ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ସରକାର ଭାଙ୍ଗିଦେବି: ସୁବ୍ରମଣ୍ୟମ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବାଧକ ସାଜିଲେ କେନ୍ଦ୍ରର ମୋଦୀ ସରକାର ଓ ଉତ୍ତରପ୍ରଦେଶର ଯୋଗୀ ସରକାରକୁ ଭାଙ୍ଗି ଦେବେ ବୋଲି ବିଜେପିର ଅଗ୍ନିବର୍ଷି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଖୋଲାଖୋଲି…
Read More...

ବାଙ୍କୀ ବିଜେପିର ଜନ ପରାମର୍ଶ ପଦଯାତ୍ରା

କଳାପଥର(ବାଙ୍କୀ) : ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୀ ବ୍ଲକ୍‍ର ବ୍ରହ୍ମପୁରା ଓ କିଆପଲ୍ଲା ଗ୍ରାମ ପଞ୍ଚାୟତରେ ବାଙ୍କୀ ବିଜେପି ପକ୍ଷରୁ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ତଥା ରାଜ୍ୟ କାର୍ଯ୍ୟକାରିଣୀ…
Read More...

ଲକ୍ଷେ କୃଷକଙ୍କ ୧୭୭୧ କୋଟି ଟଙ୍କା ଋଣ ଛାଡ଼ କଲେ ପଞ୍ଜାବ ସରକାର

ପଟିୟାଲା : ପଞ୍ଜାବର କଂଗ୍ରେସ ସରକାର ୧ ଲକ୍ଷ କୃଷକଙ୍କ ୧୭୭୧ କୋଟି ଟଙ୍କା ଋଣ ଛାଡ଼ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘୋଷଣା କରିବା ସହ କହିଛନ୍ତି ଯେ ଶନିବାର ସୁଦ୍ଧା ଋଣ…
Read More...

ରିଲିଜ ହେଲା ‘ଅଭେଞ୍ଜର-୪’ର ଟ୍ରେଲର

ନୂଆଦିଲ୍ଲୀ : 'ରୋବର୍ଟ ଡାଉନୀ' ଅଭିନୀତ ହଲିଉଡର ସୁପରହିରୋ ଚଳଚ୍ଚିତ୍ର ‘ଆଭେଞ୍ଜର-୪’ର ଟ୍ରେଲର ରିଲିଜ ହୋଇଛି। ଆଭେଞ୍ଜରର ପ୍ରତିଭାଗ ଭଳି ଏହି ଭାଗରେ ମଧ୍ୟ କିଛି ନୂଆ ଦେଖିବାକୁ ମିଳିବ ବୋଲି ଦର୍ଶକମାନେ ଆଶା ବ୍ୟକ୍ତ…
Read More...

ମୁକ୍ତିଲାଭ କଲା ‘ଶୋନଚିଡିଆ’ର ଟିଜର

ନୂଆଦିଲ୍ଲୀ : ଶୁକ୍ରବାର ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ଶୋନଚିଡିଆ’ର ଟିଜର। ଏହି ଚଳଚ୍ଚିତ୍ରର ଟିଜରରେ ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଦନେକର, ରଣବୀର ଶୌରୀଙ୍କ ଭଳି କଳାକାର ନଜର ଆସିଛନ୍ତି।…
Read More...

କଳା ମୁଗୁନି ପଥର ବୋଝେଇ ଟ୍ରାକ୍ଟର ଜବତ

ଖୁଣ୍ଟା : ଡୁକୁରା ବନ କର୍ମଚାରୀଙ୍କ ଦ୍ୱାରା ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଜବତ କରାଯାଇଛି। ଶିମିଳିପାଳ ସନ୍ନିକଟ ଭାଲୁପାଣି ପଥର ଖାଦାନରୁ ପଥର ଚାଲାଣ କରୁଥିବା ଉକ୍ତ ଟ୍ରାକ୍ଟର…
Read More...

କହ୍ନେଇଁବନ୍ଧରେ ବିଜେପିର ଜନ ପରାମର୍ଶ ପଦଯାତ୍ରା

ଖୁଣ୍ଟା : କହ୍ନେଇଁ ବନ୍ଧରେ ବିଜେପିର ଜନପରାମର୍ଶ  ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ବିଜେପି ଦ୍ୱାରା କେନ୍ଦ୍ରର ଜନକଲ୍ୟାଣକାରୀ ଯୋଜନା ଗୁଡିକ ବାବଦରେ ଲୋକଙ୍କୁ ଅବଗତ କରାଇଥିବା…
Read More...

ତେଲେଙ୍ଗାନା ବିଧାନସଭା ବିର୍ବାଚନ : ଭୋଟ ନଦେଇ ଫେରିଲେ ଜ୍ୱାଲା ଗୁପ୍ତା

ନୂଆଦିଲ୍ଲୀ : ଶୁକ୍ରବାର ରାଜସ୍ତାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛିି। ସାଧାରଣ ଲେକଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ମତଦାନ କରିଛନ୍ତି। ମାତ୍ର ଦେଶର ବଡ…
Read More...

ନୋକିଆ-୭.୧ର ବିକ୍ରି ଆରମ୍ଭ : ୧୮ୱାଟର ଚାର୍ଜର ସମ୍ପୂର୍ଣ୍ଣ ମାଗଣା

ନୂଆଦିଲ୍ଲୀ : ନୋକିଆର ସ୍ମାର୍ଟଫୋନ ବଣ୍ଡିଙ୍ଗ କରିବାକୁ ଥିବା କମ୍ପାନୀ ଏଚ୍‍ଏମ୍‍ଡି ଗ୍ଲୋବାଲ ନଭେମ୍ବର ୩୦ରେ ଭାରତରେ ନିଜର ନୂଆ ସ୍ମାର୍ଟଫୋନ ନୋକିଆ ୭.୧ଲଞ୍ଚ୍‍ କରିଥିଲା। ଏବେ ଏହି ଫୋନର ବିକ୍ରି ଭାରତରେ ଆରମ୍ଭ…
Read More...

ମୋଦୀ ସରକାର ମୁସଲମାନ ବିରୋଧୀ: ଇମ୍ରାନ ଖାଁ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ନିକଟରେ ୱାଶିଂଟନ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମୋଦୀ ସରକାର ମୁସଲିମ୍‍ ଓ ପାକିସ୍ତାନ…
Read More...

ମୋଦୀ ତୁଗଲକ୍‍ ଓ ଯୋଗୀ ଔରଙ୍ଗଜେବ: ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହମ୍ମଦବିନ ତୁଗଲକ୍‍ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔରଙ୍ଗଜେବ ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ଏ ଦେଶରେ ତାଲିବାନୀ ବ୍ୟବସ୍ଥା ଚାଲିବ କି ଗଣତନ୍ତ୍ର…
Read More...

ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ବିଜେପି ନେତା ଗିରଫ

ଭୋପାଳ : ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମଧ୍ୟପ୍ରଦେଶ ବିଦିଶା ଜିଲାର ବରିଷ୍ଠ ବିଜେପି ନେତା ତଥା ଖ୍ୟାତ ଶଲ୍ୟ ବିଭାଗ ଡାକ୍ତର ପିୟୁଷ ସକ୍ସେନାଙ୍କୁ ପୁଲିସ୍‍ ଶୁକ୍ରବାର ଗିରଫ କରିଛି। ସେ ଜଣେ…
Read More...

ଖୁବ୍‍ଶୀଘ୍ର ବଜାରକୁ ଆସିବ ଜିଓମୀର ୪୮ମେଗାପିକ୍ସେଲ୍‍ କ୍ୟାମେରା ଥିବା ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ଖୁବଶୀଘ୍ର ବଜାରକୁ ଆଣିବ ୪୮ମେଗାପିକ୍ସେଲର କ୍ୟାମେରା ଥିବା ଏକ ନୂଆ ସ୍ମାର୍ଟଫୋନ। ଜିଓମୀର ପ୍ରେସିଡେଣ୍ଟ ଲିନ୍‍ ବିନ୍‍ ଚୀନର ସାମାଜିକ ଗଣମାଧ୍ୟମ ଆପ ୱେବରେ ଏକ ଫଟୋ…
Read More...

ଡ.କୃଷ୍ଣମୂର୍ତ୍ତି ହେଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ : ଡ. କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ଶୁକ୍ରବାର ଭାରତ ସରକାରଙ୍କ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ପଦରେ ନିଯୁକ୍ତି ମିଳିଛି। ସେ ଏହି ପଦରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ବର୍ତ୍ତମାନ ଡ.…
Read More...

ଡଲାର ଚିନ୍ତା ଶେଷ, ଟଙ୍କା ବିନିମୟରେ ଇରାନରୁ ତେଲ କିଣିବ ଭାରତ

ନୂଆଦିଲ୍ଲୀ : ଇରାନରୁ ତେଲ କିଣିବା ପାଇଁ ଭାରତକୁ ଆଉ ଡଲାର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଫଳରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ଦୁର୍ବଳ ହେବାର ଚାପ ଆଉ ଭାରତୀୟ ତୈଳ ବଜାର ଉପରେ ପଡିବ ନାହିଁ।…
Read More...

ଗୁଗୁଲ ଲଞ୍ଚ କଲା ୫୦୦ଟଙ୍କାର ଶସ୍ତା ୪-ଜି ଫୋନ

ନୂଆଦିଲ୍ଲୀ : ଗୁଗୁଲ କମ୍ପାନୀ ବଜାରରେ ଏକ ଶସ୍ତା ୪-ଜି ଫିଚର ଫୋନ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୫୦୦ଟଙ୍କା। ଗୁଗୁଲର ଏହି ୪-ଜି ଫିଚର ଫୋନର ନାମ ‘ୱିଜଫୋନ ଡବ୍ଲୁପି୦୦୬’। ଏହାର ଟକ୍କର ଜିଓ ଫୋନ ଏବଂ ଜିଓ ଫୋନ-୨…
Read More...

ଯାତ୍ରୀବାହୀ ବସ୍‍-କାର୍‍ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ବାଇପାସ୍‍ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ଏକ ଘରୋଇ ଯାତ୍ରୀବାହୀ ବସ୍‍ ସହ ଅନ୍ୟ ଏକ କାର୍‍ର ଧକ୍କା ଲାଗିଥିବା ବେଳେ ଏଥିରେ ୫୦ରୁ ଉର୍ଦ୍ଧ ଯାତ୍ରୀ…
Read More...

ସଡକ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଗୁଡିଆପୋଖରୀ ନିକଟରେ ଗୁରୁବାର ସଂନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ…
Read More...

ରାଧାନାଥଙ୍କ ଜୟନ୍ତୀ ପାଳିତ

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଜୟନ୍ତୀ ପାଳିତ ହୋଇଯାଇଛିା ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯୋଗ ଦେଇ…
Read More...

ଲାଲବାହିନୀ ପକ୍ଷରୁ ମାଓ ମେଳି

ମାଲକାନଗିରି : ଗତ ଡିସେମ୍ବର ୨ତାରିଖ ଠାରୁ ପି.ଏଲ୍‍.ଜି.ଏ. ମାଓ ସଂଗଠନର ସହୀଦ ସପ୍ତାହ ପାଳନ ହେଉଥିବା ବେଳେ ଏଥିନେଇ ଲାଲବାହିନୀ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିବା ଦେଖିବାକୁ ମିଳିଛି। ଏହାସହ ଲାଲ…
Read More...

୫ ନାବାଳକ ଉଦ୍ଧାର 

ଅନୁଗୋଳ : ଅନୁଗୋଳ ଜିଲାର ଚନ୍ଦ୍ରବାହାଳ ପାହାଡ ତଳେ ଥିବା ଏକ ମଠରୁ ୫ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଏହି ୫ ଜଣ ନାବାଳକଙ୍କୁ  ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଅାଦୃତ ଶିଶୁ ସଦନରେ ରଖାଯାଇଛି…
Read More...

ସୁଟିଂ ସେଟକୁ ଫେରିଲେ ପପୁ ପମ୍ ପମ୍

ଭୁବନେଶ୍ବର: ସୁଟିଂ ସେଟକୁ ଫେରିଲେ ଓଡ଼ିଶାର କମେଡି କିଙ୍ଗ ଭାବେ ସୁପରିଚିତ ପପୁ ପମ୍ ପମ୍ । ଗତ କିଛି ମାସ ହେବ ଶାରୀରିକ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡର ଏହି ହାସ୍ୟ ଅଭିନେତା ଶେଷରେ ସୁସ୍ଥ ହୋଇ ଓଲିଉଡକୁ…
Read More...

ପାକ୍‍ ଗୁଳିରେ ଯବାନ ସହିଦ୍‍

ଶ୍ରୀନଗର : ପାକିସ୍ତାନ ସେନାର ଗୁଳି ମାଡ଼ରେ ଗୁରୁବାର କୁପୱାଡା ମାଛିଲ ସେକ୍ଟରେରେ ମୁତୟନ ଭାରତୀୟ ସେନାର ଜଣେ ଯବାନ ସହିଦ୍‍ ହୋଇଛନ୍ତି। ଗୁରୁବାରକୁ ମିଶାଇ ଜାମ୍ମୁ କାଶ୍ମୀର ସୀମାରେ କ୍ରମାଗତ ଦ୍ୱିତୀୟ ଦିନ…
Read More...

