ମେକ୍ସିକୋ ସୀମା ବନ୍ଦ

ୱାଶିଂଟନ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ସୀମା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି। ଶରଣାର୍ଥୀଙ୍କ ଆଗମନ ବନ୍ଦ କରିବା ଉଦ୍ଦେଶ୍ୟରେ ଟ୍ରମ୍ପଙ୍କ ପ୍ରଶାସନ ଏଭଳି ନିର୍ଦେଶ ଦେବା ସହ ରବିବାରଠାରୁ ଏହି…
Read More...

ଧାରା ୩୭୦ ସମ୍ପର୍କିତ ସାନି ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସ୍ୱୟଂଶାସିକ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ର ବୈଧତାକୁ ଚାଲେଞ୍ଜ କରି ଦାୟର ସାନି ଏକ ପିଟିସନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ…
Read More...

ରାହୁଲ ଗାନ୍ଧୀ ଜାତିରେ ବ୍ରାହ୍ମଣ, ଗୋତ୍ର ଦତ୍ତାତ୍ରେୟ

ରାୟପୁର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ରାଜସ୍ଥାନର ପୁଷ୍କରସ୍ଥିତ ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନା ସମୟରେ ପୂଜକ ରାହୁଲଙ୍କୁ ତାଙ୍କର ଗୋତ୍ର ଓ ଜାତି ସମ୍ପର୍କରେ ପଚାରିଥିଲେ।…
Read More...

ଅକ୍ଷରଧାମ ଆକ୍ରମଣ ଅଭିଯୁକ୍ତ ଗିରଫ

ଅହମ୍ମଦାବାଦ : ଗୁଜରାଟର ଗାନ୍ଧୀନଗରସ୍ଥିତ ଅକ୍ଷରଧାମ ମନ୍ଦିରରେ ୨୦୦୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ମହମ୍ମଦ ଫାରୁକ ଶେଖ୍‍କୁ ସୋମବାର କ୍ରାଇମବ୍ରାଞ୍ଚ ପୁଲିସ ସ୍ଥାନୀୟ ସର୍ଦ୍ଦାର ବଲ୍ଲଭ ଭାଇ…
Read More...

ଭାନ୍‍ଜୀ ସୂତାର ନିର୍ମାଣ କରିବେ ଶ୍ରୀରାମଙ୍କ ମୂର୍ତ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିର ନକଲ ଅନାବରଣ କରିଛନ୍ତି। ଏହା ୨୨୧ମିଟର ଉଚ୍ଚ ହେବ ବୋଲି ଧାର୍ଯ୍ୟ ହୋଇଛି; ତେବେ ଏହାର ନିର୍ମାଣ କିଏ…
Read More...

କରତାରପୁର କରିଡର: ଇମ୍ରାନଙ୍କୁ ଶ୍ରେୟ ଦେଲେ ସିଧୁ

ନୂଆଦିଲ୍ଲୀ : ଶିଖ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡର ଖୋଲାଯିବାର ବାସ୍ତବ ଶ୍ରେୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ଙ୍କର ବୋଲି ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁ ସୋମବାର କହିଛନ୍ତି। ଏହି କରିଡର…
Read More...

୨୬/୧ ମୁମ୍ବଇ ଆକ୍ରମଣ: ଷଡ଼ଯନ୍ତ୍ରକାରୀଙ୍କ ସୂଚନା ପାଇଁ ଆମେରିକାର ପୁରସ୍କାର ଘୋଷଣା

ୱାଶିଂଟନ : ୨୬/୧୧ ମୁମ୍ବଇ ଆକ୍ରମଣର ଆତଙ୍କବାଦୀ, ଷଡଯନ୍ତ୍ରକାରୀ ତଥା ସେମାନଙ୍କୁ ସହଯୋଗ ଏବଂ ପ୍ରୋତ୍ସାହନ ଦେଇଥିବା ଦେଶ ତଥା ବ୍ୟକ୍ତିବିଶେଷଙ୍କୁ ଧରାଇବେଦା ଲାଗି ଆମେରିକା ସୋମବାର ପୁରସ୍କାର ଘୋଷଣା କରିଛି। ଯେଉଁ…
Read More...

ବିମାନରେ ଆତଙ୍କବାଦୀ ଗୁଜବ ପ୍ରଚାର କରି ଯୁକବ ଗିରଫ

କଲିକତା : ଦେଶବାସୀ ସୋମବାର ୨୬/୧୧ ମୁମ୍ବଇ ଆକ୍ରମଣର ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ଆତଙ୍କବାଦକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ବାର୍ତ୍ତା ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବିମାନରେ…
Read More...

ତାଲିବାନ ଆକ୍ରମଣରେ ଆଫଗାନିସ୍ତାନର ୨୨ ପୁଲିସ୍‍ କର୍ମୀ ମୃତ

ହେରାତ : ଆଫଗାନିସ୍ତାନ ପଞ୍ଚାମାଞ୍ଚଳ ଫାରାହ ଜିଲାରେ ରବିବାର ବିଳମ୍ବିତ ରାତିରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୨ ଜଣ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି। ପୁଲିସ୍‍ ମୁଖପାତ୍ର ମୋହେବୁଲ୍ଲାହ ମୋହେବ ସୋମବାର…
Read More...

୫ ବର୍ଷରେ ଖର୍ଚ୍ଚ ହୋଇଛି ୮୨ ହଜାର କୋଟି, ତଥାପି ୧୬ କୋଟି ଭାରତୀୟ ପାଉନାହାନ୍ତି ବିଶୁଦ୍ଧ ପାନୀୟ ଜଳ : ସିଏଜି…

ନୂଆଦିଲ୍ଲୀ : ଦେଶରେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କାରଣ ଯୋଜନା ପ୍ରସ୍ତୁତ ହେବା ଓ ଲାଗୁ ହେବା ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ଏହା ମହାଲେଖା ନିୟନ୍ତ୍ରକ (ସିଏଜି)ର ଏକ ରିପୋର୍ଟରୁ…
Read More...

୫ରୁ ଲାଗୁ ହେବ ପାନକାର୍ଡର ନୂଆ ନିୟମ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଟିକସ୍ ଫାଙ୍କି ରୋକିବା ପାଇଁ ଆୟକର ବିଭାଗ ପାନକାର୍ଡ ନିୟମରେ କେତେକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂଆ ନୟିମ ଡିସେମ୍ବର ୫ରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ନୂଆ ନିୟମ ଅନୁସାରେ…
Read More...

