ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ: ଏଡ୍‍ସ ଓ ଶୂନ୍ୟ ସଂକ୍ରମଣ

ଏଡ୍‍ସ ମେହାମାରୀ ରୋଗଟି ହୃଦ୍‍ରୋଗ ଏବଂ କର୍କଟ ରୋଗଠାରୁ ମଧ୍ୟ ଭୟଙ୍କର। ବିଂଶ ଶତାବ୍ଦୀର ଶେଷ ଭାଗରେ ଚିହ୍ନିତ ହୋଇଥିବା ଏହି ରୋଗଟି ସାରା ପୃଥିବୀରେ ଭୟ ଓ ଆଶଙ୍କାର ଲହରି ଖେଳାଇ ଦେଇଛି। ସାରା ବିଶ୍ୱକୁ ଏଡ୍‍ସମୁକ୍ତ…
Read More...

ସରିଆସୁଛି ମେଳା

କଟକ : ବାଲିଯାତ୍ରା ଭଲ ଭିଡ ଧରିଛି ଦୁଇଦିନ ହେଲା; ଆଉ ରହିଛି ଦୁଇଟି ଦିନ। ମଝିରେ କେବଳ ରହିଲା ଶନିବାର, ରବିବାରକୁ ମେଳାଶେଷ। ଅବଶ୍ୟ ତଳ ପଡିଆର ଦୋକାନୀ କେତେଜଣ ମୁହଁ ଶୁଖାଇଛନ୍ତି। ସେମାନଙ୍କ କହିବା ହେଲା, ଏତେ ଭଲ…
Read More...

କଡ଼ା ସୁରକ୍ଷାରେ ନମାଜ ପାଠ କଲେ ପାକିସ୍ତାନ ଖେଳାଳି

ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳିବା ଲାଗି ଭୁବନେଶ୍ୱରରେ ଅବସ୍ଥାନ କରିଥିବା ପାକିସ୍ତାନ ଖେଳାଳିମାନେ ଶୁକ୍ରବାର ନାମାଜ ପାଠ କରିଛନ୍ତି। ଅପରାହ୍ଣ ୧ଟାରେ ଖେଳାଳିମାନଙ୍କୁ ହୋଟେଲ ସ୍ୱସ୍ତି ପ୍ରିମିୟମରୁ…
Read More...

ଆଜି ଓହ୍ଲାଇବେ ପାକିସ୍ତାନ, ନେଦରଲାଣ୍ଡ୍‍ସ ଓ ଜର୍ମାନୀ

ଭୁବନେଶ୍ଵର : ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାର ଏଥି ମଧ୍ୟରେ ପୁଲ-ଏ, ବି ଓ ସିର ୬ଟି ଲିଗ୍‍ ମ୍ୟାଚ ଶେଷ ହୋଇଛି। ଶନିବାର ପ୍ରତିଯୋଗିତାର ସବୁଠାରୁ କଷ୍ଠସାଧ୍ୟ ଗ୍ରୁପ-ଡିର ମ୍ୟାଚ୍‍ ଆରମ୍ଭ ହେବ। ଏଥିରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଆଜି: ଏକାଧିକ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତି ସ୍ଥାପନ

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦେଢ ଘଣ୍ଟିଆ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ପ୍ରାୟ ୨୦୦କୋଟିରୁ ଅଧିକ ଟଙ୍କାର…
Read More...

ବିଜେପିକୁ ମସ୍ତବଡ଼ ଧକ୍କା : ତାରା

ଭୁବନେଶ୍ୱର : ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ବିଜେପି ପାଇଁ ମସ୍ତବଡ଼ ଧକ୍କା ବୋଲି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ରାଜନୀତିରେ ବିଜୟଙ୍କର…
Read More...

ବିଜେପି ଆତ୍ମସମୀକ୍ଷା କରୁ : ପ୍ରତାପ ଦେବ

ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ତଥା ବିଧାୟକ ଦିଲୀପ ରାୟ ଓ ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଯେଉଁ ଦଳ ଛାଡିଛନ୍ତି ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି। ତେବେ ଏହି ଦୁଇ ତୁଙ୍ଗ ନେତା କାହିଁକି ଦଳ…
Read More...

ପାଣି ତଳେ ବୁଲେଟ୍‍ ଟ୍ରେନ ଚଳାଇବ ଚାଇନା

ବେଜିଂ : ପାଣି ତଳେ ବୁଲେଟ୍‍ ଟ୍ରେନ ଚଳାଇବ ଚାଇନା। ଏଥିନିମନ୍ତେ ଉର୍ଦ୍ଦିିର୍ଷ୍ଟ ଏକ ପ୍ରକଳ୍ପକୁ ଚାଇନା ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ବୁଲେଟ୍‍ ଟ୍ରେନ ଲାଇନ୍‍ ସଂଘାଇର ବନ୍ଦର ସହର ଝାଉସାନ୍‍ରୁ…
Read More...

୧୦୦ରୁ ଊର୍ଦ୍ଧ୍ବ ଟନ୍‍ ଚୋରା କୋଇଲା ଜବତ

ତାଳଚେର : ତାଳଚେର ଟାଉନ୍‍ ପୁଲିସ ପକ୍ଷରୁ ଧରପଗଡ଼ କରାଯାଇ ଶୁକ୍ରବାର ଦିନବେଳା ଲିଙ୍ଗରାଜ କୋଇଲା ଖଣି ନିକଟସ୍ଥ ପୀତାବଳି ଛକ ନିକଟରୁ ୧୦୦ ଟନ୍‍ରୁ ଊର୍ଦ୍ଧ୍ବ ଗଚ୍ଛିତ ଥିବା ଚୋରା କୋଇଲାକୁ ଜବତ କରି ଏହି ବେଆଇନ୍‍…
Read More...

୨୨ ଗାଡ଼ି ଉଠିଲା,୯ହଜାର ଟଙ୍କା ଜୋରିମାନା ଆଦାୟ

କଟକ : ବାଲିଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି ଶୁକ୍ରବାର ଅପରାହ୍ଣରୁ ରାତି ପର୍ଯ୍ୟନ୍ତ କମିସନରେଟ୍‍ ଟ୍ରାଫିକ ପୁଲିସ ପକ୍ଷରୁ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଟ୍ରାଫିକ ଏସିପି ପି.କେ.…
Read More...

କୋଙ୍କଣା-ଭୂମି ହେଲେ ବାନ୍ଧବୀ

ମୁମ୍ବଇ : ଆଗାମୀ ଚଳଚ୍ଚିତ୍ର ‘ଡଲି ଔର କିଟି ଔର ୱ ଚମକତେ ସିତାରେଁ’ରେ ପ୍ରଥମଥର କୋଙ୍କଣା ସେନ୍ ଶର୍ମା ଓ ଭୂମି ପେଦନକର ଏକତ୍ର କାମ କରିବେ। ଏ ବାବଦରେ ଭୂମି କହିଛନ୍ତି, କୋଙ୍କଣାଙ୍କ ପରି ଜଣେ ଅଭିଜ୍ଞ ଅଭିନେତ୍ରୀଙ୍କ…
Read More...

୧୩୩ଟଙ୍କା କମିଲା ଅଣରିଆତି ସିଲିଣ୍ଡର

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଶୁକ୍ରବାର ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର (୧୪.୨କେଜି) ମୂଲ୍ୟରେ ୧୩୩ ଟଙ୍କା ହ୍ରାସ ଘଟିଛି। ପରିବର୍ତ୍ତିତ ନୂଆ ଦର ଡିସେମ୍ବର ପହିଲାରୁ ଲାଗୁ କରାଯିବ।…
Read More...

ଦୀପିକାଙ୍କ ଶାଢ଼ିର ଗ୍ରାହକ ୪୦୦ରୁ ଅଧିକ

ମୁମ୍ବଇ : ଭାରତୀୟ ମହିଳା ଯେତେପ୍ରକାର ଅତ୍ୟାଧୁନିକ ପୋଷାକ ପିନ୍ଧିଲେ ମଧ୍ୟ ଶାଢ଼ି ପ୍ରତି ମୋହ ତାଙ୍କର କମ୍ ହୋଇନଥାଏ। ଆମ ସିନେସୁନ୍ଦରୀମାନେ ଯଦିଓ ବିଦେଶରେ ବର୍ଣ୍ଣାଢ଼୍ୟ ବିବାହ କରୁଛନ୍ତି, କିନ୍ତୁ ଭାରତୀୟ ପରିଧାନ…
Read More...

ଶନିବାର ରାଶିଫଳ

ମେଷ: ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଉଚ୍ଚ ମହଲରେ ପରିଚିତ ହେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସମ୍ମାନିତ ହେବେ। ଦ୍ୱିଜା ନକ୍ଷତ୍ରର ସାମାନ୍ୟ ଶୁଭ। ବୃଷ:…
Read More...

ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ସୁନା ଚେନ୍‍ ଲୁଟ୍‍

ନେମାଳ : ଜଣେ ଛାତ୍ରୀ ବିଲହାଟ ବଜାରରୁ କମ୍ପ୍ୟୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ନେମାଳ ଥାନା ଗଡିଜଙ୍ଗ ବଜାର ନିକଟରେ ଜଣେ ଯୁବକ ତାକୁ ଅଟକାଇ ଦୁବ୍ୟବହାର କରିବା ସହ ଏକ ଭରି ଓଜନର ସୁନା ଚେନ୍‍ ଲୁଟି ନେଇଥିବା…
Read More...

ଅଗ୍ନିକାଣ୍ଡରେ ୩ବଖରା ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ସଂଗ୍ରାମପୁର ଗ୍ରାମର ମହେଶ୍ୱର ବେହେରାଙ୍କ ଘରେ ଏକ ଭୟାବହ ଅଗ୍ନିକାଣ୍ଡରେ ୩ବଖରା ଘର ଜଳିଯାଇଥିବା ଜଣାପଡିଛି।ଖବର ଅନୁଯାୟୀ ଶୁକ୍ରବାର ସଂନ୍ଧ୍ୟା ୭.୩୦…
Read More...

ଡେଙ୍ଗୁରେ ମହିଳା ଗୁରୁତର

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରୀ ଗ୍ରାମର ଦ୍ରୌପଦୀ ବିଶ୍ୱାଳ(୪୫) ନାମ୍ନୀ ମହିଳା ଡେଙ୍ଗୁ ରୋଗରେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲର ଆଇସିୟୁରେ…
Read More...

ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ବଦଳିଲା ଚୀନର ସ୍ୱର

ନୂଆଦିଲ୍ଲୀ : କାଶ୍ମୀରକୁ ନେଇ ପ୍ରଥମଥର ଲାଗି ଚୀନର ସ୍ୱର ବଦଳିଛି। ଏଠାକାର ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ସିଜିଟିଏନ୍‍ ଟେଲିଭିଜନ ପାକ୍‍ ଅଧିକୃତ କାଶ୍ମୀର (ପିଓକେ)କୁ ପାକିସ୍ତାନ ମାନଚିତ୍ରରୁ ବାଦ ଦେଇ…
Read More...

ଅଡୁଆ ସୃଷ୍ଟି କଲା ମରାଠା ସଂରକ୍ଷଣ: ରାଜପୁତ ବି ଉଠାଇଲେ ଦାବି

ମୁମ୍ବଇ : ମହାରାଷ୍ଟ୍ରର ସଂଖ୍ୟାଲଘୁ ତଥା ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅନୁନ୍ନତ ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ରାଜ୍ୟ ସରକାର ଏବେ ଅଡୁଆରେ ପଡିଯାଇଛନ୍ତି। ରାଜ୍ୟର ଅନ୍ୟତମ ସଂଖ୍ୟାଲଘୁ…
Read More...

ଇମ୍ରାନଙ୍କୁ ରାୱତ୍‍ଙ୍କ କଡ଼ା ଜବାବ: ଭାରତ ସହିତ ରହିବାକୁ ହେଲେ ଧର୍ମନିରପେକ୍ଷ ହୁଅ

ନୂଆଦିଲ୍ଲୀ : ଭାରତ ସହିତ ସୁସମ୍ପର୍କ ସ୍ଥାପନ ପୂର୍ବକ ଏକତ୍ର ରହିବାକୁ ହେଲେ ପାକିସ୍ତାନକୁ ପ୍ରଥମେ ଧର୍ମନିରପେକ୍ଷ ହେବାକୁ ପଡିବ ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍‍ ରାୱତ କହିଛନ୍ତି। ଯଦି ଫ୍ରାନ୍ସ ଓ ଜର୍ମାନୀ…
Read More...

ଆଝାରୁଦ୍ଦିନ ତେଲଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଏହାର ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବତନ କ୍ରିକେଟ ଖେଳାଳୀ ମହମ୍‍ଦ ଆଝାରୁଦ୍ଦିନଙ୍କୁ ରାଜ୍ୟ କଂଗ୍ରେସର…
Read More...

ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଅରୁଣାଚଳ ରାଜ୍ୟପାଳ

ଇଟାନଗର : ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବ୍ରିଗେଡିୟର ବି.ଡି ମିଶ୍ର ମାନବିକତା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ଗୁରୁତର ଅବସ୍ଥାରେ ଥିବା ଜଣେ ପ୍ରସୂତିଙ୍କୁ ରାଜଭବନ ହେଲିକପ୍ଟରରେ ତାୱଙ୍ଗଠାରୁ ଇଟାନଗର ନେଇ…
Read More...

ବିଶ୍ୱଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ‘ଯୋଗ’ ଭାରତର ଶ୍ରେଷ୍ଠ ଉପହାର : ମୋଦୀ

ବୋଏନସ୍‍ ଏୟାରେସ୍‍ : ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ହେଉଛି ବିଶ୍ୱକୁ ଭାରତର ଉପହାର। ଏହି ପ୍ରାଚୀନ ଭାରତୀୟ ଅଭ୍ୟାସ ସାମଗ୍ରିକ ସୁସ୍ଥତା କ୍ଷେତ୍ରରେ ଅନବଦ୍ୟ ଅବଦାନ ରଖିଆସିଛି। ଏହା ଭାରତ ଓ ଆର୍ଜେଣ୍ଟିନା…
Read More...

ଆମେରିକାର ଶୀର୍ଷ ୫୦ ମହିଳା କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ : ଫୋବର୍ସ ଆମେରିକାର ଅଗ୍ରଣୀ ବୈଷୟିକ କମ୍ପାନୀଙ୍କ ଶୀର୍ଷ ୫୦ ମହିଳା ଅଧିକାରିଣୀଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ୪ ଜଣ ଭାରତୀୟ ବଂଶୋଦ୍ଭବ ମହିଳା ଅଛନ୍ତି। ସେମାନେ ହେଲେ ସିସ୍ମୋର ପୂର୍ବତନ ମୁଖ୍ୟ…
Read More...

କରତାରପୁର କରିଡ଼ର ପରେ ଶାରଦା ପୀଠ ଖୋଲିବାକୁ ଦାବି

ନୂଆଦିଲ୍ଲୀ : କରତାରପୁର କରିଡର ନିର୍ମାଣ ପାଇଁ ସରକାର ପଦକ୍ଷେପ ନେବା ପରେ କାଶ୍ମୀର ପଣ୍ଡିତଙ୍କ ଏକ ସମୂହ ଶାରଦା ପୀଠ ଖୋଲିବାକୁ ଦାବି କରିଛି। ଉଲ୍ଲେଖ ଯେ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…
Read More...

ଆମେରିକାର ବିମାନ ଆକ୍ରମଣ: ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ସମେତ ୨୩ ମୃତ

କାବୁଲ : ଦକ୍ଷିଣ ଆଫଗାନିସ୍ତାନରେ ଆମେରିକାର ବିମାନ ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନରେ ଥିବା ମିଳିତ ଜାତିସଂଘର ମିଶନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ମଙ୍ଗଳବାର…
Read More...

ଦିନ ଛିଡୁଛି, ଭିଡ଼ ବଢୁଛି

କଟଲ : ଶୀତ ବଢୁଛି ଆଉ ବାଲିଯାତରାର ଦିନ ଛିଡୁଛି; ଯାତ୍ରାପଡିଆରେ ଗହଳି କେବେ ବଢୁଛି ତ ପୁଣି ଛିଡୁଛି।...ଶିଶିରସିକ୍ତ ସାତଟି ସଂଜ ଗଡିଗଲାଣି, ଢେର ଗମାତ ହେଲାଣି ମେଳା ପଡିଆରେ; ମଧ୍ୟପ୍ରଦେଶରୁ ମେଦିନାପୁର ପର୍ଯ୍ୟନ୍ତ…
Read More...

ଆଜି ଓହ୍ଲାଇବ ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ

ଭୁବନେଶ୍ୱର : ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ତଥା ଗତଥରର ଚମ୍ପିଆନ ଅଷ୍ଟ୍ରେଲିଆ ଆଜିଠାରୁ ୧୪ଶ ପୁରୁଷ ହକି ବିଶ୍ୱକପର ଅଭିଯାନ ଆରମ୍ଭ କରିବ। ଶୁକ୍ରବାର ପୁଲ୍‍ ‘ବି’ର ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ…
Read More...

ସ୍ପେନକୁ ୪-୩ରେ ହରାଇଲା ଆର୍ଜେଣ୍ଟିନା

ଭୁବନେଶ୍ୱର : ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଗୁରୁବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ-ଏ’ର ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ…
Read More...

ସ୍ପଷ୍ଟ କଲା ହକି ଇଣ୍ଡିଆ; ସଲମାନଙ୍କୁ ରାଜ୍ୟ ସରକାର ଅର୍ଥ ଦେଇନାହାନ୍ତି

ଭୁବନେଶ୍ୱର : ବାରବାଟୀ ଷ୍ଟାଡ଼ିୟମରେ ପୁରୁଷ ହକି ବିଶ୍ୱକପ୍‍ ପାଇଁ ଆୟୋଜିତ ଉତ୍ସବ ଅବସରରେ ଯୋଗ ଦେଇଥିବା ବଲିଉଡ ତାରକା ସଲମନ ଖାନଙ୍କ ଉପସ୍ଥିତି ପାଇଁ ୧କୋଟି ୮୯ଲକ୍ଷ ଟଙ୍କା ପ୍ରଦାନ ପ୍ରାପ୍ୟକୁ ନେଇ କେତେକ…
Read More...

କୋଣାର୍କର ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ଆଜି

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ସୁରକ୍ଷା ସମେତ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ ଶୁକ୍ରବାର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ…
Read More...

ଓଡ଼ିଶା ହେବ ଉଚ୍ଚଶିକ୍ଷାର ପ୍ରମୁଖ କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଧ୍ୟବସାୟ ଓ ପ୍ରତିବଦ୍ଧତା ବଳରେ ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ବାସ୍ତବ ରୂପ ନେବ ଏବଂ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଦେଶର ପ୍ରମୁଖ କେନ୍ଦ୍ରରେ ପରିଣତ କରିବାକୁ ସକ୍ଷମ…
Read More...

ବିଶେଷଜ୍ଞଙ୍କ ମତ ପରେ ନିଷ୍ପତ୍ତି: ଅର୍ଥମନ୍ତ୍ରୀ

ଭୁବନେଶ୍ୱର :ଚାଷୀମାନଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଗୁରୁବାର ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବନିର୍ମାଣ…
Read More...

ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଆଜି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଶୃଙ୍ଖଳା ସମେତ ପରିଚାଳନା ବ୍ୟବସ୍ଥାରେ ସଂସ୍କାର ନିମନ୍ତେ ଆଇନଜୀବୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ମୋକଦ୍ଦମାର ଶୁଣାଣି ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟରେ ହେବ।…
Read More...

ପ୍ରିୟଙ୍କାଙ୍କ ବିବାହ ପ୍ରସ୍ତୁତି

ନଭେମ୍ବର ୨୯ରୁ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ୍’ର ସୁଟିଂ ଶେଷ କରି ବିବାହ ପ୍ରସ୍ତୁତି ନିଜେ କରିବା ସହ…
Read More...

ଦିଲୀପଙ୍କ ରାସ୍ତାରେ ବିଜୟ !

ଭୁବନେଶ୍ୱର : ଦୀର୍ଘ ଅଢ଼େଇବର୍ଷ ଧରି ବିଜେପିରେ ଅଲୋଡା ହୋଇ ପଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ରାଉରକେଲା ବିଜେପି ବିଧାୟକ ଦିଲୀପ ରାୟଙ୍କ ରାସ୍ତାରେ ଯିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଶୁକ୍ରବାର ଦିଲୀପ ଉଭୟ…
Read More...

ଶୁକ୍ରବାର ରାଶିଫଳ

ମେଷ: ପୂର୍ବରୁ ଅର୍ଜିତ ଅନୁଭୂତି କାର୍ଯ୍ୟରେ ଲାଗିବ। ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କଲେ ଉପକୃତ ହେବେ। କୀର୍ତ୍ତିମାନ ହେବେ। ପାରିବାରିକ ସୁଖ ମିଳିବ। କାର୍ଯ୍ୟରେ ସଫଳତା ହାସଲ କରିବେ; ମାତ୍ର ବିଳମ୍ବିତ ହେବ।…
Read More...

ଶାହାରୁଖଙ୍କ ଉପସ୍ଥିତିରେ ସୁଟିଂସେଟ୍‍ରେ ଅଗ୍ନିକାଣ୍ଡ

ମୁମ୍ବଇ : ବଲିଉଡର ଆଗାମୀ ଚଳଚ୍ଚିତ୍ର ‘ଜିରୋ’ର ସୁଟିଂ ବେଳେ ସୁଟିଂସେଟ୍‍ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସୁଟିଂସେଟ୍‍ରେ ଅଗ୍ନିକାଣ୍ଡ ଘଟିବା ବେଳେ ଅଭିନେତା ଶାହାରୁଖ ଖାଁ ଉପସ୍ଥିତ ଥିଲେ। ତେବେ ଶାହାରୁଖଙ୍କର…
Read More...