୫୬ତମ ହୋମଗାଡ୍‍ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମା ସ୍ଥିତ ପୁଲିସ ପଡିଆ ଠାରେ ୫୬ତମ ହୋମଗାଡ୍‍ ଦିବସ ପାଳିତ ହୋଇଯାଇଛିା ଏସ୍‍.ପି. ଜଗମୋହନ ମୀନା ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ହୋମଗାଡ ମାନେ କିଭଳି ନିଜ ଜୀବନକୁ…
Read More...

‘ପଶ୍ଚିମବଙ୍ଗ ରଥାଯାତ୍ରା’ ପାଇଁ ବିଜେପିକୁ ଅନୁମତି ଦେଲେନି କୋର୍ଟ

କଲକାତା : କଲକାତା ହାଇକୋର୍ଟ ପଶ୍ଚିମବଙ୍ଗର କୁଚ୍‍ ବିହାରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜେପିର ରଥଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି। ଆସନ୍ତା ଶୁଣାଣି ଜାନୁଆରୀ ୯ ପର୍ଯ୍ୟନ୍ତ…
Read More...

ଅର୍ଥନୈତିକ ଅଭିବୃଦ୍ଧି ହାର: ବିଶ୍ୱର ଶୀର୍ଷ ୧୦ ମଧ୍ୟରେ ରହିବେ ଭାରତର ସମସ୍ତ ସହର, ସୁରାଟ ୧ ନମ୍ବର

ନୂଆଦିଲ୍ଲୀ : ଭାରତର ଅନେକ ସହରର ଅର୍ଥନୈତିକ ଅଭିବୃଦ୍ଧି ହାର ଅଦ୍ଭୂତପୂର୍ବ ରହିଛି। ଏହାର ସକରାତ୍ମାକ ପରିଣାମ ୨୦୧୯ ପରଠାରୁ ଦେଖିବାକୁ ମିଳିବ। ୨୦୧୯ରୁ ୨୦୩୫ ମଧ୍ୟରେ ଭାରତର ଅନେକ ସହରର ଅର୍ଥନୈତିକ ଅଭିବୃଦ୍ଧି ହାର…
Read More...

ଏଣିକି ସବୁଠି ସମାନ ହେବ ପାଠ୍ୟକ୍ରମ

ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ସମାନ ରହିବ। ଏହା ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା…
Read More...

ବିଜେପିରୁ ଇସ୍ତଫା ଦେଲେ ଦଳିତ ସାଂସଦ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାହାରିଚ୍‍ ସାଂସଦ ତଥା ବିଜେପିର ଦଳିତ ନେତ୍ରୀ ସାବିତ୍ରୀ ବାଇ ଫୁଲେ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ବିଜେପି ବିରୋଧରେ ବିଷୋଦ୍‍ଗାର କରିଛନ୍ତି। ବିଜେପି ସମାଜକୁ ବାଣ୍ଟିବାକୁ…
Read More...

ମିଶେଲଙ୍କ ଓକିଲ ଆଲଜୋ କେ ଜୋସେଫଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ : ଭାରତୀୟ ଯୁବ କଂଗ୍ରେସ ବୁଧବାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‍ ମିଶେଲଙ୍କ ପାଇଁ ମାମଲା ଲଢୁଥିବା ଆଲଜୋ କେ ଜୋସେଫଙ୍କୁ ଦଳରୁ ବହିଷ୍କାର କରିଛି। ଜୋସେଫ ଯୁବ…
Read More...

ଭାରତୀୟ ବଜାରକୁ ଖୁବଶୀଘ୍ର ଆସିବ ୱାନ-ପ୍ଲସ ଟିଭି

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ୱାନ-ପ୍ଲସ ଖୁବଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରାଇବ ତାର ୱାନ-ପ୍ଲସ ଟିଭି। ୱାନ-ପ୍ଲସର ଏହି ସ୍ମାର୍ଟ ଟିଭି ୨୦୧୯ମସିହା ମଇ ମାସରେ ବଜାର ପ୍ରବେଶ କରିବ। ମାତ୍ର ଏହାର କୌଣସି…
Read More...

ଭାରତୀୟ ବଜାରକୁ ଆସିଲା ‘ମେଇଜୁ ସି-୯’

ନୂଆଦିଲ୍ଲୀ : ଆପଣ କୌଣସି ଏକ ସସ୍ଥା ସ୍ମାର୍ଟଫୋନର ଅପେକ୍ଷାରେ ଅଛନ୍ତି କି? ତେବେ ଆପଣଙ୍କ ପାଇଁ ଆମେ ଗୋଟିଏ ଖୁସି ଖବର ଆଣିଛୁ। ଏବେ ଭାରତୀୟ ବଜାରକୁ ପ୍ରବେଶ କରିଛି ଏଭଳି ଏକ ସ୍ମାର୍ଟଫୋନ ଯାହାକୁ ଆପଣ କମ୍‍ ମୂଲ୍ୟରେ…
Read More...

ଖାଦ୍ୟ ଓ ଯୋଗାଣ କମିଶନରଙ୍କ ଜୟପାଟଣା ଅଞ୍ଚଳ ଗସ୍ତ

ମୁଖିଗୁଡ଼ା : ବୁଧବାର କଳାହାଣ୍ଡି ଜିଲା ପ୍ରଶାସନିକ ପ୍ରଭାରୀ ତଥା ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର ବୀର ବିକ୍ରମ ଯାଦବ ଜୟପାଟଣା ବ୍ଳକ୍‍ର ବିିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସାଙ୍ଗକୁ ଖାଉଟି ଓ…
Read More...

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବଡ଼ସାହି : ମଙ୍ଗଳବାର ମୟୁରଭଞ୍ଜ ଜିଲା  ସ୍ଥାନୀୟ ଏମଇସ୍କୁଲ ପଡ଼ିଆରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲା ପ୍ରଶାସନ ଓ ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ…
Read More...

ମାଟ୍ରିକ ପୂର୍ବରୁ ମିଳୁଥିବା ଭତ୍ତାରୁ ବଞ୍ଚିତ ୧୪ଛାତ୍ରଛାତ୍ରୀ

କୋଟଗଡ : କନ୍ଧମାଳ ଜିଲା କୋଟଗଡ ସରକାରୀ ଜନଜାତୀ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପୂର୍ବରୁ ମିଳୁଥିବା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖବରଅନୁସାରେ ୨୦୧୭- ୧୮ ମାଟ୍ରିକ…
Read More...

ସଡକ ଦୁର୍ଘଟଣାରେ ୨ଗୁରୁତର

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବଜାର ନିକଟ ୧୯ନଂ ରାଜପଥର ସାଇ ୱାସ ପଏଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ବାଇକରୁ ପଡି ଦୁଇ ଜଣ ଗୁରୁତର ହୋଇଛନ୍ତି। ଆହତ ଦୁଇଜଣ ଶରତ ଥାନା ଅଞ୍ଚଳର…
Read More...

ସଲମାନ ସବୁଠାରୁ ଧନୀ ସେଲିବ୍ରିଟି

ନୂଆଦିଲ୍ଲୀ : ଫୋର୍ବସ ଭାରତୀୟ ସେଲିବ୍ରିଟି-୨୦୧୮ର ୧୦୦ଜଣ ସବୁଠାରୁ ଧନୀ ସେଲିବ୍ରିଟି ମାନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ ଏକ ନମ୍ବରରେ ରହିଛନ୍ତି। ସଲମାନ ଖାନ ଭାରତୀୟ…
Read More...

ଆଇଆଇସି ବେଙ୍ଗାଲୁରୁ ଲ୍ୟାବରେ ବିସ୍ଫୋରଣ: ଗବେଷକ ମୃତ, ୩ ଆହତ

ବେଙ୍ଗାଲୁରୁ : ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇସି) ପରୀକ୍ଷାଗାର (ଲ୍ୟାବ)ରେ ବୁଧବାର ଏକ ବିସ୍ଫୋରଣ ଘଟି ଜଣେ ଗବେଷକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।…
Read More...

ଆମ୍ରପାଲି ଗ୍ରୁପର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଫ୍ଲାଟ୍‍ କ୍ରେତାଙ୍କ ୩୦୦୦ କୋଟି ଟଙ୍କା ଅନ୍ୟ ବ୍ୟବସାୟରେ ବିନିଯୋଗ କରିବା ମାମଲାରେ ଆମ୍ରପାଲି ଗ୍ରୁପ୍‍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ବୁଧବାର ଆମ୍ରପାଲି ଗ୍ରୁପର ପଞ୍ଚ ତରକା ହୋଟେଲ,…
Read More...

ହିନ୍ଦୀରେ ଚିତ୍ରା ଏବଂ ଉର୍ଦ୍ଦୁରେ ରହମାନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୦୧୮ ବର୍ଷ ପାଇଁ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ଘୋଷଣା କରିଛି। ଏହି କ୍ରମରେ ହିନ୍ଦୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିତ୍ରା ମୁଦ୍‍ଗଲ, ସଂସ୍କୃତରେ…
Read More...

ଆରବିଆଇ ସୁଧହାର ଅପରିବର୍ତ୍ତିତ

ମୁମ୍ବଇ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ବୁଧବାର ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧ ହାର ଅପରିବର୍ତ୍ତିିତ ରଖିଥିବା ଘୋଷଣା କରିଛି। ଏହି କ୍ରମରେ ସୁଧ ହାର ବା ରେପୋ ରେଟ୍‍ (ଆରବିଆଇଠାରୁ ବ୍ୟାଙ୍କଗୁଡ଼ିକ…
Read More...

ମାତ୍ର ୬ଦିନରେ ୨.୦ଭାଙ୍ଗିଲା ବାହୁବଲିର ରେକର୍ଡ

ନୂଆଦିଲ୍ଲୀ : ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ୨.୦ରିଲିଜ ହେବା ପରଠାରୁୂ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଆସିଛି। ଚଳଚ୍ଚିତ୍ରଟି ରିଲିଜ ହେବା ମାତ୍ରେ ଦର୍ଶକ ମାନେ ଏହାକୁ ବେଶ୍‍ ପସନ୍ଦ…
Read More...

କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମୋହନା : ଗଜପତି ଜିଲା ମୋହନା ବ୍ଲକ୍ ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଦୁରିଙ୍ଗିଗୁଡା ଓ କପିଲପାଜୁ ଅଞ୍ଚଳରୁ ଅଡବା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା…
Read More...

ଆଇପିଏଲ୍ ୨୦୧୯ରେ ବଡ ପରିବର୍ତ୍ତନ : ନୂଆ ନାମରେ ନଜର ଆସିବ ଦିଲ୍ଲୀ ଡେୟାରଡେଭିଲସ୍‍

ନୂଆଦିଲ୍ଳୀ : ୨୦୧୯ଆଇପିଏଲ ପାଇଁ ଦିଲ୍ଲୀ ଡେୟାରଡେଭିଲସ୍‍ର ନାମକୁ ପାରିବର୍ତ୍ତନ କରାଯାଇଛି। ଏହାର ନାମକୁ ପରିବର୍ତ୍ତନ କରି ଦିଲ୍ଲୀ କ୍ୟାପିଟାଲସ୍‍ ରଖାଯାଇଛି। ମଙ୍ଗଳବାର ଦିଲ୍ଲୀରେ ଆୟାଜିତ ହୋଇଥିବା ଏକ…
Read More...

ବନ କର୍ମଚାରୀଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅଧିନରେ ଥିବା ଟାଙ୍ଗରପାଲି ଗ୍ରାମରେ ଦୁର୍ବୃତ୍ତ ମାନେ ଜଣେ ମହିଳା ବନରଖିଙ୍କ ଗାଡି ପୋଡିଥିବା ଜଣାପଡିଛି। ମହିଳା ବନରଖିଙ୍କ ନାମ ସାରଥି କାଲୋ। ସୁଚନା ଅନୁସାରେ…
Read More...

ଡିସେମ୍ବର ୧୦ରେ ବଜାରକୁ ଆସିବ ‘ସାମସଙ୍ଗ ଗାଲାକ୍ସି ଏ-୮ଏସ’

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ଡିସେମ୍ବର ୧୦ତାରିଖରେ ବଜାରକୁ ଆଣିବ ତାର ଏକ ନୂଆ ସ୍ମାର୍ଟଫୋନ। ଯାହାର ନାମ ‘ସାମସଙ୍ଗ ଗାଲାକ୍ସି ଏ-୮ଏସ୍‍’। ଏହି ଫୋନର ଖାସ କଥା ହେଉଛି ଏହାର ଡିସପ୍ଲେର ଏକ କଣା ଥିବ ଯେଉଁଥିରେ…
Read More...

