ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଇସ୍ତଫା

କଳକାତା : ପଶ୍ଚିମବଙ୍ଗର ଗୃହ ଓ ଅଗ୍ନିଶମ ବିଭାଗ ମନ୍ତ୍ରୀ ଶୋଭନ ଚାଟାର୍ଜୀ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ବାରମ୍ବାର ଇସ୍ତଫା ଦେବାକୁ ଉଦ୍ୟତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
Read More...

ଗୋଟିଏ ଯାନରେ ଏକାବେଳକେ ୫ ଉପଗ୍ରହ ପଠାଇଲା ଚୀନ୍‍

ବେଜିଂ : ଚୀନ୍‍ ସଫଳତାର ସହିତ ମହାକାଶକୁ ଏକକାଳୀନ ୫ଟି କୃତ୍ରିମ ଉପଗ୍ରହ ପ୍ରେରଣ କରିଛି। ସେଥିମଧ୍ୟରେ ସିଆନ୍‍-୬ ସହିତ ଅନ୍ୟ ୪ଟି ଅତି କ୍ଷୁଦ୍ର ଉପଗ୍ରହ ବା ନାନୋ ସାଟେଲାଇଟ୍‍ ରହିଥିବା ପ୍ରକାଶ। ନାନୋ…
Read More...

ପାରିକରଙ୍କ ଇସ୍ତଫା ଦାବିରେ ଶୋଭାଯାତ୍ରା

ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଇସ୍ତଫା ଦାବି କରି କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରା ବାହାରି ପାରିକରଙ୍କ ଘରୋଇ…
Read More...

ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ ଚାଷୀ, ୪ବର୍ଷରେ ପତ୍ନୀଙ୍କ ସମ୍ପତ୍ତି ୧୦ଗୁଣା ବୃଦ୍ଧି

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମାରାଓ ଜଣେ ଚାଷୀ। ଚାଷ କରି ସେ ୪ବର୍ଷ ମଧ୍ୟରେ ୬୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସୋମବାର ରାମାରାଓ ସିରସିଲ୍ଲା ନିର୍ବାଚନମଣ୍ଡଳୀ…
Read More...

ବିଧାନସଭା, ସଂସଦରେ ମହିଳା ସଂରକ୍ଷଣ ୩୩%

ଭୁବନେଶ୍ୱର : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଧାସଭାରେ ମଙ୍ଗଳବାର ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ(୩୩%) ସଂରକ୍ଷଣ ନେଇ ସର୍ବସମ୍ମତ ସଙ୍କଳ୍ପ ପାରିତ କରିଛି। ଏହା କେନ୍ଦ୍ର ସରକାରଙ୍କ…
Read More...

ଭାରତୀୟ ବଂଶୋଦ୍ଭବ ହେଲେ ହାବାର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି

ୱାଶିଂଟନ : ଭାରତୀୟ ବଂଶୋଦ୍ଭବ ଶ୍ରୁତି ପାଲାନିଆପ୍ପାନ୍‍ ପ୍ରସିଦ୍ଧ ହାଭାର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ସ୍ନାତକ ପରିଷଦ)ର ସଭାପତି ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ଛାତ୍ର ସଙ୍ଘର ଶିକ୍ଷା ବିଭାଗ ଅଧ୍ୟକ୍ଷ…
Read More...

ବୁଧବାର ରାଶିଫଳ

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରୋଜଗାର ଆଶାନୁରୂପ ହେବ। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ…
Read More...

ଶିଖ୍‍ବିରୋଧୀ ଦଙ୍ଗା ମାମଲାରେ ପ୍ରଥମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ : ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ୧୯୮୪ରେ ସଙ୍ଘଟିତ ଶିଖ୍‍ବିରୋଧୀ ଦଙ୍ଗା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦିଲ୍ଲୀର ଏକ ଅଦାଲତ ଏହି ମାମଲାରେ ପ୍ରଥମଥର ପାଇଁ…
Read More...

ମୃତ୍ୟୁ ପୂର୍ବରୁ ୭ଜଣଙ୍କୁ ଦେଲେ ନୂଆ ଜୀବନ

ବେଙ୍ଗାଲୁରୁ : ଦୁର୍ଘଟଣା ଯୋଗୁଁ ମସ୍ତିଷ୍କ ମୃତ ହୋଇଥିବା କର୍ଣ୍ଣାଟକର ଜଣେ ଯୁବକ ନିଜର ଦୁଇ ହାତକୁ ପୁଡୁଚେରୀର ଜଣେ ଯୁବକଙ୍କୁ ଦାନ କରିଛନ୍ତି। ମସ୍ତିଷ୍କ ମୃତ ଯୁବକଙ୍କ ଦୁଇ ହାତକୁ ସୋମବାର ସଂଗ୍ରହ କରାଯାଇ…
Read More...

ଦିଲ୍ଲୀରେ ୨ ସନ୍ଦିଗ୍ଧ ଜୈସ ଆତଙ୍କବାଦୀ!

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଜୈସ-ଇ-ମହମ୍ମଦର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ଅନୁପ୍ରବେଶ କରିଥିବାର ସୂଚନା ମିଳିଛି। ଏହି ସୂଚନା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ସହରର ଆକ୍ରମଣ…
Read More...

ସଚିବାଳୟରେ କେଜରିୱାଲଙ୍କୁ ଲଙ୍କାଗୁଣ୍ଡ ମାଡ଼

ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ସାମ୍ନାକୁ ଆସିଛି। ନିଜ କାର୍ଯ୍ୟାଳୟର ଠିକ୍‍ ବାହାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିଛନ୍ତି…
Read More...

ଯୁଦ୍ଧ ଜାହାଜ ନିର୍ମାଣ ଲାଗି ଭାରତ-ରୁଷିଆ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ : ଗୋଆଠାରେ ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ନିର୍ମାଣ ଲାଗି ଭାରତ ମଙ୍ଗଳବାର ରୁଷିଆ ସହିତ ୫୦୦ ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଦ୍ୱିପାକ୍ଷିକ ସାମରିକ ସହଯୋଗ ନେଇ ଉଭୟ ଦେଶର ସରକାରଙ୍କ…
Read More...

ବିସିସିଆଇଠାରୁ ୭୦ ନିୟୁତ ଡଲାର କ୍ଷତିପୂରଣ ଦାବି ପ୍ରସଙ୍ଗ

ଦୁବାଇ : ଦ୍ୱିପାକ୍ଷିକ କ୍ରିକେଟ ସମ୍ପର୍କ ଛିନ୍ନ କରିଥିବା ଅଭିଯୋଗରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କିଛି ବର୍ଷ ପୂର୍ବେ ବିସିସିଆଇ ନିକଟରୁ କ୍ଷତିପୂରଣ ବାବଦରେ ୭୦ ନିୟୁତ ଡଲାର ଦାବି କରିଥିଲା। ବିସିସିଆଇ…
Read More...

