ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟାଙ୍କ ଘର ବାଜ୍ୟାପ୍ତ

ଜାମ୍ମୁ : ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବିଙ୍କ ଘରକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବୁଧବାର ବାଜ୍ୟାପ୍ତ କରିଛି। ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗକୁ ନେଇ ଏନଆଇଏ ଆସିୟାଙ୍କ ବିରୋଧରେ…
Read More...

ମଧ୍ୟପ୍ରଦେଶରେ କର୍ଣ୍ଣାଟକ ଭଳି ପରିସ୍ଥିତି ଏଡାଇବାକୁ କମଲନାଥଙ୍କ ପ୍ରୟାସ

ଭୋପାଳ : କର୍ଣ୍ଣାଟକରେ ଦେଖାଯାଇଥିବା ରାଜନୈତିକ ସଙ୍କଟକୁ ଦେଖି କମଲନାଥଙ୍କ ନେତୃତ୍ବ ମଧ୍ୟପ୍ରଦେଶର କଂଗ୍ରେସ ସରକାର ଆଶଙ୍କାରେ ରହିଛନ୍ତି। କର୍ଣ୍ଣାଟକ ଭଳି ପରିସ୍ଥିତି ଏଡାଇବାକୁ କମଲନାଥ କେତେକ ଆଗୁଆ ପଦକ୍ଷେପ…
Read More...

‘ଶିଖ ଫର ଜଷ୍ଟିସ’ ବେଆଇନ ଘୋଷିତ

ନୂଆଦିଲ୍ଲୀ : ଖଲିସ୍ତାନ ସପକ୍ଷବାଦୀ ସଂଗଠନ ‘ଶିଖ ଫର ଜଷ୍ଟିସ’କୁ କେନ୍ଦ୍ର କ୍ୟାବିନେଟ ବୁଧବାର ବେଆଇନ ଘୋଷଣା କରିଛି। ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ୧୯୬୭ର ଧାରା ୩(୧) ଅନୁଯାୟୀ ଏହି ସଂଗଠନକୁ ବେଆଇନ ଘୋଷଣା…
Read More...

ଗୁରୁବାର ରାଶିଫଳ

ମେଷ: ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟ ଲାଭଜନକ ହେବ। ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀ ପରାୟଣ ହୋଇପାରନ୍ତି। ବୃଷ: ଧନ ସଞ୍ଚୟ ପାଇଁ…
Read More...

ସଂସଦରେ ରାହୁଲଙ୍କ ପାଇଁ ଆଗଧାଡ଼ିର ଆସନ ଦାବିକୁ କଂଗ୍ରେସର ଅସ୍ବୀକାର

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଥିବା ରାହୁଲ ଗାନ୍ଧିଙ୍କ ପାଇଁ ଦଳ ପକ୍ଷରୁ ଲୋକସଭାରେ ଆଗଧାଡିର ଆସନ ଦାବି କରାଯାଉଥିବା ଖବରକୁ କଂଗ୍ରେସ ଅସ୍ବୀକାର କରିଛି। ଏହି ଖବରରେ…
Read More...

ବିପଦ ସଙ୍କେତ ନିକଟରେ ଗଙ୍ଗା ନଦୀ

ଡେରାଡୁନ : ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ରିଷିକେଶ ନିକଟରେ ଗଙ୍ଗାନଦୀ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ପାଣିପାଗ ବିଭାଗ କହିବା ଅନୁଯାୟୀ ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ…
Read More...

ଯନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗିଥିବା ବିଧାୟକଙ୍କୁ ଜାମିନ

ସିନ୍ଧୁଦୁର୍ଗ : ପିଡବ୍ଲ୍ୟୁଡି ଯନ୍ତ୍ରୀ ପିଡବ୍ଲ୍ୟୁଡି ଯନ୍ତ୍ରୀ ପ୍ରକାଶ ଖାଦେକରଙ୍କ ଉପରକୁ କାଦୁଅ ଫିଙ୍ଗିଥିବା ମହାରାଷ୍ଟ୍ର କଂଗ୍ରେସ ବିଧାୟକ ନିତେଶ ରାଣେଙ୍କୁ ଅଦାଲତ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ୨୦ହଜାର…
Read More...

ଆମେଥି ଗସ୍ତରେ ରାହୁଲ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ

ଆମେଥି : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶ ଆମେଥି ଗସ୍ତ କରିଛନ୍ତି। ଲୋକସଭା ନିର୍ବାଚନରେ ଆମେଥିରୁ ପରାଜୟ ପରେ ରାହୁଲଙ୍କ ଏହା ପ୍ରଥମ ଗସ୍ତ। ଏହି ଅବସରରେ ସେ ସ୍ଥାନୀୟ ଲୋକ ଓ ଦଳୀୟ କର୍ମୀଙ୍କୁ…
Read More...

ରୁଷରୁ ଆସିବ ୧୮ଟି ସୁଖୋଇ-୩୦, ୨୦ଟି ମିଗ-୨୯

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର କ୍ଷମତା ବୃଦ୍ଧି ନିମନ୍ତେ ଭାରତ ରୁଷଠାରୁ ୧୮ଟି ସୁଖୋଇ-୩୦ ଯୁଦ୍ଧ ବିମାନ କ୍ରୟ କରିବାକୁ ସ୍ଥିର କରିଛି। ଏହା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଫାଷ୍ଟଟ୍ରାକ ଭିତ୍ତିରେ…
Read More...

ମୁକ୍ତିଲାଭ କଲା ଜନଙ୍କ ‘ବାଟଲା ହାଉସ’ର ଟ୍ରେଲର

ମୁମ୍ବଇ : ଜନ୍ ଆବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଟଲା ହାଉସ’ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଛି। ୨ ମିନିଟ୍ ୫୫ ସେକେଣ୍ଡର ଥିବା ଏହି ଟ୍ରେଲରକୁ ମୁକ୍ତିଲାଭ କରିବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଦର୍ଶକ…
Read More...

କ୍ରିକେଟ ବିଶ୍ବକପ : ଭାରତ ୨୨୧ ରନରେ ଅଲଆଉଟ, ଫାଇନାଲରେ ନ୍ୟୁଜିଲାଣ୍ଡ

ମଞ୍ଚେଷ୍ଟର : ବିଶ୍ବକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ବୁଧବାର ଭାରତକୁ ୧୮ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡର ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୧୧ ରନରେ…
Read More...

ଯୁବକଙ୍କୁ ଆକ୍ରମଣ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସହରରେ ବିଗତ କିଛି ବର୍ଷ ଧରି ଉତ୍ପାତ ମଚାଉଥିବା କୁଖ୍ୟାତ ଅପରାଧୀ ସୈାମ୍ୟ ରଞ୍ଜନ ଦାସକୁ ବୁଧବାର ଟାଉନ ପୁଲିସ ଗିରଫ କରିଛି। ଗତ ଦୁଇ ଦିନ ଭିତରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଥିବା…
Read More...