ମାତ୍ର ୧୫,୯୯୯ଟଙ୍କା ମୂଲ୍ୟରେ ‘ପୋକୋ ଏଫ-୧’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଜିଓମୀ ନିଜର ପୋକୋ ଏଫ-୧ ଫୋନକୁ ଭାରତୀୟ ବଜାରକୁ ପ୍ରବେଶ କରିଛି। ପୋକୋ ଏଫ୍‍-୧ ବିଶ୍ୱର ସବୁଠାରୁ ସସ୍ତା କ୍ୱାଲାକମ ସ୍ନାପଡ୍ରାଗନ ୮୪୫ପ୍ରୋସେସର ଥିବା ସ୍ମାର୍ଟଫୋନ। ଏହି ଫୋନ ପ୍ରଥମେ ୨୦,୯୯୯ଟଙ୍କା…
Read More...

ଇମ୍ରାନଙ୍କ ସହଯୋଗ ଲୋଡିଲେ ଟ୍ରମ୍ପ

ଇସଲାମାବାଦ : ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ସହ ଶାନ୍ତି କଥାବାର୍ତ୍ତା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ସହଯୋଗ ଲୋଡିଛନ୍ତି। ପାକିସ୍ତାନର ସହଯୋଗ ପାଇବା ପାଇଁ ଟ୍ରମ୍ପ ଏହାର…
Read More...

ପଶ୍ଚିମବଙ୍ଗ କୋଇଲା ବ୍ଲକ ଦୁର୍ନୀତି: ଡିସେମ୍ବର ୫ରେ ପୂର୍ବତନ କୋଇଲା ସଚିବଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ କୋଇଲା ବ୍ଲକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କୋଇଲା ସଚିବ ଏଚ୍‍. ସି. ଗୁପ୍ତା ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ଡିସେମ୍ବର ୫ରେ ଦଣ୍ଡାଦେଶ ଶୁଣାଣି ହେବ। ଦିଲ୍ଲୀର ଏକ କୋର୍ଟ…
Read More...

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ : ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଦିନିଆ କୋଣାର୍କ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ଏହି ତୃତୀୟ ସନ୍ଧ୍ୟାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦଘାଟନ କରିଥିଲେ। ଏହି ସନ୍ଧ୍ୟାରେ ଅନ୍ୟ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ ଆରଡ଼ି ଅଫିସ ଛକଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଲୁହା ଗାଁର ପର୍ଶୁରାମ ମାଝି। ସେ ତାଙ୍କ ଭାଇ ଘାସିରାମ…
Read More...

ନବମ ଶ୍ରେଣୀ ଛାତ୍ର ପ୍ରସ୍ତୁତ କଲେ ସ୍ମାର୍ଟ ତଲାରୀ

ସୋରଡା: ଗଞ୍ଜାମ ଜିଲା ସୋରଡା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୂପେ ପରିଚିତ ମେରିକୋଟ ପଞ୍ଚାୟତ ଉଛ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଏକ ସ୍ମାର୍ଟ ତଲାରୀ ପ୍ରସ୍ତୁତ କରିଥିବା ଜଣାପଡିଛି। ଛାତ୍ରଟିର ନାମ ବାବୁଲା…
Read More...

ଆଇସିଡିଏସ୍ ସୁପରଭାଇଜର ଭିଜିଲାନ୍ସ ଦ୍ବାରା ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଆଇସିଡିଏସ୍ ସୁପରଭାଇଜର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ତାଙ୍କ ନାମ ବାସନ୍ତୀ ନାଏକ। ଖବରଅନୁସାରେ ଭବାନୀପାଟଣା ବ୍ଲକ ପରିଆଗ୍ରାମର…
Read More...

ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ବଡ଼ସାହି : ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଡ଼ସାହି ଉପ୍ରା ବିଦ୍ୟାଳୟରେ ସୋମବାର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ପୁରୁଣାପାଣି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର…
Read More...

୨୦୦୨ ଦଙ୍ଗା ମାମଲା: ମୋଦୀଙ୍କୁ କ୍ଲିନଚିଟ୍‍ ବିରୋଧୀ ମାମଲାର ଶୁଣାଣି ଜାନୁଆରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି)ର କ୍ଲିନଚିଟ୍‍ ବିରୋଧରେ ହୋଇଥିବା ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ସ୍ଥଗିତ ରଖିଛନ୍ତି।…
Read More...

ସାମାଜିକ କର୍ମୀ ଗିରଫ ମାମଲା: ୮ ସୁଦ୍ଧା ଅଭିଯୋଗଫର୍ଦ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ : ଭୀମ କୋରେଗାଓଁ ହିଂସାରେ ସମ୍ପୃକ୍ତି ନେଇ ସାମାଜିକକର୍ମୀଙ୍କୁ ଗିରଫ ସମ୍ବନ୍ଧୀୟ ମାମଲାରେ ଡିସେମ୍ବର ୮ ସୁଦ୍ଧା ଅଭିଯୋଗଫର୍ଦ ଦାଖଲ କରିବାକୁ ମହାରାଷ୍ଟ୍ର ପୁଲିସକୁ ସୁପ୍ରିମକୋର୍ଟ ସୋମବାର ନିର୍ଦେଶ…
Read More...

ସାମସଙ୍ଗ ଗାଲାକ୍ସି ଜେ-୬ପ୍ଲସ ଏବଂ ଜେ-୮ରେ ମଳିବ ରିଆତି

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ନିଜର ଦୁଇଟି ସ୍ମାର୍ଟଫୋନରେ ରିଆତି ଘୋଷଣା କରିଛି। ଏହି ଦୁଇଟି ଫୋନର ନାମ ‘ସାମସଙ୍ଗ ଗାଲାକ୍ସି ଜେ-୬ପ୍ଲସ’ ଏବଂ ‘ଗାଲାକ୍ସି ଜେ-୮’। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାମସଙ୍ଗ…
Read More...

ଗୁଜରାଟ ମିଥ୍ୟା ଏନ୍‍କାଉଣ୍ଟର ମାମଲା: ୧୨ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦେଶ

ନୂଆଦିଲ୍ଲୀ : ଗୁଜରାଟ ମିଥ୍ୟା ଏନ୍‍କାଉଣ୍ଟର ମାମଲାର ତଦନ୍ତ ରିପୋର୍ଟ ଉପରେ ଡିସେମ୍ବର ୧୨ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ  ନିର୍ଦେଶ ଦେଇଛନ୍ତି। ଗୁଜରାଟ…
Read More...

କ୍ରମାଗତ ଦ୍ୱାଦଶ ଦିନ କମିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସର ପ୍ରଭାବ ଭାରତୀୟ ତେଲ ବଜାରରେ ପଡିଛି। ଫଳରେ ସୋମବାରକୁ ମିଶାଇ କ୍ରମାଗତ ଦ୍ୱାଦଶ ଦିନ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି। ସୋମବାର ସଂଶୋଧନ ସହ…
Read More...