ବାହାହେବେ ରାକ୍ଷୀ ସାୱନ୍ତ

ମୁମ୍ବଇ : ଦୀପିକା ପାଦୁକୋନ୍‍ ଓ ପ୍ରିୟଙ୍କା ଚୋପ୍ରାଙ୍କ ବିବାହରେ ଉତ୍ସାହିତ ହୋଇ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ନିଜ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ସମସ୍ତେ ବାହା ହୋଇଯାଉଥିବାରୁ ତାଙ୍କ ବିବାହ ପାଇଁ ବର୍ତ୍ତମାନ…
Read More...

ମୋଦୀଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ: ଇମ୍ରାନ

ଇସଲାମାବାଦ : ଆନୁଷ୍ଠାନିକ ଶାନ୍ତି ପ୍ରସ୍ତାବ ଦେବା ପୂର୍ବକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ ସେ ତାଙ୍କର ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ସହିତ କଥାବାର୍ତ୍ତା ଲାଗି ପ୍ରସ୍ତୁତ।…
Read More...

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ଚାଲୁ ପାଇଁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀ ଆମ୍‍ ଆଦମୀ ପାର୍ଟି (ଆପ୍‍) ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ଚାଲୁ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି। ଆୟବହିର୍ଭୂତ…
Read More...

ବାସବରାଜ ସିପିଆଇ(ମାଓବାଦୀ) ସଂଗଠନ ମୁଖ୍ୟ

ନୂଆଦିଲ୍ଲୀ : ନିଷିଦ୍ଧ ଘୋଷିତ ସିପିଆଇ (ମାଓବାଦୀ)ର ନେତୃତ୍ୱ ପରିବର୍ତ୍ତନ ଘଟିଛି। ଗଣପତି ଓରଫ ମୁପାଲ୍ଲା ଲକ୍ଷ୍ମଣ ରାଓଙ୍କ ସ୍ଥାନରେ ବାସବରାଜ ଓରଫ ନାମ୍ବାଲ୍ଲା କେଶବ ରାଓ ସଂଗଠନର ସାଧାରେଣ ସମ୍ପାଦକ ଭାବେ ଦାୟିତ୍ୱ…
Read More...

୩୦୦କୋଟି ଡଲାର ସହାୟତା ହରାଇଲାଣି ପାକିସ୍ତାନ

ୱାଶିଂଟନ : ପାକିସ୍ତାନ ଇତି ମଧ୍ୟରେ ଆମେରିକାଠାରୁ ୩୦୦କୋଟି ଡଲାର ସୁରକ୍ଷା ସହାୟତା ହରାଇଲାଣି। ଆତଙ୍କବାଦ ଦମନରେ ବିଫଳତାକୁ ନେଇ ଆମେରିକା ବିଭିନ୍ନ ଆର୍ଥିକ ବର୍ଷରେ ପାକିସ୍ତାନକୁ ଦେବାକୁ ଥିବା ସୁରକ୍ଷା ସହାୟତା…
Read More...

ଜଷ୍ଟିସ କୁରିଏନ୍‍ ଯୋସେଫଙ୍କ ଅବସର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ତୃତୀୟ ବରିଷ୍ଠ ବିଚାରପତି ଜଷ୍ଟିସ କୁରିଏନ୍‍ ଯୋସେଫ ଗୁରୁବାର ଅବସର ନେଇଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ୫ବରିଷ୍ଠ ବିଚାରପତିଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ଉପସ୍ଥିତ ରହି ସେ…
Read More...

ଖପୁରୀ ନେଇ ଦିଲ୍ଲୀରେ ପହଞ୍ଚିଲେ ତାମିଲନାଡୁ କୃଷକ, ସଂସଦକୁ ଯିବାକୁ ନ ଦେଲେ ଉଲଗ୍ନ ପଦଯାତ୍ରା ପାଇଁ ଚେତାବନୀ

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଦେଶର ବିଭିନ୍ନ କୋଣରୁ ସହସ୍ରାଧିକ କୃଷକ ଆସି ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ତାମିଲନାଡୁ ଚାଷୀ ସାଥିରେ ମୃତ ଚାଷୀଙ୍କ ଖପୁରୀ ଆଣିଥିବା ଦେଖିବାକୁ ମିଳିଛି।…
Read More...

ରାଗିଂ: ୟୁପି ମେଡିକାଲ କଲେଜର ୫୨ ଛାତ୍ର ନିଲମ୍ବିତ

ମୁଜାଫରନଗର : ଉତ୍ତରପ୍ରଦେଶ ସାହାରାନପୁର ଜିଲାସ୍ଥିତ ସୈଖ-ଉଲ-ହିନ୍ଦ ମୌଲାନା ମହମୁଦ ହାସନ ମେଡିକାଲ କଲେଜ ଛାତ୍ରାବାସରେ ରାଗିଂ ଅଭିଯୋଗରେ ୫୨ ଜଣ ଛାତ୍ରଙ୍କୁ କଲେଜରୁ ଗୋଟିଏ ମାସ ଓ ଛାତ୍ରାବାସରୁ ୬ ମାସ ପାଇଁ…
Read More...

ଖଲିସ୍ଥାନ ନେତା ଓ ସିଧୁଙ୍କ ଫଟୋକୁ ନେଇ ହଇଚଇ, ଇସ୍ତଫା ଦାବି କଲା ଅକାଳି ଦଳ

ନୂଆଦିଲ୍ଲୀ : ଖାଲିସ୍ଥାନ ନେତା ଗୋପାଳ ସିଂହ ଚାୱଲା ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କ ଫଟୋକୁ ନେଇ ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଖାଲିସ୍ଥାନ ନେତା ଗୋପାଳ ସିଂହ ଚାୱଲା ଗୁରୁବାର ନିଜ ଫେସ୍‍ବୁକ୍‍…
Read More...

ରାଜସ୍ଥାନ ନିର୍ବାଚନ ପାଇଁ କଂଗ୍ରେସର ଘୋଷଣାପତ୍ର: ମାସକୁ ୩.୫ ହଜାର ବେକାରୀ ଭତ୍ତାର ପ୍ରତିଶ୍ରୁତି

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ଘୋଷଣାପତ୍ର ଜାରି କରାଯାଇଛି। ଏହି ଘୋଷଣାପତ୍ରରେ ୪୦୦ରୁ ଅଧିକ ପ୍ରତିଶ୍ରୁତି ଦିଆଯାଇଛି। ଘୋଷଣାପତ୍ର ଜାରି ଅବସରରେ କଂଗ୍ରେସ ନେତା ସଚିନ…
Read More...

୪୫ଦିନ ପରେ ବିି କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିପାରିନି ପ୍ରଶାସନ

ଭୁବନେଶ୍ୱର : ତିତ୍‍ଲି ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ସବୁଥିରେ ବିଫଳ ହୋଇଛନ୍ତି। ବିଜେପିର ପ୍ରତିନିଧି ଦଳ ତିତ୍‍ଲି ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଦଳୀୟ…
Read More...

ଓଡ଼ିଶୀ ଓ ରୋବୋଟିକ୍ସରେ ଦର୍ଶକ ମୁଗ୍ଧ

କଟକ : ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‍ ଚିତ୍ତାକର୍ଷକ ଥିଲା। ଗଣକବି ବୈଷ୍ଣବ ପାଣି ମଞ୍ଚରେ ବଇଁଶୀ ବାଦ୍ୟରେ ଓଡ଼ିଶୀ ନୃତ୍ୟ ଓ ଆଧୁନିକ ନୃତ୍ୟ ରୋବୋଟିକ୍ସ ଦର୍ଶକଙ୍କୁ…
Read More...

କେନ୍ଦ୍ରକୁ ଗୁରୁପ୍ରିୟା ସେତୁ ନିର୍ମାଣ ଅର୍ଥ ମାଗିଲା ରାଜ୍ୟ

ଭୁବନେଶ୍ୱର : ମାଓ ପ୍ରଭାବିତ ଅଞ୍ଚଳରେ ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ। ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ସ୍ଥାପିତ ହେଲା। ଗତ ଜୁଲାଇ ମାସରେ ସେତୁ…
Read More...

ପୁଣି ଏକାଠି ହେବେ ହ୍ରିତିକ୍- ସୁଜାନେ

ମୁମ୍ବଇ : ବଲିଉଡର ଅନ୍ୟତମ ସୁଖୀ ଦମ୍ପତି ଭାବେ ଜଣାଯାଉଥିଲେ ହ୍ରିତିକ୍ ରୋଶନ୍ ଓ ସୁଜାନେ ଖାନ୍। ଦୁଇ ପୁଅ ରିହାନ୍ ଓ ହ୍ରିଦାନ୍‌ଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଚାଲିଥିଲା। ହେଲେ ଚଳଚ୍ଚିତ୍ର ‘କାଇଟ୍ସ’ର ମୁକ୍ତିଲାଭ…
Read More...

ଘର କିଣିଲେ ଅର୍ଜୁନ-ମଲାଇକା

ମୁମ୍ବଇ : ସ୍ପଷ୍ଟବାଦୀ ଅର୍ଜୁନ କପୁର ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ପ୍ରେମସମ୍ପର୍କକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିନାହାନ୍ତି, କିନ୍ତୁ ସମଗ୍ର ବଲିଉଡ ଭଲଭାବେ ଜାଣେ ଯେ ଅର୍ଜୁନ ଓ ମଲାଇକା ଅରୋରାଙ୍କ ଲୁଚାଛପା…
Read More...

ଲୋକେ ଗଢ଼ିଲେ ବାଉଁଶ ପୋଲ

କଟକ : ପ୍ରଚାର ଅଣଚାଷ; ମାତ୍ର ବିକାଶ ବିଡ଼ମ୍ବିତ ! ସରକାର ଦେଖିଲେ, ବୁଝିଲେ ଆଉ ପ୍ରତିଶ୍ରୁତି ବି ଦେଲେ। ହେଲେ କିଛି କଲେନି। ପ୍ରଶାସନ ବଧିର, ଆଉ ଶାସନ ପାଲଟିଲା ନିଦାବିଷ୍ଣୁ। ଗୁରୁପ୍ରିୟା ସେତୁ କରି ମାଲକାନଗିରି…
Read More...

ପ୍ରଦର୍ଶନ ନେଇ ସନ୍ତୁଷ୍ଟ: ମନପ୍ରୀତ

ଭୁବନେଶ୍ୱର : ପ୍ରଥମ ମ୍ୟାଚରେ ଦଳ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପଡ଼ିଆକୁ ଓହ୍ଳାଇଥିଲା। ଦକ୍ଷିଣଆଫ୍ରିକା ବିପକ୍ଷରେ ଏ ବିଜୟ ଦଳଗତ ପ୍ରଦର୍ଶନର ଶ୍ରେୟ। ପ୍ରଦର୍ଶନକୁ ନେଇ ଆମେ ସନ୍ତୁଷ୍ଟ ବୋଲି କହିଛନ୍ତି ଭାରତୀୟ ଦଳର…
Read More...

ଗୁରୁବାର ରାଶିଫଳ

ମେଷ: ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଅନୁତପ୍ତ ହୋଇପାରନ୍ତି। ଏହା ସୂର୍ଯ୍ୟ ଉଦୟ ବେଳାର ଘଟଣା ହୋଇଥିବାବେଳେ ପରେପରେ ଆକସ୍ମିକ ଧନଲାଭ ହେବ। ଚଞ୍ଚଳ ଚେଷ୍ଟିତ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ…
Read More...

ମ୍ୟାନ ଅଫ ଦି ମ୍ୟାଚ୍ ପାଇ ବହୁତ ଖୁସି ଲାଗୁଛି: ସିମ୍ରନଜିତ

ଭୁବନେଶ୍ୱର : ବିଶ୍ୱକପ ଖେଳିବା ନେଇ ବହୁତ ଉତ୍ସାହିତ ଥିଲି। ବିଶ୍ୱକପର ପ୍ରଥମ ମ୍ୟାଚରେ ଦୁଇଟି ଗୋଲ ଦେବା ଓ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହେବା ନେଇ ବହୁତ ଖୁସି ବୋଲି କହିଛନ୍ତି ପଞ୍ଜାବ ଫରୱାର୍ଡ ସିମରନ୍‍ଜିତ…
Read More...

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି!

ଆଡିଲେଡ୍‍ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜରେ ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ ଲକ୍ଷ୍ୟରେ ରହିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ…
Read More...

ସାମ୍ନାକୁ ଆସିଲା ପାକିସ୍ତାନର ଦୋମୁହାଁ ଚିତ୍ର: ଖଲିସ୍ଥାନ ନେତା ଓ ପାକ୍‍ ସେନାଧ୍ୟକ୍ଷ କୋଳାକୋଳି

କରତାରପୁର : ଗୋଟିଏ କାର୍ଯ୍ୟକ୍ରମରେ ଶାନ୍ତି ପାଇଁ ଆହ୍ୱାନ ଓ ଆତଙ୍କବାଦୀଙ୍କ ଆଲୋଚନା ଭଳି ଦୋମୁହାଁ କାରବାରର ନଗ୍ନ ଚିତ୍ର ବୁଧବାର ଦେଖିବାକୁ ମିଳିଛି କରତାରପୁରଠାରେ। କରତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ…
Read More...

ବଦଳି ଆଶଙ୍କା କରୁଛନ୍ତି ଜାମ୍ମୁ-କାଶ୍ମୀର ରାଜ୍ୟପାଳ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ସମ୍ପର୍କରେ ସତ ଓଗାଳି ଅଡ଼ୁଆରେ ପଡ଼ିଥିବା ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ ଅନ୍ୟ ରାଜ୍ୟକୁ ବଦଳି ହେବାର ଆଶଙ୍କା ସୃଷ୍ଟିହୋଇଛି। ସେ ନିଜେ ହିଁ ଏଭଳି ଆଶଙ୍କା ପ୍ରକାଶ…
Read More...

ଆସ୍ଥାନାଙ୍କ ବିରୋଧରେ ଆଗତ ମାମଲାକୁ ଯାଞ୍ଚ ପାଇଁ ବର୍ମା ଓ ଶର୍ମାଙ୍କୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାକୁ ଯାଞ୍ଚ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ଯୁଗ୍ମ ନିର୍ଦେଶକ ଏକେ ଶର୍ମାଙ୍କୁ…
Read More...

୩୦୦ କୋଟି ଟଙ୍କା ଦୁର୍ନୀତିରେ ନିଲମ୍ବିତ ଆଇଏଏସ୍‍ ଅଧିକାରୀଙ୍କୁ ପୁନଃ ଅବସ୍ଥାପିତ କଲେ ମୋଦୀ ସରକାର

ନୂଆଦିଲ୍ଲୀ : ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଜଣେ ଆଇଏଏସ୍‍ ଅଧିକାରୀଙ୍କୁ ମୋଦୀ ସରକାର ପୁନଃ କାର୍ଯ୍ୟରେ ଅବସ୍ଥାପିତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ…
Read More...