କ୍ରିକେଟ ବିଶ୍ବକପ : ୭୧ ରନରେ ଭାରତର ଅଧା ଖେଳାଳି ଆଉଟ୍

ମାଞ୍ଚେଷ୍ଟର : ଗତ କାଲି ବର୍ଷା ଯୋଗୁଁ ଅସଂପୂର୍ଣ୍ଣ ରହିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ବୁଧବାର ଆରମ୍ଭ ହୋଇଛି । ଗତକାଲି ୪୬.୧ଓଭରରୁ ମ୍ୟାଚ୍ ବର୍ଷାଯୋଗୁଁ ସମ୍ପୂର୍ଣ୍ଣ ହୋଇପାରିନଥିଲା। ବୁଧବାର…
Read More...

ବିିଦ୍ୟୁତ୍‍ ତାର ସଂଶ୍ପର୍ଷରେ ଆସି ଶ୍ରମିକ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ଚୁଡାପାଲି ଠାରେ ମଙ୍ଗଳବାର ବିଦ୍ୟୁତ ସଂଶ୍ପର୍ଷରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିବା ବରପିଟା ଗାଁର ମୁକେଶ ପଧାନ…
Read More...

ବଂଶଧାରା ନଦୀ ଜଳ ବିବାଦ ଶୁଣାଣି: ମିଳିତ ସର୍ଭେକୁ ଓଡ଼ିଶାର ଆପତ୍ତି

ନୂଆଦିଲ୍ଲୀ : ନେରେଡ଼ି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ପ୍ରଭାବିତ ଅଞ୍ଚଳ ଜାଣିବା ପାଇଁ ଓଡ଼ିଶା, ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ଏକ ମିଳିତ ଟିମ ଦ୍ୱାରା ସର୍ଭେ କରିବା ସଂକ୍ରାନ୍ତୀ ବଂଶଧାରା ଜଳ ବିବାଦ ଟ୍ରାଇବୁନାଲଙ୍କ…
Read More...

ରାଜପଥରେ ଡାକ୍ତରଙ୍କ କାର୍‍କୁ ଗୁଳି: ଲୁଟିନେଲେ ୫୦ଲକ୍ଷ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାଜୀୟ ରାଜପଥର କପୁରସିଂ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରୁ ଦୁର୍ବୃତ୍ତମାନେ ଏକ କାର ଉପରକୁ ଗୁଳି ଚଳାଇ ଚାଳକକୁ ଭୟଭୀତ କରି ୫୦ଲକ୍ଷ ଟଙ୍କା ଲୁଟିନେବାକୁ…
Read More...

ମମତାଙ୍କ ନାମରେ ବିଜେପି ସଭ୍ୟ କାର୍ଡ

କଲକାତା : ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିବାବେଳେ ଏହି ସଭ୍ୟ ତାଲିକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମ ଯୋଡି ହୋଇଛି। ମମତାଙ୍କ ନାମରେ ବିଜେପିର ସଭ୍ୟ କାର୍ଡ ପ୍ରକାଶ ପାଇଛି। ଏହାକୁ ନେଇ…
Read More...

ବିଶ୍ବବିଦ୍ୟାଳୟରେ ‘ଆରଏସ୍‌ଏସ୍‌’ ସମ୍ପର୍କିତ ପାଠ୍ୟକ୍ରମ ନେଇ ତୀବ୍ର ପ୍ରତିକ୍ରିୟା

ନାଗପୁର : ‘ରାଷ୍ଟ୍ର ନିର୍ମାଣରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ’ର ଭୂମିକା ଯାହା ଥାଉନା କାହିଁକି, ଏହା ଏବେ ପାଠ୍ୟପୁସ୍ତକର ବିଷୟବସ୍ତୁ। ନାଗପୁର ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ଏହାର ପ୍ରବର୍ତ୍ତନ​ ‌ହେବା ପରେ…
Read More...

ପୁଲିସ ଆଗରେ ଦଳିତ ଯୁବକକୁ ହତ୍ୟା

ଅହମଦାବାଦ : ଅହମଦାବାଦର ଭାରମୋର ଗ୍ରାମରେ ଜଣେ ଦଳିତ ଯୁବକକୁ ତାର ଶ୍ବଶୁର ଘର ଲୋକେ ପୁଲିସ ଆଗରେ ହତ୍ୟା କରିଛନ୍ତି। ଦଳିତ ଯୁବକ ହରେଶ କୁମାର ସୋଲାଙ୍କି ଉଚ୍ଚ ଜାତିର ଜଣେ ଯୁବତୀ ଊର୍ମିଳା ସିହ୍ନାଙ୍କୁ ବିବାହ…
Read More...

ବାୟୁସେନାରେ ୨ ଚିକୁନ ହେଲିକପ୍ଟର ସାମିଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଦୁଇଟି ନୂଆ ଚିକୁନ ସିଏଚ୍-୪୭ଏଫ(ଆଇ) ହେଲିକପ୍ଟରକୁ ସୋମବାର ସାମିଲ କରାଯାଇଛି। ଗତ ଫେବୃଆରୀ ୧୦ରେ ବାୟୁସେନାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଚିକୁନ ହେଲିକପ୍ଟର ସାମିଲ ହୋଇଥିଲା।…
Read More...

ଉର୍ମିଳା ମାତୋଣ୍ଡକରଙ୍କ ଚିଠିକୁ ନେଇ କଂଗ୍ରେସରେ ବାକଯୁଦ୍ଧ

ମୁମ୍ବଇ : ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକରଙ୍କ ଚିଠିକୁ ନେଇ କଂଗ୍ରେସର ଅନ୍ତର୍ଦନ୍ଦ୍ବ ଏକ ଭିନ୍ନ ମୋଡ ନେଇଛି। ଉକ୍ତ ଚିଠିରେ ଉର୍ମିଳା ଦଳର ବରିଷ୍ଠ ନେତା ସଞ୍ଜୟ ନିରୁପମଙ୍କ ଘନିଷ୍ଟ ସହଯୋଗୀ…
Read More...

ଯନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗିଥିବା ବିଧାୟକ ଜେଲ୍‌ ଗଲେ

ସିନ୍ଧୁଦୁର୍ଗ : ରାଜପଥ ନିର୍ମାଣ କାର୍ଯ୍ୟ ତଦାରଖ ସମୟରେ ଯନ୍ତ୍ରୀଙ୍କ ଉପରକୁ କାଦୁଅ ଫିଙ୍ଗି ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କର ୧୮ଜଣ ସମର୍ଥକ ଜେଲ୍‌ ଯାଇଛନ୍ତି। ମଙ୍ଗଳବାର ମହାରାଷ୍ଟ୍ର…
Read More...

ଭାଇକୋଙ୍କ ରାଜ୍ୟସଭା ପ୍ରାର୍ଥିପତ୍ର କାଏମ ରଖିଲେ ଇସି

ଚେନ୍ନଇ : ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏକବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଏମଡିଏମ୍‌କେ ମୁଖ୍ୟ ଭାଇକୋଙ୍କ ରାଜ୍ୟସଭା ପ୍ରାର୍ଥିପତ୍ରକୁ ନିର୍ବାଚନ ଆୟୋଗ (ଇସି) କାଏମ ରଖିଛନ୍ତି। ଇସିଙ୍କ ଅନୁମତି ଆଧାରରେ…
Read More...