ପ୍ରଭୁ ଶ୍ରୀରାମଙ୍କ ସହ ଜ୍ୟୋତିରାଦିତ୍ୟଙ୍କ ତୁଳନା କଲେ ନଗମା

ଶିବପୁରୀ : କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଅଭିନେତ୍ରୀ ନଗମା ରବିବାର ଏକ ନିର୍ବାଚନୀ ସଭାରେ ପ୍ରଭୁ ଶ୍ରୀରାମଙ୍କ ସହ କଂଗ୍ରେସର ସାଂସଦ ଜ୍ୟୋତିରାଦିତ୍ୟଙ୍କ ତୁଳନା କରିଛନ୍ତି। ଶିବପୁରୀଠାରେ ଆୟୋଜିତ…
Read More...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସୋମବାର ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସେଥିରେ ସଭାପତିତ୍ୱ କରିବେ। ଆଲୋଚନା ପାଇଁ ୮ଟି ପ୍ରସ୍ତାବ ରଖାଯାଇଛି। ସଂଶୋଧିତ ୟୁନିଫର୍ମ ପଲିସ୍‍…
Read More...

ଦିଲ୍ଲୀରୁ ତିନି ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‍ ରବିବାର ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀଙ୍କ ନିକଟରୁ ହାତ ଗ୍ରେନେଡ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପୁଲିସ କହିବା ଅନୁଯାୟୀ…
Read More...

ରାଜ୍ୟର ଖଣିଜ ସମ୍ପଦ ଓଡ଼ିଶାରେ ବିନିଯୋଗ ହେଉ : ନବ ଦାସ

ଭୁବନେଶ୍ୱର : ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାର ଲୋକେ ପ୍ରଥମେ ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ପରବର୍ତ୍ତୀ ସମୟରେ ମହାନଦୀ କୋଇଲା ଖଣି ଏବଂ ବିଭିନ୍ନ କଳକାରଖାନା ପାଇଁ ପର୍ଯ୍ୟାୟ କ୍ରମେ…
Read More...

ଆଜି ବନକଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ପଇତାଲାଗି ଏବଂ ବନକଲାଗି ପାଇଁ ସୋମବାର ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ଦର୍ଶନ ପ୍ରାୟ ୪ଘଣ୍ଟା ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦଇତାପତି ସେବକ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ଦ୍ୱିତୀୟ ଭୋଗମଣ୍ଡପ ପରେ…
Read More...

ଅଯୋଧ୍ୟା ମାମଲା​‌ରେ‌ ବିଚାରପତିଙ୍କୁ ଧମକାଇଥିଲା କଂଗ୍ରେସ: ମୋଦୀ

ଅଲୱର : ଅଯୋଧ୍ୟା ମାମଲାର ଶୁଣାଣି ଲାଗି ଉଦ୍ୟମ କରୁଥିବା ସୁପ୍ରିମକୋର୍ଟ ବିଚାରପତିଙ୍କୁ କଂଗ୍ରେସ ଡ଼ରାଇଥିଲା ଓ ଧମକାଇଥିଲା। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜସ୍ଥାନର ଅଲୱରଠାରେ…
Read More...

ପ୍ରିୟଙ୍କାଙ୍କ ପାଇଁ ଦେଶୀ ନୃତ୍ୟ ଶିଖୁଛନ୍ତି ନିକ୍

ମୁମ୍ବଇ : ବହୁଚର୍ଚ୍ଚିତ ବଲିଉଡ ବିବାହ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍‌ଙ୍କ ପ୍ରାକ୍-ବିବାହ ଉତ୍ସବମାନ ନଭେମ୍ବର ୨୮ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ନିଜ ଆଗାମୀ ଚଳଚ୍ଚିତ୍ର ‘ଦ…
Read More...

୨୮ରେ କଟକ ଆସୁଛନ୍ତି ସଲ୍‍ମାନ

କଟକ : ଓଡ଼ିଶାମାଟିରେ ଏହା ହେବ ସବୁଠାରୁ ବଡ଼ ବଲିଉଡ୍‍ ତାରକା ସମାବେଶ। ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶାକୁ ହେବ ବଲିଉଡ୍‍ ତାରକାଙ୍କ ଆଗମନ। ୨୭ରେ କଳିଙ୍ଗ ଷ୍ଟାଡିୟମ୍‍ରେ ହେବାକୁ ଥିବା ବିଶ୍ୱକପ୍‍ର…
Read More...

ପହଞ୍ଚିଲେ ସବୁ ଦଳ; ଲଢ଼େଇକୁ ଅପେକ୍ଷା

ଭୁବନେଶ୍ୱର : ହକିର ଏନ୍ତୁଡ଼ିଶାଳ କୁହା ଯାଉଥିବା ଓଡ଼ିଶାରେ ଆୟୋଜକ ହେଉଛି ହକି ଦୁନିଆର ସବୁଠାରୁ ବଡ଼ ପ୍ରତିଯୋଗିତା ବିଶ୍ୱକପ୍‍। ପୁଣି ବିଶ୍ୱର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ବିଶ୍ୱକପ୍‍ର ପ୍ରାୟୋଜକ ସାଜିଛି। ତେଣୁ…
Read More...

ହାଉସ ଅଫ ଲର୍ଡ଼ସରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଅରବିନ୍ଦ ପାଢ଼ୀ 

ସମ୍ବଲପୁର : ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଆର୍ନ୍ତଜାତୀୟ ଦେଶ ସମ୍ବନ୍ଧ ଓ ବ୍ୟାପାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡ. ଅରବିନ୍ଦ କୁମାର ପାଢ଼ୀ ଇଂଲଣ୍ଡର ରାଜଧାନୀ ଲଣ୍ଡନ ଠାରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ଯୋଗ…
Read More...

ସୋମବାର ରାଶିଫଳ

ମେଷ: ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହେବେ। ମନୋବଳ ଦୃଢ଼ ରହିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ପ୍ରଭାବ ବିସ୍ତାର କରିବେ। ମନସ୍କାମନା ପୂର୍ଣ୍ଣ ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବୃଷ:…
Read More...

ମାଣତ୍ରୀ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‍ଯାପିତ

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀ ଠାରେ ବାବା କଖାରୁଆ ବୈଦନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନ ଧରି ଚାଲିଥିବା ୮ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ରବିବାର ରାତିରେ ଉଦଯାପିତ…
Read More...

କାରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଅନୁଗୋଳ : ଅନୁଗୋଳ ଜିଲା ତାଳଚେର ନୁଆଁପଡା ୧୪୯ନଂ ଜାତୀୟ ରାଜପଥ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି। କାରରେ ଥିବା ୫ଜଣ ଯାତ୍ରୀ ଅଳ୍ପକେ ବଞ୍ଚିଯାଇଛନ୍ତି।  ସ୍ଥାନୀୟ ଲୋକ ପହଞ୍ଚି କାର୍ ଭିତରେ ଥିବା…
Read More...

ପାକ୍‍ ନିମନ୍ତ୍ରଣକୁ ସୁଷମାଙ୍କ ଅଗ୍ରାହ୍ୟ; ପାକିସ୍ତାନ ଯିବେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ସିଧୁ

ଇସଲାମାବାଦ/ ନୂଆଦିଲ୍ଲୀ : ପାକିସ୍ତାନ ପଟୁ କରତାରପୁର କରିଡର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଭାରତର ଦୁଇ ଜଣ ମନ୍ତ୍ରୀ ହର୍‍ସିମ୍ରତ କାଉର ବାଦଲ ଓ ହରଦୀପ ସିଂହ ପୁରୀ ଯୋଗଦେବେ। ପାକିସ୍ତାନ…
Read More...

ଡୋଭାଲ-ୱାଙ୍ଗ୍‍ ଆଲୋଚନା: ସୀମାନ୍ତରେ ଶାନ୍ତି ବଜାୟ ରଖିବାକୁ ନିଷ୍ପତ୍ତି

ବେଜିଂ : ଭାରତ-ଚୀନ୍‍ ସୀମା ବିବାଦ ସମ୍ପର୍କରେ ଶନିବାର ଚୀନ୍‍ର ଦୁଜିୟାନ୍‍ଜ୍ଞାନଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଭାରତର ଜତୀୟ ନିରପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍‍ ପ୍ରତିରକ୍ଷା ମନ୍ତ୍ରୀ ୱାଙ୍ଗ୍‍…
Read More...

ତେଲଙ୍ଗାନା କଂଗ୍ରେସର ୧୯ ନେତା ନିଲମ୍ବିତ

ହାଇଦରାବାଦ : ତେଲଙ୍ଗାନା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସର ୫ ବିଦ୍ରୋହୀ ପ୍ରାର୍ଥୀଙ୍କ ସହ ମୋଟ ୧୯ଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ତେଲୁଗୁଦେଶମ୍‍ ପାର୍ଟି, ସିପିଆଇ ଓ ତେଲଙ୍ଗାନା ଜନ ସମିତି…
Read More...

ଜାମା ମସଜିଦ୍‍ ଭାଙ୍ଗିଦେବାକୁ ସାକ୍ଷୀ ମହାରାଜଙ୍କ ଆହ୍ୱାନ

ଉନ୍ନଓ(ମଧ୍ୟପ୍ରଦେଶ) : ସବୁବେଳେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ଶନିବାର ଦିଲ୍ଲୀର ଜାମା ମସଜିଦ୍‍ ଭାଙ୍ଗିଦେବା ପାଇଁ କହିଛନ୍ତି। ଜାମା ମସଜିଦ୍‍ ତଳୁ ଯଦି ହିନ୍ଦୁ…
Read More...

ରବିବାର ରାଶିଫଳ

ମେଷ: ପରିସ୍ଥିିତି ଆୟତ୍ତାଧୀନ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିତ୍ତ ପ୍ରସନ୍ନ ରହିବ। ଧାର୍ମିକ ପ୍ରବୃତ୍ତିର ହେବେ। କୋମଳଭାଷୀ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଭୋଗିବେ। ପ୍ରେମୀ ଓ ସାହସୀ ହେବେ।…
Read More...

ଆଇଏସ୍‍ ଅପେକ୍ଷା ରୁଷ ଅଧିକ ବିପଜ୍ଜନକ: ବ୍ରିଟେନ ସେନାଧ୍ୟକ୍ଷ

ଲଣ୍ଡନ : ଇଂଲଣ୍ଡର ଜାତୀୟ ସୁରକ୍ଷା ପ୍ରତି ଇସ୍‍ଲାମିକ ଆତଙ୍କବାଦୀ ସଂଗଠନ ଇସ୍‍ଲାମିକ ଷ୍ଟେଟ୍‍ (ଆଇଏସ୍‍) ଓ ଅଲ କାଏଦା ଅପେକ୍ଷା ରୁଷ ଅଧିକ ବିପଜ୍ଜନକ ବୋଲି ମନ୍ତବ୍ୟ ଦେଇଛନ୍ତି ବ୍ରିଟେନ୍‍ ସେନାଧ୍ୟକ୍ଷ ଜେନେରାଲ…
Read More...

ସି.ପି ଜୋଷୀଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ

ଜୟପୁର : ବିବାଦୀୟ ମନ୍ତବ୍ୟ ଦେଇ କ୍ଷମାମାଗିଥିବା କଂଗ୍ରେସ ନେତା ସି.ପି ଜୋଷୀଙ୍କୁ ନିର୍ବାଚନ ଆୟୋଗ ନୋଟିସ ଜାରି କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ବିଜେପି ପକ୍ଷରୁ ଅଭିଯୋଗ ପାଇବା ପରେ ରାଜସ୍ଥାନର…
Read More...

ସିବିଆଇ ଅଭିଯୋଗର ସତ୍ୟତା ନାହିଁ: ଚିଦମ୍ବରମ୍‍

ନୂଆଦିଲ୍ଲୀ : ଏୟାରସେଲ୍‍-ମାର୍କିସ୍‍ ମାମଲାରେ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍। ଅର୍ଥମନ୍ତ୍ରୀ ଥିବାବେଳେ ଚିଦମ୍ବରମ୍‍ ମରିସସ୍‍ କମ୍ପାନୀକୁ ଚିଦମ୍ବରମ୍‍ ବେଆଇନ…
Read More...

ସିଗ୍‍ନେଚର ବ୍ରିଜ୍‍ରେ ପୁଣି ଦୁର୍ଘଟଣା; ଜଣେ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ନବନିର୍ମିତ ସିଗ୍‍ନେଚର ବ୍ରିଜ୍‍ ମରଣଯନ୍ତା ପାଲଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ତିନିଜଣଙ୍କ ପ୍ରାଣହାନି ଘଟିଲାଣି। ଶୁକ୍ରବାର ଏଠାରେ ଦୁଇ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଏହାର…
Read More...

ଅମୃତସର ଆକ୍ରମଣ: ଦ୍ୱିତୀୟ ଅଭିଯୁକ୍ତ ଅବତାର ଗିରଫ

ଚଣ୍ଡିଗଡ଼ : ଅମୃତସରସ୍ଥିତ ସନ୍ଥ ନିରଙ୍କରୀ ଭବନ ଆକ୍ରମଣ ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଅବତାର ସିଂହକୁ ଗିରଫ କରାଯାଇଛି। ଏଥିସହିତ ତା’ଠାରୁ ପିସ୍ତଲ ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ…
Read More...

ବଡ଼ ଆକ୍ରମଣ ଟାଳିଦେଲେ ସୁହାଇ

କରାଚୀ : ସ୍ଥାନୀୟ ଚୀନ୍‍ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତାରକା ସାଜିଛନ୍ତି ମହିଳା ପୁଲିସ ଅଧିକାରୀ ସୁହାଇ ଅଜିଜ ତଲପୁର। ତାଙ୍କ ଅପୂର୍ବ ବୀରତା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚୀନ୍‍ ଦୂତାବାସ…
Read More...

ଆତ୍ମରକ୍ଷା ପାଇଁ ମାରିଦେଲେ ଅପରାଧ ନୁହେଁ: ସୁପ୍ରିମକେର୍ଟ

ନୂଆଦିଲ୍ଲୀ : ଆତ୍ମରକ୍ଷାର ଅଧିକାର ଅତି ମୂଲ୍ୟବାନ ଅଧିକାର। ଆତ୍ମରକ୍ଷା ପାଇଁ ଯଦି କେହି ଆକ୍ରମଣକାରୀକୁ ମାରିଦିଏ; ତେବେ ତାହା ଉଦ୍ଦେଶ୍ୟମୂଳକ ହତ୍ୟା ପଦବାଚ୍ୟ ହେବ ନାହିଁ। ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟ।…
Read More...

ଶାବରୀମାଳା ମନ୍ଦିରରେ ପ୍ରବେଶ ମାମଲା: ମହିଳାଙ୍କ ପାଇଁ ସପ୍ତାହକୁ ଦୁଇଦିନ ସଂରକ୍ଷିତ ରଖିବେ ସରକାର

କୋଚି : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ପାଳନ ପରିପ୍ରେକ୍ଷୀରେ କେରଳ ସରକାର ଶୁକ୍ରବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସପ୍ତାହକୁ ଦୁଇ ଦିନ କେବଳ ମହିଳାଙ୍କ…
Read More...

ଆଇଏମ୍‍ଡିର ନୂଆ ଜ୍ଞାନକୌଶଳ: ଆଗୁଆ ଆକଳନ ହେବ ନଦୀ ଓ ଜଳ ଭଣ୍ଡାରର ଜଳସ୍ତର

ନୂଆଦିଲ୍ଲୀ : ନଦୀ ଓ ଜଳ ଭଣ୍ଡାରର ଜଳସ୍ତର ଆକଳନ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ନୂଆ ଜ୍ଞାନକୌଶଳର ବିକାଶ କରିଛି। ଆଇଏମ୍‍ଡି ମହାନିର୍ଦେଶକ କେଜେ ରମେଶ କହିଛନ୍ତି ଯେ ଏହି ଜ୍ଞାନକୌଶଳ ଦ୍ୱାରା…
Read More...

ବିଜୟ କୁମାର ଦେବ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ନୂଆଦିଲ୍ଲୀ : ଅଂଶୁ ପ୍ରକାଶଙ୍କ ବଦଳିର ପ୍ରାୟ ସପ୍ତାହକ ବ୍ୟବଧାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଦେବଙ୍କୁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ପାହ୍ୟାର ୧୯୮୭…
Read More...

ଭାରତ-ପାକ୍‍ ଫ୍ଲାଗ୍‍ ବୈଠକ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନର ବ୍ରିକେଡ କମାଣ୍ଡରସ୍ତରୀୟ ସେନାଧିକାରୀଙ୍କ ମଧ୍ୟରେ ଶୁକ୍ରବାର ଏଲ୍‍ଓସିର ପୁଞ୍ଚ-ରାୱଲକୋଟଠାରେ ଫ୍ଲାଗ୍‍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସମ୍ପର୍କରେ…
Read More...

ଶନିବାର ରାଶିଫଳ

ମେଷ: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ଆଶାବାଦୀ ହୋଇପାରନ୍ତି। ଭୁଲ ଖବର ପାଇ ବିବ୍ରତ ହେବାର ସୂଚନା ମିଳୁଛି। ପ୍ରଭାବ ବିସ୍ତାର କରିବେ। ମନସ୍କାମନା ପୂରଣ ହେବ। କୀର୍ତ୍ତିମାନ ହେବେ। ପାରିବାରିକ ସୁଖ ମିଳିବ।…
Read More...

ଆଇଏସ୍‍ଆଇ ଇଙ୍ଗିତରେ ନାଚୁଛି ଖଲିସ୍ଥାନ ଲିବରେସନ୍‍ ଫ୍ରଣ୍ଟ : ଏନ୍‍ଆଇଏ

ନୂଆଦିଲ୍ଲୀ : ଅମୃତସର ନିରଙ୍କରୀ ଭବନରେ ରବିବାର ଆତଙ୍କବାଦୀ ଆକ୍ରମଣ ପରେ ପଞ୍ଜାବରେ ଆତଙ୍କବାଦର ନୂଆ ଯୁଗ ଆରମ୍ଭ ପାଇଁ ଆଇଏସ୍‍ଆଇ ଚଳାଇଥିବା ଷଡ଼ଯନ୍ତ୍ର ପଦାକୁ ଆସିଛି। ଏହି ଆକ୍ରମଣ ପଛରେ ଥିବା ଖଲିସ୍ଥାନ ଲିବରେସନ୍‍…
Read More...

ପିଲା ଚୋରି ଅଭିଯୋଗରେ ଆଫ୍ରିକୀୟଙ୍କୁ ମାଡ଼

ନୂଆଦିଲ୍ଲୀ : ପିଲା ଚୋରି ଅଭିଯୋଗରେ ଦିଲ୍ଲୀରେ କେତେକ ଆଫ୍ରିକୀୟ ନାଗରିକଙ୍କୁ ମାଡ ମରାଯାଇଛି। ଗୁରୁବାର ରାତିରେ ତାଞ୍ଜାନିଆର ୪ଜଣ ଓ ନାଇଜେରିଆର ୨ଜଣ ନାଗରିକଙ୍କୁ ଦ୍ୱାରକା ଅଞ୍ଚଳରେ କେତେକ ଲୋକେ ଅଟକ ରଖି ମାଡ…
Read More...

ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ବଢିବାରେ ଲାଗିଛି: ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ବୃଦ୍ଧିପାଇବାରେ ଲାଗିଛି ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ଏହା ସହିତ ଦେଶରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ବଢିବାରେ…
Read More...

ପାକିସ୍ତାନରେ ଭାରତର ଉଚ୍ଚାୟୁକ୍ତଙ୍କୁ ଉତ୍ପୀଡ଼ନ

ନୂଆଦିଲ୍ଲୀ : ଭାରତ ସହିତ ବନ୍ଧୁତ୍ୱ ସ୍ଥାପନର ଦ୍ୱାହି ଦେଉଥିବା ଇମ୍ରାନ ଖାନ୍‍ଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାରର ମୁଖା ଖୋଲିଯାଇଛି। ଶିଖ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡର ଖୋଲିବା ନିମନ୍ତେ ଉଭୟ ଭାରତ ଓ…
Read More...

ତେଲଙ୍ଗାନାରେ ବିଦ୍ରୋହୀ କଂଗ୍ରେସ ପ୍ରାର୍ଥୀଙ୍କୁ ମନାଇବା ଉଦ୍ୟମ

ହାଇଦରାବାଦ : ତେଲଙ୍ଗାନା କଂଗ୍ରେସରେ ସୃଷ୍ଟି ହୋଇଥିବା ବିଦ୍ରୋହର ସମାଧାନ କରିବା ପାଇଁ ବରିଷ୍ଠ ନେତାମାନେ ଉଦ୍ୟମ ଚଳାଇଛନ୍ତି। ଗୁରୁବାର ଦଳର ବରିଷ୍ଠ ନେତା ଜୟରାମ ରମେଶ, ଅହମ୍ମଦ ପଟେଲ, ଡି.କେ ଶିବକୁମାର ଓ…
Read More...