ଭାରତ-ପାକିସ୍ତାନ ମଧ୍ୟର ଯୁଦ୍ଧ କଥା କେବଳ ପାଗଳ ଭାବି ପାରିବେ: ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ କରତାରପୁର କରିଡର ପାଇଁ ବୁଧବାର ଶିଳାନ୍ୟାସ୍‍ ହୋଇଛି। ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଶାନ୍ତି ଓ ସଦଭାବନାର ବାର୍ତ୍ତା ଦେବା ସହ କହିଥିଲେ ଯେ ଦୁଇ ଦେଶ…
Read More...

ଅରୁଣାଚଳରେ ୫.୫ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ବୁଧବାର ଦିନ ପ୍ରାୟ ୩ଟା ୪୭ ମିନିଟରେ ଅରୁଣାଚଳପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ…
Read More...

ସ୍ଥାୟୀ ଜମା ଉପରେ ସୁଧ ହାର ବଢାଇଲା ଏସ୍‍ବିଆଇ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ସ୍ଥାୟୀ ଜମା (ଫିକ୍ସ ଡିପୋଜିଟ) ଉପରେ ସୁଧ ହାର ବୃଦ୍ଧି କରିଛି। ବ୍ୟାଙ୍କର ନୂଆ ସୁଧ ହାର ତତ୍କାଳ ପ୍ରଭାବରେ (ଅର୍ଥାତ ବୁଧବାରଠାରୁ) ଲାଗୁ ହୋଇଛି। ଆସନ୍ତା…
Read More...

ବିଜୟ ସହ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର : ବୁଧବାର ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‍ରେ ମୁକାବିଲା ଆରମ୍ଭ ହେଉଛି। ଅନ୍ୟତମ ଟାଇଟଲ ଫେଭରିଟ୍‍ ଭାରତ ପୁଲ୍‍ ‘ସି’ରେ ତା’ର ପ୍ରଥମ ମ୍ୟାଚ୍‍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଘରୋଇ ପଡ଼ିଆରେ ଭାରତ ୨ୟ…
Read More...

ବିଶ୍ୱକପ୍‍ ମୁକାବିଲା ଆଜିଠାରୁ

ଭୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଆଥ୍‍ଲେଟିକ୍‍ ଷ୍ଟାଡିୟମ୍‍ରେ ରଙ୍ଗାରଙ୍ଗ ଉଦ୍‍ଘାଟନୀ ଉତ୍ସବ ସହ ୧୪ଶ ପୁରୁଷ ହକି ବିଶ୍ୱକପ୍‍ର ବିଗୁଲ ବାଜିଯାଇଛି। ଆଜିଠାରୁ ନବୀକୃତ କଳିଙ୍ଗ ଷ୍ଟାଡିୟମ୍‍ ହକି…
Read More...

ଓଲଟିଲା ଆମ୍ବୁଲାନ୍ସ : ଦୁର୍ଘଟଣାସ୍ଥଳରେ ପ୍ରସବ,ଶିଶୁକନ୍ୟା ମୃତ

ପାଟଣା : ପାଟଣା ଡାକ୍ତରଖାନାରେ ଚାକୁଣ୍ଡାପାଳ ଗ୍ରାମର ବଦୁନି ମୁଣ୍ଡା(୨୫) ସନ୍ତାନ ପ୍ରସବ ପାଇଁ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଜଟିଳ ପରିସ୍ଥିତି ପାଇଁ ୧୦୨ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଥିଲା।…
Read More...

ଓଟିଇଟି ଫର୍ମ ପୂରଣ ଅବଧି ୧୦ପର୍ଯ୍ୟନ୍ତ ବଢ଼ିଲା

କଟକ : ଓଡ଼ିଶା ଟିଚରର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ୨୦୧୮ ନିମନ୍ତେ ଫର୍ମ ପୂରଣ ଅବଧି ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। ପରୀକ୍ଷାର୍ଥୀମାନେ ୧୦ତାରିଖ ରାତି୧୧ଟା୪୫ ଯାଏ ଦେୟ ଦାଖଲ ଓ ୧୧ ତାରିଖ…
Read More...

ଆଦିବାସୀ ଓ ଦଳିତଙ୍କ ବିକାଶ ଚାହେଁ କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ରର ଏନଡିଏ ହେଉ କିମ୍ବା ରାଜ୍ୟର ବିଜେଡି ସରକାର କେହି ଦଳିତ ପାଇଁ ଚିନ୍ତା କରୁନାହାନ୍ତି। କେବଳ ଭୋଟ ପାଇଁ ଭୂତାଉଛନ୍ତି। ଦଳିତମାନେ ଅଧିକାର ହାସଲ କରିବାକୁ ହେଲେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ…
Read More...

ଧର୍ମେନ୍ଦ୍ର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : ଜୁଏଲ

ଭୁବନେଶ୍ୱର : ରାଜ୍ୟ ବିଜେପିରେ କେହି ଚେହେରା ନାହାନ୍ତି ବୋଲି ଯେଉଁ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲି ଆସିଥିଲା ସେଥିରେ ମଙ୍ଗଳବାର ଭଟ୍ଟା ପଡିଛି। ରାଜ୍ୟ ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନ ଓ ସେ ଦଳର ଆଗାମୀ…
Read More...

ଇଚ୍ଛୁକ ଅନୁଷ୍କା

ମୁମ୍ବଇ : ବାହୁବଳୀର ଦେବସେନା ଚରିତ୍ରରେ ଅବତୀର୍ଣ୍ଣ ହୋଇ ବଲିଉଡରେ ମଧ୍ୟ ନିଜ ପରିଚୟକୁ ଦୃଢ଼ କରାଇଥିଲେ ଦକ୍ଷିଣଜଗତର ଅଭିନେତ୍ରୀ ଅନୁଷ୍କା ସେଟ୍ଟି। ୩୭ ବର୍ଷୀୟା ଅନୁଷ୍କା କେବେ ବିବାହ କରିବେ ବୋଲି ସମସ୍ତଙ୍କର…
Read More...

ନୂଆ ରୂପରେ ଆସିବ ‘ୟେ ହୈଁ ମୋହବତେଁ’

ମୁମ୍ବଇ : ଏକତା କପୁର ପ୍ରଯୋଜିତ ‘ୟେ ହୈଁ ମୋହବତେଁ’ କାର୍ଯ୍ୟକ୍ରମ କିଛି ମାସ ତଳେ ଦର୍ଶକଙ୍କର ଅନ୍ୟତମ ପ୍ରିୟ ଧାରାବାହିକ ଥିଲା। ତେବେ ପ୍ରସାରଣ ସମୟ ପରିବର୍ତ୍ତନ ସହ କାହାଣୀରେ ମଧ୍ୟ ଭିନ୍ନତା ଦେଖିବାକୁ ମିଳିଥିଲା।…
Read More...

୧୦୦୦ ଟଙ୍କା ଟପିଲା ଏଲ୍‍ପିଜି

ନୂଆଦିଲ୍ଲୀ : ଏଲ୍‍ପିଜି ଉପଭୋକ୍ତାଙ୍କ ଲାଗି ଖରାପ ଖବର। କାରଣ ଘରୋଇ ବଜାରରେ ଏବେ ଏଲ୍‍ପିଜି ସିଲିଣ୍ଡର ଦର ୧୦୦୦ ଟଙ୍କା ଟପିଛି। ଦେଶର ଅଧିକାଂଶ ସହରରେ ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର (୧୪.୨ କେଜି) ମୂଲ୍ୟ ୧୦୦୦…
Read More...