ବାଲାକୋଟ ଆକ୍ରମଣ ପରେ ଅନୁପ୍ରବେଶ କମିଛି: କେନ୍ଦ୍ର

ନୂଆଦିଲ୍ଲୀ : ବାଲାକୋଟର ଆତଙ୍କବାଦ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ସୀମାନ୍ତରେ ଅନୁପ୍ରବେଶ ବହୁମାତ୍ରାରେ ହ୍ରାସ ପାଇଛି ବୋଲି ସରକାର କହିଛନ୍ତି। ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ…
Read More...

ଜାହାଜର ୧୧ମହଲାରୁ ଅଜାଙ୍କ ହାତରୁ ଖସିପଡ଼ିଲା ଶିଶୁ

ପୁଏର୍ଟୋ ରିକୋ : ଜାହାଜର ଏଗାର ମହଲା ଝରକା ବାଟେ ଅଜାଙ୍କ ହାତରୁ ଖସିପଡ଼ି ଏକ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ବର୍ଷକର ଶିଶୁଟି ଅଜାଙ୍କ କୋଳରେ ଶୋଇଥିଲାବେଳେ ହଠାତ୍‌ ଝରକା ବାଟେ ତଳକୁ ଖସି ପଡ଼ିଥିଲା ଓ ସିଧା ଯାଇ…
Read More...

ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ଇସ୍ତଫା ଅଗ୍ରାହ୍ୟ

କଲକାତା : ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ଇସ୍ତଫାକୁ ଦଳ ଅଗ୍ରାହ୍ୟ କରିଦେଇଛି। ମଙ୍ଗଳବାର ମିତ୍ର ସଭାପତି ପଦରୁ ଇସ୍ତଫା ଦେଇଥିଲେ; କିନ୍ତୁ ପଶ୍ଚିମବଙ୍ଗ ଦାୟିତ୍ବରେ ଥିବା ଅଖିଳ ଭାରତ…
Read More...

ଦେଶାନ୍ତରୀମାନେ ‘ଶରଣାର୍ଥୀ’ କି ନୁହେଁ ବିଚାର କରିବେ ସୁପ୍ରିମକୋର୍ଟ

ନୂୂଆଦିଲ୍ଲୀ : ଦେଶରେ ଥିବା ବେଆଇନ ଦେଶାନ୍ତରୀଙ୍କୁ ଶରଣାର୍ଥୀ ଆଖ୍ୟା ଦିଆଯାଇପାରିବ କି ନାହିଁ ସେ ସମ୍ପର୍କିତ ଏକ ପ୍ରଶ୍ନକୁ ଯଥାର୍ଥ ଦର୍ଶାଇ ଏହା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି।…
Read More...

ନିଶାଣରେ ମାୟାବତୀ ଓ ହୁଦା: ୧୯ରାଜ୍ୟର ୧୧୦ ସ୍ଥାନରେ ସିବିଆଇ ଚଢ଼ଉ

ନୂୂଆଦିଲ୍ଲୀ : ସପ୍ତାହକ ବ୍ୟବଧାନରେ ସିବିଆଇ ପକ୍ଷରୁ ପୁଣି ଥରେ ବଡ଼ ଧରଣର ଚଢ଼ଉ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ୧୯ଟି ରାଜ୍ୟର ମୋଟ ୧୧୦ଟି ସ୍ଥାନରେ ଦୁର୍ନୀତି ଓ ଅସ୍ତ୍ର ଚୋରାକାରବାର ମାମଲା ନେଇ ଏହି…
Read More...

ବୁଧବାର ରାଶିଫଳ

ମେଷ: ଆର୍ଥିକ ଆବଶ୍ୟକତା ଉପୁଜି ପାରେ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଅବିବାହିତଙ୍କ ମନୋରମା କନ୍ୟା ସହ ବିବାହ ସ୍ଥିର…
Read More...

ଗାନ୍ଧୀ ଜୟନ୍ତୀରେ ୧୫୦କିମି ପଦଯାତ୍ରା ଆୟୋଜନ କରିବେ ବିଜେପି ସାଂସଦ

ନୂୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜେପିର ସମସ୍ତ ସାଂସଦ ୧୫୦ କିଲୋମିଟର ପଦଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଂସଦମାନେ ଅକ୍ଟୋବର ୨ରୁ…
Read More...

ଦୁର୍ଘଟଣାରେ ଯୁବକ ମୃତ, ମହିଳା ଗୁରୁତର

ପୁରୀ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ଲିଆଖିଆ ବ୍ରିଜ ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳାଙ୍କୁ ପ୍ରଥମେ ଜିଲା…
Read More...

‘ଉତ୍ତରାଧିକାରୀ ବାଛିବା ପାଇଁ କମିଟି ଗଢ଼ନ୍ତୁ ରାହୁଲ’

ନୂୂଆଦିଲ୍ଲୀ : କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧୀଙ୍କ ଉତ୍ତରାଧିକାରୀ ମନୋନୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ଜନାର୍ଦନ ଦ୍ବିବେଦୀ। ଏଥିସହିତ ରାହୁଲ ନିଜେ…
Read More...

ବୁଧବାର ରାଶିଫଳ

ମେଷ: ଆର୍ଥିକ ଆବଶ୍ୟକତା ଉପୁଜି ପାରେ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଅବିବାହିତଙ୍କ ମନୋରମା କନ୍ୟା ସହ ବିବାହ ସ୍ଥିର…
Read More...

‘ଉତ୍ତରାଧିକାରୀ ବାଛିବା ପାଇଁ କମିଟି ଗଢ଼ନ୍ତୁ ରାହୁଲ’

ନୂୂଆଦିଲ୍ଲୀ : କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧୀଙ୍କ ଉତ୍ତରାଧିକାରୀ ମନୋନୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ଜନାର୍ଦନ ଦ୍ବିବେଦୀ। ଏଥିସହିତ ରାହୁଲ ନିଜେ…
Read More...

ପ୍ୟାରିସ ଜଳବାୟୁ ରାଜିନାମାକୁ ଟ୍ରମ୍ପଙ୍କ ପୁନର୍ବାର ଅଗ୍ରାହ୍ୟ

ୱାଶିଂଟନ୍‌ : ପ୍ୟାରିସ୍‌ ଜଳବାୟୁ ରାଜିମାନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଅଗ୍ରାହ୍ୟ କରିଛନ୍ତି। ଏହା ଭାରତ ଓ ଚୀନ୍‌ ଭଳି ରାଷ୍ଟ୍ରକୁ ସୁହାଉଥିବାବେଳେ ଆମେରିକା ପାଇଁ ଫଳପ୍ରଦ ନୁହେଁ। ବିଶ୍ବର…
Read More...

