ମୋବାଇଲ ଆସକ୍ତ ଝିଅକୁ ପୋଡ଼ିମାରିଲା ବାପା

ମୁମ୍ବଇ : ଫୋନ୍‌ ନିଶାରେ ବୁଡ଼ିରହୁଥିବାରୁ ବିରକ୍ତି ପ୍ରକାଶ ପୂର୍ବକ ନିଜ ଝିଅକୁ ପୋଡ଼ି ମାରିଦେଇଛନ୍ତି ବାପା। ନୂଆ ବର୍ଷରେ ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘରଠାରେ। ସୂଚନାନୁଯାୟୀ, ଝିଅ ସବୁବେଳେ ମୋବାଇଲ…
Read More...

ସ୍ବାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିବେ ପ୍ରକାଶ ରାଜ

ବେଙ୍ଗାଲୁରୁ : ରାଜନୀକାନ୍ତ ଏବଂ କମଲ ହସନଙ୍କ ପରେ ଏବେ ଦକ୍ଷିଣ ଭାରତୀୟ ଅଭିନେତା ପ୍ରକାଶ ରାଜ ରାଜନୀତିରେ ପ୍ରବେଶ କରିବାକୁ ସ୍ଥିର କରିଛନ୍ତି। କୌଣସି ନିର୍ଦିଷ୍ଟ ଦଳ ପକ୍ଷରୁ ନୁହେଁ; ବରଂ ଜଣେ ସ୍ବାଧୀନ ପ୍ରାର୍ଥୀ…
Read More...

ଆଲ୍ଲାହାବାଦ ନାମ ପରିବର୍ତ୍ତନକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ : କୁମ୍ଭ ମେଳାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଆଲ୍ଲାହାବାଦକୁ ପ୍ରୟାଗରାଜ ଭାବେ ପୁନଃନାମକରଣ ପ୍ରସ୍ତାବକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ଲୋକସଭା ନିର୍ବାଚନ…
Read More...

୩ ବର୍ଷରେ ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୧: ‘ମେକ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ବିଗତ ୩ ବର୍ଷ ମଧ୍ୟରେ ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର…
Read More...

ସିବିଆଇ ମାଧ୍ୟମରେ ଶାହାଙ୍କୁ ଫ​ସାଇବା ଉଦ୍ୟମ କରିଥିଲା କଂଗ୍ରେସ: ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନିଜ ଶାସନକାଳରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲା। ୨୦୧୦ରେ ସୋରାବୁଦ୍ଦିନ ଶେଖ୍‌…
Read More...

ପାକିସ୍ତାନ ଜେଲରେ ୫୩୭ ଭାରତୀୟ ବନ୍ଦୀ

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନର ବିଭିନ୍ନ କାରାଗାରରେ ୫୩୭ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ଦ୍ୱିପାକ୍ଷିକ ରାଜିନାମା ଅନୁସାରେ ପାକିସ୍ତାନରୁ ଏହି ତଥ୍ୟ ମିଳିଛି ବୋଲି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରୁ ସୂଚନା…
Read More...

ଏସସି/ଏସ୍‍ଟିଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କରିବେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କଂଗ୍ରେସ ସରକାର ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ୍‍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପ୍ରଦର୍ଶନ ବେଳେ ଦଳିତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର…
Read More...

ବିମାନ ଇନ୍ଧନ ହେଲା ପେଟ୍ରୋଲ ଓ ଡିଜେଲଠାରୁ ଶସ୍ତା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଡଲାର ବିନିମୟ ତୁଳନାରେ ଟଙ୍କା ମୂଲ୍ୟ ମଜଭୁତ ହେବାର ସୁଫଳ ତେଲକମ୍ପାନୀ ଗୁଡ଼ିକୁ ମିଳିଛି। ଫଳରେ ବିମାନ ଇନ୍ଧନ (ଏଟିଏଫ୍‍) ଦାମ ୧୪.୭% (କିଲୋ ଲିଟର ପିଛା ୯,୯୦୦ ଟଙ୍କା) ହ୍ରାସ…
Read More...

ହରମନ୍‌ପ୍ରୀତ ଟ୍ବେଣ୍ଟି-୨୦ ଅଧିନାୟିକା

ଦୁବାଇ : ଆଇସିସି ପକ୍ଷରୁ ୨୦୧୮ ପାଇଁ ସୋମବାର ମହିଳା ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଭାରତର ହରମନପ୍ରୀତ କୌର ଟ୍ବେଣ୍ଟି୨୦ ଦଳର ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ସ୍ମୃତି ମାନ୍ଧାନା ଓ ପୁନମ ଯାଦବ…
Read More...

ରୋହିତ ପିତା ହେଲେ, ସିଡ୍‌ନୀରେ ଖେଳିବେନି

ମୁମ୍ବଇ : ଭାରତୀୟ କ୍ରିକେଟର ରୋହିତ ଶର୍ମା ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରୋହିତଙ୍କ ପତ୍ନୀ ରିତିକା ରବିବାର ଏଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତ ମେଲବୋର୍ଣ୍ଣ ଟେଷ୍ଟ ଜିତିବାର କିଛି ସମୟ…
Read More...

ନୂଆବର୍ଷ ପାଳିବାକୁ ଅନୁଷ୍କାଙ୍କ ସହ ସିଡ୍‌ନୀରେ କୋହଲି

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ ଟେଷ୍ଟରେ ବିଜୟୀ ହୋଇ ଭାରତୀୟ କ୍ରିକେଟ ଦଳ ଚଳିତ ସିରିଜରେ ୨-୧ରେ ଆଗୁଆ ରହିଥିବାବେଳେ ଆସନ୍ତା ୩ରୁ ସିଡ୍‌ନୀରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ। ଏହି ଅବସରରେ ଭାରତୀୟ…
Read More...

ମଧ୍ୟପ୍ରଦେଶ, ରାଜସ୍ଥାନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ବିଏସପିର ଧମକ​‌

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସରକାର ଗଠନ କରିଥିବା କଂଗ୍ରେସକୁ ଧମକ ଦେଇଛି ମାୟାବତୀଙ୍କ ନେତୃତ୍ବ ବହୁଜନ ସମାଜ ପାର୍ଟି (ବିଏସପି)। ବିଏସପି ସମର୍ଥନରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସରକାର ଗଠନ…
Read More...

ଟ୍ରକ-କାର୍‍ ମଧ୍ୟରେ ଧକ୍କା:୨ମୃତ

ବହଳଦା : ବହଳଦାରୁ ଦୁନ୍ଦୁ ଯାଇଥିବା ରାସ୍ତାରେ ବିଦାୟୀ ବର୍ଷର ଶେଷ ରାତ୍ରିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୋମବାର ରାତିରେ ବହଳଦା-ଦୁନ୍ଦୁ ରାସ୍ତାରେ ଥିବା ଏକ ଢାବା ସଂଲଗ୍ନ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଓ…
Read More...

ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କଲେ ବିଜୁ ଯୁବ ବାହିନୀର ସଦସ୍ୟ

କଲମପୁର : ଜଣେ ଅସହାୟ ବୃଦ୍ଧା ମୃତ୍ୟୁ ବରଣ କରିବା ପରେ ବିଜୁ ଯୁବ ବାହିନୀ ତରଫରୁ ଉକ୍ତ ବୃଦ୍ଧାଙ୍କ ଶବ ସତ୍କାର କରାଯିବା ଘଟଣା କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁସାରେ, କଲମପୁର ବ୍ଲକ…
Read More...

ସୁଧିର ଭାର୍ଗବ ହେଲେ ନୂଆ ସିଆଇସି

ନୂଆଦିଲ୍ଲୀ : କେନ୍ଦ୍ରୀୟ ସୂଚନା କମିସନର ମୁଖ୍ୟ ସୂଚନା କମିସନର (ସିଆଇସି) ଭାବେ ସୁଧିର ଭାର୍ଗବଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ୪ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ନୂତନ ସୂଚନା କମିସନରଙ୍କୁ ମଧ୍ୟ କେନ୍ଦ୍ର ସରକାର…
Read More...

କୃଷିଋଣ ଛାଡ଼ ପ୍ରସଙ୍ଗରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ମୋଦୀ: କୁମାରସ୍ବାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ କୃଷି ଋଣଛାଡ ଯୋଜନା ‘ଏକ କ୍ରୁର ପରିହାସ’ ମନ୍ତବ୍ୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀ କଡ଼ା ଜବାବ ଦେଇଛନ୍ତି।…
Read More...

ଆଖଣ୍ଡଳମଣିଙ୍କ ପୀଠରେ ଉପଲବ୍ଧ ହେଲା ଅତ୍ୟାଧୁନିକ ଆବାସସ୍ଥଳୀ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ ଭଦ୍ରକ-ଆରଡି ମୁଖ୍ୟ ରାଜ୍ୟପଥର ସତସଙ୍ଗ ବିହାର ନିକଟରେ ସୋମବାର ଜିଲାପାଳ ଜ୍ଞାନ ଦାସଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ଘରୋଇ ଅତ୍ୟାଧୁନିକ ଆବାସସ୍ଥଳୀ।…
Read More...

ଆହାର ଯୋଜନାରେ ରାତ୍ରିଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ସୋମବାର ସନ୍ଧ୍ୟାରେ କ୍ୟାପିଟାଲ ହସପିଟାଲ ପରିସରରୁ ଆହାର ଯୋଜନାରେ ରାତ୍ରି ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଭିଡିଓ କନଫରେନସିଂରେ ବୁର୍ଲାସ୍ଥିତ ବୀର…
Read More...

ସାମାନ୍ୟ ଝଗଡାରୁ ତଣ୍ଟିଚିପି ହତ୍ୟା ଅଭିଯୋଗ

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ମୁର୍ଦ୍ଧନୀପୁର ଗ୍ରାମରେ ଥଟ୍ଟାମଜାରୁ ଝଗଡା ଏବଂ ପରେ ତଣ୍ଟିଚିପି ହତ୍ୟା କରାଯାଇଥିିବା ଅଭିଯୋଗ ହୋଇଛି। ଏଥିରେ ଉକ୍ତ ଗ୍ରାମର ସୁରେନ୍ଦ୍ର ବେହେରା ଓରଫ ଗାଣ୍ଡୁ…
Read More...

ବିଜେପି ନେତାଙ୍କ ଘର ଉପରେ ମାଓବାଦୀ ଆକ୍ରମଣ; ପଛରେ ରହିଛି ଅର୍ଥ ନେଣଦେଣ ବିବାଦ

ପାଟନା : ବିହାର ବିଧାନ ପରିଷଦ ସଦସ୍ୟ ତଥା ବିଜେପି ନେତା ରଞ୍ଜନ କୁମାର ସିଂହଙ୍କ ଘର ଉପରେ ମାଓବାଦୀମାନେ ଆକ୍ରମଣ କରି ତାଙ୍କ ଦାଦାଙ୍କୁ ହତ୍ୟା କରିବା ଘଟଣା ପଛରେ ଅର୍ଥ ନେଣଦେଣ ବିବାଦ ରହିଥିବା ଅଭିଯୋଗ ହୋଇଛି ।…
Read More...

ସୋନିଆ, ରାହୁଲ ପତିରକ୍ଷା କାରବାରରେ ହସ୍ତ​‌କ୍ଷେପ କରନ୍ତି ନାହିଁ: ଆଣ୍ଟୋନୀ

ନୂଆଦିଲ୍ଲୀ,୩୧ା୧୨: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିରକ୍ଷା କାରବାରରେ କେବେବି ହସ୍ତ​‌କ୍ଷେପ କରନ୍ତି ନାହିଁ ବୋଲି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ. କେ. ଆଣ୍ଟୋନୀ…
Read More...

ସଡକ ଦୁର୍ଘଟଣାରେ ୨ମୃତ

କଲମପୁର : କଳାହାଣ୍ଡି ଜିଲା ନବରଙ୍ଗପୁର ସିମାନ୍ତ ଆମପାଣି ନିକଟ ୨୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଜଣ ବାଇକରେ ଯାଉଥିବାବେଳେ ଏକ କାଠ ବୋଝେଇ…
Read More...

ନାଗାଲାଣ୍ଡରେ ଅଉ ୬ମାସ ବଢିଲା ଅଫ୍‌ସ୍ପା ଅବଧି

ନୂଆଦିଲ୍ଲୀ : ନାଗାଲାଣ୍ଡକୁ ଏକ ଅଶାନ୍ତ କ୍ଷେତ୍ର ଦର୍ଶାଇ କେନ୍ଦ୍ର ସରକାର ସେଠାରେ ଲାଗୁ କରାଯାଇଥିବା ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ (ଅଫ୍‌ସ୍ପା)ର ଅବଧି ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଏହି ଅଞ୍ଚଳ…
Read More...

କାଳିଆ ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଲୋକାର୍ପଣ କରିଛନ୍ତି। ଡିସେମ୍ବର ୩୧ ତାରିଖ ଅର୍ଥାତ୍ ୨୦୧୮ ମସିହାର ଶେଷ ଦିନରେ ସଚିବାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ…
Read More...

ଟ୍ରକ୍‍-କାର-ଟ୍ରକ୍‍ ଧକ୍କା : ୧୦ ମୃତ

ଅହମଦାବାଦ୍‍ : ଗୁଜୁରାଟ କଚ୍ଛ ଜିଲାର ଭାଚାଉରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ରବିବାର ରାତିରେ ଏକ ଲୁଣ…
Read More...