ନାବାଳିକା ବଳାତ୍କାରୀକୁ ୭ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ : ଅନୁଗୋଳ ସହରର ରାଜକିଶୋରପଡ଼ାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ କଳାତ୍କାର କରିବା ଅଭିଯୋଗରେ ମଙ୍ଗଳବାର ସହକାରୀ ଦୌରାଜଜ୍‍ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା…
Read More...

ବୁଧବାର ରାଶିଫଳ

ମେଷ: ବ୍ୟବସାୟ ଲାଭଜନକ ହେବ। ମନ ବ୍ୟସ୍ତ ରହିଲେ ବି ମଧ୍ୟମ ଧରଣର ଶୁଭଫଳ ମିଳିବ। କୌଣସି ବ୍ୟକ୍ତିଙ୍କ ସହିତ ହଠାତ୍‍ ବିବାଦୀୟ ପରିସ୍ଥିତି ଉପୁଜିପାରେ। ପ୍ରଦୂଷଣମୁକ୍ତ ଗୃହରେ ଆସୀନ ହେବେ। ବୃଷ: କାର୍ଯ୍ୟରେ ସଫଳତା…
Read More...

ସ୍ପଟ୍‍ ଫିକ୍ସିଂ ପରେ ଆତ୍ମହତ୍ୟା ଚିନ୍ତା କରିଥିଲି

ନୂଆଦିଲ୍ଲୀ : ପୂର୍ବତନ ଫାଷ୍ଟ ବୋଲର ଶ୍ରୀଶାନ୍ତ ବର୍ତ୍ତମାନ ଟିଭି ରିଏଲିଟି ସୋ’ ବିଗ୍‍ ବସ୍‍ରେ ପ୍ରତିଦ୍ୱନ୍ଦ୍ୱୀଭାବେ ଅଂଶଗ୍ରହଣ କରୁଛନ୍ତି। ୨୦୧୩ ଆଇପିଲରେ ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବାପରେ…
Read More...

ଧୋନିଙ୍କୁ ଟପିବେ କୋହଲି

ନୂଆଦିଲ୍ଲୀ : ବିଜ୍ଞାପନ ପ୍ରସଙ୍ଗରେ ସର୍ବାଧିକ ଆୟକାରୀ ଭାରତୀୟ କ୍ରୀଡାବିତ୍‍ଭାବେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ତାଲିକାର ସର୍ବାଗ୍ରେ ରହିଛନ୍ତି। ତେବେ ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟ…
Read More...

ସାର୍କ ସମ୍ମିଳନୀକୁ ମୋଦୀଙ୍କୁ ନିମନ୍ତ୍ରଣ କରିବ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହେବାକୁ ଯାଉଥିବା ସାର୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯିବ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କହିବା ଆଧାରରେ ଡନ୍‍…
Read More...

ପ୍ରସିଦ୍ଧ ଗାୟକ ମହମ୍ମଦ ଅଜିଜଙ୍କ ପରଲୋକ

ମୁମ୍ବଇ : ହିନ୍ଦୀ, ଓଡ଼ିଆ ଓ ବଙ୍ଗୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ମହମ୍ମଦ ଅଜିଜଙ୍କର ମଙ୍ଗଳବାର ଏଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୬୪ବର୍ଷ ହୋଇଥିଲା। ଏ ସମ୍ପର୍କରେ ଅଜିଜଙ୍କ ଝିଅ ସାନା ସୂଚନା ଦେଇଛନ୍ତି।…
Read More...

ଜି-୨୦ ସମ୍ମିଳନୀରେ ହେବ ମୋଦୀ-ଜିନ୍‍ପିଙ୍ଗ ସାକ୍ଷାତ

ନୂଆଦିଲ୍ଲୀ : ଆର୍ଜେଣ୍ଟିନାରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।…
Read More...

ଶାବରୀମାଳା ବିବାଦ: ରେହାନା ଫତିମା ଗିରଫ

କୋଚି : ଶାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପ୍ରବେଶ ଉଦ୍ୟମ କରି ସାମାଜିକ କର୍ମୀ ରେହାନା ଫତିମା ମଙ୍ଗଳବାର ଗିରଫ ହୋଇଛନ୍ତି। ରେହାନା ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି କରୁଥିବା ସମ୍ପର୍କରେ ରାଧାକୃଷ୍ଣ ମେନନ୍‍…
Read More...

ସାଜଦ ଲୋନ୍‍ଙ୍କୁ ମୁଖ୍ୟମନ୍ତ୍ରୀ କରିବା କେନ୍ଦ୍ର ଚାହୁଁଥିଲା : ରାଜ୍ୟପାଳ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟପାଳଙ୍କ ପ୍ରତି ଯେଉଁ ଆରୋପ ଲଗାଇ ଆସୁଥିଲେ ତାହାର ସତ୍ୟତା ମଙ୍ଗଳବାର ପ୍ରକାଶ ପାଇଛି। ରାଜ୍ୟପାଳ ସତ୍ୟ ପାଲ ମଲିକ ନିଜ ପଦକ୍ଷେପକୁ ନେଇ…
Read More...

ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ କଲା ନାସାର ଇନସାଇଟ୍‍

ୱାଶିଂଟନ : ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା)ର ଇନସାଇଟ ଲ୍ୟାଣ୍ଡର ଯାନ ସଫଳତାର ସହ ମଙ୍ଗଳଗ୍ରହର ଭୂପୃଷ୍ଠରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ ସୋମବାର ରାତି ପ୍ରାୟ ୧ଟା ୨୪ ମିନିଟ୍‍ରେ ଇନସାଇଟ…
Read More...

ରାଜପଥ ପାଇଁ ଲାଗୁ ହେବ ନୂଆ ଟୋଲ ନୀତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଟୋଲ ନୀତିରେ ବ୍ୟାପକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଯାତ୍ରାର ଦୂରତା ଅନୁସାରେ ଟୋଲ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଅର୍ଥାତ ଯେତିକି ବାଟ ଯିବେ,…
Read More...

ତେଲଙ୍ଗାନା ନିର୍ବାଚନ: କଂଗ୍ରେସର ଘୋଷଣାପତ୍ରରେ ମୁସଲମାନଙ୍କ ପାଇଁ ୭ଟି ଯୋଜନା

ହାଇଦରାବାଦ : ତେଲଙ୍ଗନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଘୋଷଣାପତ୍ର ଜାରି କରାଯାଇଛି। ଏହି ଘୋଷଣାପତ୍ରରେ କେବଳ ମୁସଲମାନଙ୍କ ପାଇଁ ୭ଟି ଯୋଜନା ଆରମ୍ଭ କରିବାକୁ କୁହାଯାଉଛି। ଏହା ମଧ୍ୟରେ…
Read More...

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳି କରି ୧.୬୯ ଲକ୍ଷ ଲୁଟ୍‌

ରଘୁନାଥପୁର : ରଘୁନାଥପୁର ଥାନା ଅନ୍ତର୍ଗତ ଓଡପଡାରେ ଥିବା ନାରାୟଣୀ ପେଟ୍ରୋଲ ପମ୍ପ ମ୍ୟାନେଜର କୈଳାସଚନ୍ଦ୍ର ଦାସଙ୍କୁ ଗୁଳିକିରି ୧.୬୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୋମବାର ଅପରାହ୍ଣ ୨ଟା ସମୟରେ ୧ ଲକ୍ଷ…
Read More...