ମହାରାଷ୍ଟ୍ର ମନ୍ତ୍ରୀଙ୍କ ଘରକୁ କଙ୍କଡ଼ା ଫିଙ୍ଗିଲେ ଏନ୍‌ସିପି କର୍ମୀ

ପୁଣେ : ମହାରାଷ୍ଟ୍ରରେ ଗତ ମଙ୍ଗଳବାର ରାତିରେ ପ୍ରଳୟଙ୍କରୀ ବର୍ଷା କାରଣରୁ ରତ୍ନଗିରି ଅନ୍ତର୍ଗତ ଚିପଲୁନ୍‌ଠାରେ ଥିବା ତିୱାରୀ ନଦୀବନ୍ଧ ଭୁଶୁଡ଼ି ୨୩ ଲୋକଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଏନ୍‌ସିପି କର୍ମୀମାନେ…
Read More...

ନ୍ୟୁଜ୍‌ପ୍ରିଣ୍ଟ ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଆଇଏନଏସ୍‌ର ନିବେଦନ

ଅହମଦାବାଦ : ନ୍ୟୁଜ୍‌ପ୍ରିଣ୍ଟ ଉପରେ ଧାର୍ଯ୍ୟ ୧୦% ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିବାକୁ ଭାରତୀୟ ନ୍ୟୁଜ୍‌ପେପର ସୋସାଇଟି (ଆଇଏନଏସ୍‌) ଭାରତ ସରକାରଙ୍କୁ ନିବେଦନ କରିଛି। ଗତ ସାଧାରଣ ବଜେଟରେ ସରକାର ନ୍ୟୁଜପ୍ରିଣ୍ଟ,…
Read More...

କାଲି ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ

ମାଞ୍ଚେଷ୍ଟର : ବର୍ଷା ଯୋଗୁଁ ଅତିରିକ୍ତ ଦିବସକୁ ଯାଇଛି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌। ବୁଧବାର ଅତିରିକ୍ତ ଦିବସରେ ଏହି ମ୍ୟାଚ୍‌ର ଫଇସଲା ହେବ। ମଙ୍ଗଳବାର ଚଳିତ କ୍ରିକେଟ ବିଶ୍ବକପ୍‌​‌ର ପ୍ରଥମ…
Read More...

ଦିଲ୍ଲୀ ହାଇକୋର୍ଟକୁ କେନ୍ଦ୍ରର ସୂଚନା: ଆଧାର ସଂଶୋଧିତ ଆଇନ ଗୃହୀତ ହୋଇଥିବାରୁ ଅଧ୍ୟାଦେଶ ଅଚଳ

ନୂଆଦିଲ୍ଲୀ : ଆଧାର ଓ ଅନ୍ୟାନ୍ୟ ସଂଶୋଧିତ ବିଧେୟକ-୨୦୧୯ ସଂସଦରେ ଗୃହୀତ ହୋଇଥିବାରୁ ଆଧାର ଅଧ୍ୟାଦେଶ ଅଚଳ ହୋଇଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଅଧ୍ୟାଦେଶର ବୈଧତା…
Read More...

ସାଂସଦଙ୍କ ସହ ସ୍ଲୋଗାନ ଦେଲେ ରାହୁଲ

ନୂଆଦିଲ୍ଲୀ : କର୍ଣ୍ଣାଟକ ସରକାରରେ ଦେଖାଦେଇଥିବା ସଙ୍କଟକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ ସ୍ଲୋଗାନବାଜି କରିଥିବା ଦେଖିବାକୁ ମିଳିଛି। ସପ୍ତଦଶ ଲୋକସଭାରେ ପ୍ରଥମଥର ଲାଗି…
Read More...

ଚୀନ୍‌ ବିରୋଧ ସତ୍ତ୍ବେ ତାଇୱାନ୍‌କୁ ଅସ୍ତ୍ର ବିକିବ ଆମେରିକା

ୱାଶିଂଟନ୍‌ : ଚୀନ୍‌ର ପ୍ରତିବାଦ ସତ୍ତ୍ବେ ତାଇୱାନ୍‌କୁ ୨୨୦କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି ପ୍ରସ୍ତାବକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏହି ଅନୁସାରେ ଆମେରିକା ତାଇୱାନ୍‌କୁ…
Read More...

ଗାଁରୁ ସ୍କୁଲ ଉଠିବା ଘଟଣାରେ ଡିଇଓଙ୍କ କାର୍ଯ୍ୟାଳୟ ଘେରିଲେ କୁହିମୁଣ୍ଡା ଗ୍ରାମବାସୀ

ବଲାଙ୍ଗୀର : ବଲାଙ୍ଗୀର ଜିଲାର ୨୮ଟି ସ୍କୁଲରେ ୧୦ ଜଣ ଛାତ୍ରଛାତ୍ରୀରୁ କମସଂଖ୍ୟା ଥିବା ଦର୍ଶାଇ ସେହି ସ୍କୁଲକୁ ପ୍ରଶାସନ ବନ୍ଦ କରିଦେଇଛି। ସେଥି ମଧ୍ୟରେ ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର କୁହିମୁଣ୍ଡା ଅନ୍ୟତମ। ଏହି…
Read More...

ସାଧକ ନାରାୟଣ ଚନ୍ଦ୍ର ଦାସଙ୍କ ପରଲୋକ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଜାନକାଦେଇପୁର ପଞ୍ଚାୟତର ସାହାଡା ନିକଟରେ ଅଳକା ନଦୀ କୂଳରେ ଅବସ୍ଥିତ ଏରସମା-ବାଲିକୁଦା ଅଞ୍ଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ବଟ ମହା ପୁରୁଷ ବିଜେ ସ୍ଥଳୀ(ବଟ…
Read More...

ଅନାହାରରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ କର୍ଲାକୋଟ ପଞ୍ଚାୟତର ସର୍ଗିମୁଣ୍ଡା ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବକ ଅନାହାରରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ସେ ଦୀର୍ଘ ୪ ଦିନ ହେବ ଖାଇବାକୁ ନପାଇ ମୃତ୍ୟୁ ବରଣ କରିଥିବା…
Read More...

ଅବାଧରେ ଚାଲିଛି ଗଛ କଟା, ବେଆଇନରେ ଚାଲିଛି କରତ କଳ ଓ କାଠ ଚାଲାଣ

ନେମାଳ : ସରକାର ଗଛ କଟା ଉପରେ କଡା କଡି ନିୟମ ପ୍ରଣୟନ କରିଥିବା ବେଳେ ନେମାଳ ଥାନା ଅଞ୍ଚଳରେ ବହୁ କାଠ ମାଫିଆ ଓ ବେଆଇନ୍‍ ଭାବେ ଚଳାଇଥିବା ମିଲ ମାଲିକଙ୍କ ଦ୍ୱାରା ଅବାଧରେ ଗଛକଟା ଯାଇ ସେଗୁଡିକୁ ପଟା ଚିରାଯାଇ…
Read More...

ବିଧାୟକଙ୍କ ଦ୍ଵାରା କାର୍ୟ୍ୟାଦେଶ ବଣ୍ଟନ ଓ ସ୍କୁଲ ଦର୍ଶନ

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ସାଭାଗୃହରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର କାର୍ୟ୍ୟାଦେଶ ବଣ୍ଟନ କରିଥିଲେ।…
Read More...

