www.samajalive.in
Wednesday, December 10, 2025
18.1 C
Bhubaneswar

ଆମେରିକୀୟ ନାବାଳକ ଗୁଳିରେ ଭାରତୀୟ ମୃତ

ହାଇଦରାବାଦ : ଆମେରିକାର ନ୍ୟୁଜର୍ସିରେ ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଶିକାର ଭାରତୀୟ ଜଣଙ୍କ ହେଉଛନ୍ତି ତେଲଙ୍ଗାନାର ସୁନିଲ ଏଡଲା (୬୧)। ସୁନିଲଙ୍କୁ ଜଣେ ୧୬ବର୍ଷର ନାବାଳକ ଗୁଳି କରି ହତ୍ୟା କରିଛି। ସୁନିଲ ଏକ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ଅଡିଟର ଭାବେ କାମ କରନ୍ତି। ଶୁକ୍ରବାର ସୁନିଲ ତାଙ୍କ ଅଫିସକୁ ଯାଉଥିବାବେଳେ ବାଳକ ଜଣଙ୍କ ତାଙ୍କୁ ଗୁଳି କରି କାର୍‍ ଯୋଗେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ସୁନିଲଙ୍କର ମୃତ୍ୟୁ ହୋଇଥିବାବେଳେ ପୁଲିସ ହତ୍ୟାକାରୀ ନାବାଳକକୁ ଗିରଫ କରିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories