ରଦେଶ ଧାର୍ମିକ ବ୍ୟାପାର ମନ୍ତ୍ରୀଙ୍କ ମନ୍ତବ୍ୟ

ଲକ୍ଷ୍ନୌ : ରାମଭକ୍ତ ହନୁମାନଙ୍କ ଜାତି-ଗୋତ୍ରକୁ ନେଇ ବିତର୍କ ଥମିବାର ନାହିଁ। ପ୍ରଥମେ ହନୁମାନଙ୍କୁ ଦଳିତ- ଆଦିବାସୀ, ପରେ ମୁସଲମାନ ବୋଲି ଅଭିହିତ କରାଯିବା ସହ ତାଙ୍କର ଗୋତ୍ରକୁ ନେଇ ବିବାଦ ହୋଇଥିଲା। ଶୁକ୍ରବାର
Read More...

୧୯୯୫ ତନ୍ଦୁର ହତ୍ୟାକାଣ୍ଡ: ଦୋଷୀ ସୁଶୀଲକୁ ମୁକ୍ତ କରିବାକୁ ନିର୍ଦେଶ

ନୂଆଦିଲ୍ଲୀ : ପତ୍ନୀକୁ ହତ୍ୟା କରି ତନ୍ଦୁର ଭାଟିରେ ପୋଡିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ସ୍ବାମୀ ସୁଶୀଲ ଶର୍ମାଙ୍କୁ ମୁକ୍ତ କରିବା ଲାଗି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ନିର୍ଦେଶ
Read More...

ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାଟିସଙ୍କ ଇସ୍ତଫା

ୱାଶିଂଟନ : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସିରିଆରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିରୁ ମତଭେଦ ଦେଖାଦେବାରୁ
Read More...

‘କମ୍ପ୍ୟୁଟର ସମ୍ପଦ’ର ନୀରିକ୍ଷଣ ଯୋଜନାରେ କେନ୍ଦ୍ର

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାର ଯୋଜନା କରି ବିଫଳ ହୋଇଥିବା କେନ୍ଦ୍ର ସରକାର ଏବେ ସାଧାରଣ ଲୋକଙ୍କ କମ୍ପ୍ୟୁଟରକୁ ନିରୀକ୍ଷଣ ଯୋଜନା କରିଛନ୍ତି। ଏଥିକ୍ରମେ ଯେକୌଣସି କମ୍ପ୍ୟୁଟରର ତଥ୍ୟ
Read More...

ଏନ୍‍ଡିଏରୁ ଅଲଗା ହେବନି ଏଲ୍‍ଜିପି, ଆସନ ଭାଗବଣ୍ଟା ବିବାଦ ଶେଷ

ନୂଆଦିଲ୍ଲୀ : ବିହାରରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏରୁ ଆଉ ଲୋକ ଜନଶକ୍ତି ପାର୍ଟି (ଏଲ୍‍ଜିପି) ଅଲଗା ହେବନି। ଏଲଜପି ଏନ୍‍ଡିଏରୁ ୨୦୧୯ ଲୋକସଭା ନିର୍ବାଚନ ଲଢିବ। ଶୁକ୍ରବାର ବିଜେପି ପକ୍ଷରୁ ଏହି ସୂଚନା ମିଳିଛି।
Read More...

ବିଜେପିର ରଥଯାତ୍ରା ଉପରେ ରୋକ୍‍ ଲଗାଇଲେ କଲିକତା ହାଇକୋର୍ଟ

କଲକାତା : କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ଉପରେ ରୋକ୍‍ ଲଗାଇଛନ୍ତି। କୋର୍ଟ ଏହି ମାମଲାକୁ ବିଚାର ପାଇଁ ଟ୍ରାଏଲ କୋର୍ଟକୁ ପଠାଇ
Read More...

ସେନସେକ୍ସ ୭୦୦ ପଏଣ୍ଟ ଖସିଲା, ନିବେଶକଙ୍କ ବୁଡ଼ିଲା ୨.୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଏସିଅ ବଜାରରେ ମାନ୍ଦା କାରବାରର ପ୍ରଭାବ ଭାରତୀୟ ସେୟାର ବଜାରରେ ପରିଲକ୍ଷିତ ହୋଇଛି। ଫଳରେ ଶୁକ୍ରବାର ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ହ୍ରାସ ପରିଲକ୍ଷିତ ହୋଇଛି। ନିବେଶକଙ୍କ ପ୍ରାୟ ୨.୨
Read More...

ନାବାଳିକାକୁ ବଳାତ୍କାର ମାମଲା: ଆରଜେଡି ବିଧାୟକ ରାଜବଲ୍ଲଭଙ୍କୁ ଆଜୀବନ ଜେଲ

ପାଟନା : ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନିଲମ୍ବିତ ବିଧାୟକ ରାଜବଲ୍ଲଭ ଯାଦବ ଓ ଅଭିଯୁକ୍ତା ସୁଲେଖା ଦେବୀଙ୍କୁ ପାଟନାର ଏକ ଏମ୍‍ଏଲ୍‍ଏ-ଏମ୍‍ପି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ
Read More...

ଅତଡ଼ା ଖସି ୭ ମୃତ, ୩ ଗୁରୁତର

ଡେରାଡୁନ୍‍ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ-ଗୌରୀକୁଣ୍ଡ ରାଜପଥର ବାନସ୍‍ୱାରାଠାରେ ଶୁକ୍ରବାର ରାସ୍ତା କାର୍ଯ୍ୟ ଚାଲିଥିବାବେଳେ ଅତଡ଼ା ଖସି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ
Read More...

ବିଦ୍ୟୁତ୍‌ ସ୍ପର୍ଶରେ ୭ଟି ହାତୀ ମୃତ୍ୟୁ ଘଟଣା

ନୂଆଦିଲ୍ଲୀ : ବିଦ୍ୟୁତ୍‌ ସ୍ପର୍ଶରେ ଆସି ଢେଙ୍କାନାଳ ଜିଲାର କମଳାଙ୍ଗ ଠାରେ ଗତ ୨୭ ଅକ୍‌ଟୋବର ରାତିରେ ୭ଟି ହାତୀଙ୍କ ମୃତ୍ୟୁ ହେବା ମାମଲାରେ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି) ବିଦ୍ୟୁତ୍‌ ବିତରକ ସଂସ୍ଥା ସେସୁକୁ
Read More...

ପ୍ରେମିକାର ମୁଣ୍ଡଗଣ୍ଡି ଅଲଗା କଲା ପ୍ରେମିକ

ଚନ୍ଦକା : ପ୍ରେମ ଓ ପ୍ରତାରଣାକୁ ନେଇ ଅନ୍ତ ଘଟିଥିବା ଏକ ସତ୍ୟ ଘଟଣାର କରୁଣ ପରିଣତି ଦେଖିବାକୁ ମିଳିଛି ଚନ୍ଦକାଥାନା ଅନ୍ତର୍ଗତ ମଳିପଡା ପଞ୍ଚାୟତର କ୍ରିଷ୍ଣାପୁରୀ ଅଞ୍ଚଳରେ । ଏହି ଗାଁ ରାସ୍ତାରେ ଜଣେ ଯୁବତୀର
Read More...

୨୫ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ସହ ସରକାର ଖେଳୁଛନ୍ତି: ବିଜେପି

ଭୁବନେଶ୍ୱର : ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗ ପ୍ରକ୍ରିୟାରେ ନବୀନ ସରକାର ଜାଣିଶୁଣି କୋହଳ ମନୋଭାବ ପୋଷଣ କରିଛନ୍ତି ବୋଲି ବୋଲି ବିଜେପି ପୁଣି ଥରେ ଅଭିଯୋଗ
Read More...