ବିଜୁସେତୁର ଶିଳାନ୍ୟାସ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ଚରିରକବା ନିକଟରେ ସ୍ୱାସ୍ଥ ମନ୍ତ୍ରୀ ପ୍ରତାପ ଜେନା ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି। ସଭାରେ ଅଶୋକ ଓଝା ସଭାପତିତ୍ୱ କରିଥିଲେ । ଏଥିରେ ବ୍ଲକ ଅଧକ୍ଷା ସବିତା ଓଝା,…
Read More...

ଆଶଙ୍କାରେ କରତାରପୁର କରିଡ଼ର ନିର୍ମାଣ, ପାକିସ୍ତାନରେ ଇମ୍ରାନଙ୍କୁ ବିରୋଧ

ନୂଆଦିଲ୍ଲୀ/ଇସଲାମାବାଦ : ପଞ୍ଜାବ ଗୁରଦାସପୁର ଜିଲାର ସୀମାଞ୍ଚଳ ସହ ପାକିସ୍ତାନ ସ୍ଥିତ କରତାରପୁର ସାହିବ ଗୁରୁଦ୍ୱାରାକୁ ସଂଯୋଗ କରିବା ପାଇଁ ପ୍ରସ୍ତାବିତ କରତାରପୁର କରିଡ଼ର ନିର୍ମାଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି।…
Read More...

ଅବୈଧ କଂସାଇଖାନା ବିରୋଧରେ ପ୍ରଦର୍ଶନ ବେଳେ ହିଂସାକାଣ୍ଡ, ପୁଲିସ୍‍ ଏସ୍‍ଆଇଙ୍କ ସମେତ ୨ ମୃତ

ବୁଲନ୍ଦସହର : ଗୋହତ୍ୟାକୁ ନେଇ ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲାରେ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଜଣେ ପୁଲିସ୍‍ ଏସ୍‍ଆଇଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସହରରେ ଉତ୍ତେଜନା ଲାଗିରହିଥିବା…
Read More...

ନିର୍ମାଣ ହେବ ୩ୟ ଟର୍ମିନାଲ

ଭୁବନେଶ୍ୱର :  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ହେବ । ଏହାର ୩ୟ ଟର୍ମିନାଲ ନିର୍ମାଣ ହେବ। ରାଜ୍ୟ ସରକାର - ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହିତ ଅାଲୋଚନା  କରିବା ପରେ ଏହି…
Read More...

ଭାରତର କୌଣସି ଆଇନ ଉଲ୍ଲଙ୍ଘନ କରି ନାହିଁ: ଜାକିର ନାଇକ

କାନଗର(ମାଲେସିଆ) : ଭାରତରେ ଥିବା ସମୟରେ ଭାରତର କୌଣସି ଆଇନକୁ ସେ ଉଲ୍ଲଙ୍ଘନ କରି ନାହାନ୍ତି ବୋଲି ବିବାଦୀୟ ଇସଲାମିକ ପ୍ରବକ୍ତା ଜାକିର ନାଇକ କହିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ଲାଗି ଉସୁକାଇବା ପୂର୍ବକ ଉତ୍ତେଜକ…
Read More...

ରାମ ମନ୍ଦିର ପାଇଁ ଅଧ୍ୟାଦେଶ ସପକ୍ଷରେ ନାହିଁ ବିଜେପି: ବିଜୟଭର୍ଗୀୟା

କଲକାତା : ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ବିଜେପି ଅଧ୍ୟାଦେଶ ଆଣିବା ସପକ୍ଷରେ ନାହିଁ ବୋଲି ଦଳର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି। ସେ କହିଛନ୍ତି ଯେ ବିଜେପି…
Read More...

ଆତଙ୍କବାଦ ଦମନ ପାଇଁ ଭାରତର ସହାୟତା ନେଉ ପାକିସ୍ତାନ: ରାଜନାଥ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ପାଇଁ ଚର୍ଚ୍ଚା ଚାଲିଥିବାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ରାଜନାଥ କହିଛନ୍ତି ଯେ ଭାରତ ସହ ଶାନ୍ତି…
Read More...

ଭାରତକୁ ଦେଖି ପାକିସ୍ତାନରେ ପାଇଖାନା ଆନ୍ଦୋଳନ

ଇସଲାମାବାଦ : ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଆନ୍ଦୋଳନର ପ୍ରଭାବ ପଡ଼ୋଶୀ ପାକିସ୍ତାନର ମହିଳାଙ୍କ ଉପରେ ପଡ଼ିଛି। ପାକିସ୍ତାନର ଗ୍ରାମୀଣ ମହିଳା ଆଉ ବାହାରକୁ ମଳତ୍ୟାଗ ପାଇଁ ଯିବାକୁ ଚାହୁଁ…
Read More...

ଦାୟିତ୍ୱ ନେଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ ଆରୋରା

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ ଆରୋରା ରବିବାର ନିଜର ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସାମ୍ବାଦିକ ସମ୍ମିଳନୀରେ ଆରୋରା କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନକୁ ସ୍ୱଚ୍ଛ,…
Read More...

ବସ୍‍ ସହ ୪୦ ଯାତ୍ରୀଙ୍କୁ ଅପହରଣ କଲେ ତାଲିବାନ ଆତଙ୍କବାଦୀ

କାବୁଲ : ତାଲିବାନ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନର ଦାରା-ଏ-ସୁଫ ଜିଲାର ସାମାଙ୍ଗାନ ଅଞ୍ଚଳରୁ ରବିବାର ସକାଳେ ଏକ ବସ୍‍ ସହ ପ୍ରାୟ ୪୦ ଯାତ୍ରୀଙ୍କୁ ଅପହରଣ କରିନେଇଛି। ସାମାଙ୍ଗାନ ପୁଲିସ୍‍ ମୁଖପାତ୍ର ମୋହମ୍ମଦ ମୁନୀର…
Read More...

ମହାରାଷ୍ଟ୍ର ସରକାରଙ୍କୁ ବିନା ସୁଧରେ ୫୦୦ କୋଟି ଟଙ୍କା ଋଣ ଦେବ ଶିରିଡ଼ି ସାଇ ସଂସ୍ଥାନ

ମୁମ୍ବଇ : ଅର୍ଥ ସଂକଟ ଦେଇ ଗତି କରୁଥିବା ମହାରାଷ୍ଟ୍ର ସରକାରଙ୍କୁ ଶିରିଡ଼ି ସାଇ ସଂସ୍ଥାନ ସାହଯ୍ୟ କରିବାକୁ ଆଗେଇ ଆସିଛି। ଶିରିଡ଼ିର ସାଇବାବା ମନ୍ଦିର ଟ୍ରଷ୍ଟ ମହାରାଷ୍ଟ୍ର ସରକାରଙ୍କୁ ‘ନୀଲୱାଣ୍ଡେ’ ଜଳସେଚନ ପ୍ରକଳ୍ପ…
Read More...