ଭୁବନେଶ୍ୱରରେ ପହଞ୍ଚିଲା ଚୀନ ହକି ଦଳ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ ପାଇଁ ଭୁବନେଶ୍ୱରକୁ ବିଭିନ୍ନ ବିଦେଶୀ ହକି ଦଳଙ୍କର ଆଗମନ ହେବାରେ ଲାଗିଛି। ଏହି କ୍ରମରେ ଗୁରୁବାର ରାତି ୨ଟାରେ ଚୀନର ପୁରୁଷ…
Read More...

ମେ’ ପୂର୍ବରୁ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ: ରାୱତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଆସନ୍ତା ମେ ମାସ ପୂର୍ବରୁ ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଯେମିତି ହେଲେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଭାରତର ମୁଖ୍ୟ ନିର୍ବାଚନ…
Read More...

ଖାସୋଗିଙ୍କୁ ହତ୍ୟା ପାଇଁ ଆରବ ରାଜକୁମାରଙ୍କ ନିର୍ଦେଶ ଥିଲା: ସିଆଇଏ

ୱାଶିଂଟନ୍‍ : ତୁର୍କୀସ୍ଥିତ ସାଉଦି ଆରବ ଦୂତାବାସରେ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ଘଟଣାରେ ସିଆଇଏ ବଡ଼ ଧରଣର ତଥ୍ୟ ସାମ୍ନାକୁ ଆଣିଛି। ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍‍ ସଲମାନ ଖାସୋଗିଙ୍କୁ ଯଥା ସମ୍ଭବ ନିରବ…
Read More...

ରିଜିଜୁ, ଖାଣ୍ଡୁ, ସଲମାନଙ୍କ ସାଇକଲ ଯାତ୍ରା

ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଦୁଃସାହସିକ ପର୍ଯ୍ୟଟନର ପ୍ରଚାର ପାଇଁ ବଲିଉଡ ଅଭିନେତା ସଲମାନ ଖାଁ, କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓ ରାଜ୍ୟ…
Read More...

ନିର୍ବାଚନରେ ମିଛ ଖବର ନିୟନ୍ତ୍ରଣ କରିବ ଫେସ୍‍ବୁକ୍‍

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମିଛ ଖବର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଫେସ୍‍ବୁକ୍‍କୁ ସ୍ୱାଧୀନ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ପ୍ରତ୍ୟେକ ଖବରର ସତ୍ୟତା ପରଖିବ ବୋଲି ଜୟପୁରଠାରେ ଭାରତ ଓ…
Read More...

୨୦୧୯ରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ମୋଦୀ ସରକାର!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ଣ୍ଣ ବଜେଟ୍‍ ଉପସ୍ଥାପନ କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି। ମେ’ରେ ଲୋକସଭା ନିର୍ବାଚନ…
Read More...

ଭାରତ ଅଭ୍ୟାସଗତ ଅଭିଯୋଗକାରୀ: ପାକିସ୍ତାନ

ଇସଲାମାବାଦ : ଅମୃତସରସ୍ଥିତ ସନ୍ଥ ନିରଙ୍କରୀ ଭବନରେ ଗ୍ରେନେଡ ମାଡ଼ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ହାତ ଥିବା ନେଇ ବୁଧବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‍ଟେନ୍‍ ଅମରିନ୍ଦର ସିଂହଙ୍କ ଅଭିଯୋଗକୁ…
Read More...

ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରସଙ୍ଗ: ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଚାହୁଁଥିଲେ ଚାଉ

ପୋର୍ଟବ୍ଲେୟାର : ଆଣ୍ଡାମାନର ଉତ୍ତର ସେଣ୍ଟିନେସିଲ ଦ୍ୱୀପରେ ସ୍ଥାନୀୟ ଜନଜାତିଙ୍କ ଆକ୍ରମଣରେ ପ୍ରାଣହରାଇଥିବା ଆମେରିକୀୟ ପର୍ଯ୍ୟଟକ ଜନ ଆଲେନ ଚାଉଙ୍କର ଏକ ଚିଠି ଏବେ ଚର୍ଚ୍ଚାକୁ ଆସିଛି। ଏହି ଜନଜାତିଙ୍କୁ ସେ ସମାଜର…
Read More...

ଶୁକ୍ରବାର ରାଶିଫଳ

ମେଷ: ନିଜର ନିଷ୍ପତ୍ତି ଉପରେ ଅଟଳ ରହିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ସ୍ନେହୀ ହେବେ। ବୃଷ:…
Read More...

‘ଗଜ’ କ୍ଷତି ଭରଣା ପାଇଁ ୧୫ହଜାର କୋଟି ସହାୟତା ମାଗିଲା ତାମିଲନାଡ଼ୁ

ନୂଆଦିଲ୍ଲୀ : ତାମିଲନାଡୁରେ ବାତ୍ୟା ‘ଗଜ’ଜନିତ କ୍ଷତି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୧୫ହଜାର କୋଟି ଟଙ୍କାର ସହାୟତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ଗୁରୁବାର ପ୍ରଧାନମନ୍ତ୍ରୀ…
Read More...

କୃଷିଋଣ ଛାଡ଼ ଦାବିରେ ୪୦କିମି ପଦଯାତ୍ରା: ଫଡନବିଶଙ୍କୁ ଭେଟିଲେ ୧୦ହଜାର କୃଷକ

ମୁମ୍ବଇ : ମହାରାଷ୍ଟ୍ରରେ କୃଷିଋଣ ଛାଡ ଦାବି ଜୋର ଧରିଛି। ଏ ନେଇ ପ୍ରାୟ ୧୦ହଜାର କୃଷକ ଦୀର୍ଘ ୪୦ କିଲୋମିଟର ପଦଯାତ୍ରା କରିବା ପରେ ଗୁରୁବାର ମୁମ୍ବଇରେ ପହଞ୍ଚିଛନ୍ତି। ସେମାନେ ବିଧାନ ଭବନଠାରେ ମୁଖ୍ୟମନ୍ତ୍ରୀ…
Read More...

ମନୋଜ ତିୱାରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଉତ୍ତରପୂର୍ବ ଦିଲ୍ଲୀର ଗୋକୁଳପୁରଠାରେ ପୂର୍ବ ଦିଲ୍ଲୀ ପୌରନିଗମ ଦ୍ୱାରା ଏକ ଗୃହରେ ପକାଯାଇଥିବା ତାଲା ଭାଙ୍ଗିବା ନେଇ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଭର୍ତ୍ସନା…
Read More...