ଗାନ୍ଧୀମାର୍ଗରେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର : ଗାନ୍ଧିମାର୍ଗରେ ଗର୍ଜିଛନ୍ତି ଅଙ୍ଗନବାଡ଼ି କର୍ମୀ। ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା…
Read More...

ଚିଲିକାରେ ଭାସୁଛି ମୃତ ଡଲଫିନ୍‍

ପୁରୀ/କୃଷ୍ଣପ୍ରସାଦ : ମଏଁଷା ଓ ବ୍ରହ୍ମପୁର ନିକଟସ୍ଥ ଚିଲିକାରେ ଗତ ଦୁଇ ଦିନ ହେଲା ଏକ ମୃତ ଡଲଫିନ୍‍ ଭାସୁଥିବାର ଦେଖିବାକୁ ମିଳିଛି। ରବିବାର ରାତି ୧୧ରେ ବ୍ରହ୍ମପୁରର କେତେକ ମତ୍ସ୍ୟଜୀବୀ ମାଛ ମାରିବାକୁ ଚିଲିକା…
Read More...

ବିଜେପି ହାତ ଛାଡ଼ିବେ ବିଜୟ

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୧୯ ଯେତିକି ପାଖେଇ ଆସୁଛି ତାକୁ ତାଳ ଦେଇ ରାଜନୀତି ସମୀକରଣ ବଦଳିବାରେ ଲାଗିଛି। ରାଉରକେଲାରେ ସୁପରସ୍ପେଶାଲିଟି ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା…
Read More...

ଓଲଟିଲା ୧୦୮ଆମ୍ବୁଲାନ୍ସ, ଚାଳକ ଗୁରୁତର

କଟକ : ଜେକେବିକେ କଲେଜ ନିକଟରେ ଏକ ୧୦୮ଆମ୍ବୁଲାନ୍ସ ଓଲଟି ପଡିଥିବା ଜଣାପଡିଛି। ଚାଳକ ନିଶାଶକ୍ତ ଅବସ୍ଥାରେ ଚଲାଉଥିବା ହେତୁ ଆମ୍ବୁଲାନ୍ସଟି ଓଲଟି ପଡିଛି। ଚାଳକ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିବା…
Read More...

‘ଧୁମ୍-୪’ରେ ସଲମାନ୍‌ ନିଶ୍ଚିତ

ମୁମ୍ବଇ : ପ୍ରଯୋଜକ ଆଦିତ୍ୟ ଚୋପ୍ରା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି, କାରଣ ସିନେଜଗତର ମେଗାଷ୍ଟାରଙ୍କୁ ନେଇ ମଧ୍ୟ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ପରି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଧରାଶାୟୀ ହୋଇଛି। ଚଳଚ୍ଚିତ୍ରକୁ ନେଇ ସେ…
Read More...

ଡାକଘର ସ୍ଥାୟୀଜମାରୁ ୬ଲକ୍ଷ ୪୦ହଜାର ଆତ୍ମସାତ୍‌

ପୁରୀ : ଶ୍ରୀଜଗନ୍ନାଥ ବଲ୍ଲଭ ଉପଡାକଘରେ ସ୍ଥାୟୀ ଜମାପାଇଁ ମିଳିଥିବା ୬ଲକ୍ଷ ୪୦ହଜାର ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି। ତଦନ୍ତ ରିପୋର୍ଟକୁ ଭିତ୍ତିକରି ବରିଷ୍ଠ ମଣ୍ଡଳ ଡାକ ଅଧୀକ୍ଷକ ସଞ୍ଜୟ କୁମାର ମହାପାତ୍ର ତତ୍କାଳୀନ…
Read More...

ହକି ବିଶ୍ୱକପ୍‍ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର : ଦିନକ ପରେ ହକି ବିଶ୍ୱକପ୍‍ର ଉଦ୍‍ଘାଟନ ଉତ୍ସବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ ହକି ବିଶ୍ୱକପ୍‍ ମହାସମର। ହକି ମହାକୁମ୍ଭ ଦେଖିବା ପାଇଁ ସାରା ବିଶ୍ୱରୁ ବିଦେଶୀ ପର୍ଯ୍ୟଟକଙ୍କ ଓଡ଼ିଶା…
Read More...

ଦେଶର ପ୍ରଥମ ‘ଟିବି ମିତ୍ର’ ମୋବାଇଲ ଆପ୍‍ ଉନ୍ମୋଚିତ

ଭୁବନେଶ୍ୱର : ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଏକ ମୋବାଇଲ ଆପ୍‍ ‘ଟିବି ମିତ୍ର’ ଓ ସଚେତନତା ସୂଚନା ସାମଗ୍ରୀ ଉନ୍ମୋଚିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଗୋଳମାଳିଆ ପରିସ୍ଥିତିର ଫାଇଦା ଉଠାଇ ପାରନ୍ତି। ସବୁ କିଛି ଜାଣି ମଧ୍ୟ ନ ଜାଣିବାର ଅଭିନୟ କରିବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି ଉତ୍ପାଦନ ବୃଦ୍ଧି ପାଇବ। ଯାନବାହନ ସୁଖ ମିଳିବ। ବୃଷ:…
Read More...

ଟି-୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶ ମନୋନୟନ ବିବାଦ

ମୁମ୍ବଇ : ୱେଷ୍ଟଇଣ୍ଡିଜରେ ସଦ୍ୟସମାପ୍ତ ମହିଳା ବିଶ୍ୱକପ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ ସେମିଫାଇନାଲ ପର୍ଯ୍ୟାୟରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଭିଜ୍ଞ…
Read More...

ଫ୍ରାନ୍‍ସକୁ ହରାଇ କ୍ରୋଏସିଆ ଡେଭିସ୍‍ କପ୍‍ ଚମ୍ପିଆନ

ଲିଲେ (ଫ୍ରାନ୍‍ସ) : ବିଶ୍ୱ ଦଳଗତ ପୁରୁଷ ଟେନିସ ଚମ୍ପିଆନ୍‍ସିପ୍‍ ଡେଭିସ କପରେ କ୍ରୋଏସିଆ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ରବିବାର ସମାପ୍ତ ହୋଇଥିବା ଫାଇନାଲ ମ୍ୟାଚ୍‍ରେ ଘରୋଇ ଫ୍ରାନ୍‍ସକୁ ୩-୧ ମ୍ୟାଚ୍‍ରେ…
Read More...

ସ୍କୁଲ ବ୍ୟାଗ୍‍ର ଓଜନ ଧାର୍ଯ୍ୟ କଲା ମାନବସମ୍ବଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଘରକୁ ପାଠ(ହୋମ୍‍ ୱର୍କ) ଦେଇପାରିବେ ନାହିଁ। ସେମାନଙ୍କ ବସ୍ତାନୀର ଓଜନ ସର୍ବାଧିକ ଦେଢ଼ କିଲୋ ହେବ। ସେହିପରି ତୃତୀୟରୁ ପଞ୍ଚମ…
Read More...

କେରଳ ମନ୍ତ୍ରୀଙ୍କ ଇସ୍ତଫା, ସିପିଏମ୍‍ ବିଧାୟକ ନିଲମ୍ବିତ

ତିରୁଅନନ୍ତପୁରମ୍‍ : କେରଳ ଜଳସମ୍ପଦ ମନ୍ତ୍ରୀ ମାଥ୍ୟୁ ଟି. ଥୋମାସ୍‍ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଅଢ଼େଇ ବର୍ଷ ହେଲା ମନଦ୍‍ତ୍‍ରୀ ଥିବା ଥୋମାସ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ପିନାରାୟି…
Read More...