ଜାଲ୍‍ ଷ୍ଟାମ୍ପ ପେପର ଦୁର୍ନୀତି ମାମଲା: ମୃତ୍ୟୁର ବର୍ଷେ ପରେ ଅବଦୁଲ କରିମ ଦୋଷମୁକ୍ତ

ନାଶିକ୍‍: ମୃତ୍ୟୁର ଗୋଟିଏ ବର୍ଷ ପରେ ନବେ ଦଶକର ବହୁ ଚର୍ଚ୍ଚିତ ଜାଲ୍‍ ଷ୍ଟାମ୍ପ୍‍ ପେପର୍‍ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଅବ୍‍ଦୁଲ କରିମ ତେଲଗି ଦୋଷ ମୁକ୍ତ ହୋଇଛନ୍ତି। ମହାରାଷ୍ଟ୍ରର ଏକ କୋର୍ଟ ସୋମବାର…
Read More...

ପୂର୍ଣ୍ଣପ୍ରେକ୍ଷାଳୟରେ ଆଗେଇ ଚାଲିଛି ‘ସିମ୍ବା’

ମୁମ୍ବଇ : ରଣବୀର ସିଂହ ଅଭିନୀତ ଚଳଚ୍ଚିତ୍ର 'ସିମ୍ବା' ପୂର୍ଣ୍ଣପେକ୍ଷାଳୟରେ ଆଗେଇ ଚାଲିଛି। ଡିସେମ୍ବର ୨୯ ଶୁକ୍ରବାର ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ର। ଚଳଚ୍ଚିତ୍ରଟିକୁ ଦର୍ଶକ ମାନେ ବେଶ୍‌ ପସନ୍ଦ କରିଛନ୍ତି।…
Read More...

ଫିଲିପାଇନ୍ସରେ ଝଡ଼ବର୍ଷା: ୩୮ମୃତ

ମାନିଲା : ଫିଲିପାଇନ୍ସରେ ଝଡ଼ବର୍ଷା ଓ ବନ୍ୟା କାରଣରୁ ୩୮ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ପୂର୍ବାଞ୍ଚଳ ବିଶାୟାସ ଓ ବିକୋଲ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୨ ଘୋଷଣା କରାଯାଇଥିଲେ ମଧ୍ୟ…
Read More...

ଭାରତ ସହିତ ସମକକ୍ଷ ହେବା ଯୋଜନା; ପାକିସ୍ତାନ କିଣୁଛି ୬୦୦ ଟ୍ୟାଙ୍କ

ନୂଆଦିଲ୍ଲୀ : ପାକିସ୍ତାନ ସରକାର ଭାରତୀୟ ସୀମାରେ ମୁତୟନ କରିବା ଉଦ୍ଦେଶ୍ୟରେ ୬୦୦ ଟ୍ୟାଙ୍କ କ୍ରୟ କରୁଛନ୍ତି। ଏଗୁଡ଼ିକୁ ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣରେଖାର ଅତି ନିକଟରେ ମୁତୟନ କରାଯିବ; ଯାହାଦ୍ବାରା ଭାରତୀୟ…
Read More...

ଆଣ୍ଡାମାନ-ନକୋବର ତିନି ଦ୍ବୀପର ନୂଆ ନାଁ ଘୋଷଣା

ପୋର୍ଟ ବ୍ଲେୟାର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆଣ୍ଡାମାନ-ନକୋବର ଗସ୍ତରେ ଯାଇଛନ୍ତି। ମୋଦୀ ଏହାର ତିନି ଦ୍ବୀପକୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିବା ସହ ସ୍ମାରକୀ ଡାକ ଟିକଟ ଓ ୭୫…
Read More...

ଜଣଙ୍କୁ ହତ୍ୟା ସହ ୧୦ଗାଡ଼ି ପୋଡ଼ିଲେ ମାଓବାଦୀ

ପାଟନା : ବିହାରର ଔରଙ୍ଗାବାଦ ଜିଲାରେ ମାଓବାଦୀଙ୍କ ଆକ୍ରଣରେ ଜଣଙ୍କର ମୃତ୍ୟୁ ଘଟିଛି। ମାଓବାଦୀମାନେ ୧୦ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି। ଜିଲା ପୁଲିସ ଅଧିକ୍ଷକ ସତ୍ୟପ୍ରକାଶଙ୍କ ସୂଚନାନୁଯାୟୀ, ଦେଓ ଥାନା ଅନ୍ତର୍ଗତ…
Read More...

କଂଗ୍ରେସ ନେତାଙ୍କ ଘରୁ ଆତଙ୍କବାଦୀମାନେ ଲୁଟି ନେଲେ ୪ଟି ଏକେ-୪୭ ରାଇଫଲ

ଶ୍ରୀନଗର : ଆତଙ୍କବାଦୀମାନେ ରବିବାର ଜାମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗରର ଜବାହରନଗର ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କ ଘରୁ ୪ଟି ଏକେ-୪୭ ରାଇଫଲ ଲୁଟି ନେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି…
Read More...

ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ତୈଳ ବଜାରରେ ପଡିଛି। ଫଳରେ ରବିବାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇ ଚଳିତ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। ରବିବାର…
Read More...

ପୁଲିସ୍‍ କନେଷ୍ଟବଳ ହତ୍ୟା ମାମଲାରେ ୧୧ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିପୁରରେ ଶନିବାର ପଥର ମାଡ଼ରେ ପୁଲିସ୍‍ କନଷ୍ଟେବଳଙ୍କ ମୃତ୍ୟୁ ମାମଲାରେ ରବିବାର ୧୧ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଜିପୁର ର‍୍ୟାଲିରୁ…
Read More...

ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ, ତାପମାତ୍ରା ୫ ଡିଗ୍ରୀ ତଳେ

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‍ସିଆର ସମେତ ଉତ୍ତର-ପଶ୍ଚିମ ଭାରତରେ ରବିବାର ପ୍ରଚଣ୍ଡ ଶୀତ ଅନୁଭୂତ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଜାମ୍ମୁ କାଶ୍ମୀରରେ ଶୀତର ପ୍ରକୋପ ଜାରି…
Read More...

ଛତିଶଗଡ଼ର ନିରକ୍ଷର ମନ୍ତ୍ରୀ କୱାସୀ ଲଖମା

ରାୟପୁର : ଛତିଶଗଡର ଭୂପେଶ ବଘେଲଙ୍କ ନେତୃତ୍ବ କଂଗ୍ରେସ ସରକାରରେ ସାମିଲ ୧୨ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଜଣାଯାଇଛି। ଏହି ନିରକ୍ଷର ମନ୍ତ୍ରୀଜଣଙ୍କ ହେଉଛନ୍ତି କୱାସୀ ଲଖମା। ରାଜ୍ୟ…
Read More...

ୟୁପି ଏନଡିଏରେ ଫାଟ: ମୋଦୀଙ୍କ କାର୍ଯ୍ୟକ୍ରମକୁ ଆସିଲେନି ସହଯୋଗୀ ଦଳ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ବଡ ଝଟକା ଲାଗିଛି। ଶନିବାର ରାଜ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବାବେଳେ ଏଥିରେ ଏନଡିଏର ସହଯୋଗୀ ଦଳ…
Read More...

