www.samajalive.in
Wednesday, December 10, 2025
14.1 C
Bhubaneswar

ପାକ୍‍ ଗୁଳିରେ ଯବାନ ସହିଦ୍‍

ଶ୍ରୀନଗର : ପାକିସ୍ତାନ ସେନାର ଗୁଳି ମାଡ଼ରେ ଗୁରୁବାର କୁପୱାଡା ମାଛିଲ ସେକ୍ଟରେରେ ମୁତୟନ ଭାରତୀୟ ସେନାର ଜଣେ ଯବାନ ସହିଦ୍‍ ହୋଇଛନ୍ତି। ଗୁରୁବାରକୁ ମିଶାଇ ଜାମ୍ମୁ କାଶ୍ମୀର ସୀମାରେ କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ଭାରତୀୟ ସେନା ଶିବିରକୁ ଲକ୍ଷ୍ୟ କରି ପାକିସ୍ତାନ ସେନା ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପ୍ରତିଜବାବରେ ଭାରତୀୟ ସେନା ଗୁଳି ବିନିମୟ କରିଛି।
ପୂର୍ବରୁ କୁପୱାଡାର ମାଛିଲ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଏବେ ପାକିସ୍ତାନ ସେନାର ପ୍ରବଳ ଗୁଳି ବିନିମୟ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସାହାଯ୍ୟ କରିବାକୁ ଉଦ୍ଧିଷ୍ଟ ବୋଲି ସନ୍ଦେହ କରାଯାଉଛି। ଫଳରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ହାଇଆଲର୍ଟ ଘୋଷଣା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories