ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ଥାନା ବସିପାଲି ବ୍ରିଜ ତଳକୁ ଏକ ଟାଭେରା ଖସିପଡିଥିବା ଜଣାପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭ଜଣ ଆହତ ହୋଇଛନ୍ତି। ଟାଭେରାଟି ରେଢାଖୋଲରୁ ବୌଦ୍ଧ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ଜଣାପଡିଛି। ଆହତ ମାନଙ୍କୁ ରେଢାଖୋଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Popular Categories



