ଓଡିଶା ଅଦର୍ଶ ବିଦ୍ୟାଳୟରେ ପାଣି ସମସ୍ୟା

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଲକ୍ଷ୍ମଣାସାହି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଣି ସମସ୍ୟା ଚିନ୍ତାର କାରଣ ପାଲଟିଛି। ପାଣି ସମସ୍ୟା ପାଇଁ ବିଦ୍ୟାଳୟରେ ପିଇବା, ହାତ ମୁହଁ ଧୋଇବା ଆଦି ଯାବତୀୟ କାମ
Read More...

ଶୁକ୍ରବାର ରାଶିଫଳ

ମେଷ: ଅଭିଜ୍ଞତାର ପୁନରାବୃତ୍ତି ଘଟାଇ ପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।
Read More...

ସ୍ୱାଭିମାନ ଅଞ୍ଚଳରେ ପିଠା କାର୍ଯ୍ୟକ୍ରମକୁ ମାଓବାଦୀଙ୍କ ବିରୋଧ, ସରକାରୀ କର୍ମଚାରୀଙ୍କୁ ମାଡ

ମାଲକାନଗିରି : କିଛିଦିନର ନୀରବତା ପରେ ପୁଣି ମାଲକାନଗିରି ଜିଲାରେ ମାଓବାଦୀ ମାନେ ପିଠା କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଜଣାପଡିଛି। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ
Read More...

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ପିଲା ଅସୁସ୍ଥ

ବେଙ୍ଗାଲୁରୁ : କର୍ଣ୍ଣାଟକର ଦୁଇଟି ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ପିଲା ଅସୁସ୍ଥ ହୋଇପଡିଛନ୍ତି। ଗୁରୁବାର ବାଗଲକୋଟ ଜିଲାର ଚିକ୍କାମାଗି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ସମ୍ବରରେ
Read More...

କଳାପଥର ଗ୍ରାମ୍ୟ-ମାର୍କେଟ ରାସ୍ତା ଶୋଚନୀୟ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ କଳାପଥର ଗ୍ରାମ୍ୟ -ମୁଖ୍ୟ ମାର୍କେଟ ଦୁର୍ଗାବଜାରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଜନସାଧାରଣଙ୍କ ସମେତ ସ୍କୁଲ ଛାତ୍ର /ଛାତ୍ରୀ ଯିବା
Read More...

ଟାଇମ୍ସ ପତ୍ରିକାର ପ୍ରଭାବଶାଳୀ କିଶୋର ତାଲିକାରେ ୩ ଭାରତୀୟ

ହୋଷ୍ଟନ : ଟାଇମ୍ସ ପତ୍ରିକା ପକ୍ଷରୁ ପ୍ରକାଶିତ ୨୦୧୮ ବର୍ଷର ପ୍ରଭାବଶାଳୀ କିଶୋର ତାଲିକାରେ ତିନି ଜଣ ଭାରତୀୟ ଜନ୍ମିତ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଭାରତୀୟ ଜନ୍ମିତ ଛାତ୍ରଛାତ୍ରୀ
Read More...

ଟ୍ରେନ-୧୮ର ପରୀକ୍ଷାମୂଳକ ଚଳାଚଳ ବେଳେ ଟେକା ମାଡ଼

ନୂଆଦିଲ୍ଲୀ : ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ ‘ଟ୍ରେନ-୧୮’ର ପରୀକ୍ଷାମୂଳକ ଚଳାଚଳ ବେଳେ ଟେକା ମାଡ଼ କରାଯାଇଛି। ରେଳବାଇର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଗୁରୁବାର ଏହି ଟ୍ରେନ ଦିଲ୍ଲୀ ଓ ଆଗ୍ରା ମଧ୍ୟରେ
Read More...

ପ୍ରକାଶ ପାଇଲା ସିଭିଲ୍ ସର୍ଭିସ ମୁଖ୍ୟ ପରୀକ୍ଷା ଫଳ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ୍ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୧୮ ଫଳ ଗୁରୁବାର ପ୍ରକାଶ ପାଇଛି। ଆଇଏଏସ୍, ଆଇଏଫଏସ୍, ଆଇପିଏସ୍ ଓ ଅନ୍ୟାନ୍ୟ ଗ୍ରୁପ୍-ଏ ଏବଂ ବି କେନ୍ଦ୍ର
Read More...

ପ୍ରଭୁ ହନୁମାନ ମୁସଲମାନ ଥିଲେ; ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନ ପରିଷଦ ସଦସ୍ୟ (ବିଧାୟକ) ବୁକାଲ ନବାବ ଏକ ବିବାଦୀୟ ମନ୍ତବ୍ୟ କ୍ରମରେ କହିଛନ୍ତି ଯେ ପ୍ରଭୁ ହନୁମାନ ମୁସଲମାନ ଥିଲେ। ବୁକାଲ କହିଛନ୍ତି ଯେ ହନୁମାନଙ୍କ ନାମ ମୁସଲମାନ ନାମ ସହିତ
Read More...

ଲାଲୁ ପ୍ରସାଦଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ : ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟି) ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଅଦାଲତ ମଧ୍ୟବର୍ତ୍ତୀକାଳୀନ
Read More...

ଚିଟ୍‌ ଫଣ୍ଡ ମାମଲା: ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟ ଗିରଫ

କଲକାତା : ପଶ୍ଚିମବଙ୍ଗର ବରିଷ୍ଠ ସାମ୍ବାଦିକ ତଥା କଲକାତାରୁ ପ୍ରକାଶିତ ଏକ ବେଙ୍ଗଲି ଖବରକାଗଜ ‘ଏଇ ସମୟ’ର ସମ୍ପାଦକ ସୁମନ ଚଟ୍ଟୋପାଧ୍ୟାୟଙ୍କୁ ସିବିଆଇ ଚିଟ୍‌ ଫଣ୍ଡ ମାମଲାରେ ସମ୍ପଅକ୍ତି ଅଭିଯୋଗକ୍ରମେ ଗିରଫ କରିଛି।
Read More...

ହର୍ଷବର୍ଦ୍ଧନ ଆମେରିକା ପାଇଁ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ବରିଷ୍ଟ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରାଯାଇଛି। ୧୯୮୪ ବ୍ୟାଚ୍‌ ବୈଦେଶିକ ସେବା ଅଧିକାରୀ (ଆଇଏଫଏସ୍‌) ଶ୍ରୀଙ୍ଗଲା ସମ୍ପ୍ରତି
Read More...

ଗୋଆରେ ବ୍ରିଟିଶ ପର୍ଯ୍ୟଟକଙ୍କୁ ବଳାତ୍କାର

ପାଣାଜୀ : ଗୋଆର ପାଲୋଲେମ ବେଳାଭୂମିରେ ଜଣେ ୪୮ବର୍ଷୀୟା ବ୍ରିଟିଶ ମହିଳା ପର୍ଯ୍ୟଟକ ବଳାତ୍କାର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ଟ୍ରେନ୍‌ ଧରିବାରେ ବିଫଳ ହୋଇ କାନାକୋନା ସହର ରେଳ ଷ୍ଟେସନ୍‌ରୁ ବେଳାଭୂମି ଆଡ଼କୁ
Read More...

ଆତ୍ମସମର୍ପଣ ପାଇଁ ଅଧିକ ସମୟ ଲୋଡିଲେ ସଜ୍ଜନ କୁମାର

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ଲାଗି ଅଧିକ ୩୦ ଦିନ ସମୟ ଲୋଡିଛନ୍ତି। ଏ ନେଇ ଗୁରୁବାର ସେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ
Read More...

ତିନି ବର୍ଷରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ତାର ସୂଚନା ନାହିଁ : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ଗତ ତିନି ବର୍ଷ ମଧ୍ୟରେ କେତେଜଣ ଚାଷୀ ଆତ୍ମହତ୍ୟା ରକିଛନ୍ତି ତାର ସୂଚନା ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ମଙ୍ଗଳବାର ଲୋକସଭାରେ ଏଖ ଲିଖିତ ଉତ୍ତରରେ ଜଣାଇଛନ୍ତି। ତାଙ୍କ
Read More...

ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ୍‍ ପାରିତ

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଉପଭୋକ୍ତା ସୁରକ୍ଷା ବିଧେୟକ (ବିଲ୍‍) ପାରିତ ହୋଇଛି। ତେବେ ତିନି ତଲାକ୍‍ ବିଲ୍‍ ନେଇ ଡିସେମ୍ବର ୨୭ରେ ଆଲୋଚନା କରାଯିବ ବୋଲି ମିଳିତ ନିଷ୍ପତ୍ତି ନିଆଯାଇଛି। ଉପୋଭକ୍ତା ସୁରକ୍ଷା
Read More...

ଦୁର୍ଘଟଣାରେ ୨ ସ୍କୁଲ ଛାତ୍ର ମୃତ, ଗାଡ଼ି ଜାଳିଦେଲେ ଲୋକ

କର୍ଣ୍ଣାଲ : ହରିୟାଣାର କର୍ଣ୍ଣାଲ ସହରରେ ଗୁରୁବାର ଏକ ୧୦ ଚକିଆ ଟ୍ରକ୍‍ ସହ ସ୍କୁଲ ବସ୍‍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି ଓ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ
Read More...

ବିହାରରେ ‘କଂଗ୍ରେସ, ଆରଜେଡି, ଆରଏଲଏସ୍‍ପି ଓ ଏଚ୍‍ଏଏମ୍‍’ର ମହାମେଣ୍ଟ ଘୋଷଣା

ପାଟନା : ବିହାରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ‘କଂଗ୍ରେସ, ଆରଜେଡି, ଆରଏଲ୍‍ଏସ୍‍ପି ଏବଂ ଏଚ୍‍ଏଏମ୍‍’ ପକ୍ଷରୁ ଗୁରୁବାର ମହାମେଣ୍ଟ ଘୋଷଣା କରାଯାଇଛି। ଏହି ଅବସରରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍‍ଏଏମ୍‍)
Read More...

ପ୍ରସାଦ ଖାଇ ୧୫ ଲୋକଙ୍କ ମୃତ୍ୟୁ ହେବା ଘଟଣା: ମଠାଧୀଶଙ୍କ ସମେତ ୪ ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକ ଚମରାଜନଗର ଜିଲା କେଲ୍ଲେଗଲ ତହସିଲ ଅଧୀନ ସୁଲୱାଡି ଗ୍ରାମରେ ଏକ ମନ୍ଦିରର ପ୍ରସାଦ ଖାଇ ୧୫ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ପୁଲିସ୍‍ ବୁଧବାର ୪ ଜଣଙ୍କୁ ଗିରଫ କରିଛି। ପୁଲିସ୍‍ ପକ୍ଷରୁ
Read More...

କୃଷିଋଣ ଛାଡ଼ ପ୍ରସଙ୍ଗ ଅନୁଧ୍ୟାନ କରୁଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃଷି ଋଣଛାଡ଼ ପ୍ରସଙ୍ଗକୁ ନେଇ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ଲାଗି ରହିଥିବା ବେଳେ ଓଡ଼ିଶା ସରକାର ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜଧାନୀରେ
Read More...

ଏଣିକି ଅନ୍‌ଲାଇନ ଟିକଟ

କଟକ : କଟକ ବଡ଼ ଡାକ୍ତରଖାନାର ବହିର୍ବିଭାଗକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଘରେ ରହି ଅନଲାଇନରେ ଟିକଟ କରିପାରିବେ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରିବେ। ଟେଣ୍ଡର
Read More...

‘ସ୍ଥାନାପନ୍ନ ମାତୃତ୍ବ’ ବିଲ୍‌ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ: ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ହସ ଫୁଟାଇବା ଓ ଜୀବନକୁ ସରସ ସୁନ୍ଦର କରିବା ଲାଗି ଏକ ସୁଖବର। କେନ୍ଦ୍ର ସରକାର ଲୋକସଭାରେ ବୁଧବାର ଗୁରୁତ୍ବପୂର୍ଣ୍ଣ ସ୍ଥାନାପନ୍ନ ମାତୃତ୍ବ (ସରୋଗେସି) ବା ଅନ୍ୟଗର୍ଭରେ
Read More...

ସାକିବ୍‌ଙ୍କ ୧୫ ପ୍ରତିଶତ ମ୍ୟାଚ୍ ଫି କଟିଲା

ଢାକା : ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ଉପରକୁ ପାଟି କରିବା ଯୋଗୁଁ ବାଂଲାଦେଶ ଅଧିନାୟକ ସାକିବ ଅଲ୍‌ ହସନ୍‌ଙ୍କ ୧୫ ପ୍ରତିଶତ ମ୍ୟାଚ୍‌ ଫି କାଟି
Read More...

ଚମ୍ପିଆନ୍ ଓଡ଼ିଶା ସବ୍‌ଜୁନିୟର ଫୁଟବଲ ଦଳକୁ ଭବ୍ୟ ସମ୍ବର୍ଦ୍ଧନା

କଟକ : ଅରୁଣାଚଳ ପ୍ରଦେଶରେ ଆୟୋଜିତ ଜାତୀୟ ସବ୍‌ଜୁନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଥିବା ଓଡ଼ିଶା ଦଳର ଖେଳାଳିଙ୍କୁ ଫୁଟବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ
Read More...

ରାଜ୍ୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ଓଡ଼ିଶା ବାସ୍କେଟବଲ୍‌ ଆସୋସିଏସନ୍ ଓ କ୍ଲବ୍‌ ଦି ସୁପ୍ରିମ୍‌ ଆନୁକୂଲ୍ୟରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ବାସ୍କେଟବଲ୍‌ ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ ହୋଇଛି। ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହି
Read More...

ନୂଆବର୍ଷରେ ଭାରତୀୟ ଫୁଟ୍‌ବଲ ଦଳର ନୂଆ ଜର୍ସି

ନୂଆଦିଲ୍ଲୀ : ୨୦୧୯ରୁ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ନୂଆବର୍ଷରେ ଭାରତୀୟ ଫୁଟ୍‌ବଲ ଦଳର ପ୍ରଥମ ଟୁର୍ଣ୍ଣାମେଣ୍ଟ ହେଉଛି ଏଏଫ୍‌ସି ଏସିଆନ୍ କପ୍। ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ
Read More...

ପରଦାରେ ପୁଣି ଶାହରୁଖ-କାଜଲ

ବଲିଉଡର ଅନ୍ୟତମ ଚର୍ଚ୍ଚିତ ଲୋକପ୍ରିୟ ଯୋଡ଼ି ଭାବେ ଶାହରୁଖ୍ ଖାନ-କାଜଲ ଜଣାଯାନ୍ତି। ‘ଅନ୍-ସ୍କ୍ରିନ୍ କପଲ୍’ ଭାବେ ଏ ଦୁଇ ତାରକାଙ୍କୁ ୭୭%ରୁ ଅଧିକ ଦର୍ଶକ ପସନ୍ଦ କରିଥିବାର ସର୍ବେକ୍ଷଣରୁ ପ୍ରକାଶ। ‘ଦିଲୱାଲେ
Read More...

ଝୋଡ଼ିଆ ଝିଅ ପାଇଲେ ଓଏଏସ୍‍

କୋରାପୁଟ/କାଶୀପୁର: ପଛୁଆ ଗାଁର ଆଗୁଆ ଝିଅ ହୋଇ ଆଜି ନାରୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ଜଣେ ଝିଅ। ପ୍ରଥମ ଝିଅ ଭାବେ ସେ ଓଏଏସ ପାଇଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି
Read More...

ଗୁରୁବାର ରାଶିଫଳ

ମେଷ: ପୂର୍ବାହ୍ଣରେ ଆୟ ପରିମାଣ ବୃଦ୍ଧି ହେଉଥିବା ବେଳେ ଅପରାହ୍ଣରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଗଣିତଜ୍ଞ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୁଚିକର ଭୋଜନ ମିଳିବ। ବୃଷ:
Read More...

ଦାଦନଙ୍କ ଆଙ୍ଗୁଠି କଟା ଓ ଏସିଡ଼ ମାଡ଼ ପ୍ରସଙ୍ଗରେ ଜିଲାପାଳଙ୍କ ତତ୍ପରତା

ସୁନ୍ଦରଗଡ଼ : ହେମଗିର ବ୍ଲକ ଅନ୍ତର୍ଗତ କନିକା ପଞ୍ଚାୟତର ବୁରତା ଗ୍ରାମରୁ ୧୨ଜଣ ଗତ ଅକ୍ଟୋବର ମାସରେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଥିବା ଇଟାଭାଟିକୁ ଯାଇଥିଲେ। ମାତ୍ର ଇଟାଭାଟି ମାଲିକଙ୍କୁ ନିଜ ପାଉଣା
Read More...

ସିମଳାରେ ଛୁଟି କଟାଉଛନ୍ତି ରାହୁଲ

ସିମଳା : ବିଧାନସଭା ନିର୍ବାଚନରେ ଅବିଶ୍ରାନ୍ତ ପରିଶ୍ରମ କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମ୍ପ୍ରତି ସିମଳାରେ ଛୁଟି କଟାଉଛନ୍ତି। ସାଙ୍ଗରେ ଭଉଣୀ ପ୍ରିୟଙ୍କା ଓ ଭଣଜା ଭାଣିଜୀ ଅଛନ୍ତି। ମଙ୍ଗଳବାର ଭଉଣୀ ଓ
Read More...

ଉତ୍ତରପ୍ରଦେଶରେ ତିନି ଦଳର ମେଣ୍ଟ ଚୂଡ଼ାନ୍ତ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନସମାଜ ପାର୍ଟି (ବିଏସ୍‌ପି) ମଧ୍ୟରେ ଉତ୍ତରପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି)କୁ ମଧ୍ୟ ଏହି ମେଣ୍ଟରେ ସାମିଲ
Read More...

ବିଜେପି ସହ ମେଣ୍ଟ ପାଇଁ ଶିବସେନାର ୨ ସର୍ତ୍ତ

ମୁମ୍ବଇ : ସମ୍ପ୍ରତି ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଭବ ଭୋଗିବା ପରିପ୍ରେକ୍ଷୀରେ ଶିବସେନା ଏହାର ଖେଳ ଆରମ୍ଭ କରିଛି। ବିଜେପି ସହିତ ମେଣ୍ଟ ନେଇ ଲୁଚକାଳି ଖେଳୁଥିବା ଶିବସେନା ଆସନ୍ତା
Read More...

ସୁଷମାଙ୍କୁ ଭେଟିଲେ ହମିଦ ଅନସାରୀ, କହିଲେ ‘ମେରି ମାଡାମ୍‌ ମହାନ୍‌’

ନୂଆଦିଲ୍ଲୀ : ପାକିସ୍ତାନ କାରାଗାରରୁ ମୁକ୍ତିପାଇ ମଙ୍ଗଳବାର ଭାରତରେ ପହଞ୍ଚିବା ପରେ ହମିଦ ନିହାଲ ଅନସାରୀ ବୁଧବାର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିଛନ୍ତି। ସାଙ୍ଗରେ ତାଙ୍କ ମା’ ଫୌଜିଆ ଓ
Read More...

ଖ୍ରୀଷ୍ଟିଆନଙ୍କ ହାଜତ ମିଆଦ ୧୦ଦିନ ବଢିଲା

ଚେନ୍ନଇ : ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କାରବାରର ଅଭିଯୁକ୍ତ ମଧ୍ୟସ୍ଥ ଖ୍ରୀଷ୍ଟିଆନ ମିସେଲଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଡିସେମ୍ବର ୨୮ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ବୁଧବାର ଖ୍ରୀଷ୍ଟିଆନ
Read More...

ରାଜସ୍ଥାନରେ ୨ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ରାଜସ୍ଥାନ : ମଧ୍ୟପ୍ରଦେଶ, ଛତିଶଗଡ ଓ ଆସାମ ପରେ ରାଜସ୍ଥାନ ସରକାର କୃଷକଙ୍କ ଋଣ ଛାଡ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ଅଶୋକ ଗେହଲଟଙ୍କ ନେତୃତ୍ବ କଂଗ୍ରେସ ସରକାରଙ୍କ ଘୋଷଣା ଅନୁଯାୟୀ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ
Read More...

ପନିରସେଲଭମ୍‌ଙ୍କ ଭାଇ ଏଆଇଏଡିଏମ୍‌କେରୁ ବହିଷ୍କୃତ

ଚେନ୍ନଇ : ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ଙ୍କ ଭାଇ ଓ ରାଜା ଶାସକ ଦଳ ଏଆଇଏଡିଏମ୍‌କେରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ମୁଖ୍ୟମନ୍ତ୍ରୀ ଇ
Read More...