ନେମାଳ ବଜାରରେ ଲହଡି ମାରୁଛି ବର୍ଷାପାଣି

ନେମାଳ : ଦୁଇ ଦିନ ବର୍ଷାରେ ଦେମାଣ୍ଡେ-ଅରେଇ ରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ ପର୍ଯ୍ୟଟନ ପୀଠ ନେମାଳ ମୁଖ୍ୟ ବଜାର ରାସ୍ତାରେ ଆଣ୍ଠୁଏରୁ ଉର୍ଦ୍ଧ ପାଣି ଚାଲିବା ଦ୍ୱାରା ଯାତାୟାତରେ ଘୋର ଅସୁବିଧା ଦେଖାଦେଇଛି।…
Read More...

କ୍ରିକେଟ ବିଶ୍ବକପ : ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍ , ୪୬.୧ ଓଭରରେ ନ୍ୟୁଜିଲାଣ୍ଡ ୨୧୧/୫

ମଞ୍ଚେଷ୍ଟର : କ୍ରିକେଟ ବିଶ୍ଵକପ୍ ୨୦୧୯ର ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଚେଷ୍ଟରସ୍ଥିତ ଓଲଡ୍ ଟ୍ରାଫେଡରେ ଜାରି ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଟକିଛି। ବର୍ଷା ହେବାବେଳକୁ ନ୍ୟୁଜିଲାଣ୍ଡ…
Read More...

ଫାଙ୍କା ଗୁଳି ଚଳାଇ ଡ଼ାକ୍ତରଙ୍କ ଠାରୁ ୫୦ ଲକ୍ଷ ଲୁଟ ଅଭିଯୋଗ

ଆଠଗଡ଼ : କଟକ ଜିଲା ଆଠଗଡ଼ ଏନଏଚ୍ ୫୫ ଇଏସଆର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଅପରାହ୍ନରେ ଜଣେ ଡ଼ାକ୍ତରଙ୍କ ଠାରୁ ୩ ଜଣ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।…
Read More...

ଦେଢମାସ ହେଲା ନଳକୂପ ଅଚଳ ; ବିଭାଗର ନିଘା ନାହିଁ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ୧୦ନଂ ୱାର୍ଡରେ ବସବାସ କରୁଥିବା ୩୦୦ରୁ୪୦୦ ଲୋକମାନଙ୍କ ପାଇଁ ରହିଛି ୨ଟି ନଳକୂପ। ସେଥିମଧ୍ୟରୁ ଗୁଡିଆସାହି ନିକଟରେ ଥିବା ଗୋଟିଏ ନଳକୂପ ଦୀର୍ଘ ଦେଢମାସ ହେବ ଅଚଳ…
Read More...

ଦେଶୀ ମଦ ଜବତ, ଜଣେ ଗିରଫ

ତୁଷୁରା : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଲବାର ତୁଷୁରା ଅବକାରୀ ଥାନା ଦେଓଗାଁ ବ୍ଳକ ଅର୍ନ୍ତଗତ ଥାଳବନ୍ଧ ଗ୍ରାମରେ ବେଆଇନ ମଦ କୁଚିଆ ଉପରେ ଚଢ଼ାଉ କରାଯାଇ ୫ ଲିଟର ଦେଶୀ ହାତ ରନ୍ଧା ମଦ ସହ ଜଣକୁ ଗିରଫ କରିଥିବା…
Read More...

ବଲାଙ୍ଗୀରରେ ବର୍ଷାର ଲୁଚକାଳି ଖେଳ

ବଲାଙ୍ଗୀର : ଚିର ମରୁଡି ବଲାଙ୍ଗୀର ଜିଲା। ବର୍ଷା ପାଣି ଉପରେ ଜିଲାର ଚାଷର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବା ବେଳେ କିଛି ଦିନର ଭଳ ବର୍ଷା ପରେ ଏବେ ବଲାଙ୍ଗୀରରେ ଉଭେଇଗଲାଣି ବର୍ଷା। ଜୁଲାଇ ପ୍ରାରମ୍ଭରୁ…
Read More...

ଉପଭୋକ୍ତାରେ ନମ୍ବର ୱାନ୍‌, ଉଦ୍ଭାବନରେ ସତାବନ ଭାରତ

ନୂଆଦିଲ୍ଲୀ : ବିଶ୍ବ ଜନସଂଖ୍ୟାର ଏକ-ଷଷ୍ଠାଂଶ ଭାରତରେ ବାସ କରନ୍ତି। ଜନସଂଖ୍ୟାରେ ଚୀନ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ସର୍ବାଧିକ ଯୁବଗୋଷ୍ଠୀ ମଧ୍ୟ ଭାରତରେ । ଛତୁ ଫୁଟିବା ପରି ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢି…
Read More...

ମସ୍‌ଜିଦରେ ପ୍ରବେଶ ଓ ପ୍ରାର୍ଥନା ସଂକ୍ରାନ୍ତ ଆବେଦନ ଖାରଜ

ନୂୂଆଦିଲ୍ଲୀ : ମସ୍‌ଜିଦରେ ମୁସଲମାନ ମହିଳାଙ୍କୁ ପ୍ରାର୍ଥନା କରିବାର ସୁଯୋଗ ପ୍ରଦାନ ପାଇଁ ହୋଇଥିବା ଏକ ଆବେଦନକୁ ସୁପ୍ରିମ​‌କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ‘ଏଭଳି ଆବେଦନ କରିବାକୁ ଆପଣ କିଏ ? ଆପଣଙ୍କର କ’ଣ…
Read More...

ସ୍ବର୍ଣ୍ଣ ପଦକ ଜିତିଲେ ହିମା, ଆନାସ୍‌

ନୂଆଦିଲ୍ଲୀ : ପୋଲାଣ୍ଡରେ ଆୟୋଜିତ କୁଣ୍ଟୋ ଆଥଲେଟିକ୍‌ ମିଟ୍‌ରେ ଭାରତୀୟ ଧାବିକା ହିମା ଦାସ ଓ ଧାବକ ମହମ୍ମଦ ଆନାସ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ ହିମା ଦାସ ୨୩.୯୭ ସେକେଣ୍ଡ ନେଇ ସ୍ବର୍ଣ୍ଣ…
Read More...

କାନାଡ଼ା ଓପନ୍‌ : କଶ୍ୟପ ରନର୍ସଅପ୍‌

କାଲ୍‌ଗାରି : ଏଠାରେ ଖେଳାଯାଉଥିବା କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର ପାରୁପଲ୍ଲୀ କଶ୍ୟପ। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲରେ କଶ୍ୟପଙ୍କୁ ଚୀନ୍‌ର…
Read More...

କାଶ୍ମୀରରେ ବନ୍ଦ ପାଳନ, ଶ୍ରୀନଗରରେ କର୍ଫ୍ୟୁ

ଶ୍ରୀନଗର : ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ବ୍ରୁହାନ ୱାନିର ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀମାନେ ବନ୍ଦ ପାଳନ କରିଛନ୍ତି। ଶ୍ରୀନଗର ଅନ୍ତର୍ଗତ ସମସ୍ତ ଦୋକାନ ବଜାର ବନ୍ଦ…
Read More...

ରାହୁଲଙ୍କୁ ମନାଇବାରେ ଅଯଥା ସମୟ ନଷ୍ଟ ହେଲାଣି: କର୍ଣ୍ଣ ସିଂହ

ନୂୂଆଦିଲ୍ଲୀ : କଂଗ୍ରେସର ନେତୃତ୍ବ ସଂକଟ ଟାଳିବାକୁ ସାନି ପ୍ରସ୍ତାବ ଦେଇଛନ୍ତି ବରିଷ୍ଠ ନେତା ତଥା ଅତୀତରେ ଗାନ୍ଧୀ-ନେହରୁ ପରିବାରର ଅତ୍ୟନ୍ତ ଘନିଷ୍ଠ ଥିବା ଡଃ କର୍ଣ୍ଣ ସିଂହ। ଦଳ ପରିଚାଳନା ପଇଁ ୪ଜଣ କାର୍ଯ୍ୟକାରୀ…
Read More...

ପ୍ରତି ଜିଲାରେ ମାନବାଧିକାର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗ; କେନ୍ଦ୍ର, ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ

ନୂୂଆଦିଲ୍ଲୀ : ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ଦେଶର ପ୍ରତି ଜିଲାରେ ମାନବାଧିକାର ଅଦାଲତ ପ୍ରତିଷ୍ଠା ଓ ଏଥିପାଇଁ ସ୍ବତନ୍ତ୍ର ବିଚାରପତି ନିଯୁକ୍ତି କରାଯିବା କ୍ଷେତ୍ରରେ…
Read More...

ବାଘୁଣୀ ଓ ତାର ଛୁଆକୁ ହତ୍ୟା

ଚନ୍ଦ୍ରପୁର : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ସୋମବାର ସକାଳେ ଏକ ବାଘୁଣୀ ଓ ତାର ଦୁଇ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚିମୁର ଫରେଷ୍ଟ ରେଞ୍ଜର ମେଟେପୁର ଗ୍ରାମର ଏକ ନାଳରୁ ଏହି ମୃତଦେହ ଉଦ୍ଧାର କରାଯାଇଛି।…
Read More...

‘ଗୋ-ମାତାକି ଜୟ’ କହିବାକୁ ବାଧ୍ୟ କରି ୨୪ଜଣଙ୍କୁ ଦୌଡ଼ିରେ ବାନ୍ଧି ମାଡ଼

ମୁମ୍ବଇ : ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌କୁ ନେଇ ବିଭିନ୍ନ ସ୍ଥାନରେ ବିବାଦ ଜାରି ରହିଥିବାବେଳେ ‘ଗୋ-ମାତା କି ଜୟ’ କହିବାକୁ ବାଧ୍ୟ କରି କିଛି ଲୋକ ମହାରାଷ୍ଟ୍ରର ଖଣ୍ଡୱାଠାରେ ୨୪ଜଣଙ୍କୁ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ…
Read More...

ମରାଠାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ: ହାଇକୋର୍ଟ ରାୟ ବିରୋଧରେ ୧୨ରେ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିକ୍ଷା ଏବଂ ନିଯୁକ୍ତି ​‌େ​‌କ୍ଷତ୍ରରେ ମରାଠାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସମ୍ବନ୍ଧୀୟ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ଦାୟର ଏକ ଆବେଦନର ଶୁଣାଣି…
Read More...

ମଙ୍ଗଳବାର ରାଶିଫଳ

ମେଷ: ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ଶତ୍ରୁ ନିକଟରେ ନିଜର ପରାକ୍ରମ ଦେଖାଇ ପାରନ୍ତି। ଭାଇମାନଙ୍କ ସାହାଯ୍ୟ ପାଇ ବଳବାନ୍‍ ହେବେ। ଶତ୍ରୁ ନିପାତ କରି ଆଶ୍ୱସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ…
Read More...

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଶୁକ୍ରବାର ରାଜ୍ୟସଭାର ଦୁଇଟି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୧୦୪ଟି ଭୋଟ ସହ ସେ ଗୁଜରାଟରୁ ନିର୍ବାଚିତ…
Read More...

ଜାଲିୱାନାବାଲ ବାଗ ଟ୍ରଷ୍ଟକୁ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ବତଃ ମନୋନୟନ ହଟାଇବାକୁ ବିଧେୟକ ଆଗତ

ନୂଆଦିଲ୍ଲୀ : ଜାଲିୱାନାବାଲା ବାଗ ଟ୍ରଷ୍ଟକୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ସ୍ବତଃ ମନୋନୀତ କରାଯିବା ନେଇ ରହିଥିବା ପ୍ରବଧାନ ହଟାଇବା ଲାଗି ସଂସଦରେ ଏକ ବିଧେୟକ ଆଗତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏହାକୁ…
Read More...

ଜାମ୍ମୁ-କାଶ୍ମୀର ସମ୍ବନ୍ଧୀୟ ଜାତିସଂଘ ରିପୋର୍ଟକୁ ଭାରତର ଦୃଢ ବିରୋଧ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସମ୍ବନ୍ଧରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ଭାରତ ସୋମବାର ଦୃଢ ବିରୋଧ କରିଛି। ଏହା କାଶ୍ମୀର ସମ୍ବନ୍ଧରେ ଜାତିସଂଘ ପୂର୍ବରୁ ଦେଇଥିବା ରିପୋର୍ଟର ଏକ ପୁନରାବୃତ୍ତି। ଏଥିରେ…
Read More...

ଆଧାର ବିନା ମିଳିବ ନୂଆ ମୋବାଇଲ ସଂଯୋଗ ଓ ବ୍ୟାଙ୍କ ଖାତା

ନୂଆଦିଲ୍ଲୀ : ଆଧାର ଓ ଅନ୍ୟ ଆଇନ ସଂଶୋଧନ ବିଧେୟକ ୨୦୧୯ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଧେୟକ ଜୁନ୍ ୨୪ରେ ଲୋକସଭାରେ ଗୃହୀତ ହୋଇଥିଲା। ନୂଆ ବିଧେୟକ ୨୦୧୯ ମାର୍ଚ୍ଚ ୨ରେ ଜାରି ଅଧ୍ୟାଦେଶର ସ୍ଥାନ ନେବ। ଏହି…
Read More...

ବୁଡ଼ିଗଲା ଚାରି ଟ୍ରଲର: ୨୭ ମତ୍ସ୍ୟଜୀବୀ ନିଖୋଜ

କଲକାତା : ବଙ୍ଗୋସାଗରରେ ମାଛ ଧରିବାକୁ ଯାଇ ୪ଟି ଟ୍ରଲର ବୁଡ଼ିଯିବା ଘଟଣାକୁ ନେଇ କାକଦ୍ୱୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଘଟଣାଟି କାକଦ୍ୱୀପସ୍ଥିତ ବଙ୍ଗୋପସାଗରରେ ଘଟିଛି।…
Read More...