ମଝି ଆକାଶରେ ମୁହାଁମୁହିଁରୁ ବର୍ତ୍ତିଲେ ୩ ବିମାନ

ମୁମ୍ବଇ : ଏକ ବିରଳ ଘଟଣାକ୍ରମରେ ତିନିଟି ବିମାନ ମଝି ଆକାଶରେ ମୁହାଁମୁହିଁ ହେବାରୁ ବର୍ତ୍ତି ଯାଇଛନ୍ତି। ଏୟାର ଟ୍ରାଫିକ କଂଟ୍ରୋଲ‌ର ବାରମ୍ବାର ସୂଚନା ଦ୍ବାରା ଏହି ଦୁର୍ଘଟଣାକୁ ଏଡାଯାଇଛି। ବିମାନ ତିନିଟି ଡଚ,…
Read More...

ଫିଲିପାଇନ୍ସରେ ୬.୯ ତୀବ୍ରତାର ଭୂମିକମ୍ପ

ମାନିଲା : ଫିଲିପାଇନ୍ସର ମିଣ୍ଡାନାଓ ଦ୍ବୀପରେ ଶନିବାର ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପକୁ ନେଇ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ…
Read More...

ମନୋହରଙ୍କୁ ପଞ୍ଜାବୀଙ୍କ ମୁଖ୍ୟମନ୍ତ୍ରୀ କହି ୭୦ ଆପ୍‍ କାର୍ଯ୍ୟକର୍ତ୍ତା ଗିରଫ

ନୂଆଦିଲ୍ଲୀ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ପଞ୍ଜାବୀଙ୍କ ମୁଖ୍ୟମନ୍ତ୍ରୀ କହିବାରୁ ହରିୟାଣା ପୁଲିସ୍‍ ୭୦ ଜଣ ଆମ ଆଦମୀ ପାର୍ଟି (ଆପ୍‍) କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ବୋଲି ଶନିବାର ଦିଲ୍ଲୀ…
Read More...

କଂଗ୍ରେସରେ ମିଶିଲେ ଝାଡ଼ଖଣ୍ଡ ଜେଡିୟୁ ଅଧ୍ୟକ୍ଷ ଜଳେଶ୍ୱର ମାହାତୋ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡ ଜେଡିୟୁ ଅଧ୍ୟକ୍ଷ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ…
Read More...

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା: ସୋନିଆ ଗାନ୍ଧୀଙ୍କ ନାମ ନେଲା ମିଶେଲ

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଶନିବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ କହିଛି ଯେ ଏହି ମାମଲାରେ ଗିରଫ…
Read More...

ଶ୍ରୀନଗର ଜାମା ମସଜିଦରେ ଉଡୁଛି ଆଇଏସ୍‍ ପତାକା

ଶ୍ରୀନଗର : ଶ୍ରୀନଗର ଜାମା ମସଜିଦରେ ଶନିବାର ଆଇଏସ୍‍ଆଇଏସ୍‍ ପତାକା ଉଡ଼ୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ସମୟରେ ଜାମା ମସଜିଦ୍‍ରେ ଆୱାମି ଆକ୍ସନ କମିଟି ଅଧ୍ୟକ୍ଷ ମିରୱାଇଜ ଉମର ଫାରୁକ…
Read More...

୩୯ ବର୍ଷର ରେକର୍ଡ ଭାଙ୍ଗିଲେ ବୁମ୍‌ରା

ମେଲ୍‌ବୋର୍ଣ୍ଣ : ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ଘରୋଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୩୩ ରନରେ ୬ଟି ୱିକେଟ ଅକ୍ତିଆର କରି ଦଳକୁ ମଜଭୁତ ସ୍ଥିତିରେ…
Read More...

ସ୍ଲେଜିଂର ଶିକାର ହେଲେ ପନ୍ତ୍‌

ଗଣମାଧ୍ୟମରେ ତୀବ୍ର ସମାଲୋଚନା ସତ୍ତ୍ବେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ସଂପ୍ରତି ଘରୋଇ ମାଟିରେ ଚାଲିଥିବା ଟେଷ୍ଟ ସିରିଜରେ ପ୍ରତିପକ୍ଷ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ (କଟୁ ମନ୍ତବ୍ୟ) କରିବାରେ କୁଣ୍ଠାବୋଧ କରୁନାହାନ୍ତି।…
Read More...

ପୋଲ ଭୁଶୁଡ଼ି ୨ ମୃତ, ୩ ଆହତ

ଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲାରେ ଏକ ପୋଲ ଭୁଶୁଡି ୨ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ପୋଲ ଉପରେ ଏକ ଡମ୍ପର ଯାଉଥିବାବେଳେ ଏହା ଭୁଶୁଡି…
Read More...

‘ଜାମ୍ମୁ-କାଶ୍ମୀରରେ ନିର୍ବାଚନ କରାଇବାକୁ ସରକାର ପ୍ରସ୍ତୁତ’ : ରାଜନାଥ ସିଂହ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିଧାନସଭାକୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଜାରି କରାଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳଗୁଡିକ ସମାଲୋଚନା କରିଛନ୍ତି। ସଂସଦରେ ଏ ସମ୍ପର୍କରେ ଆଗତ ପ୍ରସ୍ତାବର ଆଲୋଚନା ବେଳେ…
Read More...

ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର : ମୟୂରଭଞ୍ଜରେ ବାଙ୍ଗିରିପୋଷି-ଗୋରୁମହିଷାଣିି ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ବୁଢ଼ାମରା-ଚକୁଳିଆ ମଧ୍ୟରେ ରେଳପ୍ରକଳ୍ପ ତୁରନ୍ତ ମଞ୍ଜୁର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରେଳ…
Read More...

ସିପିଇସିକୁ ସାମରିକ ରୂପରେଖ ଦିଆଯିବ ନାହିଁ : ପାକିସ୍ତାନ

ଇସଲାମାବାଦ : ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ହେଉଛି ପାକିସ୍ତାନ ଓ ଚୀନ ମଧ୍ୟରେ ଆର୍ଥିକ ସହଯୋଗିତାର ପ୍ରକଳ୍ପ। ଏହାକୁ ସାମରିକ ରୂପରେଖ ଦିଆଯିବ ନାହିଁ ବୋଲି ପାକିସ୍ତାନ କହିଛି। ପାକିସ୍ତାନ ବୈଦେଶିକ…
Read More...

୩ଦିନ ଥରିବ ଉତ୍ତର ଓଡ଼ିଶା

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ସାମାନ୍ୟ କମିଛି। ଫୁଲବାଣୀ ଓ…
Read More...

ନିଆଁରେ ପୋଡ଼ିହୋଇ ୨ ମୃତ

ଅନୁଗୋଳ : ଜିଲାର ଦୁଇଟି ସ୍ଥାନରେ ନିଅାଁରେ ପୋଡ଼ି ହୋଇ ଜଣେ ବୃଦ୍ଧ ଓ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଅନୁଗୋଳ ବ୍ଲକ ଅନ୍ତର୍ଗତ ପୁରୁଣାକୋଟ ଥାନା ଅଞ୍ଚଳର କରଡ଼ାପଡ଼ା ଗ୍ରାମର ଗୋବିନ୍ଦ ଦଳବେହେରା (୭୦) ଓ…
Read More...