ବିଶ୍ବକପ୍ ଉଦ୍‍ଘାଟନୀ ଉତ୍ସବ ଟିକଟ ପାଇଁ ହକିପ୍ରେମୀ ନାକେଦମ୍‍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ହକି ବିଶ୍ୱକପ୍‍ ଲାଗି ଭୁବନେଶ୍ୱରରେ ୨୭ରେ ଉଦ୍‍ଘାଟନୀ ଉତ୍ସବ ଏବଂ ୨୮ରେ ବିଶ୍ୱକପ୍‍ ଉତ୍ସବ ଅନୁଷ୍ଠିତ ହେବ। ଉଭୟ…
Read More...

ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ବରହମପୁର ଗ୍ରାମର ସାହା ଦତୁନ୍‍ ବିବିଙ୍କ ଘରେ ଆଜି ଅପରାହ୍ନ ୩.୩୦ମି ସମୟରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ଜଳିଯାଇଛି। ଏହା ସହ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି…
Read More...

୩ ଜିଲାକୁ ନେଇ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ଖୁଣ୍ଟା : ଏସଟି ଏସସି ଉନ୍ନୟନ ବିଭାଗର ମୟୂରଭଞ୍ଜ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ପ୍ରତିଯୋଗୀତା ମଙ୍ଗଳବାର ଖୁଣ୍ଟା ବ୍ଲକର ବୃନ୍ଦାବନ ଚନ୍ଦ୍ରପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ, ବାଲେଶ୍ୱର ଓ…
Read More...

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନେମାଳ : ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ସ୍ଥିତ ଜୟନ୍ତୀଦେବୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସଙ୍କ…
Read More...

ବିଜୁ ପକ୍କାଘର ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ ଅଧିନସ୍ଥ ପୁଇଁଚା ପଞ୍ଚାୟତର ପଣ୍ଡାଳମ ଗ୍ରାମରେ ବିଜୁ ପକ୍କାଘର ବଣ୍ଟନରେ ବ୍ୟାପକ ଦୁର୍ନୀତି କରାଯାଇଥିିବା ସଂମ୍ପୃକ୍ତ ଗ୍ରାମର ଗ୍ରାମବାସୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଗ୍ରାମ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ୩ଗୁରୁତର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଅଠରନଳା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ ଏକ ଚାରି ଚକିଆ ଯାନ ବାଇକ ମଧ୍ୟରେ ମୁହାଁ ମୁହିଁ…
Read More...

୪ରିୟର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮)

ନୂଆଦିଲ୍ଲୀ : ସାମସଙ୍ଗର ଏକ ନୂଆ ସ୍ମାର୍ଟପୋନ ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮) ଭାରତୀୟ ବଜାରକୁ ପ୍ରବେଶ କରିଛି। ସାମସଙ୍ଗ ଗାଲାକ୍ସି ଏ-୯(୨୦୧୮) ବିଶ୍ୱର ପ୍ରଥମ ଏଭଳି ଏକ ସ୍ମାର୍ଟଫୋନ ଯେଉଁଥିରେ ୪ରିୟର କ୍ୟାମେରା…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ସନ୍ନିକଟ ଜିରିଡାମାଳିସ୍ଥିତ ରାଧାକୁଞ୍ଜ ଛକ ୫୩ ନମ୍ବର ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ…
Read More...

ଭୀମାକୋରେଗାଓଁ ହିଂସା ମାମଲାରେ ଦିଗ୍‍ବିଜୟଙ୍କ ସମ୍ପୃକ୍ତି ଅଭିଯୋଗ

ପୁଣେ : ଭୀମାକୋରେଗାଓଁ ହିଂସା ତଥା ଏଲଗାର ପରିଷଦ ମାମଲାରେ ଫସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ୱିଜୟ ସିଂହ। ଏହି ମାମଲା ନେଇ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉବେଳେ ମିଳିଥିବା ଦସ୍ତବେଜ୍‍ ମଧ୍ୟରେ ଏକ ଚିଠି ଥିଲା;…
Read More...

ଚୀନ ସହିତ ମୁକ୍ତ ବାଣିଜ୍ୟ ବୁଝାମଣାରୁ ଓହରିବ ମାଳଦ୍ୱୀପ

ମାଲେ : ଚୀନ ସହିତ ରହିଥିବା ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)ରୁ ମାଳଦ୍ୱୀପ ଓହରିଯିବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲିଙ୍କ ନେତୃତ୍ୱରେ ଗଠିତ ମାଳଦ୍ୱୀପ ସରକାରଙ୍କ ଏହି ନିଷ୍ପତ୍ତି…
Read More...

କର୍ତ୍ତାରପୁର ଦର୍ଶନ ପାଇଁ ଲାଗିବ ଟେଲିସ୍କୋପ୍‍

ନୂଆଦିଲ୍ଲୀ : ପାକିସ୍ତାନରେ ଅବସ୍ଥିତ ପବିତ୍ର ଶିଖ ଧର୍ମ ପୀଠ କର୍ତ୍ତାରପୁର ସାହିବ ଗୁରୁଦ୍ୱାର ଦର୍ଶନ ପାଇଁ ସୀମାନ୍ତ ନିକଟରେ ଭାରତ ଟେଲିସ୍କୋପ୍‍ ବ୍ୟବସ୍ଥା କରିବ। ପଞ୍ଜାବର ଗୁରୁଦାସପୁର ସୀମାନ୍ତରେ ଏହି ଶକ୍ତିଶାଳୀ…
Read More...

ମମତାଙ୍କୁ ଭେଟିଲେ ନାଇଡୁ

ନୂଆଦିଲ୍ଲୀ : ବିଜେପି ବିରୋଧରେ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ପ୍ରୟାସ କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
Read More...

ଅମୃତସର ବିସ୍ଫୋରଣ: ସନ୍ଦିଗ୍ଧଙ୍କୁ ଧରାଇଦେଲେ ୫୦ଲକ୍ଷ ପୁରସ୍କାର

ଚଣ୍ଡିଗଡ଼ : ଅମୃତସର ନିକଟ ସନ୍ଥ ନିରଙ୍କରୀ ଭବନରେ ଚାଲିଥିବା ଭକ୍ତ ସମାବେଶ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ ସନ୍ଦିଗ୍ଧଙ୍କୁ ଧରାଇଦେବା ପାଇଁ ୫୦ଲକ୍ଷ ଟଙ୍କାର ପୁରସ୍କାର…
Read More...

ସଙ୍କଟରେ ମହାମେଣ୍ଟ: ଟିଡିପିକୁ ମିଳିଥିବା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ

ହାଇଦରାବାଦ : ତେଲଙ୍ଗାନାରେ କ୍ଷମତା ଦଖଲ ପାଇଁ କଂଗ୍ରେସ-ଟିଡିପି-ଟିଜେଏସ୍‍ କରିଥିବା ମହାମେଣ୍ଟରେ ସଙ୍କଟ ଦେଖାଯାଇଛି। ବିଧାନସଭା ନିର୍ବାଚନରେ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍) ବିରୋଧରେ ଏକଜୁଟ୍‍…
Read More...

ମଙ୍ଗଳବାର ରାଶିଫଳ

ମେଷ: ଘରୋଇ କାର୍ଯ୍ୟରେ ଉନ୍ନତି ଘଟିବ। ପଥରୋଧକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ବହୁଧନର ଅଧିକାରୀ ହେବେ। ଉତ୍ତମ ବଂଶରୁ କନ୍ୟା ଆଣିବାର ଯୋଜନା ପ୍ରସ୍ତୁତ କରିବେ। ପୁତ୍ର ପ୍ରାପ୍ତି ହେବାର ସମ୍ଭାବନା ଅଛି। ସୁଖୀ ହେବେ।…
Read More...

ଟୋଙ୍କରୁ ପ୍ରାର୍ଥିପତ୍ର ଦାଖଲ କଲେ ପାଇଲଟ୍‍

ଜୟପୁର : ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍‍ ସୋମବାର ଟୋଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପାଇଲଟ୍‍ଙ୍କ ବିରୋଧରେ ପ୍ରାର୍ଥି ହୋଇଛନ୍ତି ବିଜେପିର ୟୁନୁସ ଖାଁ। ରାଜସ୍ଥାନ…
Read More...

ଆଇଆର୍‍ସିଟିସି ମାମଲା: ଭିଡିଓ କନ୍‍ଫରେନ୍ସ ଦ୍ୱାରା କୋର୍ଟରେ ହାଜର ହେବେ ଲାଲୁ

ନୂଆଦିଲ୍ଲୀ : ଆଇଆର୍‍ସିଟିସି ମାମଲାରେ ଡିସେମ୍ବର ୨୦ରେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ଆର୍‍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀର ଏକ କୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି।…
Read More...

କେଏମ୍‍ପି ଏକ୍ସପ୍ରେସ ୱେ ଉଦ୍‍ଘାଟନ କଲେ ମୋଦୀ

ଗୁଡ଼ଗାଓଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗୁଡ଼ଗାଓଁଠାରେ କୁଣ୍ଡଳି-ମାନେସରପାଲୱାଲ (କେଏମ୍‍ପି) ଏକ୍ସପ୍ରେସ ୱେ ଉଦ୍‍ଘାଟନ କରିଛନ୍ତି। ଉଦ୍‍ଘାଟନୀ ସଭାରେ ଏହି ପ୍ରକଳ୍ପ କାର୍ଯ୍ୟରେ ପୂର୍ବତନ କେନ୍ଦ୍ର…
Read More...

୪ ଆଇଆଇଟି ପ୍ରାଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

କାନପୁର : ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ ଅଫ ଟେକ୍‍ନୋଲଜି (ଆଇଆଇଟି) କାନପୁରର ୪ଜଣ ପ୍ରାଧ୍ୟାପକଙ୍କ ନାମରେ ନିମ୍ନ ଜାତିର ସହଯୋଗୀଙ୍କୁ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି। ଜଣେ ବାହାର ବ୍ୟକ୍ତିଙ୍କ ନାମରେ…
Read More...

ତିନି ଦଫା ଦାବି ନେଇ ଅନଶନ

ଝାରସୁଗୁଡ଼ା: ଆଞ୍ଚଳିକ ସମନ୍ମୟ ସମିତି ପକ୍ଷରୁ ତିନି ଦଫା ଦାବି ନେଇ ଝାରସୁଗୁଡ଼ା ବଢ଼େଇମୁଣ୍ଡା ଛକଠାରେ ଦୁଇଦିନିଆଁ ରେଲେ ଅନଶନ ଆରମ୍ଭ ହୋଇଯାଇଛି । ତିନି ଦଫା ଦାବି ନେଇ ଅନୁଷ୍ଠିତ ହୋଇଥିବା ରିଲେ ଅନଶନ ପାଇଁ ପୂର୍ବରୁ…
Read More...

ଜବାବ ଦାଖଲ କଲେ ସିବିଆଇ ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି)ର ତଦନ୍ତ ରିପୋର୍ଟ ଉପରେ ସିବିଆଇ ମୁଖ୍ୟ ଆଲୋକ ବର୍ମା ସୋମବାର ଅପରାହ୍ଣରେ ସୁପ୍ରିମକୋର୍ଟରେ ଜଉମୁଦ ଲଫାପାରେ ନିଜର ଜବାବ ଦାଖଲ କରିଛନ୍ତି। ଜବାବ ଦାଖଲ ନିମନ୍ତେ…
Read More...

ସିବିଆଇ ନିର୍ଦେଶକ ବର୍ମାଙ୍କ ଅଭିଯୋଗ; ଲାଲୁଙ୍କ ବିରୋଧରେ ହାତ ମିଳାଇଥିଲେ ଆସ୍ଥାନା, ସୁଶୀଲ ମୋଦୀ ଓ ପିଏମ୍‍ଓ

ନୂଆଦିଲ୍ଲୀ : ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନାଙ୍କ ପୂର୍ବରୁ ସଂସ୍ଥାର ନିର୍ଦେଶକ ଆଲୋକ ବର୍ମା ରବିବାର ପିଏମ୍‍ଓ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଇଆର୍‍ସିଟିସି ମାମଲାରେ ଆର୍‍ଜେଡି ମୁଖ୍ୟ ଲାଲୁ ପ୍ରସାଦ…
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଏଏସଆଇ ପକ୍ଷରୁ ବିଶ୍ବ ଐତିହ୍ୟ ସପ୍ତାହ ପାଳିତ

କୋଣାର୍କ : କେନ୍ଦ୍ର ସରକାରଙ୍କ ଏଏସଆଇ କୋଣାର୍କ କାର୍ଯାଳୟ ପକ୍ଷରୁ ଵିଶ୍ବ ଐତିହ୍ୟ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଐତିହ୍ୟର ସୁରକ୍ଷା…
Read More...

ବିଶ୍ୱ ଶୌଚାଳୟ ଦିବସରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର ମାନବ ଶୃଙ୍ଖଳ

ଖୁଣ୍ଟା : ଖୁଣ୍ଟା ବ୍ଲକ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଚତାର ବାର୍ତ୍ତା ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସୁଦୀର୍ଘ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା। ଖୁଣ୍ଟା ଯୁକ୍ତ ତିନି ଓ…
Read More...

ମାଓ ପୋଷ୍ଟରରେ ଧର୍ମ ନିରପେକ୍ଷ ଗଣତାନ୍ତ୍ରୀକ ସମାଜ ଗଠନ ପାଇଁ ଆହ୍ୱାନ

କଲମପୁର : ଗତ ଶନିବାର ରାତିରେ ନିୟମଗିରୀ ଅଞ୍ଚଳରେ ମାଓବିରୋଧି ପୋଷ୍ଟର ବିଭିନ୍ନ ବସ ଓ ଛକରେ ମାରିଥିବା ଯେତିକି ଚର୍ଚ୍ଚା ଥିଲା ତାର ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଖଣ୍ଡୁଆଲ ମାଲି, କୁଟୃମାଲି ଓ…
Read More...

ବଡସାହିରେ ବିଶ୍ୱ ଶୌଚାଳୟ ଦିବସ ପାଳିତ

ବଡ଼ସାହି: ଜିଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ସୋମବାର ବଡ଼ସାହି ବ୍ଳକ ପ୍ରଶାସନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ହୋଇଯାଇଛି।ଶତାଧିକ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଏସଏସଜି ଗ୍ରୁପର ଶତାଧିକ ମହିଳା ଓ ପ୍ରଶାସନିକ…
Read More...

ଭକ୍ତ ଶିରୋମଣି ଦାସିଆ ବାଉରିଙ୍କ ଜୟନ୍ତୀ ଉତ୍ସବ ପାଳିତ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଭକ୍ତ ଶିରୋମଣି ଦାସିଆ ବାଉରିଙ୍କ ଜୟନ୍ତୀ ଉତ୍ସବ ତାଙ୍କର ଜନ୍ମ ଓ ସାଧନା ପୀଠ ପିପିଲି ନିକଟବର୍ତ୍ତୀ ବାଲିଗାଁରେ ସୋମବାର ପାଳିତ ହୋଇଯାଇଛି। ପିପିଲି ବ୍ଲକ ତେଇସିପୁର…
Read More...

ବ୍ଲକସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳିତ

କଲମପୁର :  କଳାହାଣ୍ଡି ଜିଲା କଲମପୁର ବ୍ଲକ ପରିସରରେ ବି.ଡି.ଓ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…
Read More...

ଫୋନରେ ସଲମାନଙ୍କ କର୍ମଚାରୀଙ୍କୁ ଧମକ ଦେଇ ପ୍ରଶଂସକ ଗିରଫ

ମୁମ୍ବଇ : ବଲିଉଡ ଭାଇଜାନ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେହିଭଳି ଆଉଏକ ଘଟଣାକୁ ନେଇ ସଲମାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ତାଙ୍କର ଚର୍ଚ୍ଚାକୁ ଆସିବା ପଛର କାରଣ ସିଏ ନିଜେ ନୁହେଁ ବରଂ…
Read More...

ଦିଲ୍ଲୀ ନୁହେଁ; କଲକାତା ବାୟୁମଣ୍ଡଳ ସବୁଠୁ ପ୍ରଦୂଷିତ

ନୂଆଦିଲ୍ଲୀ : ଉତ୍କଟ ପ୍ରଦୂଷଣ ପାଇଁ ରାଜଧାନୀ ଦିଲ୍ଲୀକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିଲାବେଳେ ସମସ୍ତଙ୍କୁ ଚମକାଇ ଦେଲା ଭଳି ରିପୋର୍ଟ ରବିବାର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଦିଲ୍ଲୀକୁ ଅତିକ୍ରମ କରି…
Read More...

ଇଣ୍ଟରପୋଲ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଦୁବାଇ : ଆନ୍ତର୍ଜାତିକ ପୁଲିସ ସଂସ୍ଥା ଇଣ୍ଟରପୋଲ୍‍ର ନୂଆ ସଭାପତି ମନୋନୟନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପଦରେ ଥିବା ଚୀନ୍‍ର ମେଙ୍ଗ ହଙ୍ଗୱେଇ ସେପ୍ଟେମ୍ବର ମାସରେ ନିଖୋଜ ହୋଇଯିବା ଓ ପରେ ଚୀନ୍‍ ସରକାରଙ୍କ ଦ୍ୱାରା…
Read More...

୩୦କୋଟି ଠକେଇ: ଆଇଆଇଟି ଛାତ୍ରଙ୍କ ସହ ୯ଗିରଫ

ହାଇଦରାବାଦ : ତେଲଙ୍ଗାନାରେ ୩୦କୋଟି ଟଙ୍କାର ଏକ ବହୁମୁଖୀ ବଜାର ଜାଲିଆତି ମାମଲାରେ ପୁଲିସ ୯ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଆଇଆଇଟି ପଢ଼ା ଛାଡ଼ିଥିବା ଯୁବକ ରହିଥିବାବେଳେ ସଂସ୍ଥାର ସିଇଓ, ୨ ନିର୍ଦେଶକ ଓ…
Read More...

ମରାଠାଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନକୁ କ୍ୟାବିନେଟ ଅନୁମୋଦନ

ମୁମ୍ବଇ : ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ପ୍ରଦାନ ସମ୍ପର୍କିତ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ରବିବାର ଅନୁମୋଦନ କରିଛି। କ୍ୟାବିନେଟ ଅନୁମୋଦନ ପରେ ଏ ସମ୍ପର୍କିତ ବିଧେୟକକୁ ବିଧାନସଭାର ଆଗାମୀ ଶୀତ…
Read More...

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସର୍ବଦଳୀୟ ବୈଠକ

କଲମ୍ବୋ : ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଚଳାବସ୍ଥା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ରବିବାର ସର୍ବଦଳୀୟ ବୈଠକ କରିଛନ୍ତି। ଦେଶର ରାଜନୈତିକ ଅଚଳାବସ୍ଥାକୁ ଦୂର କରିବା ଲାଗି ରାଷ୍ଟ୍ରପତି…
Read More...

ତେଲଙ୍ଗାନା ନିର୍ବାଚନ: ବିଜେପିର ୫ମ ପ୍ରାର୍ଥିତାଲିକା

ନୂଆଦିଲ୍ଲୀ : ତେଲଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ ରବିବାର ବିଜେପିର ୫ମ ପ୍ରାର୍ଥିତାଲିକା ପ୍ରକାଶ ପାଇଛି। ପଞ୍ଚମ ପର୍ଯ୍ୟାୟରେ ୧୯ଜଣଙ୍କୁ ଦଳୀୟ ଟିକଟ ମିଳିଛି। ଏହା ପୂର୍ବରୁ ବିଜେପି ୪ଟି ପର୍ଯ୍ୟାୟରେ…
Read More...

ଏନ୍‍ଆରସି ପଞ୍ଜୀକରଣ ଆବେଦନ ମାନ୍ଦା

ଗୁଆହାଟୀ : ଆସାମ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ସିଆର)ରେ ପଞ୍ଜୀକରଣ ପାଇଁ ଅଦ୍ୟାବଧି ମୋଟ ୪୦ଲକ୍ଷ ମଧ୍ୟରୁ ମାତ୍ର ସାଢ଼େ ୪ଲକ୍ଷ ଆବେଦନ କରିଥିବା ଜଣାପଡ଼ିଛି। ଏହି ୪୦ଲକ୍ଷ ଚିଠା ଏନ୍‍ସିଆର ତାଲିକାରୁ ବାଦ ପଡ଼ିବା ପରେ…
Read More...

ଭକ୍ତ ଦାସଙ୍କ ପୁଅ ସାଗରଙ୍କ ନାମରେ ଅଭିଯୋଗ: ଟିକଟ ପାଇଁ ତେଲଙ୍ଗାନା ନେତାଙ୍କୁ ମାଗୁଥିଲେ ୩କୋଟି ଲାଞ୍ଚ!

ହାଇଦରାବାଦ : ତେଲଙ୍ଗାନାରେ କଂଗ୍ରେସ ଟିକଟ ବଣ୍ଟନ ନେଇ ସୃଷ୍ଟି ହୋଇଥିବା ବିବାଦର ପ୍ରତିଫଳନ ଘଟିଛି ଓଡ଼ିଶା କଂଗ୍ରେସରେ। ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ତେଲଙ୍ଗାନା ପାଇଁ ଅଲ୍‍ ଇଣ୍ଡିଆ କଂଗ୍ରେସ କମିଟି…
Read More...

ବିଜେପି ଛାଡ଼ିଲେ ବିବାଦୀୟ ବିଧାୟକ ଜ୍ଞାନଦେବ ଆହୁଜା

ଜୟପୁର : ସବୁବେଳେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ଟିକଟ ନଦେବା ପ୍ରତିବାଦରେ ସେ ଦଳ…
Read More...

ସୋମବାର ରାଶିଫଳ

ମେଷ: ଦୃଢ଼ ମନୋବଳକୁ ପାଥେୟ କରି ସୁୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିବେ। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। କଥାବାର୍ତ୍ତା ମର୍ଯ୍ୟାଦାପୂର୍ଣ୍ଣ ହେବ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ପୀଡ଼ିତ ହେବେ। ବୃଷ: ମନଯୋଗ…
Read More...

୧୧କୋଟିର ବେଆଇନ ଟଙ୍କା ଓ ମଦ ଜବତ

ରାୟପୁର : ଛତିଶଗଡ ବିଧାନସଭା ନିର୍ବାଚନ ଅବସରରେ ନିର୍ବାଚନ ଅଧିକାରୀମାନେ ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଟଙ୍କା ଓ ମଦ ଜବତ କରିଛନ୍ତି। ଜବତ ହୋଇଥିବା ଟଙ୍କା, ମଦ ଓ ଅନ୍ୟାନ୍ୟ ଜିନିଷର…
Read More...

ଉତ୍ତରପ୍ରଦେଶ ଅଙ୍ଗନବାଡ଼ି କେନ୍ଦ୍ରରେ ସାଢ଼େ ୧୪ଲକ୍ଷ ଭୂତ ଶିଶୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସଧବାଙ୍କୁ ବିଧବା ଭତ୍ତା ମିଳୁଥିବାର ଖବର ପ୍ରସାର ହେବା ପରେ ପୁଣି ଏକ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ରାଜ୍ୟର ୧ଲକ୍ଷ ୮୮ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ୧୪ଲକ୍ଷ ୫୭ହଜାର ‘ଭୂତ’ ଶିଶୁ ନାମ…
Read More...

ଯୁବକଙ୍କୁ ଆତଙ୍କବାଦୀ ସଜାଇବା ଅଭିଯୋଗରେ ମହିଳା ଗିରଫ

ଶ୍ରୀନଗର : ରାଜ୍ୟର ଯୁବକମାନଙ୍କୁ ଜିହାଦ୍‍ ପ୍ରତି ଆକୃଷ୍ଟ କରାଇବା ଓ ଆତଙ୍କବାଦୀ ସଜାଇବା ଅଭିଯୋଗରେ ପୁଲିସ ଶନିବାର ଜଣେ ୩୦ବର୍ଷୀୟା କାଶ୍ମୀର ମହିଳାଙ୍କୁ ଗିରଫ କରିଛି। ଫେସ୍‍ବୁକ୍‍ ଭଳି ସାମାଜିକ ଗଣମାଧ୍ୟମରେ ସେ…
Read More...

ବମ୍ବେ, ମାଡ୍ରାସ ଓ କଲକାତା ହାଇକୋର୍ଟର ନାମ ପରିବର୍ତ୍ତନ ପାଇଁ ଆସିବ ବିଧେୟକ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସହରର ନାମ ପରିବର୍ତ୍ତନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ସରକାର ଏବେ ତିନି ହାଇକୋର୍ଟର ନାମ ପରିବର୍ତ୍ତନ କରିବା ଲାଗି ପଦକ୍ଷେପ ନେଇଛନ୍ତି। ମାଡ୍ରାସ, ବମ୍ବେ ଓ କୋଲକାତା ହାଇକୋର୍ଟର ନାମ…
Read More...

ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀ ମୃତ, ୨ ଆହତ

ରାୟପୁର : ଛତିଶଗଡର ସୁକମା ଜିଲାରେ ରବିବାର ଆଇଇଡି ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ଓ ଆହତ ସୁରକ୍ଷାକର୍ମୀମାନେ ଜିଲା ରିଜର୍ଭ ଗାର୍ଡ (ଡିଆରଜି)ର ଯବାନ। ସୁକମା…
Read More...

ଶିଶୁ ବିକ୍ରି ରାକେଟ୍‍ର ୧୦ ସଦସ୍ୟ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରେ ଶିଶୁ ବିକ୍ରି ରାକେଟର ୧୦ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିବା ସହିତ ୫ଟି ଶିଶୁଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଅଭିଯୋଗଫର୍ଦ ଦାଖଲ କରିଛି। ଘଟଣାରୁ ଜଣାଯାଇଛି ଯେ…
Read More...

ପେଟ୍ରୋଲ ଓ ଡିଜେଲ ଦର ହ୍ରାସ

ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଶନିବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୧୯ ପଇସା ଲେଖାଏଁ ହ୍ରାସ ପାଇଛି। ଏହି ଦର ହ୍ରାସ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ…
Read More...

ବ୍ୟାଙ୍କ ସ୍ଥାୟୀ ଜମାର ସୁଧ ହାର ବୃଦ୍ଧି

ନୂଆଦିଲ୍ଲୀ : ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସ୍ଥାୟୀ ଜାମା ରାଶି ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ସୁଧ ହାର ବୃଦ୍ଧି କରିଥିବା ବ୍ୟାଙ୍କଗୁଡିକ ମଧ୍ୟରେ ରହିଛନ୍ତି ଏସବିଆଇ, କାନାରା ବ୍ୟାଙ୍କ,…
Read More...

ବସୁନ୍ଧରାଙ୍କ ବିରୋଧରେ ପ୍ରାର୍ଥୀ ହେଲେ ମାନବେନ୍ଦ୍ର

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଜେପିର ପୂର୍ବତନ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପୁଅ…
Read More...

ମାଲ୍ୟା, ଅମ୍ବାନୀଙ୍କ ଟଙ୍କାରେ କୃଷକଙ୍କ ଋଣ ଛାଡ ହେବ: ରାହୁଲ

ରାୟପୁର : ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷକଙ୍କ ସମସ୍ତ ଋଣ ଛାଡ କରାଯିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। କୃଷକ ଋଣ ଛାଡ ପାଇଁ ଅର୍ଥ ବିଜୟ ମାଲ୍ୟା, ନିରବ ମୋଦୀ ଓ ଅନିଲ…
Read More...

୨୦୧୯ ନିର୍ବାଚନ ପାଇଁ ବିଜେପି ଦେଇଥିବା ଆସନ ଗ୍ରହଣୀୟ ନୁହେଁ: ଖୁସୱା

ପାଟନା : ଆଗାମୀ ଲୋକସଭା ନିର୍ବାଚନ ବିଜେପି ତାଙ୍କ ଦଳକୁ ଯେଉଁ ସଂଖ୍ୟକ ଆସନ ଦେଇଛି ତାହା ଗ୍ରହଣୀୟ ନୁହେଁ ବୋଲି ଏନଡିଏ ଅଂଶୀଦାର ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି) ମୁଖ୍ୟ ଉପେନ୍ଦ୍ର ଖୁସୱା କହିଛନ୍ତି।…
Read More...

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ବଦଳି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କର ବଦଳି ହୋଇଛି। କେନ୍ଦ୍ର ସରକାର ତାଙ୍କୁ ଟେଲିକମ୍ୟୁନିକେସନ୍‍ (ଟେଲି ଯୋଗାଯୋଗ) ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଶନିବାର ଏ ସଂକାନ୍ତ…
Read More...

ଆମେରିକୀୟ ନାବାଳକ ଗୁଳିରେ ଭାରତୀୟ ମୃତ

ହାଇଦରାବାଦ : ଆମେରିକାର ନ୍ୟୁଜର୍ସିରେ ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଶିକାର ଭାରତୀୟ ଜଣଙ୍କ ହେଉଛନ୍ତି ତେଲଙ୍ଗାନାର ସୁନିଲ ଏଡଲା (୬୧)। ସୁନିଲଙ୍କୁ ଜଣେ ୧୬ବର୍ଷର ନାବାଳକ ଗୁଳି କରି ହତ୍ୟା…
Read More...

କାଶ୍ମୀର ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ରେକର୍ଡ ୭୪% ମତଦାନ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଶନିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିପୁଳ ମତଦାନ ହୋଇଛି। ନିର୍ବାଚନ ବର୍ଜନ ଧମକ ଓ ଦୁଇ ଦିନ ହେଲା ଆତଙ୍କବାଦୀଙ୍କ ଉତ୍ପାତ ସତ୍ତ୍ବେ ଲୋକେ ବହୁ ସଂଖ୍ୟାରେ…
Read More...

ଆତଙ୍କବାଦୀଙ୍କ ହାତରେ ପ୍ରତିରକ୍ଷା ଅସ୍ତ୍ର!

କଲକାତା : ଆତଙ୍କବାଦୀ ଏବଂ ମାଓବାଦୀଙ୍କ ହାତକୁ ଯାଉଛି ପ୍ରତିରକ୍ଷା ଅସ୍ତ୍ର। ଦେଶର ବିଭିନ୍ନ ଭାଗରେ ଥିବା ଅର୍ଡ଼ନାନ୍ସ ଫାକ୍ଟ୍ରି(ଗୋଳାବାରୁଦ ତିଆରି କାରଖାନା)ରୁ ସେନାବାହିନୀ ପାଇଁ ପ୍ରସ୍ତୁତ ହେଉଥିବା…
Read More...

ସଧବାଙ୍କୁ ମିଳୁଛି ବିଧବା ଭତ୍ତା

ସୀତାପୁର : ଉତ୍ତରପ୍ରଦେଶ ସରକାର ସଧବାଙ୍କୁ ଦେଉଛନ୍ତି ବିଧବା ଭତ୍ତା। ସୀତାପୁର ଜିଲାରେ ଏଭଳି ୨୨ଟି ମାମଲା ଧରାପଡ଼ିବା ପରେ ଜିଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ବତ୍ସଗଞ୍ଜ ଗ୍ରାମର ସନ୍ଦୀପ କୁମାର ନାମକ ବ୍ୟକ୍ତି…
Read More...

ରାଜ୍ୟରେ ୫୪% ଲୋକଙ୍କ ପସନ୍ଦ ନବୀନ

ନୂଆଦିଲ୍ଲୀ : ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ସରକାର ଚଳାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ୫୪% ଭୋଟର ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚୁହୁଁଛନ୍ତି। ଇଣ୍ଡିଆ ଟୁଡେର ‘ରାଜନୈତିକ ଷ୍ଟକ…
Read More...

ଛତିଶଗଡ଼: କଂଗ୍ରେସ ନେତାଙ୍କ ବିରୋଧରେ ଷ୍ଟିିଙ୍ଗ ଚଳାଇବାକୁ କହି ଅଡୁଆରେ ଅଧିକାରୀ

ରାୟପୁର : କଂଗ୍ରେସର କିଛି ନେତାଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ ଚଳାଇବାକୁ କହି କ୍ୟାମେରା ସମ୍ମୁଖରେ ଧରାପଡିଥିବା ଛତିଶଗଡ଼ର ଜଣେ ଲୋକସମ୍ପର୍କ ଅଧିକାରୀ ଏସ୍‍. ରାଜେଶ ଟପ୍ପୋ ଏବେ ଅଡୁଆରେ ପଡିଯାଇଛନ୍ତି। ଟପ୍ପୋଙ୍କୁ…
Read More...

ରବିବାର ରାଶିଫଳ

ମେଷ: କର୍ମକ୍ଷେତ୍ରରୁ ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ। ବହୁଧନ, ପୁତ୍ର, ଉତ୍ତମବଂଶରୁ କନ୍ୟା ଆଣିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସୁଖୀ ହେବେ। ସରକାରୀ ଅର୍ଥ ମିଳିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ…
Read More...

ନିର୍ଭୟା ପାଣ୍ଠିରେ ପ୍ରତିଷ୍ଠା ହେବ ୧,୦୨୩ଟି ଫାଷ୍ଟଟ୍ରାକ କୋର୍ଟ

ନୂଆଦିଲ୍ଲୀ : ବିଚାର ଅପେକ୍ଷାରେ ପଡି ରହିଥିବା ନାବାଳିକା ଏବଂ ମହିଳାଙ୍କୁ ବଳାତ୍କାର ମାମଲାଗୁଡିକର ଶୁଣାଣି ନିମନ୍ତେ ନିର୍ଭୟା ପାଣ୍ଠି ବିନିଯୋଗରେ ୧,୦୨୩ଟି ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ମହିଳା…
Read More...

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ମୋଦୀ

ମାଲେ : ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ରାଜଧାନୀ ମାଲେରେ ପହଞ୍ଚିବା ପରେ ମୋଦୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା…
Read More...

ଅଜୟ ଭୂଷଣ ପାଣ୍ଡେ ନୂଆ ଅର୍ଥ ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ସଚିବ ହସମୁଖ ଆଧିଆ ଚଳିତ ମାସ ୩୦ରେ ଅବସର ଗ୍ରହଣ କରୁଛନ୍ତି। ତାଙ୍କ ସ୍ଥାନରେ ୟୁଆଇଡିଏଆଇ (ୟୁନିକ ଆଇଡେଣ୍ଟିଫିସେନ୍‍ ଅଥରିଟି ଅଫ ଇଣ୍ଡିଆ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା…
Read More...

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି

ରାଞ୍ଚି : ସ୍ଥାନୀୟ ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସେସ୍‍ରେ ଚିକିତ୍ସାଧୀନ ଥିବା ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ହୃଦ୍‍ରୋଗ, ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‍…
Read More...

ବରବରା ରାଓ ଗିରଫ

ହାଇଦରାବାଦ : ମହାରାଷ୍ଟ୍ରର ଭୀମା କୋରୋଗାଓଁ ହିଂସା ଘଟଣାରେ ପୁଣେ ପୁଲିସ ଶନିବାର ବାମପନ୍ଥୀ ଚିନ୍ତକ ତଥା କବି ବରବରା ରାଓଙ୍କୁ ହାଇଦରାବାଦରୁ ଗିରଫ କରିଛି। ପୁଣେରେ ଏଲଗାର ପରିଷଦ କାର୍ଯ୍ୟକ୍ରମ ଆୟୋଜନ ଓ ମାଓବାଦୀଙ୍କ…
Read More...

ତାମିଲନାଡ଼ୁରେ ‘ଗଜ’ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

ଚେନ୍ନଇ : ବାତ୍ୟା ‘ଗଜ’ ତାମିଲନାଡ଼ୁରେ ନାହିଁ ନ ଥିବା କ୍ଷତି ଘଟାଇଛି। ଶୁକ୍ରବାର ଏହା ଉପକୂଳ ଛୁଇଁବା ପରଠାରୁ ଏଜନିତ ମୃତ୍ୟୁ ସଂଖ୍ୟା ୩୩ରେ ପହଞ୍ଚିଛି। ଅପରପକ୍ଷରେ ଏହା ଅବପାତର ରୂପ ନେଇ ଦକ୍ଷିଣ-ପୂର୍ବ ଆରବ ସାଗର…
Read More...

ଯୁବରାଜ, ଅକ୍ଷର, ଫିଞ୍ଚ୍‍ଙ୍କୁ ଛାଡ଼ିଲା ପଞ୍ଜାବ

ମୁମ୍ବଇ : ୨୦୧୯ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ନିଲାମ ପୂର୍ବରୁ ୧୧ ଜଣ ଖେଳାଳିଙ୍କୁ ଛାଡ଼ିଦେଇଛି କିଙ୍ଗ୍‍ସ ଏକାଦଶ ପଞ୍ଜାବ। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଭାରତର ବିଶ୍ୱକପ୍‍ ହିରୋ ଯୁବରାଜ ସିଂହ,…
Read More...

ଅଷ୍ଟ୍ରେଲିଆ ଗସ୍ତରେ ନମ୍ରତାପୂର୍ଣ୍ଣ ବ୍ୟବହାର କର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ପରାମର୍ଶ ଦେଇ କହିଛି ଏହି ଗସ୍ତ ସମୟରେ ନମ୍ରତାପୂର୍ଣ୍ଣ ବ୍ୟବହାର କର। ପଡ଼ିଆ…
Read More...

ଏକମାତ୍ର ଟ୍ୱେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ

କାରାରା : ଶନିବାର ଏଠାରେ ଖେଳାଯାଇଥିବା ସିରିଜର ଏକମାତ୍ର ଟ୍ୱେଣ୍ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୧ ରନରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ…
Read More...

ହକି ବିଶ୍ୱକପ ପାଇଁ ପାକିସ୍ତାନକୁ ମିଳିଲା ଭିସା

କରାଚି : ଭୁବନେଶ୍ୱରରେ ୨୮ତାରିଖରୁ ହେବାକୁ ଥିବା ହକି ବିଶ୍ୱକପ ପାଇଁ ପାକିସ୍ତାନ ଦଳକୁ ଭିସା ମିଳିଯାଇଛି। ପୂର୍ବରୁ ପାକିସ୍ତାନ ଦଳ ବିଶ୍ୱକପ ନ ଖେଳିବାକୁ ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହା ଉପରେ ପୂର୍ଣ୍ଣଛେଦ…
Read More...

ସାପ କାମୁଡାରେ ଯୁବକ ମୃତ

ବଡ଼ସାହି : ଶିଆଳୀଘାଟି ପଞ୍ଚାୟତ କାଉଚି ଗ୍ରାମର ଯୁଆ ମାଝୀ(୪୧)କୁ ଏକ ବିଷଧର ସାପ କାମୁଡି ଦେବାରୁ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ଏକ ବିଷଧର ସାପ କାମୁଡି ଦେବାରୁ ପରିବାରେ ଲୋକେ ତାଙ୍କୁ…
Read More...

ଅଙ୍ଗନବାଡି କର୍ମୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅଡବା ଜୋନ୍‍ର ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜୋନ୍‍ର ୬ଟି ସେକ୍ଟର ଶତାଧିକ ଅଙ୍ଗନବାଡି କର୍ମୀ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ…
Read More...

କଫି ୱିଥ କରନ-୬ରେ ନଜର ଆସିବେ ଅଜୟ-କାଜଲ

ମୁମ୍ବଇ : କରଣ ଜୋହରଙ୍କ ରିଆଲିଟି ସୋ କଫି ୱିଥ କରନ-୬ରେ ପୁଣିଥରେ ନଜର ଆସିବ ଅଜୟ ଦେବଗନ୍‍ ଓ କାଜଲ। ସାମାଜିକ ଗଣମାଧ୍ୟମରେ ଫଟୋ ଅପଲୋଡ କରି ଉଭୟ କରଣ ଓ ଦେବଗନ୍‍ ଦମ୍ପତ୍ତି ଏହା ସୂଚନା ଦେଇଛନ୍ତି। ଖବରଅନୁସାରେ…
Read More...

ଅଭିଜିତଙ୍କୁ କ୍ଷମା ଦିଆଗଲା : ନରସିଂହ ମିଶ୍ର

ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଭିଜିତ ଆୟର ମିତ୍ରଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ଗୃହ କମିଟି ପ୍ରସ୍ତାବ ଆଧାରରେ ତାଙ୍କୁ ବିଧାନସଭା କ୍ଷମା ଦେଇଛି। ଅଭିଜିତଙ୍କୁ କ୍ଷମା ଦିଆଯାଇଥିବା ନେଇ ବିଧାନସଭା ଗୃହ କମିଟିର…
Read More...

କୃପାଜଳରେ ଲିଡରସିପ ସମିଟ୍‍ ଭିଜନ-୨୦୨୦ ଆଲୋଚନାଚକ୍ର

ପିପିଲି : ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ସମ୍ମିଳନୀ କକ୍ଷରେ ଶନିବାର ଦିନ ‘ଲିଡରସିପ୍‍ ସମିଟ୍‍ ଭିଜନ-୨୦୧୦’ ପୃଷ୍ଠଭୂମିରେ ମାନବସମ୍ବଳ ଉପରେ ଆଧାରିତ ‘ମାନବର ମାନବିକତା’ ଶୀର୍ଷକ…
Read More...

ରଣବୀରଙ୍କ ସହ ବିବାହକୁ ନେଇ ସଫେଇ ଦେଲେ ସାରା ଅଲି ଖାନ

ମୁମ୍ବଇ : ବଲିଉଡର ନବାବ ସେଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଚଳଚ୍ଚିତ୍ର କେଦାରନାଥରୁ ନିଜର ସିନେମା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। କେଦାରନାଥ ଡିସେମ୍ବର ୭ତାରିଖରେ ମକ୍ତିଲାଭ କରିବାକୁ ଥିଲାବେଳେ ନିକଟର…
Read More...

ଠିକା ଶ୍ରମିକଙ୍କ ଦରମା ବୃଦ୍ଧି ସପକ୍ଷରେ ଆଇଓସିଏଲ

ପାରାଦ୍ୱୀପ : ଆଇଓସିଏଲରେ ଚାଲିଥିବା ଶ୍ରମିକ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। କର୍ତ୍ତୃପକ୍ଷ ଦାବି ମାନି ନେବାପରେ ରାତିରେ ଅନଶନ ପ୍ରତ୍ୟାହୃତ ହୋଇଛି। ଆଇଓସିଏଲରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବୃଦ୍ଧି…
Read More...

ଚୋରା ଶିଆଳି ଛାଲି ବୋଝାଇ ଗାଡି ଜବତ

ଖୁଣ୍ଟା : ଖୁଣ୍ଟା ଥାନା ଉଦଳା ବନ ବିଭାଗ ଅଧୀନ ଭୋଳାଗଡିଆ-ଖୁଣ୍ଟା ରାସ୍ତାରେ ଶୁକ୍ରବାର ବନ ଜାତ ଦ୍ରବ୍ୟ ଶିଆଳି ଛାଳିର ଚୋରା ଚାଲାଣ କରୁଥିବା ଏକ ମାଲବାହୀ ଗାଡି ବାରିପଦା ଡିଏଫଓଙ୍କ ହାତରେ ଧାରା ପଡିଛି।…
Read More...

ଚୋରା ବାଲି ଓ ମେଟାଲ ବୋଝେଇ ଟ୍ରାକ୍ଟର ଜବତ 

ଖୁଣ୍ଟା : ଖୁଣ୍ଟା ଥାନା ଅଧୀନ ଭୋଳାଗଡିଆ-ଖୁଣ୍ଟା ରାସ୍ତାରେ ବେଆଇନ ଭାବେ ମାଙ୍କଡା ପଥର, ବାଲି ମେଟାଲ ଚାଲାଣ କରୁଥିବା ଅଭିଯୋଗରେ ଏକକାଳୀନ ୪ ଟ୍ରାକ୍ଟରକୁ ଜବତ କରାଯାଇଛି। ଶୁକ୍ରବାର ରାଜସ୍ୱ ବିଭାଗର ସ୍ୱତନ୍ତ୍ର…
Read More...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଖୁଣ୍ଟା : ଖୁଣ୍ଟା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ବାହାନଡା ଶାନ୍ତିନିକେତନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାରେ ବରିଷ୍ଠ ବର୍ଗରେ ୧୬ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ କନିଷ୍ଠ ବର୍ଗରେ ୩୨ ଓ…
Read More...

ବିରୋଧୀଙ୍କ ମେଳିରେ ଯୋଗଦେବେ ମମତା

କଲକାତା : ଆସନ୍ତା ୨୨ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିଜେପି ବିରୋଧୀ ମେଳିରେ ସାମିଲ ହେବେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁଙ୍କ ଆହ୍ୱାନକ୍ରମେ…
Read More...

କଂଗ୍ରେସ, ବିଜେପି ହେଉଛନ୍ତି ନାଗ: ମାୟାବତୀ

ରାୟପୁର : ଉଭୟ ବିଜେପି ଓ କଂଗ୍ରେସ ହେଉଛନ୍ତି ନାଗ ସାପ (ସାପନାଥ, ନାଗନାଥ)। ସେମାନଙ୍କ ସହିତ ବନ୍ଧୁତା କରିବା ବିପଜ୍ଜନକ। ଆମେ ବିରୋଧୀ ଦଳରେ ବସିବୁ ପଛେ ଏହି ଦୁଇ ଦଳ ସହିତ କୌଣସି ପରିସ୍ଥିତିରେ ମେଣ୍ଟ କରିବୁ ନାହିଁ…
Read More...

ବସ୍‍ ଦୁର୍ଘଟଣା: ୪୦ଯାତ୍ରୀ ଜୀବନ୍ତ ଦଗ୍ଧ

ହରାରେ : ଜିମ୍ବାବ୍‍ୱେ ରାଜଧାନୀ ହରାରେଠାରୁ ପ୍ରାୟ ୫୦୦କିମି ଦୂର ଗ୍ୱାଣ୍ଡା ନିକଟରେ ମର୍ମନ୍ତୁଦ ବସ୍‍ ଦୁର୍ଘଟଣା ଘଟି ୪୦ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଥିଲାବେଳେ ପ୍ରାୟ ୨୦ଜଣ…
Read More...

ଜିଓର୍ଜିନାଙ୍କୁ ବିବାହ କରିବେ ରୋନାଲଡୋ

ଲିସ୍‍ବନ : ପର୍ତ୍ତୁଗାଲର ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଖୁବଶୀଘ୍ର ତାଙ୍କର ବାନ୍ଧବୀ ଜିଓର୍ଜିନା ରୋଡ୍ରିଗ୍ୱେଜ୍‍ଙ୍କୁ ବିବାହ କରିବେ ବୋଲି ପର୍ତ୍ତୁଗୀଜ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବିଗତ…
Read More...

ଶ୍ରୀଲଙ୍କା ପାର୍ଲାମେଣ୍ଟରେ ହଟ୍ଟଗୋଳ ଜାରି

କଲମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ଗୁରୁବାର ପରି ଶୁକ୍ରବାର ମଧ୍ୟ ପାର୍ଲାମେଣ୍ଟରେ ହଟ୍ଟଗୋଳ ଲାଗିରହିଛି। ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକମାନେ ବାଚସ୍ପତିଙ୍କୁ…
Read More...

ଆଶ୍ରମ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଘଟଣା

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଏକ ଆଶ୍ରମସ୍କୁଲ ଛାତ୍ରୀ ନିବାସର ୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଗୁରୁବାର ଥାନାରେ ଅଟକ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେଶ ନାଏକ(୩୧)ଙ୍କୁ ପୁଲିସ୍‍…
Read More...

କଂଗ୍ରେସକୁ ମୋଦୀଙ୍କ ଆହ୍ୱାନ: ବାହ୍ୟବ୍ୟକ୍ତିଙ୍କୁ ଦଳର ଅଧ୍ୟକ୍ଷ କରି ଦେଖାଅ

ଅମ୍ବିକାପୁର : କଂଗ୍ରେସ ନେତା ଶଶି ଥରୁରରଙ୍କ ‘ଚା’ ବାଲା’ ମନ୍ତବ୍ୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସକୁ ଏକ କଡ଼ା ଚ୍ୟାଲେଞ୍ଚ ଦେଇ ମୋଦୀ…
Read More...

ଶାବରୀମାଳା ବିବାଦ: ବିମାନ ବନ୍ଦରରେ ସାମାଜିକକର୍ମୀ ତୃପ୍ତି ଦେଷାଇ ହଟହଟା

ନୂଆଦିଲ୍ଲୀ : ଶାବରୀମାଳା ମନ୍ଦିରରେ ସବୁବର୍ଗର ମହିଳାଙ୍କୁ ପ୍ରବେଶର ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାରେ କେରଳ ସରକାର ବିଫଳ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଆୟାପ୍ପା ଭକ୍ତ…
Read More...

ଭୀମା କୋରେଗାଓଁ ହିଂସା ମାମଲା: ଡିସେମ୍ବର ୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଭୀମା କୋରେଗାଓଁ ହିଂସା ଏବଂ ଏଲଗାର ପରିଷଦ ସହ ସମ୍ପୃକ୍ତି ଅଭିଯୋଗରେ ୩ ଜଣ ସାମାଜିକ କର୍ମୀଙ୍କ ଗିରଫ ସମ୍ବନ୍ଧୀୟ ମାମଲାର ଶୁଣାଣିକୁ ଶୁକ୍ରବାର ସୁପ୍ରିମକୋର୍ଟ ଡିସେମ୍ବର ୩ ପର୍ଯ୍ୟନ୍ତ ଘୁଞ୍ଚାଇ…
Read More...