ତଥ୍ୟ ସୁରକ୍ଷା ଆଇନ ଆଣିବେ ସରକାର: ରବିଶଙ୍କର

ନୂୂଆଦିଲ୍ଲୀ : ତଥ୍ୟ ସୁରକ୍ଷା ସମ୍ପର୍କରେ ଆଇନ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ କେନ୍ଦ୍ର ସରକାର ବିଧେୟକ ଆଣିବେ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସୋମବାର ଲୋକସଭାରେ ୫…
Read More...

ଦିଲ୍ଲୀ ସମେତ ୧୭ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ସମେତ ଦେଶର ୧୭ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଜାରି…
Read More...

ପିପିଲିରେ ହେରାପଞ୍ଚମୀ ନୀତି ସଂପନ୍ନ

ପିପିଲି : ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ କାଳିଆ ଠାକୁର ଏବେ ଯାଇଛନ୍ତି ଘୋଷଯାତ୍ରାରେ ମାଉସୀ ଘରକୁ। ଅଥଚ ଏକାକୀ ପତ୍ନୀଙ୍କୁ ଛାଡିଦେଇ ଆସିଛନ୍ତି ଶ୍ରୀପତିତପାବନ ମନ୍ଦିରରେ। ତେଣୁ ପ୍ରଭୁଙ୍କ ଉପରେ ରୋଷ କରିଛନ୍ତି…
Read More...

୨୦୨୧ରେ ନୌବାହିନୀକୁ ମିଳିବ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

ନୂୂଆଦିଲ୍ଲୀ : ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଯୁଦ୍ଧବିମାନବାହୀ ଜାହାଜ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆବଶ୍ୟକ ପରୀକ୍ଷାନିରୀକ୍ଷା ପାଇଁ ୨୦୨୧ ଫେବୃଆରୀରେ ଏହା ନୌବାହିନୀକୁ…
Read More...

ବିଷାକ୍ତ ଛତୁ ଖାଇ ୬ ଗୁରୁତର

ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ଗାଁରେ ବିଷାକ୍ତ ଛତୁ ଖାଇ ୬ ଜଣ ଝାଡା ବାନ୍ତିରେ ପଡ଼ି ଗୁରୁତର ହୋଇଥଛନ୍ତି। ଗୁରୁତରଙ୍କୁ ଖପ୍ରାଖୋଲ ଡାକ୍ତରଖାନା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।…
Read More...

ପଏଦା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସମ୍ବର୍ଦ୍ଧନା ସଭା

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ପଏଦା ପଞ୍ଚାୟତର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗ୍ରାମ ପଞ୍ଚାୟତ ପରିସରରେ ସୋମବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ରବି…
Read More...

ଖୁବଶୀଘ୍ର ପରଦାକୁ ଆସିବ ‘ଛବିରାଣୀ’ ହତ୍ୟାକାଣ୍ଡ ଉପରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର : ଓଡ଼ିଶାରେ ୮୦ ଦଶକର ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ଛବିରାଣୀ’। ଛବିରାଣୀ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ…
Read More...

ମହିଳାଙ୍କୁ ହତ୍ୟା ମାମଲା ; ଆଠ ଦିନ ହେଲା ଅଭିଯୁକ୍ତ ଥାନାରେ ଅଟକ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଦାସମଠ ଗ୍ରାମର ଲକ୍ଷ୍ମୀ ମାଇତିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ଆଠ ଦିନ ହେଲା ଥାନାକୁ ଆଣି ପଚରା ଉଚରା କରୁଛି। ମାତ୍ର…
Read More...

ଦାଦାଙ୍କୁ ଜନ୍ମଦିନର ଶୁଭେଚ୍ଛା

ମୁମ୍ବଇ : ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋମବାର ୪୭ ବର୍ଷ ବୟସରେ ପାଦ ଦେଇଛନ୍ତି। ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟରେ ଦାଦା ନାମରେ ଜଣାଶୁଣା । ଗାଙ୍ଗୁଲି ଅଧିନାୟକ…
Read More...

ଜର୍ମାନୀର ଫ୍ରାଙ୍କଫୁର୍ଟରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଶାଳ ବୋମା

ଫ୍ରାଙ୍କଫ୍ରୁଟ : ଜର୍ମାନୀର ଫ୍ରାଙ୍କଫୁର୍ଟସ୍ଥିତ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି) ମୁଖ୍ୟାଳୟ ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବିଶାଳ ବୋମା ମିଳିଛି। ୫୦୦ କିଲୋ ଓଜନର ଏହି ବୋମାକୁ ନିଷ୍କ୍ରିୟ କରିବା…
Read More...

ବିଶ୍ବକପ୍‌ରୁ ଖାୱାଜା ବାଦ୍; ମାର୍ଶ ଓ ୱେଡ୍‌ ସାମିଲ

ମାଞ୍ଚେଷ୍ଟର : ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଉସ୍‌ମାନ୍ ଖାୱାଜା ଆହତ ହୋଇ ଚଳିତ ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୱିକେଟ ରକ୍ଷକ ମାଥ୍ୟୁ ୱେଡ୍‌ ବଦଳ ଖେଳାଳି ଭାବେ ସାମିଲ ହୋଇଛନ୍ତି।…
Read More...

୧୧ ବର୍ଷ ତଳେ ବିଶ୍ବକପ୍ ସେମି ଖେଳିଥିଲେ କୋହଲି-ୱିଲିୟମ୍‌ସନ

ନୂଆଦିଲ୍ଲୀ : ମଙ୍ଗଳବାର ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡର ମୁକାବିଲା କରିବ ଭାରତ। ବିରାଟ କୋହଲି ଓ କେନ୍ ୱିଲିୟମ୍‌ସନ୍ ଏହି ମ୍ୟାଚ୍‌ରେ ଉଭୟ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି।​ ‌େ​‌ତବେ ୧୧ ବର୍ଷ ତଳେ ମଧ୍ୟ…
Read More...

ଆମେରିକା ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଚମ୍ପିଆନ

ଲିୟନ୍ (ଫ୍ରାନ୍‌ସ) : ଆମେରିକା ଫିଫା ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଚମ୍ପିଆନ୍ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଆମେରିକା ୨-୦ ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ୧୯୯୧, ୧୯୯୯ ଓ ୨୦୧୫ରେ…
Read More...

ଜର୍ମାନୀର ଫ୍ରାଙ୍କଫୁର୍ଟରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଶାଳ ବୋମା

ଫ୍ରାଙ୍କଫ୍ରୁଟ : ଜର୍ମାନୀର ଫ୍ରାଙ୍କଫୁର୍ଟସ୍ଥିତ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି) ମୁଖ୍ୟାଳୟ ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବିଶାଳ ବୋମା ମିଳିଛି। ୫୦୦ କିଲୋ ଓଜନର ଏହି ବୋମାକୁ ନିଷ୍କ୍ରିୟ କରିବା…
Read More...

ରାହୁଲଙ୍କ ବିରୋଧରେ ମିଛ ମନ୍ତବ୍ୟ; ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧରେ ମାମଲା

ରାୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ଦେବା ନେଇ ବିଜେପି ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧରେ ପୁଲିସ ରବିବାର ମାମଲା ରୁଜୁ କରିଛି। ପୁଲିସ କହିବା…
Read More...

