ଦ୍ୱାରଶୁଣି : ବାଙ୍ଗିରିପୋଷି ବନ୍ୟାଞ୍ଚଳରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଏଇ କେତେ ଦିନ ହେବ ହତୀ ପଲଙ୍କ ଦ୍ୱାରା ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଛି। ଖବରଅନୁସାରେ ଶନିବାର ସନ୍ଧ୍ୟା ସମୟରେ ଚାଉଳଘୋରି ଗାଁର ଗୁରୁପ୍ରସାଦ ବେହେରା ନାମକ ଜଣେ ଯୁବକ ବାଇକ୍ ରେ ଆସୁଥିବା ସମୟରେ ନାଫ୍ରି ଠାରେ ହାତୀ ପଲ ଆକ୍ରମଣ କରିଥିଲେ।
Popular Categories