ଶନିବାର ରାଶିଫଳ

ମେଷ: ଅଟକି ଥିବା କାର୍ଯ୍ୟକୁ ଆଗକୁ ବଢ଼ାଇରେ ସକ୍ଷମ ହେବେ। ଦୁୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍‍ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ। ଶତ୍ରୁହନ୍ତା…
Read More...

ମଧ୍ୟପ୍ରଦେଶରେ ‘ଦି ଆକ୍‌ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ମୁକ୍ତିଲାଭ ନିଷେଧ ହୋଇନାହିଁ: କଂଗ୍ରେସ

ନୂଆଦିଲ୍ଲୀ,୨8ା୧୨: ବାଲଠାକରେଙ୍କ ଆତ୍ମଜୀବନୀ ଆଧାରିତ ଚଳଚ୍ଚିତ୍ର ପରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମ୍ବନ୍ଧୀୟ ଚଳଚ୍ଚିତ୍ର ‘ଦି ଆକ୍‌ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ରାଜନୈତିକ ବିବାଦ…
Read More...

ପୁଲିତଜର ବିଜୟୀ ସାମ୍ବାଦିକଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଗଲା

ନୂଆଦିଲ୍ଲୀ : ଭିଜା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ବିଶ୍ବସ୍ତରୀୟ ଗଣମାଧ୍ୟମ ‘ରଏଟରର୍ସ’ରେ ମୁଖ୍ୟ ଫଟୋଗ୍ରାଫର ଭାବେ କାର୍ଯ୍ୟରତ ପୁଲିତଜର ପୁରସ୍କାର ବିଜେତା ସାମ୍ବାଦିକ କ୍ୟାଥାଲ ମ୍ୟାକନାଉଘଟନ୍‌ଙ୍କୁ କେନ୍ଦ୍ର ସରକାର…
Read More...

କେଜରିୱାଲଙ୍କ ସମର୍ଥନରେ ବାହାରିଲେ ଗଡ଼କାରୀ

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ ବିଜେପି ନେତା ନୀତୀନ ଗଡକାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ କିଛି ଲୋକ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାମଙ୍କ ପାଇଁ ଘର ଦାବି କଲେ ବିଜେପି ନେତା

ନୂଆଦିଲ୍ଲୀ : ରାମମନ୍ଦିର ନିର୍ମାଣ ଘଟଣାକୁ ନେଇ ଭିନ୍ନ ରାଜନୀତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଏକ ଗୃହ ନିର୍ମାଣ କରାଯାଉ ବୋଲି ଉତ୍ତରପ୍ରଦେଶର ଘୋସି…
Read More...

କୋଇଲା ଖାଦାନରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଶିଲୋଂ : ମେଘାଳୟ ଜୟନ୍ତୀ ହିଲ୍ସ ଜିଲାର ଏକ ଅବୈଧ କୋଇଲା କାରଖାନାରେ ୧୫ ଦିନ ହେବ ଫସି ରହିଥିବା ୧୫ ଶ୍ରମିକଙ୍କ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ ହୋଇଛି। ଖାଦାନରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଶ୍ରମିକଙ୍କୁ ଉଦ୍ଧାର…
Read More...

ପୋକ୍ସୋ ଆଇନରେ ମୃତ୍ୟୁଦଣ୍ଡକୁ କ୍ୟାବିନେଟ୍‍ ଅନୁମୋଦନ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍‍ ଶୁକ୍ରବାର ପୋକ୍ସୋ ଆଇନରେ ମୃତ୍ୟୁଦଣ୍ଡ ପ୍ରଦାନକୁ ଅନୁମୋଦନ ପ୍ରଦାନ କରିଛି । ଏଥିପାଇଁ ପୋକ୍ସୋ ଆଇନରେ ସଂଶୋଧନ କରାଯିବ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଂକର କ୍ୟାବିନେଟ୍‍ ବୈଠକ…
Read More...

ଗଗନଯାନ ଅଭିଯାନ ପାଇଁ ୧୦ହଜାର କୋଟି ଟଙ୍କାର ବଜେଟ୍‍

ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବବାହୀ ଗଗନଯାନ ଅଭିଯାନ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ବୁଧବାର ୧୦ ହଜାର କୋଟି ଟଙ୍କାର ବଜେଟ୍‍କୁ ଅନୁମୋଦନ ପ୍ରଦାନ କରିଛି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସୂଚନା ଦେବା…
Read More...

ହଜାରେ କୋଟି ଟଙ୍କାର ଫେଣ୍ଟାନିଲ ଡ୍ରଗ୍ସ ଜବତ, ୪ ଗିରଫ

ମୁମ୍ବଇ : ମହାରାଷ୍ଟ୍ର ପୁଲିସ୍‍ର ନିଶା ନିରୋଧ ଶାଖା ଶୁକ୍ରବାର ଭାକୋଲା ଅଞ୍ଚଳରୁ ଫେଣ୍ଟାନିଲ ନାମକ ନିଷେଧ ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଅନ୍ତର୍ଜାତୀୟ ବଜାରରେ ଏହି ନିଶା ଡ୍ରଗ୍ସର ମୂଲ୍ୟ…
Read More...

କଟକରେ ବଲିଉଡ ଅଭିନେତା

ଓଡ଼ିଶା ପୁରୁଷ ହକି ବିଶ୍ୱକପ ଉଦ୍‍ଘାଟନର ଦ୍ୱିତୀୟ ପର୍ଯ୍ୟାୟ ଉତ୍ସବ ବାରବାଟୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଯୋଗଦେଇଥିଲେ। ସଲମାନ ଖାନ ସହିତ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର ରହେମାନ ମଧ୍ୟ…
Read More...

ମହାନଦୀ ପୋଲରେ ଦୁର୍ଘଟଣା

ଚଳିତବର୍ଷର ସବୁଠାରୁ ବଡ଼ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା କଟକ-ଜଗତପୁର ରାସ୍ତାର ମହାନଦୀ ପୋଲ ଉପରେ। ଅନୁଗୋଳରୁ କଟକ ଆସୁଥିବା ଜଗନ୍ନାଥ ନାମକ ଏକ ଘରୋଇ ବସ୍‍ ପ୍ରଥମେ ଏକ ମଇଁଷ ସହିତ ପିଟି ଭାରସାମ୍ୟ ହରାଇବା ପରେ ବାଡ଼ା…
Read More...

ସ୍ମିଥ୍‌ଙ୍କ ଉପରୁ ବିପିଏଲ୍‌ କଟକଣା ଉଠିଲା

ଢାକା : ଆଇସିସି ଦ୍ବାରା ଏକ ବର୍ଷ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ରେ ଖେଳିବେ ବୋଲି ଜଣାପଡିଛି। ପାକ୍‌ ଖେଳାଳି ସୋଏବ ମାଲିକଙ୍କ…
Read More...

୫୯ତମ ପ୍ରତିଷ୍ଠା ଦିବସ ପାଳିବ ନନ୍ଦନକାନନ

ନନ୍ଦନକାନନ : ଦିନକ ପରେ ୫୯ ବର୍ଷରେ ପାଦ ଥାପିବ ନନ୍ଦନକାନନ ପ୍ରାଣୀଉଦ୍ୟାନ। ସବୁବର୍ଷ ପରି ନନ୍ଦନକାନନରେ ଚଳିତ ବର୍ଷ ଡିସେମ୍ବର ୨୯ରେ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳନ କରାଯିବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ…
Read More...

ସୋନାଙ୍କୁ ସମାଲୋଚନା

ଭିନ୍ନ ଢଙ୍ଗରେ ଆହେ ନୀଳ ଶଇଳ...ସଙ୍ଗୀତକୁ ନେଇ ବିବଦାରେ ରହିଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ମତ ଜାଗାରେ ମାତ ପରିବେଷଣ କରିବା ସହିତ ଅନେକ ଶବ୍ଦର ଭୁଲ ଉଚ୍ଚାରଣ କରି ବେଶ ହଟଚମଟ ହୋଇଥିଲା।
Read More...

ଉତ୍ସବମୁଖର କଲା ଡଟ୍‍ ଫେଷ୍ଟ

ହକି ବିଶ୍ୱକପ୍‍କୁ ଏକ ଉତ୍ସବର ରୂପ ଦେବା ଉଦ୍ଦେଶ୍ୟରେ ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା ‘ଡଟ୍‍ ଫେଷ୍ଟ’ (ଭୁବନେଶ୍ୱର ସିଟି ଫେଷ୍ଟ)। ହକି ବିଶ୍ୱକପ୍‍ ସହ ସମାନ୍ତରାଳ ଭାବେ ରାଜଧାନୀରେ ଆୟୋଜିତ…
Read More...

ଝଲସିଲା କଳିଙ୍ଗ

ବିଶ୍ବକପ୍‌ ହକି ଇତିହାସରେ ପ୍ରଥମ ଥର ପାଇଁ ହୋଇଥିବା ଆଖିଝଲସା ଉଦ୍‌ଘାଟନୀ ଉତ୍ସବ ବିଶ୍ବବାସୀଙ୍କୁ ସ୍ତବ୍ଧ କରିଛି। ଏଥିରେ ଓସ୍କାର ବିଜୟୀ ସଙ୍ଗୀତଜ୍ଞ ଏ.ଆର୍.ରେହମାନଙ୍କ ଯାଦୁକରୀ ସ୍ବର, ବଲିଉଡ୍‌ ବାଦ୍‌ଶାହା ଶାହରୁଖ…
Read More...

ଦାୟିତ୍ବବାନ୍ କରୀନା

ପଟୌଦି ବେଗମ୍ କରୀନା କପୁର ଖାନ୍ ନିକଟରେ ପୁଅ ତୈମୁରର ଜନ୍ମଦିନ ଦକ୍ଷିଣ ଆଫ୍ରିକାରୁ ଧୁମଧାମରେ ପାଳନ କରି ଫେରିବା ପରେ ପୁଣି ନୂଆ ବର୍ଷ ଛୁଟିରେ ଲଣ୍ଡନ ଯାତ୍ରା କରିଛନ୍ତି। ସ୍ବାମୀ ସୈଫ୍ ଓ ପୁଅ ତୈମୁରଙ୍କ ସହ…
Read More...

ଜିଦ୍‌ଖୋର ସୁନୀଲ ଗ୍ରୋଭର

ମୁମ୍ବଇ : ଟେଲିଭିଜନ ଜଗତର ଜଣେ ନାମୀ ହାସ୍ୟ କଳାକାର ଭାବେ ସୁନୀଲ ଗ୍ରୋଭର୍‌ଙ୍କ ଲୋକପ୍ରିୟତା ଅଛି। ତେବେ ଯାହା ଅନୁମାନ କରାଯାଉଛି, ତାଙ୍କ ଜିଦ୍‌ଖୋର ଗୁଣ କାରଣରୁ ସେ ହଇରାଣ ହେବେ। ହସର ରାଜା ଭାବେ ଜଣାଯାଉଥିବା…
Read More...

ନୌସେନା ଘାଟିରେ ଦୁର୍ଘଟଣା; ୨ ଅଧିକାରୀଙ୍କ ମୃତ୍ୟୁ

କୋଚି : କୋଚି ନୌସେନା ଘାଟିରେ ଗୁରୁବାର ଏକ ଦୁର୍ଘଟଣାରେ ୨ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତ ଅଧିକାରୀମାନେ ହେଲେ ବେସାମରିକ ବିମାନ ଚଳାଚଳ ଶାଖା ଅଧିକାରୀ ନବୀନ ଏବଂ ଅଜିତ ସିଂହ। ପ୍ରତିରକ୍ଷା ମୁଖପାତ୍ରଙ୍କ…
Read More...

ଏକାଠି ନିର୍ବାଚନ ଲଢିବେ କଂଗ୍ରେସ-ଜେଡିଏସ୍ : ସିଦ୍ଧରମୈୟା

ବେଙ୍ଗାଲୁରୁ : ଆଗାମୀ ଲୋକସଭା ନିର୍ବାଚନକୁ କଂଗ୍ରେସ-ଜେଡିଏସ୍ ଏକାଠି ହୋଇ ଲଢିବେ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି। ଏଥିପାଇଁ ଆଗାମୀ ଦିନରେ ରାଜ୍ୟର ୨୮ଟି…
Read More...

ଚୀନକୁ ୪୦୦୦ କୋଟି ଋଣ ପରିଶୋଧ କରିବ ପାକିସ୍ତାନ

ଇସଲାମାବାଦ : ଚୀନକୁ ପାକିସ୍ତାନ ୪୦୦୦କୋଟି ଡଲାର ଋଣ ପରିଶୋଧ କରିବ। ଆଗାମୀ ୨୦ବର୍ଷ ମଧ୍ୟରେ ପାକିସ୍ତାନକୁ ଏହି ଋଣ ପରିଶୋଧ କରିବାକୁ ପଡିବ। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)େର ଚୀନ ଯେଉଁ ପୁଞ୍ଜିନିବେଶ…
Read More...

ଝୁରି ଝୁରି ଆଖି ବୁଜିଲେ ବାପା, କାନ୍ଧ ଦେଇପାରିଲାନି ପୁଅ

ବଲାଙ୍ଗିର : ଗୁଳିକାଣ୍ଡ ମାମଲାରେ ଗିରଫ କରିନେଲା ପୁଲିସ। ଜେଲ୍‌ ହାଜତ ଭିତରକୁ ଚାଲିଗଲା ପୁଅ। ପୁଅ ଫେରି ଆସିବ ବୋଲି ତା’ ବାଟକୁ ଅନେଇ ରହିଥିଲେ ବାପା। ହେଲେ ଆଶା ଆଶାରେ ହିଁ ରହିଗଲା। ପୁଅକୁ ଝୁରି ଝୁରି ଆଖି…
Read More...

