କଲକାତା : ପଶ୍ଚିମବଙ୍ଗର ବରିଷ୍ଠ ସାମ୍ବାଦିକ ତଥା କଲକାତାରୁ ପ୍ରକାଶିତ ଏକ ବେଙ୍ଗଲି ଖବରକାଗଜ ‘ଏଇ ସମୟ’ର ସମ୍ପାଦକ ସୁମନ ଚଟ୍ଟୋପାଧ୍ୟାୟଙ୍କୁ ସିବିଆଇ ଚିଟ୍ ଫଣ୍ଡ ମାମଲାରେ ସମ୍ପଅକ୍ତି ଅଭିଯୋଗକ୍ରମେ ଗିରଫ କରିଛି। ସୁମନ ଚିଟ୍ ଫଣ୍ଡ କମ୍ପାନୀଙ୍କଠାରୁ ଅର୍ଥ ନେଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର କଲକାତାସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ତାଙ୍କୁ ପଚରାଉଚୁରା ପାଇଁ ଡକାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Popular Categories