୧୮ ମହଲା କୋଠାରେ ଅଗ୍ନିକାଣ୍ଡ: ଜଣେ ମୃତ, ୧୯ ଆହତ

ମୁମ୍ବଇ : ମୁମ୍ବଇସ୍ଥିତ ୧୮ ମହଲା ବିଶିଷ୍ଟ କୋଠା ‘ଅଶୋକ ସମ୍ରାଟ’ରେ ରବିବାର ଅଗ୍ନିକାଣ୍ଡ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...

ଫ୍ରାନ୍ସରେ ହିସାଂ ରୂପ ନେଲା ପ୍ରଦର୍ଶନ, ୧୧୦ରୁ ଊର୍ଦ୍ଧ୍ବ ଆହତ

ପାରିସ୍‍ : ଫ୍ରାନ୍ସରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଟିକସ୍‍ ହ୍ରାସ ଦାବିରେ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଶନିବାର ହିଂସା ରୂପ ନେଇଛି। ପୁଲିସ୍‍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ ୧୧୦ରୁ ଅଧିକ ଲୋକ ଆହତ…
Read More...

ବିଷପିଇ ସ୍ତ୍ରୀର ଆତ୍ମହତ୍ୟା ପରେ ପଙ୍ଖାରେ ଝୁଲିଲେ ସ୍ୱାମୀ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ଶନିବାର ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହ ଯୁବ ଦମ୍ପତିଙ୍କ ଜୀବନ ନେଇଛି। ବିଷ ପିଇ ସ୍ତ୍ରୀ ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ରଶି ଲଗାଇ ଫ୍ୟାନରେ ଝୁଲି ପଡିଛନ୍ତି…
Read More...

ବୁଡ଼ିଗଲେ ପୁଅ; ମୃତଦେହ ଦେଖି ମା’ର ମୃତ୍ୟୁ

କାଳିଆପାଣି : ବହୁଚର୍ଚ୍ଚିତ ନଗଡ଼ା ଅଞ୍ଚଳ ଏବେ ବି ଅଗମ୍ୟ ହୋଇ ରହିଥିବା ବେଳେ ଗୁହିଆଶାଳ ଗ୍ରାମର ଜନୈକ ଯୁବକ ବନବିଭାଗ ପୋଖରୀରେ ବୁଡ଼ିଯିବାରୁ ତାର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ଖବର ପାଇ ମା’ର ମୃତ ହେବା ଜଣାପଡ଼ିଛି।…
Read More...

ହକି ନିଶାରେ ବିଦେଶୀ ଦର୍ଶକ

ଦୀର୍ଘ ୨୦ ବର୍ଷ ପରେ ଫ୍ରାନ୍ସ ବିଶ୍ୱକପ ଖେଳୁଛି। ଏହା ଫ୍ରାନ୍ସ ପାଇଁ ବଡ ସୌଭାଗ୍ୟର ବିଷୟ। ଜାତୀୟ ଦଳର ମ୍ୟାଚ ଦେଖିବା ଲାଗି ପ୍ୟାରିସ୍‍ରୁ ଭୁବନେଶ୍ୱର ଆସିଛି। ହକି ପ୍ରତି ଭୁବନେଶ୍ୱରରେ ଉତ୍ସାହ ଦେଖିବା ପରେ…
Read More...

ପ୍ରଥମ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ କାନାଡ଼ା

ଭୁବନେଶ୍ୱର : ରବିବାର ପୁଲ-ସିର ଦ୍ୱିତୀୟ ରାଉଣ୍ଡର ଦ୍ୱିତୀୟ ମ୍ୟାଚ ତଥା ପ୍ରତିଯୋଗିତାର ୧୦ତମ ମ୍ୟାଚ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଉଭୟ ଦଳ ଲାଗି ମ୍ୟାଚ ବେଶ ଗୁରୁତପୂର୍ଣ୍ଣ। ବିଜୟୀ ଦଳ କ୍ୱାର୍ଟର…
Read More...

‘ଗୁଜରାଟର ଅଯୋଗ୍ୟ ଅମଲାଙ୍କୁ କେନ୍ଦ୍ରରେ ଥଇଥାନ କରାଯାଇଛି’

ଅମରାବତୀ : ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ତେଲୁଗୁଦେଶମ୍‍ ପାର୍ଟି ନେତା ଏନ୍‍. ଚନ୍ଦ୍ରବାବୁ ନାଇଡୁ ବିଜେପି ତଥା କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ‘କେନ୍ଦ୍ର…
Read More...

କଥା ବଦଳାଇଲେ ସିଧୁ

ନୂଆଦିଲ୍ଲୀ : ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ୍‍ ସିଂହ ସିଧୁ ଶୁକ୍ରବାର ଦେଇଥିବା ମନ୍ତବ୍ୟ ବଦଳାଇଛନ୍ତି। ତାଙ୍କର କରତାରପୁର ଗସ୍ତ ପ୍ରସଙ୍ଗରେ ବିବାଦକୁ ନେଇ ସିଧୁ ଶୁକ୍ରବାର କହିଥିଲେ ଯେ ‘ତାଙ୍କ କ୍ୟାପ୍‍ଟେନ୍‍…
Read More...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି

ନୂଆଦିଲ୍ଲୀ : ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥି ଖୋଜା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମପୋସା ଏହି ଉତ୍ସବର ମୁଖ୍ୟ ଅତିଥି ହେବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ଆମେରିକା…
Read More...

ମୁଁ ରାଜ୍ୟର ପ୍ରଥମ ସେବକ: ରାଜ୍ୟପାଳ

ପାରଳାଖେମୁଣ୍ଡି : ମୁଁ ରାଜ୍ୟର ପ୍ରଥମ ସେବକ। ମୁଁ ଓ ପ୍ରତିଟି ଅଧିକାରୀ ମଧ୍ୟ ଓଡ଼ିଶା ରାଜ୍ୟର ଜନଗଣଙ୍କ ଜଣେ ଜଣେ ସେବକ। ଲୋକଙ୍କ ସେବା ସହ ସେମାନଙ୍କ ଦୁଃଖକଷ୍ଟ ଦୂର କରିବା ସେବକଙ୍କ କାମ ବୋଲି କହିଛନ୍ତି ଓଡ଼ିଶାର…
Read More...