ରାମମାଧବଙ୍କ ବିବାଦୀୟ ମନ୍ତବ୍ୟ; ପାକିସ୍ତାନ ନିର୍ଦେଶରେ ହୋଇଛି ପିଡିପି-ଏନ୍‍ସି ମେଣ୍ଟ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସରକାର ଗଠନ ନେଇ ପିଡିପି ଓ ଏନ୍‍ସି ମଧ୍ୟରେ ମେଣ୍ଟକୁ ନେଇ ଉଭୟ ଦଳ ମଧ୍ୟରେ ବାକ୍‍ଯୁଦ୍ଧ ଜୋର୍‍ ଧରିଛି। ପାକିସ୍ତାନ ପ୍ରରୋଚନାରେ ରାଜ୍ୟରେ ସରକାର ଗଠନ ଲାଗି ଦୁଇ ପ୍ରମୁଖ ଶତ୍ରୁ ଦଳ…
Read More...

ଶିଖ୍‍ ଶ୍ରଦ୍ଧାଳୁଙ୍କୁ କେନ୍ଦ୍ରର ଉପହାର: କରତାରପୁର କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର କ୍ୟାବିନେଟ ଗୁରୁବାର କରତାରପୁର କରିଡର ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛି। ଗୁରୁ ନାନକ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।…
Read More...

ବିଶ୍ୱକପ୍‍ ପାଇଁ ଭୁବନେଶ୍ୱର ଉତ୍ସବ ମୁଖର

ଭୁବନେଶ୍ୱର : ଓଡ଼ିଶାକୁ ଘାରିଛି ହକି ଜ୍ୱର। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ହକି ମାହୋଲ। ବିଶ୍ୱକପ୍‍ ପାଇଁ ଭୁବନେଶ୍ୱର ଉତ୍ସବ ମୁଖର ହୋଇଉଠିଛି। ସହର ହେଉ କି ଗାଁ ସବୁଠାରେ…
Read More...

ଆସନ୍ତାକାଲି ରିଲିଜ ହେବ ‘ଜିରୋ’ର ପ୍ରଥମ ଗୀତ

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର 'ଜିରୋ'ର ପ୍ରଥମ ଗୀତ ଆସନ୍ତାକାଲି ଶୁକ୍ରବାର ମୁକ୍ତିଲାଭ କରିବାକୁ ଯାଉଛି। ଶୁକ୍ରବାର ରିଲିଜ ହେବାକୁଥିବା ଏହି ଗୀତର ନାମ ‘ମେରା ନାମ ତୁ’। ଏହି ଗୀତଟିରେ…
Read More...

ସରକାରୀ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ

କଲମପୁର : କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଳଝାପି ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିଗଡ ଗ୍ରାମରେ ଶିଶୁ ଶ୍ରମିକ ମାନେ ସରକାରୀ କାର୍ଯ୍ୟରେ ନିୟୋଜିତ ହେଉଥିବା ଜଣାପଡିଛି। ଯେଉଁ ହାତରେ…
Read More...

ଗୋ-ପାଳନ ପ୍ରଶିକ୍ଷଣ ଶିବିର

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ଠାରେ ଜିଲା ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ବିଭାଗ ଆନୁକୂଲ୍ୟରେ ଗୋ-ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ପ୍ରାଣୀ ଚିକତ୍ସାଳୟ…
Read More...

ଦୁଇ ବାଇକ୍ ମୁଁହାମୁଁହି ଧକ୍କା, ୨ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁରରେ ଏକ ସଡକ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ…
Read More...

୩ ଶିକାରୀ ଗିରଫ

ଖୁଣ୍ଟା : ଶିମିଳିପାଳରେ ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଦଳା ବନ ବିଭାଗ ଦ୍ୱରା ଖୁଣ୍ଟା ଅଞ୍ଚଳର ୩ ଜଣ ଶିକାରୀ ଗିରଫ ହୋଇଥିବା ଜଣାପଡିଛି। ଗିରଫ କରି ସେମାନଙ୍କଠାରୁ ସମ୍ବର ମାଂସ, ଶିଙ୍ଗ, ଫାସ, ବାରୁଦ ଓ ୨ଦେଶୀ…
Read More...

ପବିତ୍ର ପଞ୍ଚୁକ ଅବସରରେ ବ୍ଲକ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ନେମାଳ : ପୁରାଣ ପ୍ରସିଦ୍ଧ ପଦ୍ମବନ ପୀଠ ନେମାଳ ସିଦ୍ଧ ମହାପରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିସରରେ ଭୁମିପୁତ୍ର ସାହିତ୍ୟ ସଂସଦ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ସଂସ୍କୃତି ସମ୍ପନ୍ନ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…
Read More...

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ରାହସ ପୂର୍ଣ୍ଣିମା ଅବସରରେ ରାଜ୍ୟର ଅନ୍ୟନ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଏଥିପାଇଁ ପୀଠରେ ସମସ୍ତ ପ୍ରସ୍ତୁତି ସରିଛି। ଏପରିକି…
Read More...

ହଷ୍ଟେଲରୁ ଛାତ୍ର ନିଖୋଜ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ଜଣେ ୫ମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଛାତ୍ର ଜଣକ…
Read More...

୧୫ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁ

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ଅନ୍ତର୍ଗତ ଭେଜିପଲ୍ଲୀ ଗ୍ରାମର ଏକ ୩ ବର୍ଷର ଶିଶୁକୁ ୧୫ଫୁଟ ବୋରୱେଲରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଖବରଅନୁସାରେ ଶିଶୁଟି ଅସାବଧାନତାବସତଃ ବୋରୱେଲରେ ଖସି…
Read More...

ମାଁ ପାଳପୋଛି ଠାକୁରାଣୀଙ୍କର ସାତଦିନ ଧରି ଭାଗବତଜ୍ଞାନ ଯଜ୍ଞ ଅନୁଷ୍ଠିତ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକ ହରିପୁର ଗ୍ରାମରେ ଥିବା ମାଁ ପାଳପୋଛି ଠାକୁରାଣୀଙ୍କ ପୀଠରେ ଅଁଳା ନବମୀଠାରୁ ଭାଗବତ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେଉଯାଇଛି । ଏହି ଅବସରରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଗୋ…
Read More...

ପୋଲ ତଳକୁ ଖସିଲା ଟାଭେରା ୧ମୃତ, ୭ଆହତ

ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ଥାନା ବସିପାଲି ବ୍ରିଜ ତଳକୁ ଏକ ଟାଭେରା ଖସିପଡିଥିବା ଜଣାପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭ଜଣ ଆହତ ହୋଇଛନ୍ତି। ଟାଭେରାଟି ରେଢାଖୋଲରୁ ବୌଦ୍ଧ ଯାଉଥିବା ବେଳେ…
Read More...

୨ବସ୍‍ ମୁହାଁମୁହିଁ ଧକ୍କା, ୧୦ଗୁରୁତର

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଡାବୁଗାଁ ନିକଟ ଧାମନାଗୁଡାରେ ୨ବସ୍‍ ମୁହାଁମୁହିଁ ଧକ୍କା ହେବାଫଳରେ ୧୦ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ଗୋଟିଏ ସରକାରୀ ବସ୍‍ ଓ ଅନ୍ୟ ଏକି ଘରୋଇ ବସ୍‍ ମଧ୍ୟରେ…
Read More...