ଆଜି କ୍ୟାବିନେଟ ; ଚାଷୀଙ୍କ ଲାଗି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର : ଶୁକ୍ରବାର କ୍ୟାବିନେଟ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୪.୩୦ରେ ବସିବାକୁ ଥିବା ବୈଠକରେ ଚାଷୀଙ୍କ ସମସ୍ୟା ଉପରେ ଏକ ବଡ଼ ଧରଣର ନିଷ୍ପତ୍ତି ଘୋଷଣା କରାଯିବାର
Read More...

୨ୟ ଟି୨୦ରେ ବାଂଲାଦେଶ ବିଜୟୀ

ଢାକା : ଅଧିନାୟକ ସାକିବ୍ ଅଲ୍ ହାସନ୍‌ଙ୍କ ଅଲ୍‌ରାଉଣ୍ଡ ସଫଳତା ସହ ଲିଟନ୍ ଦାସ ଓ ମହମ୍ମଦୁଲ୍ଲାଙ୍କ ଚମତ୍କାର ବ୍ୟାଟିଂ ଫଳରେ ଗୁରୁବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ବିଜୟୀ ହୋଇଛି। ୱେଷ୍ଟଇଣ୍ଡିଜ୍‌କୁ
Read More...

ଆଇପିଏଲ ନିଲାମକୁ ନେଇ ଗାଭାସ୍କରଙ୍କ ଆକଳନ

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦଶ ବର୍ଷର ଇତିହାସରେ ଯୁବରାଜ ସିଂହ ସର୍ବାଧିକ ୧୬ କୋଟି ଟଙ୍କାରେ ବିକ୍ରି ହୋଇ ଏପର୍ଯ୍ୟନ୍ତ ପ୍ରତିଯୋଗିତାର ସବୁଠୁ ଦାମୀ ଖେଳାଳିର ମାନ୍ୟତା ବଜାୟ ରଖିଛନ୍ତି। ତେବେ
Read More...

ବଢୁଛି ହାତୀମୃତ୍ୟୁ

ଭୁବନେଶ୍ୱର : ପ୍ରତିବର୍ଷ ହାତୀ ମୃତ୍ୟୁସଂଖ୍ୟା ବଢି ଚାଲିଥିଲା ବେଳେ ହାତୀବଂଶ ପ୍ରତି ବିପଦ ସୃଷ୍ଟି ହୋଇଛି। କେଉଁଠି ଶିକାରୀଙ୍କ ଦ୍ୱାରା ତ ଆଉ କେଉଁଠି ଦୁର୍ଘଟଣା ଯୋଗୁ ହାତୀଙ୍କ ମୃତ୍ୟୁ ଘଟୁଛି। ତେବେ ଅଧିକାଂଶ
Read More...

ସମର୍ଥନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ମହିଳା ସ୍ଥାନ ସଂରକ୍ଷଣ ବିଧେୟକକୁ ପୂର୍ବରୁ ସମର୍ଥନ
Read More...

ବଢ଼ୁଛି କୃଷିଋଣ ଛାଡ଼ ଚାପ

ଭୁବନେଶ୍ବର : କୃଷି ଋଣ ଛାଡ଼ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀଙ୍କ ଚାପ ଏବେ ଶାସକ ଦଳର ଚିନ୍ତା ବଢ଼ାଇଲାଣି। ନିକଟରେ ବିଜେପିକୁ ପଛରେ ପକାଇ କ୍ଷମତାକୁ ଆସିଥିବା କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ
Read More...

ପ୍ୟାକେଜ ଧରି ଆସୁଛନ୍ତି ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶା ଉପରେ ନଜର ରଖିଛି ବିଜେପି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା, ରାଜମାର୍ଗ, ପେଟ୍ରୋଲିୟମ, ଶ୍ରମ ଓ ସଂସ୍କୃତି
Read More...

ଆଜି ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଶୁକ୍ରବାର ଡିସେମ୍ବର ୨୧ରେ ଧର୍ମଘଟ ଡାକରା ଦିଆଯାଇଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (ଏଆଇବିଓସି) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ
Read More...