ଅଭିନବ ନିମନ୍ତ୍ରଣ ପତ୍ର; କନ୍ୟା ପରମାଣୁ ଓ ବେଦୀ ପ୍ରୟୋଗଶାଳା

ନୂଆଦିଲ୍ଲୀ : କେରଳର ଏକ ଅଭିନବ ବିବାହ ନିମନ୍ତ୍ରଣ ପତ୍ର କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀଥରୁରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ଏହି ନିମନ୍ତ୍ରଣ ପତ୍ରକୁ ରିଟ୍ୱିଟ୍‍ କରି ନବଦମ୍ପତିଙ୍କୁ ଶୁଭକାମନା
Read More...

ଉତ୍ତର ଭାରତରେ ଜାଡ଼ ଶୀତ, ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଶୀତ ଲହରୀ ପ୍ରଭାବ ବୃଦ୍ଧି ପାଇଛି। ଫଳରେ ଅନେକ ସ୍ଥାନରେ ତାପମାତ୍ରା ସର୍ବନିମ୍ନସ୍ତରରେ ପହଞ୍ଚିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଏପରିକି କେତେକ ସ୍ଥାନରେ ଚାଷ ଜମିରେ ବରଫ ଜମା
Read More...

ଧୀରେ ଧୀରେ ସମସ୍ତଙ୍କ ଖାତାକୁ ଆସିବ ୧୫ ଲକ୍ଷ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଗଣତାନ୍ତ୍ରିକ ଦଳ ମୁଖ୍ୟ ରାମଦାସ ଆଠୱାଲେଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଆଠୱଲେ କହିଛନ୍ତି ଯେ ୨୦୧୪ ନିର୍ବାଚନ ସମୟର ପ୍ରତିଶ୍ରୁତି ମୁତାବକ ବିଜେପି ସରକାର
Read More...

ଜିସାଟ-୭ଏ’ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଦେଶର ନୂତନ ଯୋଗାଯୋଗ ଉପଗ୍ରହ ଜିସାଟ-୭ଏ’ର ସଫଳ ଉତକ୍ଷେପଣ କରାଯାଇଛି। ଦିନ୍‍ ୪ଟା ୧୦ ମିନିଟ୍‍ରେ ସତୀଶ
Read More...

ହରିୟାଣା ନଗର ନିଗମ ନିର୍ବାଚନରେ ବିଜେପିର କ୍ଲିନ୍‍ ସୁଇପ୍‍

ପାନିପଥ : ହରିୟାଣାର ୫ଟି ନଗର ନିଗମ ଏବଂ ୨ଟି ନଗରପାଳିକା ନିର୍ବାଚନରେ ବିଜେପି ବାଜିମାତ କରିଛି। ବୁଧବାର ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ ପାନିପଥରୁ ବିଜେପିର ମେୟର ପ୍ରାର୍ଥୀ ଅବନିତ କୌର, ରୋହତକରେ ବିଜେପି
Read More...

କରଣଙ୍କ ଆଗାମୀ ସିନେମାରେ ନଜର ଆସି ପାରନ୍ତି ବାହୁବଳୀ

ମୁମ୍ବଇ: ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦେଶକ କରଣ ଜୋହର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଶୁଦ୍ଧି’ ପାଇଁ ପ୍ରଭାସଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମଳିଛି। ବାହୁବଳୀର ସଫଳତା ପରେ ପ୍ରଭାସ ହିନ୍ଦୀ ସିନେମାରେ ମଧ୍ୟ ନିଜର
Read More...

ବିଜେପିରେ ଯୋଗ ଦେଲେ ହାଦିଆଙ୍କ ପିତା

କୋଚି : ଇସ୍‍ଲାମ ଧର୍ମ ଗ୍ରହଣ ପରେ ପରିବାରର ସହମତି ବିନା ମୁସଲମାନ ଯୁବକଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିବା ୨୬ ବର୍ଷ ବୟସ୍କ ହାଦିଆଙ୍କ ପିତା କେ. ଏମ୍‍. ଅଶୋକନ ବିଜେପିରେ ଯୋଗ ଦେଇଛନ୍ତି। ସାବରିମାଳା ମନ୍ଦିରରେ
Read More...

ରାଫେଲ ନିର୍ମାଣ ପ୍ରସଙ୍ଗ : ହାଲକୁ ଅଣଦେଖା କରାଯାଇଛି

ବଲାଙ୍ଗୀର : ରାଫେଲକୁ ନେଇ ସାରା ଦେଶରେ କଂଗ୍ରେସ କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚା ଥମିନାହିଁ। ତେବେ ଏହାରି ମଧ୍ୟରେ ସୂଚନା ଅଧିକାର ଆଇନରେ ରାଫେଲ ସମ୍ପର୍କିତ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଦେଲେନି ଅଖିଳେଶ

ଲକ୍ଷ୍ନୌ : କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି’ଏ ହେବ ସେ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ମମତାଙ୍କ ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସ୍‌ପି ଅଧ୍ୟକ୍ଷ ଅଖିଳେଶ
Read More...

ଦୁର୍ଗାପୁର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାପଥର(ବାଙ୍କୀ) : ବାଙ୍କୀ ଡମପଡା ବ୍ଳକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ ତରଫରୁ ନୂତନକରି ଆରମ୍ଭ ହୋଇଥିବା ପିଠା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

‘କଂଗ୍ରେସ ସରକାର ସମୟର ଦୁର୍ନୀତି ଦେଶର ନିଦ ଉଡାଇ ଦେଇଥିଲା’

ନୂଆଦିଲ୍ଲୀ : କୃଷି ଋଣ ଛାଡ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ କଡା ସମାଲୋଚନା କରିବା ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ
Read More...

ସିବିଆଇ ସଙ୍କଟ: ମଧ୍ୟସ୍ଥ ମନୋଜ ପ୍ରସାଦକୁ ଜାମିନ

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନଙ୍କ ବିରୋଧରେ ଥିବା ଲାଞ୍ଚ କାରବାର ମାମଲାରେ ଗିରଫ ମନୋଜ ପ୍ରସାଦକୁ ଦିଲ୍ଲୀର ସିବିଆଇ ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ମାଂସ
Read More...

ବର୍ଷା ଓ କୋହଲା ପାଗ ସତ୍ତ୍ବେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ଖୁଣ୍ଟା : ମୟୂରଭଞ୍ଜ ଜିଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ଉଦାସୀନତା ମନୋଭାବ ଦେଖାଉଥିବା ପ୍ରତିବାଦରେ ମଙ୍ଗଳବାର ବିଜେପି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ମଙ୍ଗଳବାର ବର୍ଷା
Read More...

ଟ୍ରେନରେ କଟି ଯୁବକ ମୃତ

ଦ୍ୱାରଶୁଣି : ବାଙ୍ଗିରିପୋଷି -ଡିଏମୟୁ ଟ୍ରେନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯୁବକ ସୁରଜ ସିଂ ରାଜାଲୋକା ୬୦ନମ୍ବର ଗେଟରେ ଗେଟ କିପର ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ସନ୍ଧ୍ୟା
Read More...