ରାହୁଲଙ୍କ ବିରୋଧରେ ମିଛ ମନ୍ତବ୍ୟ; ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧରେ ମାମଲା

ରାୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ଦେବା ନେଇ ବିଜେପି ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧରେ ପୁଲିସ ରବିବାର ମାମଲା ରୁଜୁ କରିଛି। ପୁଲିସ କହିବା…
Read More...

ମାନସରୋବର ଯାତ୍ରା: ଅମ୍ଳଜାନସ୍ତର କମିବାରୁ ୭ ତୀର୍ଥଯାତ୍ରୀ ମୃତ

ନୂଆଦିଲ୍ଲୀ : କେରୁଙ୍ଗ ସୀମା ପଥ ଦେଇ କୈଳାସ ମାନସରୋବର ଯାତ୍ରା କରୁଥିବା ୭ ତୀର୍ଥଯାତ୍ରୀଙ୍କ ଅମ୍ଳଜାନସ୍ତର କମିବା କାରଣରୁ ମୃତ୍ୟୁ ଘଟିଛି। ହୁମ୍ଲାର ଉପଜିଲାପାଳ କହିଛନ୍ତି ଯେ ମୃତ ତୀର୍ଥଯାତ୍ରୀଙ୍କ ଶବକୁ ସେମାନଙ୍କ…
Read More...

ବାଲାକୋଟ ଆକ୍ରମଣର ଭୟ : ଆଫଗାନିସ୍ତାନରେ ପ୍ରଶିକ୍ଷଣ ନେଉଛନ୍ତି ପାକ୍ ଆତଙ୍କବାଦୀ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ବାଲାକୋଟର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଭୟଭୀତ ହୋଇପଡିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡିକ…
Read More...

ସୋମବାର ରାଶିଫଳ

ମେଷ: ପରିଶ୍ରମର ମୂଲ୍ୟ ମିଳିବ। କଷ୍ଟସାଧ୍ୟ ହେବ। ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ପ୍ରଭାବ ବିସ୍ତାର କରି ଓ ରଣକୌଶଳକୁ ଶାଣିତ କରି ଶତ୍ରୁ ଦମନରେ ସିଦ୍ଧହସ୍ତ…
Read More...

କୋପା ଆମେରିକା ଫୁଟ୍‌ବଲ; ଚିଲିକୁ ହରାଇ ଆର୍ଜେଣ୍ଟିନାକୁ ୩ୟ ସ୍ଥାନ

ସାଓ ପାଓଲୋ (ବ୍ରାଜିଲ୍‌) : ଚଳିତବର୍ଷର କୋପା ଆମେରିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ​‌େ​‌ର ୩ୟ ସ୍ଥାନ ଅର୍ଜନ କରିଛି ଆର୍ଜେଣ୍ଟିନା। ଶନିବାର ରାତିରେ ଖେଳା ଯାଇଥିବା ଏକ ଉତ୍ତେଜନାମୂଳକ ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଗତ…
Read More...

କାନାଡ଼ା ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲରେ କଶ୍ୟପ

କାଲ୍‌ଗାରି (କାନାଡ଼ା) : ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ପାରୁପଲ୍ଲି କଶ୍ୟପ। ୬ଷ୍ଠ ସିଡ୍‌ କଶ୍ୟପ ସେମିଫାଇନାଲରେ ୪ର୍ଥ ସିଡ୍ ଚାଇନିଜ୍ ତାଇପେର…
Read More...

ସରିଫ୍‌ଙ୍କ ବିପକ୍ଷରେ ରାୟ ଦେବାକୁ ପାକିସ୍ତାନ ବିଚାରପତିଙ୍କୁ ‘ବ୍ଲାକ୍‌ମେଲ୍‌’ କରାଯାଇଥିଲା: ମରିୟମ୍‌

ଲାହୋର : ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନୱାଜର ନେତ୍ରୀ ମରିୟମ୍‌ ନୱାଜ ଏକ ଭିଡିଓ ସାର୍ବଜନୀନ କରିଛନ୍ତି। ଭିଡିଓରେ ଆକାଉଣ୍ଟିବିଲିଟି କୋର୍ଟର ଜଣେ ବିଚାରପତି ସ୍ବୀକାର କରୁଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ…
Read More...

ସମୁଦ୍ର ଜୁଆରରେ ଭାସିଯାଉଥିଵା ଯୁଵକକୁ ଉଦ୍ଧାର କଲେ ଲାଇଫ ଗାର୍ଡ

ଗୋପାଳପୁର : ଗତ ଦୁଇ ଦିନ ହେଲା ସୁମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିଛି। ଶନିବାର ସନ୍ଧ୍ୟାରେ ବାହାଦୂର ପେଣ୍ଠ ଗ୍ରାମର ତିନି ସାଙ୍ଗ ଗୋପାଳପୁର ବୁଲିଵାକୁ ଆସି ସମୁଦ୍ର ପାଣିରେ ଖେଳୁଥିବା ସମୟରେ…
Read More...

ଇସ୍ତଫା ଦେବା ପରେ ମୁମ୍ବଇରେ ପହଞ୍ଚିଲେ କଂଗ୍ରେସ-ଜେଡିଏସର ୧୦ ବିଧାୟକ

ମୁମ୍ବଇ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସଂକଟରେ ପଡିଛି। ଦୁଇ ଦଳର ପ୍ରାୟ ୧୪ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ବାଚସ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି। ଏବେ ଉଭୟ ଦଳ…
Read More...

ଟ୍ରକ ଡ୍ରାଇଭରଙ୍କୁ ଚାକୁ ମାରି ଲୁଟ ଅଭିଯୋଗ

ବେଲଗାଁ : ବେଲଗାଁରେ ଗତକାଲି ବିଲମ୍ବିତ ରାତ୍ରିରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବୃତ୍ତ ଚାକୁ ମାରି ଲୁଟ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆହତ ଡ୍ରାଇଭର ଜଣକୁ ବେଲଗାଁ ପୁଲିସ ଉଦ୍ଧାର କରି ପ୍ରଥମେ ବେଲଗାଁ ସେଠାରୁ…
Read More...

ବାଘ ଆକ୍ରମଣରେ ବିଶ୍ୱର ସବୁଠୁ ବଡ଼ ରିଂଗ ମାଷ୍ଟର ୱେବରଙ୍କ ମୃତ୍ୟୁ

ରୋମ : ଇଟାଲୀର ସବୁଠୁ ବଡ଼ ସର୍କସ ‘ସିର୍କି ଅର୍ଫି’ରେ କାର୍ଯ୍ୟ କରୁଥିବା ବିଶ୍ୱର ସବୁଠୁ ବଡ଼ ରିଂଗ ମାଷ୍ଟର ଏଟୋର ୱେବରଙ୍କ ବାଘଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି। ଘଟଣା ଅନୁଯାୟୀ ଏକ କାର୍ଯ୍ୟକ୍ରମ ପାଇଁ ସେ ରିଂଗ…
Read More...