ଆଲୋଚନା ପରେ ବିଜେଡିର କକ୍ଷତ୍ୟାଗ

ନୂଆଦିଲ୍ଲୀ : ସଂସଦରେ ଯେଭଳି ଢ଼ଙ୍ଗରେ ତିନି ତଲାକ ବିଧେୟକକୁ ଆଗତ କରାଯାଇଛି ସେଥିରେ ରାଜନୀତିର ଗନ୍ଧ ବାରି ହୋଇପଡ଼ୁଛି ବୋଲି ବିଜେଡ଼ି ଅଭିଯୋଗ କରିଛି। ତିନି ତଲାକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ମୁସଲିମ…
Read More...

୧୫ ମହଲା କୋଠାରେ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର ତିଳକ ନଗରସ୍ଥିତ ଗଣେଶ ଗାର୍ଡେନ୍‌ର ସରଗମ୍‌ ସୋସାଇଟିର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଜୀବନ୍ତ ଦଗ୍ଧୀଭୂତ ହୋଇଥିବା ୫ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା…
Read More...

ବିବାଦରେ ରବିନା ଟଣ୍ଡନ୍

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଲିଉଡ୍‌ ନାୟିକା ରବିନା ଟଣ୍ଡନ୍‌ ଏକ ବିଜ୍ଞାପନ ସୁଟିଂ ନେଇ ବିବାଦ ଦେଖାଦେଇଥିଲା। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବିଜ୍ଞାପନ ପାଇଁ ସୁଟିଂ କରି ଭାଇରାଲ କରିବା…
Read More...

ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ମେଲବୋର୍ଣ୍ଣ : ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ୮୨ ରନ ସ୍କୋର କରିଛନ୍ତି। ଏହି ଅବସରରେ କୋହଲି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କ ୧୬ ବର୍ଷର…
Read More...

ଶୁକ୍ରବାର ରାଶିଫଳ

ମେଷ: ବ୍ୟବସାୟ ଲାଭଜନକ ହେବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ମାନସିକ ସ୍ତରରେ ବ୍ୟସ୍ତତା ଅନୁଭବ କରିବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ଧନଲାଭ ସହିତ ପୁତ୍ର ଲାଭର ସୁଯୋଗ ଅଛି। ସୁଖୀ ହେବେ। ବୃଷ: ଦ୍ରବ୍ୟ…
Read More...

ମୁକ୍ତିଲାଭ କଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର’ର ଟ୍ରେଲର

ମୁମ୍ବଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ରାଜନୈତିକ କ୍ୟାରିୟର ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର 'ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର'ର ଟ୍ରେଲର ଗୁରୁବାର ମୁକ୍ତିଲାଭ କରିଛି। ବଲିଉଡର…
Read More...

ଶୁକ୍ରବାର ପ୍ରେକ୍ଷାଳୟକୁ ଆସିବ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୪ତମ ଚଳଚ୍ଚିତ୍ର ‘ଲଭ୍‌ ଏକ୍ସପ୍ରେସ୍‌’

ଭୁବନେଶ୍ବର : ଅଗ୍ରଣୀ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ସିଦ୍ଧାର୍ଥ ମ୍ୟୁଜିକ୍‌ ଓ ସିଦ୍ଧାର୍ଥ ଟିଭି ଦର୍ଶକଙ୍କୁ ନୂଆବର୍ଷ ଅବସରରେ ଭେଟି ଦେଉଛି ନୂଆ ଚଳଚ୍ଚିତ୍ର ‘ଲଭ୍‌ ଏକ୍ସପ୍ରେସ୍‌।’ ଚଳିତ ମାସ ୨୮ ତାରିଖ ଶୁକ୍ରବାର…
Read More...

ଉର୍ଦୁ ଶିଖୁଛନ୍ତି ଆଲିୟା ବେଦୀ

ମୁମ୍ବଇ : ବଲିଉଡରେ ନବାଗତ ଅଭିନେତ୍ରୀଙ୍କ ଭିଡ଼ ବଢ଼ିଥିବାବେଳେ ପ୍ରତିଯୋଗିତା ମଧ୍ୟ ଜୋର୍‌ସୋର୍‌ରେ ଚାଲିଛି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ପୂଜା ବେଦୀଙ୍କ ଝିଅ ଆଲିୟା ବେଦୀ। ନିତିନ୍ କକ୍କଡ଼ଙ୍କ ହାସ୍ୟରସାତ୍ମକ…
Read More...

ମଲାଇକା ଅରୋରାଙ୍କ ଫିଟ୍‌ନେସ୍ ମନ୍ତ୍ର

ମୁମ୍ବଇ : ୪୫ ବର୍ଷୀୟା ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ତ୍ବଚାରେ ଏଯାଏ ବୟସର ଛାପ ପଡ଼ିନାହିଁ। ନିଜ ସ୍ବାସ୍ଥ୍ୟ ତଥା ସୌନ୍ଦର୍ଯ୍ୟକୁ ନେଇ ସଚେତନ ଏଇ ଅଭିନେତ୍ରୀ ନିଜକୁ ଫିଟ୍ ରଖିବା ପାଇଁ ଖୁବ୍ କସରତ କରନ୍ତି।…
Read More...

ଦ୍ୱୈତନଗରୀରେ ଦୁଷ୍କର୍ମ ମାମଲା ବୃଦ୍ଧି, ସର୍ବାଧିକ ପୀଡ଼ିତା ନାବାଳିକା

କଟକ : ପୂର୍ବାପେକ୍ଷା ଦ୍ୱୈତନଗରୀରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି। ସର୍ବାଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା କମିସନରେଟ ପୁଲିସର ଅପରାଧ ପରିସଂଖ୍ୟାନ ରିପୋର୍ଟରୁ ଜଣାଯାଇଛି । ତେବେ ଭୁବନେଶ୍ୱରରେ…
Read More...

ଲୋକସଭାରେ ‘ତିତ୍‌ଲି’ ଆଲୋଚନା ଆଜି

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ତିତିଲି ଓ ଗଜ ପ୍ରଭାବରେ ଓଡ଼ିଶା, ତାମିଲନାଡୁ ଓ କେରଳରେ ଘଟିଥିବା କ୍ଷୟକ୍ଷତି ଆଲୋଚନା ବିଷୟ ଲୋକସଭା କାର୍ଯ୍ୟ ତାଲିକାରେ ସ୍ଥାନ ପାଇଛି। ଧାରା ୧୯୩ ଅନୁଯାୟୀ ଏଭଳି ପ୍ରାକୃତିକ…
Read More...

ଆମେରିକାରେ ଅଗ୍ନିକାଣ୍ଡ; ୩ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଅବ୍ୟବହିତ ପୂର୍ବରୁ ଆମେରିକାରେ ଏକ ଅଗ୍ନିକାଣ୍ଡ ଘଟି ୩ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ତେଲେଙ୍ଗାନାର ମୂଳନିବାସୀ ୨ ଭଉଣୀ ଆରୋନ ନାଏକ (୧୭) ଓ ଶାରୋନ (୧୪) ଏବଂ ଭାଇ ଜୟ…
Read More...