ଆଇପିଏଲ-୧୨ ନିଲାମୀ ଆରମ୍ଭ, ବାଦ ପଡିଲେ ଯୁବରାଜ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୨ ତମ ସଂସ୍କରଣ ପାଇଁ ମଙ୍ଗଳବାର ଅପରାହ୍ନରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିଲାମ ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଚାଲିଛି। ନିଲାମୀରେ ୩୪୬ କ୍ରିକେଟର ନିଲାମ
Read More...

ସୀତାରମଣଙ୍କୁ ଧନୋଆଙ୍କ ଚିଠି; ରାଫେଲ କିଣିବା ନିତ୍ୟାନ୍ତ ଆବଶ୍ୟକ

ନୂଆଦିଲ୍ଲୀ : ରାଫେଲ କାରବାରକୁ ନେଇ ରାଜନୈତିକ ଛକାପଞ୍ଝା ମଧ୍ୟରେ ବାୟୁ ସେନା ମୁଖ୍ୟ ଏୟାରଚିଫ୍‍ ମାର୍ଶାଲ ବି ଏସ୍‍ ଧନୋଆ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦେଶର ସୁରକ୍ଷା ପାଇଁ ରାଫେଲ
Read More...

ଘୂର୍ଣ୍ଣିଝଡ ପାଥେଇ ପ୍ରଭାବରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ

ଆରଡି : ଭଦ୍ରକ ଜିଲା ନଈକୂଳିଆ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ତେନ୍ତୁଲିଡିହ, ଭୂଇଁବୃତ୍ତି, ସୁନ୍ଦରପୁର ଓଳଗ ସମେତ ବିଭିନ୍ନ ପଞ୍ଚାୟତରେ ଘୂର୍ଣ୍ଣିଝଡ ପାଥେଇ ପ୍ରଭାବରେ ଗତ ୩ଦିନ
Read More...

ବିଜେପି ସଂସଦୀୟ ଦଳ ବୈଠକରେ ଉଠିଲା ରାମ ମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିନା ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସାଂସଦମାନେ ଅଯୋଧ୍ୟା ରାମ ଜନ୍ମଭୂମି
Read More...

ଜଙ୍ଗଲ ବିଭାଗ ଦ୍ଵାରା ବେଆଇନ କରତ କଳ ଉପରେ ଚଢଉ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡା ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତ କଳକୁ ପୁରୀ ଡିଏଫଓଙ୍କ ନିର୍ଦ୍ଦେଶରେ ଜବତ କରାଯାଇ ଥିବା ଜଣାପଡିଛି । ମଙ୍ଗଳବାର ସକାଳେ କୋଣାର୍କ ୱାଇଲ୍ଡ
Read More...

ଅଷ୍ଟ୍ରେଲିଆ: ସମୁଦ୍ରରେ ଭାସିଗଲେ ୩ ଭାରତୀୟ

ସିଡନୀ : ଅଷ୍ଟ୍ରେଲିଆ ନିଉ ସାଉଥ ୱାଲେସ୍‍ର ମୁନିତଟରେ ମଙ୍ଗଳବାର ତିନି ଜଣ ଭାରତୀୟ ଭାସିଯାଇଛନ୍ତି। ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସମୁଦ୍ର କୂଳରେ ବୁଡ଼ି
Read More...

‘୯୯% ସାମଗ୍ରୀକୁ ୧୮% ଜିଏସ୍‍ଟି ସ୍ଲାବକୁ ଆଣିବାକୁ ଯୋଜନା ଚାଲିଛି’

ମୁମ୍ବଇ : ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି)ର ୧୮% ସ୍ଲାବ୍‍ ମଧ୍ୟକୁ ୯୯% ସାମଗ୍ରୀକୁ ଅଣାଯିବ। କେବଳ ଅଳ୍ପକିଛି ବିଳାସପୂର୍ଣ୍ଣ ସାମଗ୍ରୀକୁ ଜିଏସ୍‍ଟିର ୨୮% ସ୍ଲାବ୍‍ ମଧ୍ୟରେ ରଖାଯିବ। ଏଥିପାଇଁ କେନ୍ଦ୍ର ସରକାର
Read More...

ମୁକ୍ତିଲାଭ କଲା ‘୭୨-ଆୱାରସ’ର ଟିଜର

ମୁମ୍ବଇ: ଦେଶାତ୍ମ ବୋଧକ ହିନ୍ଦୀ ଚଳଚ୍ଚିତ୍ର ୭୨-ଆୱାରସର ଟିଜର ସୋମବାର ମୁକ୍ତିଲାଭ କରିଛି। ୧୯୬୨ମସିହା ଭାରତ-ଚୀନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନ ଯଶୱନ୍ତ ସିଂହ ରାୱତଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ…
Read More...

କାଶ୍ମୀରରେ ଗଣଭୋଟ ପାଇଁ ଦାବି କଲେ ଇମ୍ରାନ

ଇସଲାମାବାଦ : କାଶ୍ମୀର ପ୍ରସଙ୍ଗକୁ ଆଧାର କରି ଭାରତକୁ ନିଶାଣ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ରବିବାର ଇମ୍ରାନ ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ କାଶ୍ମୀରରେ ଯେଉଁ ମାନବାଧିକାର ଉଲ୍ଲଙ୍ଘନ ହେଉଛି…
Read More...

ଜମି ମାଫିଆଙ୍କ ଧମକ; ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଲୋଡିଲେ ଦିଲୀପଙ୍କ ପତ୍ନୀ

ମୁମ୍ବଇ : ଜମି ମାଫିଆଙ୍କ ଧମକରୁ ରକ୍ଷା ପାଇବା ଲାଗି ବଲିଉଡର ଭେଟରାନ ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିବା ପୂର୍ବକ ସାକ୍ଷାତ ପାଇଁ ନିବେଦନ କରିଛନ୍ତି। ଦିଲୀପଙ୍କ…
Read More...

ରାଫେଲ ଚୁକ୍ତିର ଜେପିସି ତଦନ୍ତ ଦାବି ଅଗ୍ରାହ୍ୟ

ନୂଆଦିଲ୍ଲୀ : ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ହୋଇଥିବା ଚୁକ୍ତିର ଯୁଗ୍ମ ସଂସଦୀୟ କମିଟି (​‌ଜେପିସି) ଦାବିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଗ୍ରାହ୍ୟ କରିଦେଇଛନ୍ତି। ରାଫେଲ ବୁଝାମଣାର ଜେପିସି ତଦନ୍ତ…
Read More...

ମୁଖ୍ୟମନ୍ତ୍ରୀ ହେବାର ୨ ଘଣ୍ଟା ପରେ କୃଷିଋଣ ଛାଡ କଲେ କମଲ ନାଥ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୨ଘଣ୍ଟା ପରେ କମଲ ନାଥ କୃଷକଙ୍କ ଋଣ ଛାଡ ସମ୍ପର୍କିତ ଫାଇଲରେ ଦସ୍ତଖତ କରିଛନ୍ତି । ସୂଚନା ଅନୁସାରେ କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣକୁ ଛାଡ…
Read More...

ଅଦିନିଆଁ ବର୍ଷା ଭାଙ୍ଗିଛି ଚାଷୀଙ୍କ ଅଣ୍ଟା, ବିଲ ଓ ଖଳାରେ ଭିଜୁଛି ବର୍ଷକର ଅମଳ

ଝାରସୁଗୁଡ଼ା: ରବିବାର ରାତିଠାରୁ ଲଗାଣ ଭାବରେ ବର୍ଷୁଥିବା ଅଦିନିଆଁ ବର୍ଷାରେ ଚାଷୀଙ୍କର ବର୍ଷକର ପରିଶ୍ରମ ଗଜା ହେଉଥିବା ଦେଖି ଚାଷୀଙ୍କ ଅଣ୍ଟା ଭାଙ୍ଗି ଯାଇଛି । ରବିବାର ସଂନ୍ଧ୍ୟାରୁ ଝାରସୁଗୁଡ଼ା ଜିଲାରେ ଘୁର୍ଣ୍ଣିଝଡ଼…
Read More...

କିଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗର୍ରାଖାଇରେ ରହୁଥିବା ଜଣେ ଯୁବକ କିଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କିଟନାଶକ ଔଷଧ ପିଇ ଗୁରୁତର ହେବା ପରେ ଚିକିତ୍ସାଧିନ ଅବସ୍ଥାରେ…
Read More...

ବଡ଼ସାହିର ଆଉ ୬ଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ବଡ଼ସାହି :  ବଡ଼ସାହି ବ୍ଳକର ଆଉ ୬ଟି ପଞ୍ଚାୟତରେ ସୋମବାର ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଛେଳିଆ(କ), ସୁହାଗପୁର, ବଡ଼ସାହି, ସାନକେରକୋ, ଟଙ୍ଗାଶୋଳ ଓ ଗୁଡିଆଲବନ୍ଧ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା…
Read More...

ଷ୍ଟେସନାରୀ ଦୋକାନରୁ ଚୋରି

ବଡ଼ସାହି : ସ୍ଥାନୀୟ ବଜାରରେ ଥିବା ବୀର କିଶୋର ବେହେରାଙ୍କ ଷ୍ଟେସନାରୀ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମାନେ ଦୋକାନ ତାଲା ଭାଙ୍ଗି ୩୦ହଜାର ଟଙ୍କା ଚୋରାଇ ନେଇଛନ୍ତି। ଏ ସମ୍ପର୍କରେ…
Read More...

ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି କାଦୁଆଲବନ୍ଧ ନାଳରୁ ନୟାବ୍ରଜନନ୍ଦନପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବା ଜଣାପଡିଛି। ବୃଦ୍ଧଙ୍କର ନାମ ଭୁଣ୍ଡା ମାରାଣ୍ଡି(୫୦)। ବୃଦ୍ଧ ଜଣକ ଶନିବାର ବାଲିଯୋଡା…
Read More...

ବାଙ୍କୀ ଏନ.ଏ.ସି ପକ୍ଷପାତିତା କରୁଥିବା ଅଭିଯୋଗ

କଳାପଥର (ବାଙ୍କୀ ) : ବାଙ୍କୀ ବିଜ୍ଞାପିତ ଅଞ୍ଚଳ କ୍ଷେତ୍ର ପରିଷଦ ପରିସର ମଧ୍ୟରେ ଜବର ଦଖଲ ବଢି ଚାଲିଥିବା ବେଳେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା  ଅଭିଯୋଗ ହୋଇଛି। ଜବର ଦଖଲ ବଢିବା ହେତୁ…
Read More...

ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ଚଞ୍ଚକତା ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ଠାରେ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ପୁଷ୍ଟିକର ଆହାର ପ୍ରଦାନ ପାଇଁ କେନ୍ଦ୍ରକୁ ଦିଆଯାଉଥିବା ଚାଉଳ ଯୋଗାଣରେ ଚଞ୍ଚକତା ହେଉଥିବା ଅଭିଯୋଗ ହୋଇଛି। ସୋମବାର ପ୍ରତାପପୁର ଠାରେ ଏନେଇ…
Read More...

‘ସ୍ତ୍ରୀ’ ପରେ ଆଉ ଏକ ପ୍ରେତାତ୍ମା ସିନେମାରେ ନଜର ଆସିବେ ‘ରାଜ କୁମାର ରାଓ’

ନୂଆଦିଲ୍ଲୀ : ହରହର କମେଡି ସିନେମା ‘ସ୍ତ୍ରୀ’ର ସଫଳତା ପରେ ଅଭିନେତା ରାଜ କୁମାର ରାଓ ଆଉ ଏକ ହରର କମେଡି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଖବରଅନୁସାରେ, ସେ ‘ମେଣ୍ଟାଲ ହେ କ୍ୟା’ ନାମକ ଏକ ହରର କମେଡି…
Read More...

ସଚିନ, ଲାରା, ପଣ୍ଟିଙ୍ଗଙ୍କ ଠାରୁ ଭଲ ବ୍ୟାଟ୍ସମ୍ୟାନ୍‍ କୋହଲି : ମାଇକେଲ ଭନ୍‍

ପର୍ଥ : ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ୍‍ଙ୍କ ମତରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଙ୍ଗ, ଲାରାଙ୍କ ଠାରୁ ଭଲ ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି। ତାଙ୍କ ମତରେ ବିରାଟ ଏହି ତିନି ଜଣ…
Read More...

ବିମୁଦ୍ରାୟନ ଯୋଗୁଁ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ଝଟକା ଲାଗିଛି: ରାଜନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସୋମବାର ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରାୟନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱର…
Read More...

ପର୍ଥ ଟେଷ୍ଟ: ବିଜୟ ଲକ୍ଷ୍ୟ ୨୮୭, ଭାରତ ୧୧୨/୫

ପର୍ଥ : ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକାର ସ୍ଥିତିରେ ପହଞ୍ଚିଛି। ଭାରତୀୟ ଦ୍ରୁତ ବୋଲରମାନେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ପାଳିରେ ମୋଟ୍‌ ୨୪୩ ରନ୍‌ରେ ଅଲଆଉଟ୍‌ କରିଛନ୍ତି।…
Read More...

ଜାନୁଆରୀ ୫-୬ରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ : ୨୦୧୯ ବର୍ଷର ପ୍ରଥମ ମାସ ଜାନୁଆରୀ ୫-୬ରେ ପ୍ରଥମ ସୂର୍ଯ୍ୟପରାଗ ପଡୁଛି। ପୌଷ କୃଷ୍ଣ ଶନେଶ୍ୱରୀ ଅମାବାସ୍ୟା ଦିନ ଏହି ସୂର୍ଯ୍ୟପରାଗ ପଡୁଛି। ଏହି ସୂର୍ଯ୍ୟପରାଗ ଜାନୁଆରୀ ୫ ଅର୍ଦ୍ଧ ରାତିରୁ ଆରମ୍ଭ ହୋଇ…
Read More...

ସେନାଧ୍ୟକ୍ଷ ବିପିନଙ୍କୁ ଜେନେରାଲ ଡାୟରଙ୍କ ସହ ତୁଳନା କଲେ ପୂର୍ବତନ ଜଷ୍ଟିସ୍‍ କାଟ୍‍ଜୁ

ନୂଆଦିଲ୍ଲୀ : କାଶ୍ମୀରରେ ସେନାର ଗୁଳି ମାଡ଼ରେ ୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସୋମବାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ମାର୍କଣ୍ଡେୟ କାଟ୍‍ଜୁ ବିବାଦୟୀ ଟିପ୍ପଣୀ ଦେଇଛନ୍ତି। ସେନାର ଏହି…
Read More...

ଭାରତୀୟ ବଜାରକୁ ଆସିଲା ‘ଅନର ବ୍ୟାଣ୍ଡ-୪’

ନୂଆଦିଲ୍ଲୀ : ୱାୱେର ସବ-ବ୍ରାଣ୍ଡ ଅନର ଭାରତରେ ‘ଅନର ବ୍ୟାଣ୍ଡ-୪’ ଲଞ୍ଚ କରିଛି। ପୂର୍ବରୁ ‘ଅନର ବ୍ୟାଣ୍ଡ-୪’, ଅନର-୮ସି ସହିତ ଲଞ୍ଚ ହେବାର ଖବର ଥିଲା। ମାତ୍ର ଏମିତି ହେଲାନାହିଁ। ବର୍ତ୍ତମାନର ସୂଚନା ଅନୁସାରେ, ଏହି…
Read More...

ମାଳଦ୍ୱୀପକୁ ୧.୪ ଶହ କୋଟି ଡଲାର ସହାୟତା ଦେବ ଭାରତ, ୪ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ମାଳଦ୍ୱୀପ ପାଇଁ ଭାରତ ସରକାର ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମାଳଦ୍ୱୀପ ପାଇଁ ୧.୪ ଶହ କୋଟି ଡଲାର ଆର୍ଥିକ ସହାୟତା…
Read More...

ତୁଳସୀପୁରରେ ‘ପ୍ରତିଭା ଅନ୍ୱେଷଣ-୨୦୧୮’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାପଥର(ବାଙ୍କୀ) : ତୁଳସୀପୁର ଉଚ୍ଚବିଦ୍ୟାଳୟ ପରିସରରେ ତୁଳସୀପୁର ପ୍ରତିଭା ବିକାଶ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ -୨୦୧୮ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଯୁବକ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ନିର୍ଭୟା ଭଳି ଏକ ଅଭାବନୀୟ କାଣ୍ଡ ଘଟିଛି। ରବିବାର ପରୀକ୍ଷା ଦେଇ ଫେରୁଥିବା ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ପେଟ୍ରୋଲ ଢାଳି ଜାଳି ଦେଇଛି। ଏଥିରେ ଛାତ୍ରୀଙ୍କ ଶରୀରର ୭୦% ଜଳିଯାଇଥିବା ବେଳେ…
Read More...

୫୧ ଦିନ ପରେ ପୁଣି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମସିଂଘେ

କଲମ୍ବୋ : ଶ୍ରୀଲଙ୍କାରେ ୟୁନାଇଟେଡ୍‍ ନ୍ୟାସନାଲ ପାର୍ଟି ଅଧ୍ୟକ୍ଷ ରନିଲ ବିକ୍ରମସିଂଘେ ରବିବାର ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଫଳରେ ୫୧ ଦିନ ଧରି ଚାଲିଥିବା ରାଜନୈତିକ ଗତିରୋଧର ଅନ୍ତ ଘଟିଛି।…
Read More...

ଗୁଗଲରେ ଭିକାରୀ ସର୍ଚ୍ଚ କଲେ ଆସୁଛି ଇମ୍ରାନ ଖାଁଙ୍କ ଫଟୋ, ସୁନ୍ଦର ପିଚାଇଙ୍କୁ ସମନ କଲା ପାକିସ୍ତାନ

ଇସଲାମାବାଦ : ଇଣ୍ଟରଟେନ୍‍ ସର୍ଚ୍ଚ ଇଞ୍ଜିନ୍‍ ଗୁଗଲ୍‍ରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ତେହିରିକ୍‍-ଇ-ଇନ୍‍ସାଫ ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ଫଟୋ ଆସୁଛି। ଏହାକୁ ନେଇ ପାକିସ୍ତାନ କ୍ଷୁବ୍ଧ…
Read More...

ଆସୁଛି ୫-ଜି, ବଦଳିଯିବ ଆପଣଙ୍କ ଦୁନିଆ

ନୂଆଦିଲ୍ଲୀ : ଖୁବଶୀଘ୍ର ଟେଲିକମ୍‍ ଓ ଇଣ୍ଟରନେଟ୍‍ ଦୁନିଆରେ ଏକ ବିପ୍ଳବ ଦେଖିବାକୁ ମିଳିବ। କାରଣ ଆଉ କିଛି ଦିନ ମଧ୍ୟରେ ବଜାରକୁ ଆସିଯିବ ୫-ଜି ଅର୍ଥାତ ମୋବାଇଲ ନେଟୱାର୍କର ପଞ୍ଚମ ପିଢି। ଫଳରେ ଇଣ୍ଟରନେଟ୍‍ ସ୍ପିଡ୍‍…
Read More...

ଚିନି କଳରେ ବିସ୍ଫୋରଣ: ୬ ମୃତ, ୫ ଗୁରୁତର

ବେଙ୍ଗାଲୁରୁ : କର୍ଣ୍ଣାଟକ ବାଗାଲକୋଟ ଜିଲା ମୁଧୋଲସ୍ଥିତ ଏକ ଚିନି କଳରେ ରବିବାର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ଗୁରୁତର ଅଭିଯୋଗ

ନେମାଳ : ନିଶ୍ଚିନ୍ତକୋଇଲି ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ଏଲଟି ଏବଂ ୧୧କେଭି ବିଦ୍ୟୁତ ତାର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଜଣେ ବ୍ୟକ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା…
Read More...

ଦେପୁର ଓ କଲମପୁର ପଞ୍ଚାୟତରେ ପାଳିତ ହେଲା ପୀଠା କାର୍ଯ୍ୟକ୍ରମ

କଲମପୁର : ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ହିତାଧିକାରୀଙ୍କ ନିକଟତର କରିବା ଓ ଯୋଜନା ସମ୍ବନ୍ଧରେ ତୃଣମୂଳସ୍ତର ଲୋକଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ‘ପୀଠା’କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଯୋଜନା…
Read More...