ମହିଳାଙ୍କ ଦକ୍ଷତା ବିନିଯୋଗ ଜରୁରୀ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ଓଡ଼ିଶାର ମହିଳାମାନେ ସବୁକ୍ଷେତ୍ରରେ ଭଲ କାମ କରିବା ସହିତ ଓଡ଼ିଶା ପାଇଁ ସୁନାମ ଅର୍ଜନ କରୁଛନ୍ତି। ଓଡ଼ିଶାର ପ୍ରଗତି ପାଇଁ ମହିଳାଙ୍କ ଦକ୍ଷତାର ବିନିଯୋଗ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଦିଲୀପ, ବିଜୟଙ୍କୁ ବାର୍ତ୍ତା ପଠାଇଲେ ଦାମ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେବା ପରେ ‘ବିଜୁ ସମତା କ୍ରାନ୍ତି’ ଦଳ ଗଠନ କରିଥିବା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତ ଶୁକ୍ରବାର ବିଜେପି ଛାଡ଼ିଥିବା ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ଦଳତ୍ୟାଗ ପାଇଁ…
Read More...

ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି:ଧର୍ମେନ୍ଦ୍ର

ଭୁବନେଶ୍ୱର :ବିଜେଡ଼ି ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିିଛି ବୋଲି ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିବା ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ…
Read More...

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ପର୍ଯ୍ୟଟନ ମନ୍ତ୍ରୀ

ଗୋପ : ଶନିବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତି ଦେଖିବା ଲାଗି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ନିମାପଡ଼ା ବିଧାୟକ ତଥା ପୁରୀ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସମୀର ରଞ୍ଜନ ଦାଶ, କାକଟପୁର…
Read More...

ପୋଲାଭରମ ମାମଲା: ସୁପ୍ରିମକୋର୍ଟରେ କେନ୍ଦ୍ରର ସାନି ସତ୍ୟପାଠ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା ଏବଂ ଛତିଶଗଡ଼ର ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଯାହା ନିର୍ଦେଶ ଦେବେ କେନ୍ଦ୍ର ସରକାର ମାନିବେ ବୋଲି ସତ୍ୟପାଠ ଜରିଆରେ ଜଣାଇଛନ୍ତି।…
Read More...

ବାଲିଯାତ୍ରାରେ ବଞ୍ଜାରା ଲୁଟିଆ,୩କୁ ଧରିଲା ପୁଲିସ

କଟକ : ଯାତ୍ରା ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ହଠାତ୍‍ ବଞ୍ଜାରା ଲୁଟିଆ ଆବିର୍ଭାବ ହେବା ଘଟଣାକୁ ନେଇ ପୁଲିସକୁ ଚିନ୍ତାରେ ପକାଇ ଦେଇଛି। ଆଜି ଏହି ଲୁଟିଆମାନେ ୫ଜଣ ଯୁବତୀଙ୍କ ଭ୍ୟାନିଟ୍‍ ବ୍ୟାଗ୍‍କୁ କାଟି…
Read More...

କମୁଛି ଦିନ, ବିକଳ ହେଉଛି ମନ

କଟକ : ନଅ ଦିନ ଲୋକେ ବେଦମ୍‍ ବୁଲିଲେ, ଶେଷ ଚାରି ଦିନ ଜବର ଭିଡରେ ମେଳାକୁ ବେହାଲ କଲେ। ଆମିଷ ବାରିରେ ଖାଇ ଖାଇ ହାଲିଆ ହେଲେ। ତଥାପି ମନ ପୂରିଲା ନାହିଁ, ଅନାଇଛନ୍ତି ରବିବାର ଶେଷ ଦିନକୁ। ଯେମିତି ଆଉ କିଛି ବାକି…
Read More...

ଖ୍ରୀଷ୍ଟିଆନ୍‍ ପରମ୍ପରାରେ ବାହାହେଲେ ପ୍ରିୟଙ୍କା-ନିକ୍‍

ଯୋଧପୁର : ରାଜସ୍ଥାନର ଯୋଧପୁରଠାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ଗାୟକ ବନ୍ଧୁ ନିକ୍‍ ଜୋନାସ ଏବେ ପତି-ପତ୍ନୀ ଭାବେ ପରିଚିତ ହୋଇଛନ୍ତି। ସ୍ଥାନୀୟ ଉମେଦ୍‍ ଭବନ ପ୍ରାସାଦରେ ଖ୍ରୀଷ୍ଟିଆନ…
Read More...

ଗୁରୁପ୍ରିୟା ସେତୁର ସୁରକ୍ଷା ବିପନ୍ନ

ଭୁବନେଶ୍ୱର : ମାଲକାନାଗିରି ଜିଲାରେ ଗୁରୁପ୍ରିୟା ସେତୁ ପ୍ରତି ସବୁବେଳେ ବିପଦ ରହିଛି। ଗୁରୁପ୍ରିୟା ସେତୁକୁ କ୍ଷତି ପହଞ୍ଚାଇବା ପାଇଁ ଲାଲ୍‍ ବାହିନୀ ସୁଯୋଗ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେତୁର ସୁରକ୍ଷା ପାଇଁ…
Read More...

ପୋଡ଼ି ହୋଇ କିନ୍ନରଙ୍କ ମୃତ୍ୟୁ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମର ସନ୍ୟାସୀ କନ୍ଦପାନ ନାମକ ୭୦ ବର୍ଷର ଜଣେ କିନ୍ନର ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଶନିବାର ଚୁଲି…
Read More...

୨୯ତମ କୋଣାର୍କ ଉତ୍ସବ ଉଦଘାଟିତ

କୋଣାର୍କ : ଶନିବାର ସନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟନ ନିଗମର ମିଳିତ ଆନୁକୂଲ୍ୟରେ ଓଡିଶୀ ନୃତ୍ୟର ତାଳେ ତାଳେ ୨୯ତମ କୋଣାର୍କ ଉତ୍ସବ ଉଦଘାଟିତ…
Read More...

କଂଗ୍ରେସ ଛାଡ଼ିବେ ନବ

ଝାରସୁଗୁଡ଼ା/କୋଲାବିରା : ବିଗତ ଦିନରୁ ହୋଇଆସୁଥିବା ଚର୍ଚ୍ଚାକୁ ସତରେ ପରିଣତ କରିବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ। ଦଳବଦଳ କରିବା ପାଇଁ ସେ ଅନୁଗତମାନଙ୍କ ମତାମତ ଲୋଡିଛନ୍ତି।…
Read More...

ରବିବାର ରାଶିଫଳ

ମେଷ: ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବ। ମନ୍ଦାଗ୍ନି ଭୋଗିବେ। ବୃଷ:…
Read More...