କୃଷି ଋଣ ଛାଡ଼ ନୀତି ଉପରେ ପ୍ରଶ୍ନ ଉଠାଇଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସର କୃଷି ଋଣ ଛାଡ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ବୁଧବାର ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀଙ୍କ ବୈଠକରେ ମମତା…
Read More...

ଲିବିୟା ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ; ୩ ମୃତ

ତ୍ରିପୋଲ : ଲିବିୟାର ରାଜଧାନୀ ତ୍ରିପୋଲିସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ମଙ୍ଗଳବାର ହୋଇଥିବା ଏହି ଆକ୍ରମଣରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ…
Read More...

କେନ୍ଦ୍ରଠୁ ଜବାବ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଦେହରକ୍ଷୀ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ କେବଳ ତିନିଟି ଜାତିର ଲୋକଙ୍କୁ ନିଯୁକ୍ତି ଦିଆଯିବା ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଠାରୁ ଜବାବ…
Read More...

ବିବାଦରେ ବାଲଠାକରେଙ୍କ ଆତ୍ମଜୀବନୀ ସମ୍ବଳିତ ଚଳଚ୍ଚିତ୍ର

ମୁମ୍ବଇ : ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଜୀବନକାହାଣୀ ଆଧାରିତ ଚଳଚ୍ଚିତ୍ରକୁ ନେଇ ବିବାଦ ମୁଣ୍ଡଟେକିଛି। ମୁକ୍ତିଲାଭ ପୂର୍ବରୁ ସେନ୍‌ସର ବୋର୍ଡ ଏହି ଚଳଚ୍ଚିତ୍ରର ତିନିଟି ସଂଳାପ ଉପରେ ଆପତ୍ତି ଉଠାଇଛନ୍ତି।…
Read More...

ପ୍ରଥମ ଟେଷ୍ଟ: ଅଲିଭିଅରଙ୍କୁ ୬ ୱିକେଟ; ଆଜମ୍‌ଙ୍କ ୭୧ ରନ୍

ସେଞ୍ଚୁରିଅନ୍ : ବୁଧବାରଠାରୁ ଏଠାରେ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଏହି ସିରିଜ୍‌​‌େ​‌ର ପେସ୍ ବୋଲରଙ୍କ ଲଢ଼େଇ ଦେଖିବାକୁ ମିଳିବ ବୋଲି…
Read More...

ଆଇସିସି ହଲ ଅଫ୍‌ ଫେମ୍‌ରେ ପଣ୍ଟିଂ ସାମିଲ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଅଧିନାୟନ ରିକି ପଣ୍ଟିଂଙ୍କୁ ଆଇସିସି ହଲ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ସଂପ୍ରତି ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ତୃତୀୟ କ୍ରିକେଟ ଆରମ୍ଭ ହୋଇଥିବା…
Read More...

ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସଫଳତମ ଟେଷ୍ଟ ବୋଲର ହେଲେ

ସେଞ୍ଚୁରିଅନ୍ : ଡେଲ୍ ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସଫଳତମ ଟେଷ୍ଟ ବୋଲର ହୋଇ ପାରିଛନ୍ତି। ବୁଧବାରଠାରୁ ଏଠାରେ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଓପ୍‌ନର ଫଖର ଜମାନ୍‌ଙ୍କୁ ଆଉଟ୍‌କରି…
Read More...

ଫଲୋଅନ୍‌ ଦ୍ବାରରେ ଓଡ଼ିଶା

କଟକ : ରାଜକୋଟରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍‌ବିହାର ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିପକ୍ଷରେ ଘରୋଇ ସୌରାଷ୍ଟ୍ର ଦଳର ପ୍ରାଧାନ୍ୟ ଅବ୍ୟାହତ ରହିଛି। ସୌରାଷ୍ଟ୍ର ପ୍ରଥମ ଇନିଂସରେ ବିଶାଳ ୫୦୫ ରନ୍‌ ଛିଡ଼ାକରିବା ପରେ…
Read More...

୭୧ ବର୍ଷର ରେକର୍ଡ ଭାଙ୍ଗିଲେ ମୟଙ୍କ

ମେଲ୍‌ବୋର୍ଣ୍ଣ : ବୁଧବାର ସକାଳୁ ଅଧିନାୟକ ବିରାଟ କୋହଲିଙ୍କଠାରୁ ଟେଷ୍ଟ ଟୋପି ଗ୍ରହଣ କରିଥିଲେ କର୍ଣ୍ଣାଟକର ଓପ୍‌ନର ମୟଙ୍କ ଅଗ୍ରୱାଲ। ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଖେଳିବାର ସୁଯୋଗକୁ ମୟଙ୍କ…
Read More...

ଅରୁଣ ସିଂ ପୁଣି ଓଡ଼ିଶା ବିଜେପି ପ୍ରଭାରୀ

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ଦଳୀୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣ କରିଛି। ପୂର୍ବରୁ ଓଡ଼ିଶା ବିଜେପି ସଂଗଠନ ଦାୟିତ୍ୱରେ…
Read More...

ରାତି ୨ଟାରୁ ଦର୍ଶନଦେବେ ମହାପ୍ରଭୁ

ପୁରୀ : ନୂଆବର୍ଷରେ ଜାନୁଆରୀ ୧ ତାରିଖ ରାତି ୨ଟାରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ପ୍ରାୟ ୫ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବେ। ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି।…
Read More...

ରାଜନୀତିକୁ ଆସିବେ ମୀରା !

କୋରାପୁଟ : ରାଜ୍ୟ ରାଜନୀତିକୁ ଆସିବେ ବହୁ ଚର୍ଚ୍ଚିତ କିନ୍ନର ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ କରିଥିବାବେଳେ ଯଦି…
Read More...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାରେ ଆଜି ସରକାର ଅଦଳବଦଳ କରିଛନ୍ତି। ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କୃଷକମାନଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ…
Read More...

ବିଜେପିର ‘ଜବାବ ମାଗୁଛି ଓଡିଶା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଏବେ ସମୟ ଆସିଛି ଓଡିଶାବାସୀ ୧୯ ବର୍ଷ ଶାସନରେ ରହିଥିବା ବିଜେଡି ସରକାରଙ୍କୁ ଜବାବ ମାଗିବେ। ଆଉ ଚୁପ୍ ହୋଇ ବସିବେନି ଯୁବକ, ଛାତ୍ର ଏବଂ ମହିଳା। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବେ…
Read More...

ଗୁରୁବାର ରାଶିଫଳ

ମେଷ: ଚେଷ୍ଟା ଅବ୍ୟାହତ ରଖିପାରନ୍ତି। ଶେଷରେ ଉଦ୍ୟମ ଫଳପ୍ରସୂ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନଲାଭ ହେବ। ବ୍ୟବସାୟ ଲାଭଜନକ ହେବ। ତେଜସ୍ବୀ ଓ ଧାର୍ମିକ ହେବେ। ବୃଷ: ଉଦାର ସ୍ବଭାବର ହେବେ।…
Read More...