୩ଟି ଗ୍ରାମ ପଞ୍ଚାୟତରୁ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୁଣ୍ଟା : ଖୁଣ୍ଟା ମିନି ଷ୍ଟାଡିୟମରେ ସାନଖୁଣ୍ଟା ଗ୍ରାମ ପଞ୍ଚାୟତ ପକ୍ଷରୁ ସରକାରଙ୍କ ପିଠା କାର୍ଯ୍ୟକ୍ରମ ସହିତ ଟିଟିଆ ଗ୍ରାମ ପଞ୍ଚାୟତ ଓ ଶିଳଘାଟି ଗ୍ରାମ ପଞ୍ଚାୟତକୁ ମିଶାଇ ଗୋପବନ୍ଧୁ ନଗର ବ୍ଲକର ତିନି ଗୋଟି…
Read More...

ନିଆଁରେ ପୋଡି ହୋଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଖୁଣ୍ଟା : ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳା ନିଅାଁରେ ପୋଡି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି। ସେ ଏବେ ଗୁରୁତର ଅବସ୍ଥାରେ ବାରିପଦାରେ ଚିକିତ୍ସିତ…
Read More...

ଆରଡି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ଆରଡି : ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପିଠା କାର୍ଯ୍ୟକ୍ରମ ଶନିବାର ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ସରପଞ୍ଚ ଅରବିନ୍ଦ ପାଢୀ ପରିଚାଳନା…
Read More...

‘ପେଥାଇ’ ବାତ୍ୟା ପାଇଁ ପ୍ରଶାସନ ସଜାଗ, ଚାଷୀ ଆତଙ୍କିତ

ମାଲକାନଗିରି : ଆନ୍ଧ୍ରପ୍ରଦେଶ ଆଡୁ ମାଡି ଆସୁଛି ବାତ୍ୟା ପାଥୋଇା ଉତରପୂର୍ବ ବଙ୍ଗୋପ ସାଗରରେ ଡିପ୍‍ ଡିପ୍ରେସନ୍‍ ଚେନ୍ନଇ ଠାରୁ ଦକ୍ଷିଣ ପୂର୍ବରୁ ୭୩୦ କିମି ଦୂରରେ ଡିପ୍‍ ଡିପ୍ରେସନ ଥିବା ବେଳେ ଆସନ୍ତା ୧୨ ଘଣ୍ଟା…
Read More...

ଉଜୁଡା ଚାଷ ନେଲା ଚାଷୀଙ୍କ ଜୀବନ

କଲମପୁର: କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧିନସ୍ଥ ବଡକୁଟୃ ପଞ୍ଚାୟତ ଅନ୍ତର୍ଗତ ସାନକୁଟୃ ଗ୍ରାମର ଜଣେ ଚାଷୀ ଫାଶିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।  ନିଜ ଉଜୁଡା କ୍ଷେତକୁ ଦେଖି ଦେଖି ମାନସିକ ସନ୍ତୁଳନ ହରାଇ ଯୁବ…
Read More...

ଏ.ପି.ସି.ଏଲ୍‍.ସି.କୁ ଆଦିବାସୀଙ୍କ ବିରୋଧ

ମାଲକାନଗିରି : ମାଲକାନଗିରି ଜିଲା ବିଛିନ୍ନାଞ୍ଚଳରେ ଗତ ଅକ୍ଟୋବର ୧୨ ତାରିଖ ଦିନ ଆନ୍ଧ୍ର ପୁଲିସ ଓ ଓଡିଶା ପୁଲିସର ମିଳିତ କୁମ୍ବିଂ ଅପରେସନ ସମୟରେ ପୁଲିସ ଗୁଳିରେ ମାଓ ନେତ୍ରୀ ମୀନାଙ୍କ ମୃତ୍ୟୁ ଘଟିଥିଲ।। ମୀନାଙ୍କ…
Read More...

ସି.ଆର.ପି.ଏଫ କ୍ୟାମ୍ପ ବନ୍ଦ କରିବା ଦାବି ନେଇ ବ୍ୟାନର ମାରିଲେ ମାଓବାଦୀ

କଲମପୁର : ସି.ଆର.ପି.ଏଫ କ୍ୟାମ୍ପ ଓ କାଣିଗୁମା ଠାରୁ ନାକରୁଣ୍ଡି ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ଦାବି କରିଛନ୍ତି ସି.ପି.ଆଇ ମାଓବାଦୀ। ଏନେଇ ଶନିବାର ଗୁଣପୁର…
Read More...

ବିଗବସ୍‍-୧୨ରେ ନଜର ଆସିବେ ଶାହରୁଖ ଖାନ୍‍

ମୁମ୍ବଇ : ଟିଭି ରିଆଲିଟି ସୋ ବିଗବସ୍‍-୧୨ରେ ନଜର ଆସିବେ ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍‍ । ଏହି ରିଆଲିଟି ସୋରେ ବଲିଉଡର ଭାଇଜାନ ସଲମାନ ଖାନ ଏବଂ କିଙ୍ଗ ଖାନ ଏକାଠି ନଜର ଆସିବେ। ଉଭୟ କଳାକାର ଚଳଚ୍ଚିତ୍ର ଜିରୋର ଏକ…
Read More...

ଜୟପାଟଣା ଠାରେ ଆନ୍ଦୋଳନକୁ ଓହ୍ଳାଇଲେ ଓକିଲ ସଂଘ 

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଜୟପାଟଣା ଠାରେ ଦେୱାନୀ ବିଚାରପତି(ବରିଷ୍ଠ ବିଭାଗ) ଏବଂ ସହକାରୀ ଦୌରା ଜର୍ଜଙ୍କ କାର୍ଯ୍ୟାଳୟ ସ୍ଥାପନ ଦାବୀ ନେଇ ଜୟପାଟଣା ଓକିଲ ସଂଘ ତରଫରୁ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର…
Read More...

ପୁରୁଷ ହକି ବିଶ୍ୱକପ୍‌ : ଇଂଲଣ୍ଡକୁ ୦-୬ ଗୋଲରେ ହରାଇଲା ବେଲଜିୟମ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଶନିବାର ଇଂଲଣ୍ଡକୁ ୦-୬ ଗୋଲରେ  ପରାସ୍ତ କରି ବେଲଜିୟମ ଫାଇନାଲରେ ପହଞ୍ଚିଛି। ଶନିବାରର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ସନ୍ଧ୍ୟା ୬ଟା ୩୦ରେ…
Read More...

ସଂସଦରେ ହେବ ରାଫେଲ ନିଷ୍ପତ୍ତି : ଜେପିସି ତଦନ୍ତ ଦାବି କରିବ କଂଗ୍ରେସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାଫେଲ ରାୟକୁ ନେଇ ବିଜେପି କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ଦଳ ପଛଘୁଞ୍ଚା ନ ଦେଇ ଏହାର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଛି। ରାଫେଲ…
Read More...

ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ତ୍ରୁଟିପୂର୍ଣ୍ଣ: ପ୍ରଶାନ୍ତଭୂଷଣ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ମାମଲା ଅନ୍ୟତମ ଆବେଦନକାରୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ…
Read More...

ସଂସଦ ରାଫେଲ ଝଡ଼, ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ବିଜେପି ସାଂସଦମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବି କରି ସଂସଦରେ ପ୍ରବଳ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ…
Read More...