ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଶୃଙ୍ଖଳା ସମେତ ପରିଚାଳନା ବ୍ୟବସ୍ଥାରେ ସଂସ୍କାର ନିମନ୍ତେ ଆଇନଜୀବୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ମୋକଦ୍ଦମାର ଶୁଣାଣି ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟରେ ହେବ। ସେଥିରେ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏବଂ ଆବେଦନକାରୀ ଯୁକ୍ତି ଉପସ୍ଥାପନ କରିବାର ସମ୍ଭାବନା ରହିଛି। କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ୍ ରିପୋର୍ଟ ଦାଖଲ କରିବେ। ମୋକଦ୍ଦମାରେ ପକ୍ଷଭୂକ୍ତ ହେବାପାଇଁ କେତେକ ସେବକ ନିଯୋଗ ଦରଖାସ୍ତ କରିଥିବା ଜଣାପଡିଛି।
Popular Categories