ବିଜେପି ମୁଖ୍ୟାଳୟ ସମ୍ମୁଖରେ ଆପ୍‍ର ବିକ୍ଷୋଭ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସଚିବାଳୟରେ ଲଙ୍କାଗୁଣ୍ଡ ଫିଙ୍ଗାଯିବା ପ୍ରତିବାଦରେ ଆମ୍‍ ଆଦମି ପାର୍ଟି ପକ୍ଷରୁ ବିଜେପି ପ୍ରତି ଦୋଷାରୋପ କରାଯାଇଛି। ବୁଧବାର ଉପମୁଖ୍ୟମନ୍ତ୍ରୀ ମନୀଷ…
Read More...

୯୦% ମୁସଲମାନ ଭୋଟ୍‍ ନପାଇଲେ କଂଗ୍ରେସ ହାରିବ: କମଳନାଥ

ନୂଆଦିଲ୍ଲୀ : ‘ମୁସଲମାନ ସମ୍ପ୍ରଦାୟର ଭୋଟ୍‍ ନପାଇଲେ କଂଗ୍ରେସ ବଡ଼ ପରାଭବ ଭୋଗିବ। କଂଗ୍ରେସକୁ ଅନ୍ୟୂନ ୯୦ପ୍ରତି ମୁସଲମାନ ଭୋଟ୍‍ ହାସଲ କରିବାକୁ ପଡ଼ିବ। ପୂର୍ବ ପରିସ୍ଥିତିକୁ ଅନୁଶୀଳନ ପୂର୍ବକ ମୁଓଲମାନ ଅଧ୍ୟୁସିତ…
Read More...

‘ମେଣ୍ଟ ଗଠନ ନେଇ ବିଜେପି ଭୟଭୀତ’

ଶ୍ରୀନଗର : ଏକ ନାଟକୀୟ ଘଟଣାକ୍ରମେ ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକ ବୁଧବାର ସନ୍ଧ୍ୟାରେ ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ କରିଛନ୍ତି। ରାଜ୍ୟପାଳଙ୍କ ପଦକ୍ଷେପ ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…
Read More...

ମନ୍ତ୍ରୀ ଓ ଅଧିକାରୀଙ୍କ ଦୁର୍ନୀତି ତଥ୍ୟ ଦେବାକୁ ମନାକଲା ପିଏମ୍‍ଓ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀମାନଙ୍କ ବିରୋଧରେ ରହିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‍ଓ) ମନା କରିଦେଇଛି। କେତେଜଣ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସରାରୀ…
Read More...

ଗୁରୁବାର ରାଶିଫଳ

ମେଷ: ଆୟର ପରିମାଣ ଅହେତୁକ ବୃଦ୍ଧି ପାଇବ। ସରକାରୀ ଓ ବନ୍ଧୁଙ୍କ ସାହାଯ୍ୟ ପାଇ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସୁସ୍ଥ ରହିବେ। ସୁଖୀ ହେବେ। ବୃଷ: କାର୍ଯ୍ୟରେ…
Read More...

୯ ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକ ଗିରଫ

ଗୁରୁଗ୍ରାମ : ହରିୟାଣା ପୁଲିସ ଏକ ଶିଶୁକୁ ବଳାତ୍କାର ଅଭିଯୋଗକ୍ରମେ ଜଣେ ୨୦ବର୍ଷୀୟ ଯୁବକ ସୁନିଲକୁ ବୁଧବାର ଗିରଫ କରିଛି। ତା’ ବିରୋଧରେ ହୋଇଥିବା ତଦନ୍ତରୁ ମିଳିଥିବା ତଥ୍ୟ ସମସ୍ତଙ୍କୁ ଚମକାଇଦେଇଛି। ଏହି ଯୁବକ ଜଣେ…
Read More...

କଂଗ୍ରେସ ସାଂସଦ ଶାନବାସଙ୍କ ପରଲୋକ

ନୂଆଦିଲ୍ଲୀ : କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ୱାୟନାଡ ସାଂସଦ ଏମ୍‍. ଆଇ ଶାନବାସଙ୍କର ଚେନ୍ନଇଠାରେ ବୁଧବାର ପରଲୋକ ଘଟିଛି। ୬୭ ବର୍ଷ ବୟସ୍କ ୱାୟନାଡ କର୍କଟ ରୋଗରେ ପୀଡ଼ିତ ଥିଲେ। ଏର୍ଣ୍ଣାକୁଲମଠାରେ ତାଙ୍କର…
Read More...

ଏନ୍‍ଡିଏକୁ ମହମୋହନଙ୍କ ତୀବ୍ର ସମାଲୋଚନା

ଇନ୍ଦୋର : ରାଫେଲ ଦୁର୍ନୀତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଚାରିଆଡୁ ଘେରିଥିବାବେଳେ ଏବେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସାମିଲ ହୋଇଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ କଡ଼ା…
Read More...

ଅମୃତସର ବିସ୍ଫୋରଣ: ଜଣେ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ : ଅମୃତସର ଆତଙ୍କବାଦୀ ଆକ୍ରମଣ ଘଟଣାରେ ତଦନ୍ତକାରୀ ପୁଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ନାମ ବିକ୍ରମଜିତ୍‍ ସିଂହ(୨୬) ଓ ତାର ଘର ଧରିୱାଲ ଗ୍ରାମରେ। ଅନ୍ୟ ଜଣଙ୍କ ନାମ ଅବତାର ସିଂହ।…
Read More...

ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର୍‍; ୫ମୃତ, ୯ଆହତ

ହିସାର : ହରିୟାଣାର ହିସାରଠାରେ ରାସ୍ତା ପାର୍ଶ୍ବରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗତିରେ ଆସୁଥିବା ଏକ କାର୍‍ ମାଡ଼ିଯିବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୯ଜଣ ଆହତ ହୋଇଛନ୍ତି। ନିଜେ…
Read More...

ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ଯୁବକର ମୃତ୍ୟୁ

ଘସିପୁରା : ନନ୍ଦିପଦା ଥାନା ଅନ୍ତର୍ଗତ ଛେନାପଦୀ ଗ୍ରାମରେ ବିଦ୍ୟୁତ୍‍ ସର୍ଟସର୍କିଟ ଯୋଗୁ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରଅନୁସାରେ ମୃତକ ବିପିନୀ ଜେନା(୨୭) ନିଜ ଘରେ ପାଣି ମଟର ଯୋଗେ ପାଣି ଉଠାଉଥିବା…
Read More...

ବିଧାୟକଙ୍କ ବାସଗୃହ ଆଗରେ ଧାରଣାରେ ବସିଲେ ଗାଡ଼ି ମାଲିକ ଓ ଶ୍ରମିକ 

ବଡ଼ସାହି : ବଡ଼ସାହି ବିଧାୟକଙ୍କ ଆରପଟ୍ଟାସ୍ଥିତ ବାସଭବନ ଆଗରେ ବୁଧବାର ଟ୍ରାକ୍ଟର ଓ ଭାରୀଯାନ ମାଲିକ ଏବଂ ଶ୍ରମିକ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କ ଅନୁପସ୍ଥିତିରେ ଦିନ ତମାମ ସେମାନେ ଧାରଣାରେ…
Read More...

ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ୬ଆହତ

କୋଣାର୍କ : କୋଣାର୍କ ଗୋପ ରାସ୍ତାର ବନାଖଣ୍ଡି ଛକ ନିକଟରେ ଯାତ୍ରୀଵାହୀ ବସ୍ ସହ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ଵସ ଚାଳକ ସମେତ ୬ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଖବରଅନୁସାରେ ଵୁଧବାର ସନ୍ଧ୍ୟା ୬ଟା ୩୦ମିନିଟ୍…
Read More...

୨୦୦କୋଟି କ୍ଲବରେ ସାମିଲ ‘ବଧାଇ ହୋ’

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଭିନ୍ନ ଧରଣର ଚଳଚ୍ଚିତ୍ର  ‘ବଧାଇ ହୋ’  ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଅପାର ସଫଳତା ଲାଭ କରିଛି।  ପ୍ରଥମେ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ‘ବଧାଇ ହୋ’ ଏବେ ସାରାବିଶ୍ଵରୁ…
Read More...

୬୦୦କୋଟି ଟଙ୍କାରେ ନିର୍ମିତ ୨.୦ ରିଲିଜ ପୂର୍ବରୁ ଆୟ ୧୨୦କୋଟି

ନୂଆଦିଲ୍ଲୀ : ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ୨.୦ ସବୁଠାରୁ ଅଧିକ ବଜେଟରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର। ପ୍ରାୟ ୬୦୦କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ରିଲିଜ ପୂର୍ବରୁ ୧୨୦କୋଟି…
Read More...

ନେପାଳ ରାଷ୍ଟ୍ରଦୂତଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ : ଵୁଧବାର ଦିବା ୨ଘଟିକା ସମୟରେ ନେପାଳର ରାଷ୍ଟ୍ରଦୂତ ମଦନ ଭଟ୍ଟରାୟ ସପରିବାର ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରର ମୁଖ୍ୟ ଫାଟକ ସମ୍ମୁଖରେ…
Read More...

ଅବସରପ୍ରାପ୍ତ ସୈନିକଙ୍କ ପରଲୋକ

ସୁଆଣ୍ଡୋ : ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତ ପକ୍ଷରୁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଂଶଗ୍ରହଣ କରି ଲଢେଇ କରିଥିବା ସୈନିକ ଦୀନବନ୍ଧୁ ଷଡଙ୍ଗୀଙ୍କ ୮୪ବର୍ଷ ବୟସରେ ନିଜସ୍ବ ବାସଭନରେ ବୁଧବାର ଅପରାହ୍ନରେ ପରଲୋକ…
Read More...

ଡାକ୍ତରଖାନା ଗେଟରୁ ଭୁଶୁଡ଼ିଲା ଟାଇଲ୍ସ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଘସିପୁରା : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବୁଧବାର ଏକ ଅଘଟଣ ଘଟିଛି। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ବାମପାର୍ଶ୍ବ ମୁଖ୍ୟ ପ୍ରବେଶ ପଥର ଗେଟ୍‍ ବା ତୋରଣରୁ ଟାଇଲ୍ସ ଗୁଡ଼ିକ ଭୁଶୁଡ଼ି…
Read More...

କୋଣାର୍କର ସ୍ଥିତାବସ୍ଥା ଅନୁଧ୍ୟାନ କଲେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ

କୋଣାର୍କ : ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ କରିବାସହ ଐତିହ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଏସଆଇ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଗାନ୍ଧିଛକ ଫାଣ୍ଡି ଅଧିନସ୍ଥ ବଘରାଛକଠାରେ ଟ୍ରାକ୍ଟର ଓ ବାଇକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ ଜିଲା ଧଉରାଅଡ଼ାର…
Read More...

ବାଲୁଙ୍କେଶ୍ଵର ୟୁଥ କ୍ଲବ ପକ୍ଷରୁ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

ଖୁଣ୍ଟା : ଖିରିପଦା ଖେଳପଡ଼ିଆରେ ସ୍ଥାନୀୟ ବାଲୁଙ୍କେଶ୍ୱର ୟୁଥ କ୍ଲବ ପକ୍ଷରୁ ୨୯ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଏସଏସବି କଟକ ଦଳ ବାଲେଶ୍ଵର ଏଫସି ନଗ୍ରାମ ଦଳକୁ…
Read More...

ବୀରରାମଚନ୍ଦ୍ରପୁର ଧବଳେଶ୍ଵରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ସୁଆଣ୍ଡୋ : ପୁରୀଜିଲା ସାକ୍ଷୀଗୋପାଳ ବୀରରାମଚନ୍ଦ୍ରପୁର ଗ୍ରାମର ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଇଁ ଗତ ରାତିରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବୁଧବାର ସକାଳୁ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି କରାଯାଇଥିଲା । ଏହା…
Read More...

ବସ୍‍-ଟ୍ରକ୍‍ ମୁହାଁମୁହିଁ ଧକ୍କା ୫ଗୁରୁତର

ବଣେଇ : ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ଖୁଣ୍ଟଗାଁର ବଜାର ତାରିଣୀ ମନ୍ଦିର ନିକଟରେ ଏକ ବସ୍‍-ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୫ଜଣ ଗୁରୁତର ହୋଇଛନ୍ତି। ଜଗଡମ୍ବା ନାମକ ଏକ…
Read More...

ପବିତ୍ର ବଡଓଷାରେ ପଞ୍ଚାନନ ବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି

ଆରଡି : ପବିତ୍ର ବଡଓଷା ଓ ପଞ୍ଚୁକବ୍ରତ ଅବସରରେ ବୁଧବାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ…
Read More...

କାବୁଲରେ ବିସ୍ଫୋରଣ; ୫୦ ମୃତ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୫୦ଜଣଙ୍କ ମୃତ୍ୟୁ ଘଟିଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ରଙ୍କ କହିବା ଅନୁଯାୟୀ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ…
Read More...

ପିଡିପି ଛାଡ଼ିବେ ମୁଜାଫର ହୁସେନ୍‍

ଶ୍ରୀନଗର : ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ଉପସଭାପତି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମୁଜାଫର ହୁସେନ୍‍ ବେଗ୍‍ ଦଳ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି। ସେ ସାଜାଦ ଗନି ଲୋନ୍‍ଙ୍କ ଦ୍ୱାରା…
Read More...