www.samajalive.in
Monday, December 15, 2025
26.1 C
Bhubaneswar

ଧର୍ମ ନାମରେ ଛିଡା କରାଯାଉଛି ଘୃଣାର ପ୍ରାଚୀର : ନସିରୁଦ୍ଦିନ ଶାହ

ମୁମ୍ବଇ : ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ ମାନବାଧିକାର ସଂସ୍ଥାର କାର୍ଯ୍ୟକ୍ରମରେ ଦେଶର ସ୍ଥିତିକୁ ନେଇ ଅନେକ କଥା କହିଛନ୍ତି। ଯେଉଁଥିରେ ଧର୍ମନାମରେ ହେଉଥିବା ହିଂସା ଏବଂ ଦିନକୁ ଦିନ ସାଧାରଣ ବ୍ୟକ୍ତି ନିଜର ସ୍ୱାଧୀନତା ହରାଉଛି ବୋଲି କହିଛନ୍ତି। ଭାରତରେ ଧର୍ମ ନାମରେ ଘୃଣାର ପ୍ରାଚୀର ଛିଡା କରାଯାଉଛି ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିକୁ ଦଣ୍ଡିତ କରାଯାଉଛି ବୋଲି ନସିରୁଦ୍ଦିନ କହିଛନ୍ତି। ଏମନେଷ୍ଟି ଇଣ୍ଡିଆର ଏକ ଭିଡିଓରେ ଏହା ପ୍ରଦର୍ଶୀତ ହେଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories